ତୁର୍କୀର ରାଷ୍ଟ୍ରପତିଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
September 10th, 05:23 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଜି -20 ଶିଖର ସମ୍ମିଳନୀରେ 10 ସେପ୍ଟେମ୍ବର 2023 ରେ ତୁର୍କୀର ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତ ରିସେପ୍ ତାୟିପ୍ ଏର୍ଡୋଗାନଙ୍କ ସହିତ ସାକ୍ଷାତ କରିଛନ୍ତି।ତୁର୍କୀ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
March 11th, 09:26 pm
ମହାମହିମ ତୁର୍କୀ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମିଷ୍ଟର ରିକେପ ତାଈପ ଏର୍ଡୋଗାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।ତୁର୍କୀ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
May 01st, 03:28 pm
ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଏର୍ଦୋଗାନ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଚର୍ଚ୍ଚା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଦ୍ୱିପାକ୍ଷିକ ବାଣିଜ୍ୟ ଅଗ୍ରଗତି ଏବଂ ଅର୍ଥର୍ନୈତିକ ସହଯୋଗ ମଜବୁତ ରହିଆସିଛି । ପ୍ରଧାନମନ୍ତ୍ରୀ କହିଲେ ଆତଙ୍କବାଦୀଙ୍କ ନିରନ୍ତର ବିକାଶ ହେଉଥିବା ସମସ୍ୟା ପାଇଁ ଦୁଇ ଦେଶ ଚିନ୍ତିତ ,ଏଥିପାଇଁ ବିଶ୍ୱ ରାଷ୍ଟ୍ର ସମୂହକୁ ଆତଙ୍କବାଦୀ ନେଟୱର୍କ ଏବଂ ସେମାନଙ୍କର ଅର୍ଥଯୋଗାଣକୁ ବ୍ୟାଘାତ କରିବା ପାଇଁ ମିଳିତ ଭାବେ କାମ କରିବା ଆବଶ୍ୟକ ।ଭାରତ-ତୁର୍କୀ ବାଣିଜ୍ୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 01st, 11:13 am
ଭାରତ ଓ ତୁର୍କୀ ମଧ୍ୟରେ ଐତିହାସିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି । ଆଧୁନିକ ବିଶ୍ୱ ଅର୍ଥନୀତିରେ ଆମର ସମାନ ଧାରଣା ରହିଛି । ବର୍ତ୍ତମାନ, ପ୍ରତ୍ୟେକ ଦ୍ୱିପାକ୍ଷିକ ସମ୍ପର୍କରେ ଅର୍ଥର୍ନୈତିକ ସହଯୋଗ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତ ଏବଂ ତୁର୍କୀ ମଧ୍ୟରେ ଭଲ ବ୍ୟବସାୟିକ ସମ୍ପର୍କ ରହିଛି । ଆମ ଭିତରେ ବର୍ଷ ବର୍ଷ ଧରି ରହିଆସିଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଅଗ୍ରଗତି ପ୍ରଶଂସନୀୟ ରହିଆସିଛି । ରାଷ୍ଟ୍ରପତି ଏର୍ଦୋଗାନ୍ ଗତ ଥର ଭାରତ ଗସ୍ତରେ ଆସିବା ପରେ ଦ୍ୱିପାକ୍ଷିକ ବାଣିଜ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି ।PM Modi meets the Turkish President, Mr. Recep Tayyip Erdoğan
September 05th, 12:26 pm
Prime Minister Narendra Modi today met the Turkish President, Mr. Recep Tayyip Erdogan on the sidelines of G20 Summit in Hangzhou, China. Discussions were held between both the leaders to enhance ties between the two nations.PM's bilateral engagements on the sidelines of G20 Summit - November 16th, 2015
November 16th, 06:41 pm