‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 12th, 12:32 pm
ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି
August 12th, 12:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।Corrupt Congress has become a burden for the country: PM Modi in Madhya Pradesh
November 25th, 03:45 pm
Prime Minister Narendra Modi addressed two huge public meeting at Vidisha and Jabalpur in Madhya Pradesh today. These rallies come in a series of other similar rallies by the PM as the state of Madhya Pradesh heads to the polls on 28th November, 2018.ନର୍ମଦା କୂଳରେ ବିଶ୍ୱର ଉଚ୍ଚତମ “ଷ୍ଟେଚ୍ୟୁ ଅଫ ୟୁନିଟି” ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ
October 31st, 10:50 am
ଗୁଜରାଟର ନର୍ମଦା ଜିଲ୍ଲାର କେବଡିୟାଠାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ସୁଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ହେଉଛି 182 ମିଟର । “ଷ୍ଟେଚ୍ୟୁ ଅଫ ୟୁନିଟି” ଭାବେ ପରିଚିତ ଏହି ପ୍ରତିମା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ଆଜି ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଉଚ୍ଚତମ ପ୍ରତିମୂର୍ତ୍ତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଥମେ ଏକ କଳସରେ ନର୍ମଦା ନଦୀର ମାଟି ଓ ଜଳକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଗଣମାନ୍ୟ ଅତିଥିମାନେ ଭର୍ତ୍ତି କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ଲିଭର ଉପରେ ଚାପ ପ୍ରୟୋଗ କରି ସର୍ଦ୍ଦାର ପଟେଲଙ୍କ “ଷ୍ଟେଚ୍ୟୁ ଅଫ ୟୁନିଟି”କୁ ଉନ୍ମୋଚନ କରିଥିଲେ ।Sardar Patel wanted India to be strong, secure, sensitive, alert and inclusive: PM Modi
October 31st, 10:31 am
PM Modi dedicated the world’s largest statue, the ‘Statue of Unity’ to the nation. The 182 metres high statue of Sardar Patel, on the banks of River Narmada is a tribute to the great leader. Addressing a gathering at the event, the PM recalled Sardar Patel’s invaluable contribution towards India’s unification and termed the statue to be reflection of New India’s aspirations, which could be fulfilled through the mantra of ‘Ek Bharat, Shreshtha Bharat.’Congress divides, BJP unites: PM Modi
October 10th, 05:44 pm
Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.PM Modi interacts with BJP Karyakartas from Five Lok Sabha Seats via NaMo App.
October 10th, 05:40 pm
Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.For us, 125 crore Indians are our family, for us it is always nation first: PM Narendra Modi
September 25th, 03:20 pm
PM Shri Narendra Modi today addressed the ‘Karyakarta Mahakumbh’ in Bhopal, Madhya Pradesh. While addressing the gathering of more than 5 lakh party workers, the Prime Minister began his speech by remembering Pandit Shri Deen Dayal Upadhyaya on his birth anniversary and the late PM Shri Atal Bihari Vajapyee. He added, “We are proud to be born to serve as workers of the Bhartiya Janata Party.”ଦେଶ ହେଉଛି ଆମ ପାଇଁ ସର୍ବଦା ପ୍ରଥମ :ଭୋପାଳରେ ପ୍ରଧାନମନ୍ତ୍ରୀ ମୋଦୀ
September 25th, 03:15 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ 'କାର୍ଯ୍ୟକର୍ତ୍ତା ମହାକୁମ୍ଭ' କୁ ସମ୍ବୋଧିତ କରିଛନ୍ତି । 5 ଲକ୍ଷରୁ ଅଧିକ ଦଳୀୟ କର୍ମକର୍ତ୍ତାଙ୍କ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପଣ୍ଡିତ ଶ୍ରୀ ଦିନ ଦୟାଲ ଉପାଧ୍ୟାୟଜୀଙ୍କୁ ତାଙ୍କ ଜୟନ୍ତୀରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ନିଜ ଭାଷଣ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ,''ଆମକୁ ଭାରତୀୟ ଜନତା ଦଳର କାର୍ଯ୍ୟକର୍ତ୍ତା ଭାବେ ସେବା କରିବାର ସୁଯୋଗ ମିଳିଛି ,ଏହି ଗର୍ବର ବିଷୟ ।''ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ଝାରସୁଗୁଡ଼ାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି
September 22nd, 02:25 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଝାରସୁଗୁଡ଼ାରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,''ମତେ ଝାରସୁଗୁଡ଼ା ବିମାନବନ୍ଦରର ଉଦ୍ଘାଟନ ଏବଂ ଗର୍ଜନବାହାଲ କୋଇଲା ଖଣିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର ସୁଯୋଗ ମିଳିଛି ।''Connectivity has the power to eradicate any form of regional discrimination: PM Modi
September 22nd, 02:25 pm
Prime Minister Shri Narendra Modi today addressed a public meeting in Jharsuguda in Odisha. At the event, PM Modi said, “I was blessed to get the opportunity to launch the Jharsuguda Airport and dedicate the Garjanbahal coal mines to the nation.”Our government is making sure that whatever money is allotted, all of it reaches the people: PM Modi
September 22nd, 11:18 am
Addressing a public rally in Talcher, Odisha, Prime Minister Narendra Modi today said that you have broken all records of previous rallies. This huge crowd portrays the sentiments of the people of Odisha.PM Modi addresses a public meeting in Talcher, Odisha
September 22nd, 11:18 am
Addressing a public rally in Talcher, Odisha, Prime Minister Narendra Modi today said that you have broken all records of previous rallies. This huge crowd portrays the sentiments of the people of Odisha.ଗୁଜରାଟର ବାଲସାଦ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 23rd, 12:47 pm
ଗୁଜରାଟର ଲୋକପ୍ରୀୟ ମୁଖ୍ୟମନ୍ତ୍ରୀ, ଭାଇ ଶ୍ରୀ ବିଜୟ ଭାଇ ରୂପାନୀ, ମଂଚରେ ଉପସ୍ଥିତ ସୌଭାଗ୍ୟଜନମାନେ, ଏଠାରେ ବିଶାଳ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଏବଂ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସାମୁହିକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ;
August 23rd, 12:45 pm
ଗୁଜରାଟର ବାଲସାଦ ଜିଲ୍ଲା ଅନ୍ତର୍ଗତ ଜୁଜୱା ଗ୍ରାମରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସାମଗ୍ରୀକ ଇ-ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ହଜାର ହଜାର ଜନସାଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇଥିଲେ । ରାଜ୍ୟର 26ଟି ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଆବାସ ଏହି ଅବସରରେ ହିତାଧିକାରୀମାନଙ୍କୁ ବଂଟନ କରାଯାଇଥିଲା । ବିଭିନ୍ନ ଜିଲ୍ଲାର ହିତାଧିକାରୀମାନେ ଭିଡିଓ ଲିଙ୍କ ଜରିଆରେ ଯୋଡ଼ି ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରୁ କେତେକଙ୍କ ସହିତ ଆଲୋଚନା କରିଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ମେଦିନୀପୁରରେ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିଛନ୍ତି
July 16th, 01:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମେଦିନୀପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଦେଶ ପରିବର୍ତ୍ତନ ଦେଖୁଛି ଏବଂ 125 କୋଟି ଭାରତୀୟ ସାମୁହିକ ଭାବେ ଏକ ନୂଆ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛନ୍ତି ।ଟିଏମସି ପଶ୍ଚିମବଙ୍ଗରେ ଗଣତନ୍ତ୍ରକୁ କ୍ଷୁର୍ଣ୍ଣ କରି 'ସିଣ୍ଡିକେଟ ରାଜ' ଚଲାଇଛି ,ଯାହା ଯୋଗୁ ରାଜ୍ୟରେ ବିକାଶ ହୋଇପାରୁନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
July 16th, 01:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ମେଦିନୀପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଦେଶ ପରିବର୍ତ୍ତନ ଦେଖୁଛି ଏବଂ 125 କୋଟି ଭାରତୀୟ ସାମୁହିକ ଭାବେ ଏକ ନୂଆ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢ଼ୁଛନ୍ତି ।ଭିଡିଓ ବ୍ରିଜ ଯୋଗେ ଦେଶବ୍ୟାପୀ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ମତ ବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
July 12th, 10:30 am
ଆପଣମାନେ ଆଜି ଏତେ ସଂଖ୍ୟାରେ ମାତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଦୂର ଦୂରାନ୍ତରୁ ନିଜ ଗ୍ରାମରୁ କୋଟି କୋଟି ମା’ ଓ ଭଉଣୀମାନେ ଆଜି ମୋତେ ଆଶୀର୍ବାଦ ପ୍ରଦାନ କରୁଛନ୍ତି । କିଏ ବା ଏପରି ହେବ ଯାହାକୁ କି ଏହି ସୌଭାଗ୍ୟ କାରଣରୁ ଉର୍ଜା ମିଳିବ ନାହିଁ ତଥା କାମ କରିବାର ସାହସ ମିଳିବ ନାହିଁ । ଆପଣମାନେ ହିଁ ହେଉଛନ୍ତି ସେଇ ଲୋକ ଯେଉଁମାନଙ୍କ ଆଶୀର୍ବାଦ ମୋତେ ଦେଶ ପାଇଁ କିଛି ନା କିଛି କରିବା ଲାଗି ସବୁବେଳେ ନୂତନ ଶକ୍ତି ପ୍ରଦାନ କରିଆସିଛି । ଆପଣମାନେ ସବୁ ହେଉଛନ୍ତି ନିଜ ମଧ୍ୟରେ ସଂକଳ୍ପରେ ଧନୀ । ଉଦ୍ୟମଶୀଳତା ପାଇଁ ସମର୍ପିତ । ଏବଂ ଆପଣମାନଙ୍କୁ ନେଇ ଦଳଗତ ଭାବେ କିପରି କାମ କରାଯାଇ ପାରିବ, ଏକ ସାମୁହିକ ପ୍ରୟାସ କିପରି ଭାବେ କରାଯାଇ ପାରିବ । ମୁଁ ଭାବୁଛି ଦୁନିଆର ବଡ ବଡ ବିଶ୍ୱବିଦ୍ୟାଳୟ ଏହି ବିଷୟକୁ ନେଇ କଳ୍ପନା କରିପାରିବେ ନାହିଁ କି ମୋର ହିନ୍ଦୁସ୍ଥାନର ଏହି ଗରିବ ମା’ ଓ ଭଉଣୀମାନେ ଯେଉଁମାନଙ୍କ ମଧ୍ୟରୁ ବହୁତ କମ ଲୋକଙ୍କୁ ପଢ଼ିବାର ସୌଭାଗ୍ୟ ମିଳିଛି, ମାତ୍ର ଦଳଗତ ଭାବନା କ’ଣ, ମିଳିତ ଭାବେ କିପରି କାମ କରିବାକୁ ହୁଏ ଓ କାମକୁ କିପରି ଭାବେ ବାଣ୍ଟିବାକୁ ହୁଏ ସେ ସମ୍ବନ୍ଧରେ ସେମାନଙ୍କୁ ଜଣାଅଛି ।ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ କଲେ ଆଲୋଚନା
July 12th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଭିଡିଓ କନଫରେନ୍ସ ଜରିଆରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ତଥା ଦୀନ ଦୟାଲ ଅନ୍ତୋଦୟ ଯୋଜନାର ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ ଗୋଷ୍ଠୀରୁ ପ୍ରତିନିଧିତ୍ୱ କରୁଥିବା ଏକ କୋଟିରୁ ଅଧିକ ମହିଳାଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ପହଂଚାଯାଇପାରିଥିଲା । ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା ପର୍ଯ୍ୟାୟର ଏହା ନବମ ମତ ବିନିମୟ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 05th, 09:12 am
ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଥିଲେ । ସରକାରୀ ଯୋଜନାର ବିଭିନ୍ନ ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ତୃତୀୟ ଆଲୋଚନା ।