India is the fastest growing major economy: PM Modi

February 25th, 06:30 pm

Delivering the keynote address at Rising India Summit, PM Modi said said his rivals are upset since his government “plugged their sources of black money”, adding that his job was to ensure that each and every penny of the taxpayers was accounted for. The PM also questioned how could there be no jobs in India when the country was registering record growth. Taking a dig at the Opposition, PM Modi said those who don’t believe him should at least believe opposition-ruled states, where jobs have been created.

ଉଦୀୟମାନ ଭାରତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

February 25th, 06:29 pm

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ନେଟୱର୍କ-18 ଉଦୀୟମାନ ଭାରତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିଛନ୍ତି । କିଛି ସମୟ ପୂର୍ବରୁ ରାଷ୍ଟ୍ରୀୟ ସମର ସ୍ମାରକକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପରେ ‘ଉଦୟମାନ ଭାରତ’ ବିଷୟରେ ବକ୍ତବ୍ୟ ରଖିବା ପାଇଁ ସୁଯୋଗ ପାଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ । ସେ କହିଲେ ଯେ ଏହି ବିଷୟ – ରାଜନୀତିର ଉର୍ଦ୍ଧ୍ଵରେ: ଦେଶର ପ୍ରମୁଖତାର ସଂଜ୍ଞା ନିରୂପଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Social Media Corner 17 March 2018

March 17th, 08:54 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ନୂଆଦିଲ୍ଲୀଠାରେ ରାଇଜିଂ ଇଣ୍ଡିଆ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କର ଉଦ୍ବୋଧନ

March 16th, 08:35 pm

ନେଟୱାର୍କ-18 ଗ୍ରୁପର ମୁଖ୍ୟ ସଂପାଦକ ରାହୁଲ ଯୋଶୀ ମହୋଦୟ, ଦେଶ ବିଦେଶରୁ ଆସିଥିବା ଅତିଥିଗଣ, ଏଠାରେ ଉପସ୍ଥିତ ଗଣମାଧ୍ୟମର ବନ୍ଧୁ, ସୂଧୀବୃନ୍ଦ ଏବଂ ଭଦ୍ର ମହିଳାମାନେ,

ନେଟୱାର୍କ 18ର ରାଇଜିଙ୍ଗ ଇଣ୍ଡିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷ

March 16th, 08:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେଟୱାର୍କ 18 ପକ୍ଷରୁ ଆୟୋଜିତ Rising India ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି ।