Since 2014, the country has taken up the cause of empowerment of its panchayats and the results are visible today: PM Modi
April 24th, 11:46 am
PM Modi addressed the National Panchayati Raj Day in Rewa, Madhya Pradesh, where he also laid the foundation stone and dedicated to the nation projects worth Rs. 17,000 crores. Referring to eGram Swaraj and GeM portal PM Modi stated that these initiatives will ease the working of the Panchayats. He also distributed 35 lakh SVAMITVA Cards enabling property rights.ମଧ୍ୟପ୍ରଦେଶର ରେୱା ଠାରେ ଅନୁଷ୍ଠିତ ଜାତୀୟ ପଞ୍ଚାୟତିରାଜ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
April 24th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଞ୍ଚାୟତି ରାଜ ଦିବସକୁ ସମ୍ବୋଧିତ କରିଛନ୍ତି । ସେ ୧୭,୦୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।24 ଏବଂ 25 ଏପ୍ରିଲରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନାଗର ହାଭେଳି ଏବଂ ଡାମନ ଓ ଡିୟୁକୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ
April 21st, 03:02 pm
24 ଏପ୍ରିଲ ଦିନ ପ୍ରାୟ 11:30 ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱା ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଠାରେ ସେ ପ୍ରାୟ 17,000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିବେ।ନିର୍ମାଣାଧୀନ ବିମାନବନ୍ଦର ପାଇଁ ମଧ୍ୟପ୍ରଦେଶର ରେୱାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
February 16th, 12:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ମାଣାଧୀନ ବିମାନ ବନ୍ଦର ପାଇଁ ମଧ୍ୟପ୍ରଦେଶର ରେୱାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିମାନବନ୍ଦର ନିର୍ମାଣ ଦ୍ୱାରା ରେୱାବାସୀ ଓ ଏହାର ଆଖପାଖ ଅଞ୍ଚଳବାସୀଙ୍କ ଜୀବନ ସହଜ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି ।PM condoles loss of lives due to tragic road accident in Rewa, Madhya Pradesh
October 22nd, 11:34 am
The Prime Minister, Shri Narendra Modi has expressed anguish after the loss of lives due to a tragic road accident in Rewa, Madhya Pradesh. The Prime Minister also announced an ex-gratia of Rs. 2 lakh to be given to the next of kin of each deceased, and Rs. 50,000 would be given to the injured. The Prime Minister also stated that the local administration is providing all possible help to the victims under the supervision of the state governmentSolar energy is pure, sure and secure: PM Modi
July 10th, 11:01 am
The Prime Minister Shri Narendra Modi dedicated to the Nation the Rewa Ultra Mega Solar Power project to the Nation via video conference today. It is Asia's largest power project.PM Shri Narendra Modi dedicates Rewa Ultra Mega Solar Power project to the Nation
July 10th, 11:00 am
PM Modi dedicated to the Nation the Rewa Ultra Mega Solar Power project via video conference. Speaking on the occasion the Prime Minister said the Rewa project will make the entire region a major hub for pure and clean energy in this decade.