ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ‘ଗ୍ଲୋବାଲ୍‌ ଫାଇନାନ୍ସ ସେଣ୍ଟ୍ରାଲ୍‌ ବ୍ୟାଙ୍କର୍‌ ରିପୋର୍ଟ କାର୍ଡ ୨୦୨୪’ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘‘ଏ+’’ ରେଟିଂ ମିଳିବା ପରେ ଜଣାଇଲେ ଅଭିନନ୍ଦନ

August 21st, 09:33 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘ଏ ପ୍ଲସ୍‌’ ରେଟିଂ ମିଳିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ‘ଏ+’ ମାନ୍ୟତା ପାଇଥିବାରୁ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

September 01st, 10:53 pm

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡସ୍ ୨୦୨୩ରେ ଆର୍‌ବିଆଇ ଗଭର୍ନର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ‘ଏ+’ ମାନ୍ୟତା ମିଳିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ଦାସ ଏ+ ମାନ୍ୟତା ପାଇଥିବା ୩ଟି ସେଣ୍ଟ୍ରାଲ ବ୍ୟାଙ୍କ ଗଭର୍ନରଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ।

Cabinet approves incentive scheme for promotion of RuPay Debit Cards and low-value BHIM UPI transactions

January 11th, 03:30 pm

The Union Cabinet, chaired by the Hon’ble Prime Minister Shri Narendra Modi, has approved the incentive scheme for promotion of RuPay Debit Cards and low-value BHIM-UPI transactions (person-to-merchant) for a period of one year from April 2022.

Today's new India emphasizes on solving problems rather than avoiding them: PM Modi

December 12th, 10:43 am

Prime Minister Narendra Modi addressed a function on “Depositors First: Guaranteed Time-bound Deposit Insurance Payment up to Rs. 5 Lakh” in New Delhi. He said, Banks play a major role in the prosperity of the country. And for the prosperity of the banks, it is equally important for the depositors' money to be safe. If we want to save the bank, then depositors have to be protected.

ଦିଲ୍ଲୀର ଏକ ବ୍ୟାଙ୍କ ଜମା ବୀମା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଜମାକାରୀଙ୍କୁ ସମ୍ବୋଧନ

December 12th, 10:27 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଏକ ସମାରୋହରେ ଜମାକାରୀମାନଙ୍କୁ ସମ୍ବୋଧନ କରିଛନ୍ତି । “ଡିପୋଜିଟର ପ୍ରଥମ: ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟାନୁଭିତ୍ତିକ ଗ୍ୟାରେଣ୍ଟେଡ ଜମା ବୀମା”ଯୋଜନା ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେତେକ ଜମାକାରୀଙ୍କୁ ଚେକ୍ ପ୍ରଦାନ କରିଥିଲେ ।

ଡିସେମ୍ବର ୧୨ରେ ବ୍ୟାଙ୍କ ଜମାରାଶି ବୀମା କାର୍ଯ୍ୟକ୍ରମ ଅବସରରେ ଜମାକାରୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

December 11th, 09:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୨, ୨୦୨୧ ମଧ୍ୟାହ୍ନ ୧୨ଟା ବେଳେ ବିଜ୍ଞାନ ଭବନ ଠାରେ “ଡିପୋଜିଟର୍ସ ଫାଷ୍ଟ: ଗ୍ୟାରେଣ୍ଟେଡ ଟାଇମ-ବାଉଣ୍ଡ ଡିପୋଜିଟ ଇନସ୍ୟୁରାନ୍ସ ପେମେଣ୍ଟ ଅପ ଟୁ ଫାଇଭ ଲାଖ ରୁପିଜ (ପ୍ରଥମେ ଜମାକାରୀ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟବଦ୍ଧ ଜମାରାଶି ବୀମା ନିଶ୍ଚୟତା)” କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।

ପ୍ରଧାନମନ୍ତ୍ରୀ ନଭେମ୍ବର ୧୨ ତାରିଖରେ ଆରବିଆଇର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପର ଶୁଭାରମ୍ଭ କରିବେ

November 11th, 10:48 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୨, ୨୦୨୧ ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସି ଜରିଆରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଦୁଇଟି ଅଭିନବ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପର ଶୁଭାରମ୍ଭ କରିବେ । ଏହି ପଦକ୍ଷେପଗୁଡ଼ିକ ହେଉଛି ଆରବିଆଇର ପ୍ରତ୍ୟକ୍ଷ ଖୁଚୁରା ଯୋଜନା ଏବଂ ରିଜର୍ଭ ବ୍ୟାଙ୍କ – ସମନ୍ୱିତ ଅମ୍ବୁଡ୍‍ସମ୍ୟାନ ଯୋଜନା ।