ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

November 14th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ପୂର୍ବରୁ ବ୍ରାସିଲିଆଠାରେ ନଭେମ୍ବର 13, 2019ରେ ଚୀନ ରାଷ୍ଟ୍ରପତି ମିଷ୍ଟର ସି ଜିନପିଙ୍ଗଙ୍କୁ ଭେଟିଛନ୍ତି ।

ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

November 04th, 11:54 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଂକକରେ ପୂର୍ବ ଏସିଆ ଏବଂ ଆରସିଇପି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହାବ୍ୟତୀତ ଆଜି ରାତିରେ ସେ ଦିଲ୍ଲୀ ଅଭିମୁଖେ ଫେରିବା ପୂର୍ବରୁ ସେ ବ୍ୟାଂକକରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ, ଭିଏତନାମ ପ୍ରଧାନମନ୍ତ୍ରୀ ନୁଏନ ସୁଆନ ଫୁକ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ସହିତ ବୈଠକରେ ମଧ୍ୟ ଯୋଗ ଦେବେ ।

ପ୍ରଧାନମନ୍ତ୍ରୀ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି

November 04th, 11:43 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ୟାଙ୍କକରେ ପୂର୍ବ ଏସୀୟ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହିତ ସାକ୍ଷାତ କରିଛନ୍ତି । ଚଳିତ ବର୍ଷ ଶେଷରେ ଭାରତ ଜାପାନ 2+2 ବାର୍ତ୍ତା ଏବଂ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଗ୍ରାଉଣ୍ଡ ପ୍ରସ୍ତୁତ କରିବା ଉପରେ ଆଲୋଚନା କରିଛନ୍ତି ।

PM Modi arrives in Bangkok

November 02nd, 02:07 pm

PM Modi arrived in Bangkok a short while ago. The PM will take part in ASEAN-related Summit and other meetings.

ନୂଆ ସମୃଦ୍ଧି ପାଇଁ ପ୍ରାଚୀନ ସମ୍ପର୍କର ନିର୍ମାଣ

November 02nd, 01:23 pm

35ତମ ଆସିଆନ ଶିଖର ସମ୍ମିଳନୀ ଓ 16ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଓ ସୋମବାର ହେବାକୁ ଥିବା ତୃତୀୟ ଆରସିଇପି ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ନେଇଥିଲା ‘ବ୍ୟାଂକକ ପୋଷ୍ଟ’ । ଏହି ଅବସରରେ ସେ କ୍ଷେତ୍ରୀୟ ଓ ବିଶ୍ୱ ସ୍ତରରେ ଭାରତର ଭୂମିକା ସମ୍ପର୍କରେ ମତାମତ ଦେଇଛନ୍ତି ।

ନଭେମ୍ବର 02 ରୁ 04 ଥାଇଲାଣ୍ଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

November 02nd, 11:56 am

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ବାଙ୍କକ ଗସ୍ତ କରୁଛନ୍ତି । ସେ ଏସିଆନ ସମିତି, ଏସିଆନ-ଭାରତ ସମିତି, ପୂର୍ବ ଏସିଆ ସମିତି ଏବଂ ଆରସିଇପି ବୁଝାମଣା ବୈଠକରେ ଯୋଗଦେବେ । ସେ ବିଶ୍ଵ ନେତୃବୃନ୍ଦଙ୍କୁ ଭେଟି ବିଭିନ୍ନ ଦ୍ଵିପାକ୍ଷିକ ଏବଂ ବୈଶ୍ଵିକ ପ୍ରସଙ୍ଗ ଆଲୋଚନା କରିବେ ।

ଥାଇଲାଣ୍ଡ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି

November 02nd, 09:11 am

“ମୁଁ ନଭେମ୍ବର 3 ତାରିଖରେ ଷୋଡ଼ଶ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ନଭେମ୍ବର 4 ତାରିଖରେ ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାର୍ତ୍ତାଳାପ ନିମନ୍ତେ ତୃତୀୟ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଭାଗୀତା (ଆରସିଇପି) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ବ୍ୟାଂକକ ଗସ୍ତ କରିବି ।