List of MoUs/Agreements signed during the India-Bangladesh Virtual Summit
December 17th, 03:58 pm
List of MoUs/Agreements signed during the India-Bangladesh Virtual SummitBangladesh continues to be one of the significant pillars of India's 'Neighbourhood First' policy: PM
December 17th, 11:04 am
PM Narendra Modi held virtual bilateral meeting with Bangladesh PM Sheikh Hasina. In his remarks, PM Modi said that Bangladesh continues to be one of the significant pillars of India’s ‘Neighbourhood First’ policy. Both the leaders inaugurated the Chilahati-Haldibari rail link between India and& Bangladesh, released a commemorative stamp honouring Bangabandhu and launched a digital exhibition showcasing the achievements of Mahatma Gandhi and Sheikh Mujibur Rahman.PM Modi, Bangladesh PM hold virtual bilateral meeting
December 17th, 11:03 am
PM Narendra Modi held virtual bilateral meeting with Bangladesh PM Sheikh Hasina. In his remarks, PM Modi said that Bangladesh continues to be one of the significant pillars of India’s ‘Neighbourhood First’ policy. Both the leaders inaugurated the Chilahati-Haldibari rail link between India and& Bangladesh, released a commemorative stamp honouring Bangabandhu and launched a digital exhibition showcasing the achievements of Mahatma Gandhi and Sheikh Mujibur Rahman.ଭାରତ-ଶ୍ରୀଲଙ୍କା ଦ୍ଵିପାକ୍ଷିକ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
September 26th, 11:00 am
ମୁଁ ଆପଣଙ୍କୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀକୁ ହାର୍ଦ୍ଦିକ ସ୍ଵାଗତ କରୁଛି । ସବୁବେଳ ପରି ପ୍ରଥମ ସରକାରୀ ଭାରତ ଗସ୍ତରେ ଆପଣଙ୍କୁ ସ୍ଵାଗତ କରି ଆମେ ବହୁତ ଖୁସି ଅନୁଭବ କରିବୁ । ଆପଣଙ୍କୁ ସବୁବେଳେ ନିମନ୍ତ୍ରଣ ରହିବ । ବର୍ତ୍ତମାନର ପରିସ୍ଥିତି ଦୃଷ୍ଟିରୁ ଏହି ଭର୍ଚୁଆଲ ଶିଖର ସମ୍ମିଳନୀ ନେଇ ମୁଁ ଖୁବ ଖୁସି । ଆପଣ ଏହି ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ ରକ୍ଷା କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।ଭାରତ-ଶ୍ରୀଲଙ୍କା ଭର୍ଚୁଆଲ ଶିଖର ସମ୍ମିଳନରୀର ମିଳିତ ବିବୃତ୍ତି
September 26th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହାମହିମ ମହିନ୍ଦା ରାଜପକ୍ଷ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଦ୍ଵିପାକ୍ଷିକ ସମ୍ପର୍କ ଏବଂ ଉଭୟ ଦେଶ ପାଇଁ ଉଦ୍ଦିଷ୍ଟ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।Phone call between Prime Minister Shri Narendra Modi and H.E. Sheikh Hasina, Prime Minister of the People's Republic of Bangladesh
April 29th, 08:12 pm
PM Narendra Modi spoke to Sheikh Hasina, Prime Minister of Bangladesh. The two leaders discussed the regional situation in the wake of the COVID-19 pandemic and briefed each other about the steps being taken to mitigate its effects in the respective country.Prime Minister's video conference with the Heads of Indian Missions
March 30th, 07:32 pm
Prime Minister Shri Narendra Modi held a videoconference with the Heads of all of India’s Embassies and High Commissions worldwide at 1700 hrs today. This conference—the first such event for Indian Missions worldwide—was convened to discuss responses to the global COVID-19 pandemic.PM at the helm of India’s Fight against COVID-19
March 29th, 10:00 am
Prime Minister Shri Narendra Modi is continuing his interactions with various stakeholders in India’s fight against COVID-19.Telephonic Conversation between PM and Amir of the State of Qatar
March 26th, 11:25 pm
Prime Minister Shri Narendra Modi had a telephonic conversation today with His Highness Sheikh Tamim Bin Hamad al Thani, the Amir of the State of Qatar.Prime Minister's Telephone Conversation with Crown Prince Mohd. Bin Salman of Saudi Arabia
March 17th, 09:31 pm
PM Narendra Modi had a telephone conversation today with the Crown Prince of the Kingdom of Saudi Arabia, His Highness Mohammed bin Salman. The two leaders discussed the global situation regarding the COVID – 19 pandemic.କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଭାରତ କେଉଁ ସବୁ ପ୍ରୟାସ କରୁଛି? ଜାଣିବା ପାଇଁ ପଢ଼ନ୍ତୁ !
March 16th, 02:44 pm
ସାର୍କ ନେତା ତଥା ପ୍ରତିନିଧୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଭାରତର ପ୍ରୟାସଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ପ୍ରସ୍ତୁତ ହେବା, ହେଲେ ଆତଙ୍କିତ ହେବା ନାହିଁ ଆମର ମାର୍ଗଦର୍ଶୀ ମନ୍ତ୍ର ସାଜିଛି । ଏହି ସମସ୍ୟାକୁ ଛୋଟ ନଭାବିବା ପାଇଁ ସତର୍କ ଥିଲୁ ଓ ଏହାର ମୁକାବିଲା ପାଇଁ ଆଖିବୁଜା ପଦକ୍ଷେପ ନେଇ ନଥିଲୁ । ଶ୍ରେଣୀବଦ୍ଧ ପ୍ରତିକ୍ରିୟା ତନ୍ତ୍ର ସହ ସକ୍ରିୟ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲୁ ।''ସାର୍କ ଦେଶଗୁଡିକ ପାଇଁ ଏକ କୋଭିଡ-19 ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରିବାକୁ ଭାରତ ପ୍ରସ୍ତାବ ଦେଇଛି I ଏଠାରେ ସମସ୍ତ ବିଷୟରେ ଜାଣନ୍ତୁ ...
March 16th, 02:42 pm
ସାର୍କ ନେତା ତଥା ପ୍ରତିନିଧୀଙ୍କ ସହ ତାଙ୍କ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କୋଭିଡ-19 ଜରୁରୀକାଳୀନ ପାଣ୍ଠି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପାଣ୍ଠି ସମସ୍ତ ସାର୍କ ଦେଶଗୁଡିକର ସ୍ବେଚ୍ଛାକୃତ ଅବଦାନ ଉପରେ ଆଧାରିତ ହୋଇପାରିବ | ଏହି ଫଣ୍ଡ ପାଇଁ ପ୍ରାରମ୍ଭିକ ଭାବେ ଭାରତର 10 ମିଲିୟନ ଡଲାରର ଯୋଗଦାନ ରହିବ ।କୋଭିଡ-19 ମୁକାବିଲା ପାଇଁ ସାର୍କ ନେତାଙ୍କ ସହ ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ବକ୍ତବ୍ୟ
March 15th, 08:18 pm
ଆପଣମାନେ ଦେଇଥିବା ସମୟ ଓ ବ୍ୟକ୍ତ କରିଥିବା ଚିନ୍ତାଧାରା ପାଇଁ ଧନ୍ୟବାଦ । ଆଜିର ଆଲୋଚନା ବେଶ ଫଳପ୍ରଦ ଓ ସୃଜନାତ୍ମକ ହୋଇପାରିଛି । ନିଜ ଅଭିଜ୍ଞତା ବାଣ୍ଟିବା, ସର୍ବୋତ୍ତମ କାର୍ଯ୍ୟପନ୍ଥା ଆପଣାଇବା, ଦକ୍ଷତା ଓ ଆବଶ୍ୟକ ସ୍ଥଳେ ସମ୍ବଳ ବିନିଯୋଗ କରି ଆମେ ସମସ୍ତେ ମିଳିତ ଭାବେ ସମାଧାନ ଖୋଜିବାକୁ ରାଜି ହୋଇଛେ । କିଛି ଅଂଶୀଦାର ଔଷଧ ଓ ଉପକରଣ ଭଳି ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି । ମୋ ଦଳ ସେଗୁଡିକୁ ସାବଧାନତା ସହ ନୋଟ କରିଛନ୍ତି । ଆପଣମାନେ ଆଶ୍ୱସ୍ତ ରହନ୍ତୁ ଯେ, ପଡୋଶୀମାନଙ୍କ ପାଇଁ ଯାହା ହୋଇପାରିବ ତାହା ନିଶ୍ଚିତ କରିବୁ ।କୋଭିଡ-19ର ପ୍ରତିହତ ପାଇଁ ସାର୍କ ନେତାମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
March 15th, 07:00 pm
ଏହା ସ୍ପଷ୍ଟ ଯେ ଆମ ସମସ୍ତଙ୍କୁ ଏକସଙ୍ଗେ ମିଳିମିଶି କାମ କରିବାକୁ ହେବ । ଆମେ ଅଲଗା ନହୋଇ ଏକସଙ୍ଗେ, ଭୟ ନକରି ସହଯୋଗ ଦ୍ୱାରା ଏହାକୁ ପ୍ରତିହତ କରିପାରିବା । ସହଯୋଗର ଏଭଳି ମିଳିତ ପ୍ରଚେଷ୍ଟାରେ ଭାରତର ଭୂମିକା ଓ ସହଯୋଗ କିଭଳି ଭାବେ ହେବ ସେ ବିଷୟରେ ମୁଁ କିଛି ପ୍ରସ୍ତାବ ରଖିବି ।କୋଭିଡ-19 ମୁକାବିଲା ପାଇଁ ସାର୍କ ନେତାଙ୍କ ସହ ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ
March 15th, 06:54 pm
ବିଶେଷ କରି ନିଜ ସର୍ଜରୀ ପରେ ଆମ ସହ ସାମିଲ ହୋଇଥିବାରୁ ଆମ ବନ୍ଧୁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ରାଷ୍ଟ୍ରପତି ଅସରଫ ଘନିଙ୍କୁ ସଦ୍ୟ ସମାପ୍ତ ହୋଇଥିବା ପୁନଃ-ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଉଛି ।କୋଭିଡ଼- 19ର ମୁକାବିଲା ପାଇଁ ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
March 15th, 06:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଜରିଆରେ କୋଭିଡ଼-19ର ମିଳିତ ମୁକାବିଲା ସଂପର୍କରେ ଦକ୍ଷିଣ ଏସୀୟ କ୍ଷେତ୍ରୀୟ ସହଯୋଗ ସଂଗଠନ (ସାର୍କ) ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଏକ ମିଳିତ ସମାନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।ସାର୍କ ନେତୃମଣ୍ଡଳୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
March 14th, 09:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ 15, 2020 ସନ୍ଧ୍ୟା 5ଟା ସମୟରେ ଭିଡିଓ କନଫରେନ୍ସ ଜରିଆରେ ସାର୍କ ନେତୃମଣ୍ଡଳୀଙ୍କ ସହ କୋଭିଡ-19କୁ କିଭଳି ଭାବେ ପ୍ରତିହତ କରାଯାଇପାରିବ ସେ ନେଇ ଆଲୋଚନା କରିବେ । ଏହି କ୍ଷେତ୍ରରେ କୋଭିଡ-19ରୁ ରକ୍ଷା ପାଇବା ଏବଂ ଏହାକୁ ପ୍ରତିହତ କରିବା ଲାଗି ଏକ ମଜବୁତ ରଣନୈତିକ କୌଶଳ ତିଆରି କରିବା ଦିଗରେ ସମସ୍ତ ସାର୍କ ଦେଶ ସହିତ ଏହି ଭିଡିଓ କନଫରେନ୍ସରେ ଭାରତର ନେତୃତ୍ଵ ନେବେ ।କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ସାର୍କ ଦେଶଗୁଡିକୁ ଆହ୍ୱାନ
March 13th, 02:02 pm
କରୋନା ସଂକ୍ରମଣ ମୁକାବିଲା ପାଇଁ ଏକ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାର୍କ ଦେଶଗୁଡିକୁ ଆହ୍ୱାନ ଜଣାଇଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ରଣନୈତିକ କୌଶଳ ସମ୍ପର୍କରେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେବା ସହ ସାର୍କ ଦେଶଗୁଡିକ ମିଳିମିଶି ଏହାର ମୁକାବିଲା କଲେ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିବ ଏବଂ ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି ।"ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ "
August 17th, 05:42 pm
ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହିତ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , 130 କୋଟି ଭାରତୀୟଙ୍କ ହୃଦୟରେ ଭୁଟାନ ଲାଗି ସ୍ୱତନ୍ତ୍ର ସ୍ଥାନ ରହିଛି । ଭାରତ ଏବଂ ଭୁଟାନ ମଧ୍ୟରେ ବିଭିନ୍ନ ସହଯୋଗ ଉପରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ , ଭୁଟାନର ବିକାଶ ଯାତ୍ରାରେ ଭାରତର ଭାଗିଦାରୀ ଭାରତ ପାଇଁ ଏକ ସମ୍ମାନର ବିଷୟ ।ନେପାଳକୁ ପ୍ରଧାନମନ୍ତ୍ରୀଙ୍କ ରାଷ୍ଟ୍ରୀୟ ଗସ୍ତ (ମେ 11-12, 2018) ଅବସରରେ ଭାରତ-ନେପାଳ ମିଳିତ ବିବୃତି
May 11th, 09:30 pm
ନେପାଳ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ କେପି ଶର୍ମା ଓଲିଙ୍କ ନିମନ୍ତ୍ରଣ କ୍ରମେ ଭାରତର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ 11ରୁ 12 ମେ 2018ରେ ନେପାଳକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ ।