କେରଳରେ ଏକ ପୂର୍ଣ୍ଣାଙ୍ଗ ଅନ୍ତରାଷ୍ଟ୍ରୀୟ କ୍ରୁଜ ଟର୍ମିନାଲ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ ଭାଷଣ
February 14th, 04:40 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।କେରଳର କୋଚିରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 14th, 04:39 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଚି ଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କେରଳ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ, ଶ୍ରୀ ଭି. ମୁରଲୀଧରନ୍ ଏହି ଅବସରରେ ଉପସ୍ଥିତ ଥିଲେ।ଝାଡଖଣ୍ଡର ସାହେବଗଞ୍ଜଠାରେ ଏକାଧିକ ବିକାଶ ପ୍ରକଳ୍ପର ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
April 06th, 12:59 pm
ଆଜି ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ଝାଡଖଣ୍ଡ ଏବଂ ବିହାରକୁ ଯୋଡୁ ଅଛି । ଗଙ୍ଗା ଉପରେ ଦୁଇଟି ରାଜ୍ୟକୁ ଯୋଡୁଥିବା ସବୁଠାରୁ ବଡ଼ ସେତୁ 2,200 କୋଟି ଟଙ୍କାରୁ ଅଧିକ ବିନିଯୋଗ ଏବଂ ଏହା କେବଳ ଦୁଇଟି ରାଜ୍ୟକୁ ଯୋଡୁଛି ତାହା ନୁହେଁ ଏହା ବିକାଶର ନୂଆ ଦ୍ୱାରକୁ ଉନ୍ମୁକ୍ତ କରୁଛି । ଆପଣ ଏହିଠାରୁ ପୂର୍ବ ଭାରତର ବିଶାଳ ଦୃଷ୍ଟିଭଙ୍ଗି ସହିତ ନିଜକୁ ସିଧା ଯୋଡିବା ପାଇଁ ଏହି ସେତୁ ନିର୍ମାଣ ହେବା ଦ୍ୱାରା ଆପଣ ମାନଙ୍କୁ ସୁଯୋଗ ମିଳୁଛି । ମୁଁ ବିହାରବାସୀଙ୍କୁ ଅଭିନନ୍ଦନ ଦେଉଛି ।ଝାଡଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
April 06th, 12:58 pm
ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଜାତୀୟ ରାଜପଥର ଗୋବିନ୍ଦପୁର-ଜାମତରା-ଦୁମକା-ସାହେବଗଞ୍ଜ ସେକ୍ସନରେ 311 କିଲୋମିଟର ସଡକର ଉଦ୍ଘାଟନ କରିଥିଲେ । ସେହିପରି ସାହେବଗଞ୍ଜ ଜିଲ୍ଲା କୋର୍ଟ ଏବଂ ସଦର ମହକୁମା ହସ୍ପିଟାଲ ପରିସରରେ ସୌରଶକ୍ତି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ ।