ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସିଲେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି : ପ୍ରଧାନମନ୍ତ୍ରୀ

ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସିଲେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି : ପ୍ରଧାନମନ୍ତ୍ରୀ

February 14th, 08:15 pm

ଯେତେବେଳେ ସମ୍ପୂର୍ଣ୍ଣ ସୁସ୍ଥତା ଏବଂ ମାନସିକ ଶାନ୍ତି ବିଷୟ ଉପରେ କଥା ଆସେ ସଦ୍‌ଗୁରୁ ଜଗ୍‌ଗୀ ବାସୁଦେବ ସର୍ବଦା ସବୁଠାରୁ ପ୍ରେରଣାଦାୟକ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିଛନ୍ତି ବୋଲି ମନ୍ତବ୍ୟ ଦେବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ‘ପରୀକ୍ଷା ପେ ଚର୍ଚ୍ଚା’ର ଚତୁର୍ଥ ଏପିସୋଡ ଦେଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଆଧ୍ୟାତ୍ମିକ ଗୁରୁମାନଙ୍କର ସମର୍ଥନ

November 17th, 02:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲାଗି ‘ଭୋକାଲ ଫର ଲୋକାଲ’ ପାଇଁ ଗତକାଲି କରିଥିବା ଅପିଲକୁ ଆଧ୍ୟାତ୍ମିକ ଗୁରୁମାନେ ବହୁମାତ୍ରାରେ ସମର୍ଥନ କରିଛନ୍ତି। ସନ୍ଥ ସମାଜ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଏହି ନିବେଦନକୁ ବେଶ ଉତ୍ସାହପୂର୍ଣ୍ଣ ସମର୍ଥନ ମିଳିଛି। ଆଧ୍ୟାତ୍ମିକ ଗୁରୁମାନେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ‘ଭୋକାଲ ଫର ଲୋକାଲ’ ଆହ୍ୱାନକୁ ଲୋକପ୍ରିୟ କରିବା ତଥା ଏହାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ ଏବଂ ଏହାକୁ ସମର୍ଥନ କରିବା ଲାଗି ସଂକଳ୍ପ ମଧ୍ୟ ବ୍ୟକ୍ତ କରିଥିଲେ ।

ଆଦିଯୋଗୀ ଶିବଙ୍କ 112 ଫୁଟ ଉଚ୍ଚ ପ୍ରତିମା ଉନ୍ମୋଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଆଦିଯୋଗୀ ଶିବଙ୍କ 112 ଫୁଟ ଉଚ୍ଚ ପ୍ରତିମା ଉନ୍ମୋଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 24th, 07:59 pm

PM Narendra Modi today unveiled 112-ft face of Adiyogi at Isha Yoga Center in Coimbatore. Speaking at the event he said, “India has given gift of Yoga to the world and by practicing Yoga, spirit of oneness is created.” He added further that today entire world wanted peace from wars and stress, and for that Yoga was the only way.

ପ୍ରଧାନମନ୍ତ୍ରୀ ଆଦିୟୋଗୀଙ୍କ ପ୍ରତିମା ଉନ୍ମୋଚନ କରିବେ , ବର୍ତ୍ତମାନ ଆପଣଙ୍କ ବିଚାର ଦିଅନ୍ତୁ !

February 20th, 03:35 pm

ମହାଶିବରାତ୍ରି (24 ଫେବୃୟାରୀ 2017) ଶୁଭ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁ କୋଏମବାଟୋର ବିଲ୍ଲିୟାଙ୍ଗିରି ଫୁଥହିଲସର ଇସା ଯୋଗ ସେଣ୍ଟରରେ ଏକ 112 ଫୁଟ ବିଶିଷ୍ଟ ଆଦିୟୋଗୀଙ୍କ ପ୍ରତିମା ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସଦଗୁରୁ ଯାଗ୍ଗୀ ବାସୁଦେବ ଦର୍ଶକମାନଙ୍କ ସହିତ କଥାବାର୍ତା କରିବେ ।