ଉତ୍ତରପ୍ରଦେଶର ବାରଣାସୀରେ ସ୍ୱରଭେଦ ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 18th, 12:00 pm
ଉତ୍ତର ପ୍ରଦେଶର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ମହେନ୍ଦ୍ର ନାଥ ପାଣ୍ଡେଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଅନୀଲ ଜୀ, ସଦଗୁରୁ ଆଚାର୍ଯ୍ୟ ପୂଜ୍ୟ ଶ୍ରୀ ସ୍ୱାଧୀନ ଦେବ ଜୀ ମହାରାଜ, ପୂଜ୍ୟ ଶ୍ରୀ ବିଜ୍ଞାନ ଦେବ ଜୀ ମହାରାଜ, ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି, ଦେଶବ୍ୟାପୀ ଏକାଠି ହୋଇଥିବା ସମସ୍ତ ଭକ୍ତଗଣ ଏବଂ ମୋ ପରିବାର ସଦସ୍ୟମାନେ!ଉତ୍ତର ପ୍ରଦେଶର ବାରାଣାସୀରେ ସ୍ୱରଭେଦ ମହାମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ
December 18th, 11:30 am
ଉତ୍ତର ପ୍ରଦେଶର ବାରାଣାସୀର ଉମରାହ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮-୧୨-୨୦୨୩) ସ୍ୱରଭେଦ ମହାମନ୍ଦିରର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ମହର୍ଷି ସଦାଫଲ ଦେବଜୀ ମହାରାଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମନ୍ଦିର ପରିସର ଚତୁଃପାଶ୍ୱର୍ ବୁଲି ଦେଖିଥିଲେ ।ଉତରପ୍ରଦେଶରେ ସଦ୍ଗୁରୁ ସଦାଫଳ ଦେବ ବିହଙ୍ଗମ ଯୋଗ ସଂସ୍ଥାନର ୯୮ତମ ବାର୍ଷିକୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 14th, 03:19 pm
ମଂଚ ଉପରେ ଉପସ୍ଥିତ ଉତରପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନ୍ଦି ବେନ୍ ପଟେଲ୍ ଜୀ, ଉତରପ୍ରଦେଶର ତେଜସ୍ୱୀ କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଯୋଗୀ ଆଦିତ୍ୟନାଥ ଜୀ, ସଦ୍ଗୁରୁ ଆଚାର୍ଯ୍ୟ ଶ୍ରୀ ସ୍ୱତନ୍ତ୍ରଦେବ ଜୀ ମହାରାଜ, ସନ୍ଥ ପ୍ରବର ଶ୍ରୀ ବିଜ୍ଞାନଦେବ ଜୀ ମହାରାଜ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଏବଂ ଏହି ଅଂଚଳର ସାଂସଦ ଶ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଜୀ, ଏହି ସ୍ଥାନର ଆପଣ ମାନଙ୍କର ଲୋକପ୍ରତିନିଧି ଏବଂ ଯୋଗୀ ଜୀଙ୍କ ସରକାରର ମନ୍ତ୍ରୀ ଶ୍ରୀମାନ ଅନିଲ ରାଜଭର ଜୀ, ଦେଶ ବିଦେଶରୁ ଆସିଥିବା ସମସ୍ତ ସାଧକ ଏବଂ ଶ୍ରଦ୍ଧାଳୁଗଣ, ଭାଇ ଓ ଭଉଣୀମାନେ, ସମସ୍ତ ଉପସ୍ଥିତ ବନ୍ଧୁଗଣ!ଉତ୍ତରପ୍ରଦେଶ ଉମରାହ ଗ୍ରାମ ସ୍ୱରଭେଦ ମହିମାମନ୍ଦିର ଧାମଠାରେ ପ୍ରଧାନମନ୍ତ୍ରୀ ସଦଗୁରୁ ସଦାଫଲଦେଓ ବିହଙ୍ଗମ ଯୋଗ ସଂସ୍ଥାନର ୯୮ତମ ବାର୍ଷିକ ସମାରୋହରେ ଯୋଗଦାନ
December 14th, 03:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୪.୧୨.୨୧) ଉତ୍ତରପ୍ରଦେଶର ଉମରାହ ଗ୍ରାମ ସ୍ୱରଭେଦ ମହିମା ମନ୍ଦିର ଧାମଠାରେ ସଦଗୁରୁ ସଦାଫଲଦେଓ ବିହଙ୍ଗମ ଯୋଗ ସଂସ୍ଥାନର ୯୮ତମ ବାର୍ଷିକ ଉତ୍ସବରେ ଯୋଗଦେଇଛନ୍ତି ।