ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀରେ ସାଇ ହୀରା ଗ୍ଲୋବାଲ କନଭେନସନ ସେଣ୍ଟରର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

July 04th, 11:00 am

ସାଇରାମ, ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଶ୍ରୀମାନ ଅବଦୁଲ ନଜିର, ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟୀ ଶ୍ରୀ ଆର. ଜେ. ରତ୍ନାକର ଜୀ, ଶ୍ରୀ କେ. ଚକ୍ରବର୍ତ୍ତୀ ଜୀ, ମୋର ବହୁତ ପୁରୁଣା ବନ୍ଧୁ ଶ୍ରୀ ୟୁକୋ ହୀରା ଜୀ, ଡ. ମୋହନ ଜୀ, ଶ୍ରୀ ଏମ ଏମ ନାଗାନନ୍ଦ ଜୀ, ଶ୍ରୀ ନିମିଷ ପାଣ୍ଡ୍ୟା ଜୀ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ଏବଂ ଭଦ୍ର ଲୋକମାନେ, ଆପଣ ସମସ୍ତଙ୍କୁ ପୁଣିଥରେ ସାଇରାମ ।

ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦଘାଟିତ

July 04th, 10:36 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୭.୨୦୨୩) ଆନ୍ଧ୍ର ପ୍ରଦେଶର ପୁଟପର୍ତ୍ତୀ ଠାରେ ସାଇ ହୀରା ବୈଶ୍ୱିକ ଅଧିବେଶନ କେନ୍ଦ୍ରକୁ ଆଭାସୀ ଜରିଆରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ଅନେକ ବିଶିଷ୍ଟ ବ୍ୟକ୍ତି ଓ ଭକ୍ତମାନେ ଉପସ୍ଥିତ ଥିଲେ ।

ଜୁଲାଇ ୪ ତାରିଖରେ ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

July 03rd, 06:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୪ ତାରିଖ ପୂର୍ବାହ୍ନ ୧୦.୩୦ ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତି ଠାରେ ସାଇ ହୀରା ଗ୍ଲୋବାଲ କନଭେନସନ୍ ସେଣ୍ଟରର ଉଦଘାଟନ କରିବେ । ଏହି ଉଦଘାଟନୀ ସମାରୋହରେ ବିଶ୍ୱର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଭକ୍ତଙ୍କ ଉପସ୍ଥିତି ଦେଖିବାକୁ ମିଳିବ ।