ଗୁଜରାଟରେ ଏକାଦଶ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 12th, 06:40 pm

ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମହୋଦୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମହାଶୟ, ସଂସଦରେ ମୋର ସାଥୀ ଏବଂ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ସି. ଆର. ପାଟିଲ ମହାଶୟ, ଗୁଜରାଟ ସରକାରଙ୍କର କ୍ରୀଡ଼ା ରାଜ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭୀ ମହାଶୟ, ସଂସଦରେ ମୋର ସହଯୋଗୀ ଶ୍ରୀ ହଂସମୁଖ ଭାଇ ପଟେଲ, ଶ୍ରୀ ନରହରୀ ଅମିନ ଏବଂ ଅହମ୍ମଦାବାଦର ମେୟର ଭାଇ ଶ୍ରୀ କିରିଟ କୁମାର ପରମାର ମହାଶୟ, ଅନ୍ୟ ମହାନୁଭବ ଏବଂ ଗୁଜରାଟର କୋଣ-ଅନୁକୋଣରୁ ଆସିଥିବା ମୋର ଯୁବ ବନ୍ଧୁଗଣ!

ଏକାଦଶ କ୍ରୀଡା ମହାକୁମ୍ଭ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

March 12th, 06:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (୧୨.୦୩.୨୦୨୨) ଦିନ ଗୁଜରାଟର ଅହମ୍ମଦବାଦରେ ଏକାଦଶ ଖେଳ ମହାକୁମ୍ଭ ଉଦ୍‌ଘାଟନ କରିଛନ୍ତି । ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଏହି ଅବସରରେ ଉପସ୍ଥିତ ଥିଲେ ।

The last five years have seen Haryana progress rapidly with the ‘double-engine growth’: PM Modi

September 08th, 12:52 pm

Prime Minister Narendra Modi addressed a huge public meeting in Rohtak district of election-bound state of Haryana today.

PM Modi addresses public meeting in Rohtak, Haryana

September 08th, 12:51 pm

Prime Minister Narendra Modi addressed a huge public meeting in Rohtak district of election-bound state of Haryana today.

Remarks by Congress’ guru shows its utter arrogance and hatred for the Sikh community: PM Modi

May 10th, 11:01 am

Prime Minister Narendra Modi addressed a large public meeting in Rohtak, Haryana today. The rally saw PM Modi hit out at the Congress party and its leaders for their arrogant and pisive politics while contrasting the BJP government’s track record in Haryana since 2014.

PM Modi addresses public meeting in Haryana

May 10th, 11:00 am

Prime Minister Narendra Modi addressed a large public meeting in Rohtak, Haryana today. The rally saw PM Modi hit out at the Congress party and its leaders for their arrogant and pisive politics while contrasting the BJP government’s track record in Haryana since 2014.

ହରିୟାଣାରେ ରେଳଡ଼ବା କାରଖାନାର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

October 09th, 04:00 pm

ଦେଶର ସୀମାକୁ ସୁରକ୍ଷା ଦେବା ପାଇଁ ମୁତୟନ ହୋଇଥିବା ଆମର ଜବାନ, ଦେଶର କୋଟି କୋଟି ଜନସଂଖ୍ୟାର ପେଟକୁ ଖାଦ୍ୟ ଯୋଗାଉଥିବା ଆମର କୃଷକ ଭାଇମାନେ ଏବଂ ଖେଳରେ ସବୁଠାରୁ ଅଧିକ ପଦକ ଜିତି ଆସୁଥିବା ଖେଳାଳୀ ସୃଷ୍ଟି କରିଥିବା ହରିୟାଣାର ଏହି ମାଟିକୁ ମୁଁ ପ୍ରଣାମ କରୁଛି । ଦେଶର ନାମ, ସ୍ୱାଭିମାନ ବଜାୟ ରଖିବାରେ ସବୁଠାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ହରିୟାଣାବାସୀଙ୍କର କୌଣସି ତୁଳନା ନାହିଁ ।

ପ୍ରଧାନମନ୍ତ୍ରୀଙ୍କ ହରିୟାଣା ଗସ୍ତ, ଉନ୍ମୋଚନ କଲେ ସାର ଛୋଟୁ ରାମଙ୍କ ପ୍ରତିମୂର୍ତ୍ତି, ରେଳଡବା ମରାମତି କାରଖାନା ପାଇଁ ରଖିଲେ ଆଧାରଶିଳା

October 09th, 04:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ସାମ୍ପଲା ଏବଂ ରୋହତକ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଅକ୍ଟୋବର 9ରେ ଗସ୍ତ କରିବେ ହରିଆନା

October 08th, 05:53 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 9, 2018ରେ ରୋହତକର ସାମ୍ପଲା ଗସ୍ତରେ ଯିବେ ।

ରୋହତକଠାରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍ଘାଟନୀ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 12th, 06:09 pm

Addressing the 'Youth for Digital India' event in Haryana via video conferencing, PM Modi said that the life of Swami Vivekananda shows what one can achieve at a young age. PM Modi said that corruption and black money has had adverse impact on the growth of nation and youth can be agents of change in cleaning up the system. PM Modi urged the youth to train ten families and inculcate the habit of a less-cash economy.

ରୋହତକଠାରେ ରାଷ୍ଟ୍ରୀୟ ଯୁବ ମହୋତ୍ସବର ଉଦ୍ଘାଟନୀ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

January 12th, 06:08 pm

Addressing the 'Youth for Digital India' event in Haryana via video conferening, PM Modi said that the life of Swami Vivekananda shows what one can achieve at a young age. PM Modi said that corruption and black money has had adverse impact on the growth of nation and youth can be agents of change in cleaning up the system. PM Modi urged the youth to train ten families and inculcate the habit of a less-cash economy.