ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ କ୍ୟାବିନେଟ୍ ଅନୁମୋଦନ
September 18th, 03:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଏବଂ ଆକାଂକ୍ଷୀ ଜିଲ୍ଲାରେ ଆଦିବାସୀ ପରିବାରମାନଙ୍କ ପୂର୍ଣ୍ଣାଙ୍ଗ ବିକାଶକୁ ଆଖିଆଗରେ ରଖି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମୋଟ ୭୯,୧୫୬ କୋଟି ଟଙ୍କା (କେନ୍ଦ୍ରୀୟ ଭାଗ: ୫୬,୩୩୩ କୋଟି ଟଙ୍କା ଏବଂ ରାଜ୍ୟ ଭାଗ: ୨୨,୮୨୩ କୋଟି ଟଙ୍କା) ବ୍ୟୟ ବରାଦ ସହିତ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନକୁ ଅନୁମୋଦନ ମିଳିଛି ।ସର୍ବନିମ୍ନ ସମର୍ଥନ ମୂଲ୍ୟ ସମ୍ପର୍କରେ କଂଗ୍ରେସ ମିଛ ଏବଂ ମିଥ୍ୟା ପ୍ରଚାର କରୁଛି :ପ୍ରଧାନମନ୍ତ୍ରୀ ମୋଦୀ
July 11th, 02:21 pm
ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବରେ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିଛନ୍ତି
July 11th, 02:20 pm
ପଞ୍ଜାବର ମାଲାଉଟରେ ଏକ ବିଶାଳ କୃଷକ କଲ୍ୟାଣ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ଉପରେ ସମାଲୋଚନା କରି କୃଷକମାନଙ୍କ କଲ୍ୟାଣ ବିଷୟରେ ସେମାନଙ୍କ ଅଣଦେଖାକୁ ନେଇ କଂଗ୍ରେସକୁ ଦୋଷାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ କଂଗ୍ରେସର ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ 70 ବର୍ଷ ପର୍ଯ୍ୟନ୍ତ କୃଷକମାନଙ୍କୁ ଭୋଟ ବ୍ୟାଙ୍କ ରୂପେ ବ୍ୟବହାର କରି,ସେମାନଙ୍କୁ ଧୋଖା ଦେଇଛି । ଏବଂ କଂଗ୍ରେସକୁ କେବଳ ଏକ ସ୍ୱତନ୍ତ୍ର ପରିବାର ଏବଂ ସେମାନଙ୍କ ସୁଖସୁବିଧାର ଚିନ୍ତା ଥିଲା ।ରାଜ୍ୟପାଳ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 05th, 03:10 pm
ରାଷ୍ଟ୍ରପତି ଭବନରେ ଆୟାଜିତ ରାଜ୍ୟପାଳ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ ।ରାଜ୍ୟପାଳମାନଙ୍କ 49ତମ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
June 04th, 01:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ରାଜ୍ୟପାଳମାନଙ୍କର 49ତମ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।