LDF & UDF people pretend to be opponents, but in Delhi, they 'hug' each other: PM Modi in Pathanamthitta
March 15th, 02:00 pm
Prime Minister Narendra Modi addressed at an event in Pathanamthitta, Kerala, where the PM was showered with extreme love and admiration. The PM instantly established a core connection with the crowd by addressing them in their own language. Directing towards the huge crowd, the PM remarked, that “BJP is promoting the youth energy here. Here BJP candidate Anil K Antony is full of passion to serve you. Kerala politics needs such freshness.”PM Modi addresses at an energetic event in Pathanamthitta, Kerala
March 15th, 01:30 pm
Prime Minister Narendra Modi addressed at an event in Pathanamthitta, Kerala, where the PM was showered with extreme love and admiration. The PM instantly established a core connection with the crowd by addressing them in their own language. Directing towards the huge crowd, the PM remarked, that “BJP is promoting the youth energy here. Here BJP candidate Anil K Antony is full of passion to serve you. Kerala politics needs such freshness.”ପୋପ ଫ୍ରାନ୍ସିସଙ୍କ ଦ୍ରୁତ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ
March 31st, 09:11 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୋପ ଫ୍ରାନ୍ସିସଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।ଇଟାଲୀର ରୋମସ୍ଥିତ ଫାଓ ମୁଖ୍ୟାଳୟ ଠାରେ ଅନ୍ତର୍ଜାତୀୟ ମିଲେଟ୍ ବର୍ଷର ଉଦଘାଟନୀ ସମାରୋହରେ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ
December 06th, 07:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଟାଲୀର ରୋମ୍ସ୍ଥିତ ଅନ୍ତର୍ଜାତୀୟ ଖାଦ୍ୟ ସଂଗଠନ (ଫାଓ) ର ମୁଖ୍ୟାଳୟ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମିଲେଟ୍ (ମୋଟା ଶସ୍ୟ) ବର୍ଷର ଉଦଘାଟନୀ ସମାରୋହ ଅବସରରେ ବାର୍ତ୍ତା ଦେଇଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ରୋମ ଠାରେ ଅନୁଷ୍ଠିତ ସମାରୋହରେ ଭାରତୀୟ ପ୍ରତିନିଧି ଭାବେ ଯୋଗ ଦେଇଛନ୍ତି । ସେ ସମାରୋହ ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ। ପ୍ରଧାନମନ୍ତ୍ରୀ ସଂକଳ୍ପ ଏବଂ ପ୍ରୟାସ କାରଣରୁ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ପାଳନ କରିବା ପ୍ରସ୍ତାବକୁ ମିଳିତ ଜାତିସଂଘ ସାଧାରଣ ପରିଷଦ ଗ୍ରହଣ କରିଥିଲା। ଏହାକୁ ସାରା ବିଶ୍ବର ୭୦ରୁ ଅଧିକ ରାଷ୍ଟ୍ର ସମର୍ଥନ ଜଣାଇଛନ୍ତି । ଦୀର୍ଘସ୍ଥାୟୀ କୃଷି ଏବଂ ଏକ ସ୍ମାର୍ଟ ଓ ସୁପରଫୁଡ୍ ଭାବେ ମିଲେଟ୍ (ମୋଟା ଶସ୍ୟ)ର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ କାର୍ଯ୍ୟକ୍ରମ ସାରା ବିଶ୍ବରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବ । ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ୨୦୨୩ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନକୁ ଅଭିନନ୍ଦନ ଜଣାଇଥିଲେ। ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ ପାଇଁ ସମର୍ଥନ ଯୋଗାଇ ଦେଇଥିବାରୁ ସେ ସଦସ୍ୟ ରାଷ୍ଟ୍ରମାନଙ୍କୁ ପ୍ରଶଂସା କରିଥିଲେ।Prime Minister’s meeting with the Prime Minister of Singapore on the sidelines of G-20 Summit in Bali
November 16th, 02:49 pm
PM Modi met PM Lee Hsien Loong of Singapore, on the sidelines of G-20 Summit in Bali. Both the Prime Ministers took note of the strong Strategic Partnership between India and Singapore and regular high level Ministerial and institutional interactions, including the inaugural session of the India-Singapore Ministerial Roundtable, held at New Delhi in September 2022.କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ କୁସ୍ତି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 01st, 06:45 pm
ଇଟାଲିର ରୋମ ଠାରେ ଆୟୋଜିତ କ୍ୟାଡେଟ (୧୭ ବର୍ଷରୁ କମ) ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଦଳ (୧୭ ବର୍ଷରୁ କମ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ଯୋଗାଣ ଶୃଙ୍ଖଳା ସ୍ଥିରତା ଉପରେ ବିଶ୍ୱ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 31st, 10:10 pm
ଯୋଗାଣ ଶୃଙ୍ଖଳା ସ୍ଥିରତାର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏହି ସମ୍ମିଳନୀ ପଦକ୍ଷେପ ନେଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି । ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଆପଣ କହିଲେ, “ଆମେରିକା ଫେରି ଆସିଛି” । ଏବଂ ଏତେ କମ ସମୟ ମଧ୍ୟରେ, ଆମେ ସମସ୍ତେ ଏହା ଘଟୁଥିବାର ଦେଖୁଛୁ, ଏବଂ ସେଥିପାଇଁ ମୁଁ କହିବି, ଫେରି ଆସିବାକୁ ସ୍ୱାଗତ!Meeting between PM Modi and President Joko Widodo of Indonesia
October 31st, 10:09 pm
PM Narendra Modi met President Joko Widodo in Rome. Strong relations with Indonesia is a key part of India’s ‘Act East’ policy and ‘SAGAR’ vision. Ways to improve economic linkages and cultural cooperation figured prominently during the talks.PM Modi holds productive talks with German Chancellor Angela Merkel
October 31st, 09:33 pm
Prime Minister Narendra Modi met German Chancellor Angela Merkel on the sidelines of the G20 Summit in Rome. There were extensive deliberations on India-Germany relations. The strong friendship between the two nations augurs well for the well-being of our planet.ପ୍ରଧାନମନ୍ତ୍ରୀ ରୋମରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ସ୍ପେନର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି
October 31st, 06:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ପେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାନେଜଙ୍କୁ ରୋମରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀ ଅବସରରେ ଅକ୍ଟୋବର ୩୧, ୨୦୨୧ ରେ ସାକ୍ଷାତ କରିଛନ୍ତି ।PM Modi and other G20 leaders visit Trevi Fountain in Rome, Italy
October 31st, 03:06 pm
Prime Minister Narendra Modi and other world leaders visit the Trevi Fountain in Rome on the sidelines of the ongoing G20 Summit.PM's address at G20 Summit, Session I : Global Economy and Global Health
October 30th, 11:47 pm
During first session of G20 Summit, Prime Minister Narendra Modi highlighted India’s contribution to the fight against Covid-19, including provision of medical supplies to more than 150 countries. He outlined India's vision of “One Earth, One Health”, which is aimed at a collaborative approach in the international domain in the fight against Covid-19.Fruitful meeting between PM Modi and PM Lee Hsien Loong of Singapore in Rome
October 30th, 07:41 pm
Prime Minister Narendra Modi and Prime Minister Lee Hsien Loong of Singapore held a bilateral meeting on the sidelines of the ongoing G20 Summit in Italy. The two leaders reviewed the full range of the friendly ties between India and Singapore.PM Modi holds bilateral meeting with French President Macron
October 30th, 06:24 pm
Productive discussions were held between PM Narendra Modi and President Emmanuel Macron of France on the sidelines of the G20 Summit in Italy.ପ୍ରଧାନମନ୍ତ୍ରୀଙ୍କ ଭାଟିକାନ ସିଟି ପରିଦର୍ଶନ
October 30th, 02:27 pm
ପରମପୂଜ୍ୟ ପୋପ୍ ଫ୍ରାନ୍ସିସ୍ ଶନିବାର, ୩୦ ଅକ୍ଟୋବର ୨୦୨୧ରେ ଭାଟିକାନ ସିଟିର ଆପୋଷ୍ଟୋଲିକ ପ୍ୟାଲେସ ଠାରେ ସୀମିତସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି।Prime Minister meets Italian Prime Minister Mario Draghi on the margins of G20 Summit in Rome
October 29th, 10:40 pm
Prime Minister Narendra Modi met the PM Mario Draghi of Italy. The two leaders discussed the challenges posed by climate change, and the need for the international community to work together. PM Modi highlighted the transformative climate actions undertaken by Indiaପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି
October 29th, 04:29 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋମ ସହରର ପିଆଜା ଗାନ୍ଧୀରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ରୋମରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
October 29th, 11:23 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ରୋମରେ ପହଞ୍ଚିଛନ୍ତି ।ରୋମ ଓ ଗ୍ଲାସଗୋ ଯାତ୍ରା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି
October 28th, 07:18 pm
ଇଟାଲି ପ୍ରଧାନମନ୍ତ୍ରୀ ମହାନୁଭବ ମାରିଓ ଦ୍ରାଘିଙ୍କ ଆମନ୍ତ୍ରଣକ୍ରମେ ଅକ୍ଟୋବର ୨୯- ୩୧, ୨୦୨୦ ପର୍ଯ୍ୟନ୍ତ ମୁଁ ଇଟାଲିର ରୋମ ଏବଂ ଭାଟିକାନ ସିଟି ଗସ୍ତ କରିବି ଏବଂ ଏହି ଗସ୍ତ ଶେଷରେ ନଭେମ୍ବର ୧- ୨, ୨୦୨୨୧ରେ ମୁଁ ବ୍ରିଟେନର ଗ୍ଲାସଗୋ ଗସ୍ତ କରିବି । ପ୍ରଧାନମନ୍ତ୍ରୀ ମହାନୁଭବ ବୋରିସ ଜନସନଙ୍କ ଆମନ୍ତ୍ରଣକ୍ରମେ ମୁଁ ଏହି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।