ଅନ୍ୟ ସେବା ପ୍ରଦାନକାରୀ (ଓଏସପି) ପାଇଁ ନିର୍ଦ୍ଦେଶାବଳୀ ଆହୁରି ଉଦାର ହୋଇଛି

June 23rd, 04:51 pm

କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଏବଂ ଆଇନ ଏବଂ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ଆଜି ଏକ ପ୍ରେସ୍ ବ୍ରିଫିଂରେ ଘୋଷଣା କରିଛନ୍ତି ଯେ ଟେଲିଯୋଗାଯୋଗ ବିଭାଗ ଅନ୍ୟ ସେବା ପ୍ରଦାନକାରୀ (ଓଏସପି) ପାଇଁ ନିର୍ଦ୍ଦେଶାବଳୀକୁ ଆହୁରି ଉଦାର କରିଛି। ଏହି ଅନୁଷ୍ଠାନଗୁଡ଼ିକ ହେଉଛି ବ୍ୟବସାୟ ପ୍ରକ୍ରିୟା ଆଉଟସୋର୍ସିଂ (ବିପିଓ) ସଂଗଠନ ଯାହା ଭାରତ ଏବଂ ବିଦେଶରେ ଭଏସ୍ ଆଧାରିତ ସେବା ପ୍ରଦାନ କରେ । ଆଜି ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ନଭେମ୍ବର 2020 ରେ ପୂର୍ବରୁ ଘୋଷିତ ଏବଂ କାର୍ଯ୍ୟକାରୀ ହୋଇଥିବା ପ୍ରମୁଖ ପଦକ୍ଷେପ ବ୍ୟତୀତ ଓଏସପିକୁ ଦିଆଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥାକୁ ଆହୁରି ଉଦାର କରିଛି।

ବିଶ୍ୱ ସାଇବର ସ୍ପେସ ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 23rd, 10:10 am

ନୂଆଦିଲ୍ଲୀରେ ବିଶ୍ୱ ସାଇବର ସ୍ପେସ ସମ୍ମିଳନୀକୁ ଆପଣମାନଙ୍କୁ ସ୍ୱାଗତ । ମୁଁ ସେମାନଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଇଣ୍ଟରନେଟ ଜରିଆରେ ଏଥିରେ ଯୋଗ ଦେଇଛନ୍ତି ।

Need of the hour is to focus on application of science and technology: PM Modi

May 10th, 12:05 pm

At an event to mark introduction of digital filing as a step towards paperless Supreme Court, PM Narendra Modi emphasized the role of technology. PM urged to put to use latest technologies to provide legal aid to the poor. He added that need of the hour was to focus on application of science and technology.

ପେପରମୁକ୍ତ ସୁପ୍ରିମକୋର୍ଟ ପାଇଁ ପ୍ରାରମ୍ଭିକ ପଦକ୍ଷେପ ସ୍ୱରୁପ ଡିଜିଟାଲ୍ ଆବେଦନ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

May 10th, 12:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୁପ୍ରିମକୋର୍ଟରେ ପେପରମୁକ୍ତ କାର୍ଯ୍ୟ କରିବା ଲାଗି ସୁପ୍ରିମକୋର୍ଟ ୱେବସାଇଟରେ ଇଂଟିଗ୍ରେଟେଡ୍ କେସ୍ ମ୍ୟାନେଜମେଣ୍ଟ ଇନଫରମେସନ୍ ବ୍ୟବସ୍ଥାର ଅପଲୋଡ୍ କରିଥିଲେ ।ଏହି ଅବସରରେ ଉଦ୍ବୋଧନ ଦେଇ ଭାରତର ପ୍ରଧାନ ବିଚାରପତି ଶ୍ରୀ ଜଷ୍ଟିସ୍ ଜେଏସ୍ ଖେହର ଗତ ଏପ୍ରିଲ୍ 2 ତାରିଖରେ ଅନୁଷ୍ଠିତ ଆହ୍ଲାବାଦ ହାଇକୋର୍ଟର 150 ବର୍ଷ ପୂର୍ତ୍ତି ଘଟଣାର ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କୋର୍ଟ କାର୍ଯ୍ୟକୁ ଅଧିକ ସହଜ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେକ୍ନୋଲଜି ବ୍ୟବହାର କରିବା ଲାଗି ଜୋର ଦେଇଥିଲେ ।

ଦିଲ୍ଲୀ ହାଇକୋର୍ଟର ୫୦ତମ ପ୍ରତିଷ୍ଠା ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

October 31st, 05:11 pm

PM Modi addressed a programme to mark the 50th anniversary of Delhi High Court. PM Modi complemented all who served for several years and contributed towards Delhi High Court. PM Modi emphasized need for imbibing best of talent inputs while drafting laws.

ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ୫୦ ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ

October 31st, 05:10 pm

PM Narendra Modi today addressed a programme to mark the 50th anniversary of Delhi High Court. PM Modi complemented all who served for several years and contributed towards Delhi High Court. PM Modi emphasized need for imbibing best of talent inputs while drafting laws and said it could be the biggest service to the country's judiciary.