ଜି-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 22nd, 06:24 pm
ଆଜି ଆମେ ଆମ ନାଗରିକ ଓ ଅର୍ଥନିତୀକୁ ବୈଶ୍ଵିକ ମହାମାରୀରୁ ରକ୍ଷା କରିବା ଉପରେ ଗୁରୁତ୍ଵାରୋପ କରୁଛେ । ଜଳବାୟୁ ପରିବର୍ତ୍ତନ ନେଇ ଧ୍ୟାନଦେବା ମଧ୍ୟ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ । ଜଳବାୟୁ ପରିବର୍ତ୍ତନ ନେଇ ଏକାକୀ ନୁହେଁ ବରଂ ସାମଗ୍ରିକ ଦୃଷ୍ଟିକୋଣ ଆବଶ୍ୟକ । ପରିବେଶ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ନେଇ ଆମର ପାରମ୍ପରିକ ବିଚାରଧାରାର ଅନୁସରଣ ତଥା ମୋ ସରକାରର ଅଙ୍ଗୀକାରବଦ୍ଧତାକୁ ପାଥେୟ କରି ଭାରତ ବର୍ଷ ଅଙ୍ଗାରକାମ୍ଳ ହ୍ରାସ ଓ ପରିବେଶକୁ ସୁହାଇବା ଭଳି ବିକାଶମୁଖୀ ପଦକ୍ଷେପମାନ ନେଇଛି ।ଜି20 ନେତାଙ୍କ 15ତମ ଶିଖର ସମ୍ମିଳନୀ
November 22nd, 06:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 21-22 ନଭେମ୍ବର, 2020ରେ ସାଉଦୀ ଆରବ ପକ୍ଷରୁ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପଞ୍ଚଦଶ ଜି-20 ଶିଖର ସମ୍ମିଳନୀ ଅଂଶଗ୍ରହଣ କରିଥିଲେ। ଜି-20 ଶିଖର ସମ୍ମିଳନୀ ଦ୍ୱିତୀୟ ଦିନର ଏଜେଣ୍ଡା ଏକ ସମାବେଶୀ, ସ୍ଥାୟୀ ଓ ଉନ୍ନତ ଭବିଷ୍ୟତ ନିର୍ମାଣ ଏବଂ ପୃଥିବୀକୁ ସୁରକ୍ଷିତ ରଖିବାକୁ ନେଇ ଏକ ସାଇଡ ଇଭେଣ୍ଟ ଉପରେ କେନ୍ଦ୍ରିତ ଥିଲା।ରିୟାଦଠାରେ ସାଉଦୀ ଆରବ ଯୁବରାଜଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 08:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ମହାମହିମ ଯୁବରାଜ ଅବଦୁଲଅଜିଜ ବିନ ସଲମାନ ଅଲ ସାଉଦଙ୍କ ସହ ମତ ବିନିମୟ କରିଛନ୍ତି । ଏହି ବୈଠକରେ ଶକ୍ତି ସଂକ୍ରାନ୍ତ ଅନେକ ବିଷୟରେ ଆଲୋଚନା କରାଯାଇଥିଲା ଯାହାକି ଭାରତ-ସାଉଦୀ ଆରବ ବନ୍ଧୁତ୍ୱକୁ ଅଧିକ ଶକ୍ତି ଦେଇଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ଶକ୍ତି ହେଉଛି ଆମ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ।ରିୟାଦଠାରେ ସାଉଦୀ ଆରବ ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 08:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଉଦୀ ଆରବର ରାଜା ମହାମହିମ ସଲମାନ ବିନ ଅବଦୁଲଅଜିଜ ଅଲ ସାଉଦଙ୍କୁ ଆଜି ରିୟାଦଠାରେ ଭେଟିଛନ୍ତି । ବିଶ୍ଵସ୍ତରରେ ସେ ଜଣେ ସମ୍ମାନସ୍ପଦ ନେତା । ସାଉଦୀ ଆରବ ସହ ଅଧିକ ସହଯୋଗ ବୃଦ୍ଧି ନେଇ ଅନେକ ବିଷୟରେ ସେମାନେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।PM highlights 5 Big Trends for Global Business at Future Investment Initiative Forum in Riyadh!
October 29th, 07:21 pm
PM Modi delivered the keynote address at the Future Investment Initiative Forum in Riyadh, Saudi Arabia. The PM highlighted five major trends as the keys to future prosperity: the impact of technology, the importance of infrastructure, the revolution in human resources, care for the environment and business-friendly governance.ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଓ ସେମାନଙ୍କ ପାଇଁ ଏକ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ମୋର ଲକ୍ଷ୍ୟ: ପ୍ରଧାନମନ୍ତ୍ରୀ
October 29th, 07:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସମ୍ବୋଧନରେ କହିଲେ ଯେ ତାଙ୍କର ଲକ୍ଷ୍ୟ ହେଉଛି ଦରିଦ୍ରତମ ବ୍ୟକ୍ତିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ପାଇଁ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ କହିଲେ ଯେ, ସେ ସବୁବେଳେ ବିଶ୍ୱକୁ ଉନ୍ନତ କରିବାରେ ଭାରତ କିପରି ଭାବେ ଯୋଗଦାନ କରିପାରିବ ସେନେଇ ଚିନ୍ତା କରି ଆସୁଛନ୍ତି । ଭାରତରେ ଚାଲୁଥିବା ଆମର କାର୍ଯ୍ୟକ୍ରମ ସମଗ୍ର ବିଶ୍ୱରେ ଚାଲୁଥିବା ଏପରି କାର୍ଯ୍ୟକ୍ରମକୁ ଅଧିକ ମଜଭୁତ କରିବ । ଉଦାହରଣ ସ୍ୱରୂପ ବିଶ୍ଵରୁ 2030 ସୁଦ୍ଧା ଯକ୍ଷ୍ମା ଦୂର କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଆମର ଲକ୍ଷ୍ୟ ରହିଛି 2025 ସୁଦ୍ଧା ଭାରତକୁ ଯକ୍ଷ୍ମା ମୁକ୍ତ କରିବା । ଭାରତ ଏଥିରେ ସଫଳ ହେଲେ ସମଗ୍ର ବିଶ୍ୱ ଅଧିକ ସୁସ୍ଥ ହେବ ।ରିୟାଦରେ ଜୋର୍ଡାନ ରାଜାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 29th, 02:18 pm
ଆଜି ସାଉଦୀ ଆରବର ରିୟାଦଠାରେ ଅନୁଷ୍ଠିତ ଭବିଷ୍ୟତ ନିବେଶ ପଦକ୍ଷେପ (FII) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ହାଶେମାଇଟ ରାଜ୍ୟର ରାଜା ମହାମହିମ ଅବଦୁଲ୍ଲା ଦ୍ଵିତୀୟ ବିନ ଅଲ-ହୁସେନଙ୍କୁ ଭେଟିଛନ୍ତି । 2018 ଫେବୃଆରୀ 27 ମାର୍ଚ୍ଚ 1 ମଧ୍ୟରେ ରାଜାଙ୍କର ଭାରତ ଗସ୍ତ ସମୟରେ ସ୍ୱାକ୍ଷରିତ ବୁଝାମଣା ଓ ରାଜିନାମା ସମେତ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ୀଭୁତ କରିବା ନେଇ ଉଭୟ ନେତା ମତ ବିନିମୟ କରିଥିଲେ । ସେମାନେ ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟା ଓ ଅନ୍ୟାନ୍ୟ ଆଞ୍ଚଳିକ ବିକାଶ ସମ୍ବନ୍ଧରେ ଆଲୋଚନା କରିଥିଲେ । ଆତଙ୍କବାଦ ମୁକାବିଲା ନେଇ ସହଯୋଗ ବିଷୟରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିଲେ ।PM Modi arrives in Riyadh, Saudi Arabia
October 29th, 09:36 am
PM Narendra Modi arrived at Riyadh, Saudi Arabia, where he will hold bilateral talks as well as attend several programmes.ସାଉଦି ଆରବ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
October 28th, 03:36 pm
ଅକ୍ଟୋବର 29, 2019ରେ ଦିନିକିଆ ଗସ୍ତରେ ସାଉଦି ଆରବ ଯାତ୍ରା କରୁଛି । ସାଉଦି ଆରବର ମହାମାନ୍ୟ ରାଜା ସଲମାନ ବିନ ଅବଦୁଲ ଅଜୀଜ ଅଲ-ସଉଦଙ୍କ ନିମନ୍ତ୍ରଣରେ ରିୟାଦଠାରେ ଆୟୋଜିତ ହେଉଥିବା ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେବି ।India-Saudi Arabia Joint Statement during the visit of Prime Minister to Saudi Arabia
April 03rd, 10:53 pm
PM Modi conferred Saudi Arabia's highest civilian honour, the King Abdulaziz Sash
April 03rd, 10:26 pm
PM Modi meets HM King Salman bin Abdulaziz Al Saud
April 03rd, 10:00 pm
PM Modi presents King Salman bin Abdulaziz Al Saud a gold-plated replica of the Cheraman Juma Masjid in Kerala
April 03rd, 04:33 pm
Prime Minister Modi meets business leaders in Saudi Arabia
April 03rd, 01:40 pm
Celebrating Nari Shakti: PM visits TCS centre in Riyadh
April 03rd, 11:56 am
PM Modi shares snacks with L&T workers in Riyadh
April 03rd, 12:35 am
India was earlier “one of the countries” in the world but now it is a “very important country”: PM Modi
April 02nd, 08:59 pm
PM visits L&T workers' residential complex in Riyadh
April 02nd, 08:58 pm
Reason for India's growth is the political stability in the country: PM Modi
April 02nd, 08:10 pm
PM Modi visits Al Masmak Palace in Riyadh, Saudi Arabia
April 02nd, 07:50 pm