Phone call between Prime Minister Shri Narendra Modi and H.E. Paul Kagame, President of Rwanda

June 05th, 08:09 pm

Prime Minister Shri Narendra Modi had a phone call today with H.E. Paul Kagame, President of Rwanda.

ରୱାଣ୍ଡାରେ ଭାରତୀୟ ଗୋଧନ ବଂଟନ କଲେ ପ୍ରଧାନମନ୍ତ୍ରୀ

July 24th, 01:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୱାଣ୍ଡା ଗସ୍ତ କାଳରେ ଆଜି ରୱେରୁ ଆଦର୍ଶ ଗ୍ରାମରେ ସେଠାକାର ଗ୍ରାମବାସୀମାନଙ୍କୁ 200 ଭାରତୀୟ ଗାଈ ଉପହାର ଆକାରରେ ପ୍ରଦାନ କରିଛନ୍ତି । ରୱାଣ୍ଡା ସରକାରଙ୍କ ଗିରିଙ୍କା କାର୍ଯ୍ୟକ୍ରମ ଅଧୀନରେ ଗ୍ରାମବାସୀମାନଙ୍କୁ ଏହି ଗାଈ ଭାରତ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିଲାଗି ରୱେରୁ ଗ୍ରାମରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ସେଠାକାର ରାଷ୍ଟ୍ରପତି ପଲ କାଗାମେ ଯୋଗଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କିଗାଲୀରେ ନରସଂହାର ସ୍ମୃତି କେନ୍ଦ୍ର ପରିଦର୍ଶନ କରିଛନ୍ତି

July 24th, 11:35 am

ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାରେ କିଗାଲୀରେ ନରସଂହାର ସ୍ମୃତି କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ସ୍ମାରକ ହିଂସାର କ୍ରୁରତମ କୃତ୍ୟର ଶିକାର ହୋଇଥିବାଙ୍କ ସମ୍ମାନରେ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତ ଓ ରୱାଣ୍ଡା ମଧ୍ୟରେ ସ୍ଵାକ୍ଷର ହୋଇଥିବା ବୁଝାମଣା / ଦସ୍ତାବିଜର ତାଲିକା

July 24th, 12:53 am

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାଳରେ ଭାରତ ଓ ରୱାଣ୍ଡା ମଧ୍ୟରେ ସ୍ଵାକ୍ଷର ହୋଇଥିବା ବୁଝାମଣା / ଦସ୍ତାବିଜର ତାଲିକା

ରୱାଣ୍ଡା ଗସ୍ତ ସମୟରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

July 23rd, 10:44 pm

ଏହା ହେଉଛି ପ୍ରଥମ ଅବସର ଯେତବେଳେ କି ଭାରତର କୌଣସି ପ୍ରତିନିଧି ଦଳ ରୱାଣ୍ଡା ଆସିଛନ୍ତି । ଆଉ ମୋର ସୌଭାଗ୍ୟ ହେଉଛି ଯେ ମୋ ବନ୍ଧୁ କଗାମେଙ୍କ ନିମନ୍ତ୍ରଣ ଫଳରେ ଏହି ସୁଅବସର ମୋତେ ମିଳିଛି ।

ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାର କିଗାଲୀରେ ପହଂଚିଛନ୍ତି

July 23rd, 09:14 pm

ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାର କିଗାଲୀରେ ପହଞ୍ଚି ନିଜର ତ୍ରିରାଷ୍ଟ୍ର ଗସ୍ତ ଆରମ୍ଭ କରିଛନ୍ତି । ରୱାଣ୍ଡା ରାଷ୍ଟ୍ରପତି ପୋଲ କାଗାମେ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରିଛନ୍ତି

July 23rd, 01:30 am

ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ବଂଶୋଦ୍ଭବ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ସେମାନେ ହେଉଛନ୍ତି ଭାରତର 'ରାଷ୍ଟ୍ରଦୂତ' ।

ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଆମର 'ରାଷ୍ଟ୍ରଦୂତ' :ପ୍ରଧାନମନ୍ତ୍ରୀ ମୋଦୀ

July 23rd, 01:25 am

ରୱାଣ୍ଡାରେ ଭାରତୀୟ ସମୁଦାୟଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତୀୟ ବଂଶୋଦ୍ଭବ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରୁଛନ୍ତି ଏବଂ ସେମାନେ ହେଉଛନ୍ତି ଭାରତର 'ରାଷ୍ଟ୍ରଦୂତ' ।