Today, the mantra of the country is – Ek Bharat, Shreshtha Bharat: PM Modi
December 25th, 03:05 pm
Addressing Gurpurab celebrations of Guru Nanak Dev Ji at Gurudwara Lakhpat Sahib in Gujarat via video conferencing, PM Modi said that efforts were being made at every level for the message of Guru Nanak Dev Ji to reach the whole world. The countrymen had been wishing for easy access to Kartarpur Sahib. In 2019, our government completed the work of the Kartarpur Corridor, he added.PM addresses Gurpurab celebrations of Guru Nanak Dev Ji at Gurudwara Lakhpat Sahib, Gujarat
December 25th, 12:09 pm
Addressing Gurpurab celebrations of Guru Nanak Dev Ji at Gurudwara Lakhpat Sahib in Gujarat via video conferencing, PM Modi said that efforts were being made at every level for the message of Guru Nanak Dev Ji to reach the whole world. The countrymen had been wishing for easy access to Kartarpur Sahib. In 2019, our government completed the work of the Kartarpur Corridor, he added.ଗୁଜରାଟର ସୋମନାଥଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 20th, 11:01 am
ଜୟ ସୋମନାଥ ! କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଶ୍ରଧେୟ ଲାଲକୃଷ୍ଣ ଆଡୱାଣୀ ମହାଶୟ, ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ଶ୍ରୀପଦ ନାଇକ ମହାଶୟ, ଅଜୟ ଭଟ୍ଟ ମହାଶୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣୀ ମହାଶୟ, ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ଭାଇ, ଗୁଜରାଟ ସରକାର ପର୍ଯ୍ୟଟନ ମନ୍ତ୍ରୀ ଜବାହର ମହାଶୟ, ୱାସନ ଭାଇ, ଲୋକସଭାରେ ମୋର ସାଥୀ ରାଜେଶ ଭାଇ, ସୋମନାଥ ମନ୍ଦିରର ଟ୍ରଷ୍ଟର ଷ୍ଟଟ୍ରି ଶ୍ରୀ ପ୍ରବୀଣ ଲାହିରୀ ମହାଶୟ, ସମସ୍ତ ଶ୍ରଦ୍ଧାଳୁ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିମାନେ !ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୋମନାଥର ବହୁମୁଖୀ ପ୍ରକଳ୍ପ ଉଦ୍ଘାଟନ ଓ ଶିଳାନ୍ୟାସ
August 20th, 11:00 am
ଗୁଜରାଟର ସୋମନାଥଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ କେତେକର ଉଦ୍ଘାଟନ ମଧ୍ୟ କରିଛନ୍ତି । ଉଦ୍ଘାଟିତ ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ସୋମନାଥ ପ୍ରମୋଦ ସ୍ଥଳୀ, ସୋମନାଥ ପ୍ରଦର୍ଶନୀ କେନ୍ଦ୍ର ଏବଂ ପ୍ରାଚୀନ ସୋମନାଥ ପରିସର ମଧ୍ୟରେ ପୁର୍ନଗଠିତ ମନ୍ଦିର । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ପାର୍ବତୀ ମନ୍ଦିରର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଶ୍ରୀ ଲାଲକୃଷ୍ଣ ଆଡଭାନୀ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।ମରୁକରଣ, ଜମିର ଉର୍ବରତା ହାନି ଏବଂ ମରୁଡ଼ି ସଂପର୍କୀତ ମିଳିତ ଜାତିସଂଘର ଉଚ୍ଚସ୍ତରୀୟ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ପ୍ରଦତ୍ତ ଦୀକ୍ଷାନ୍ତ ଭାଷଣ
June 14th, 07:36 pm
ବିଶ୍ୱରେ ସମସ୍ତ ଜୀବ ଓ ଜୀବନକୁ ବଞ୍ଚାଇ ରଖିବା ନିମନ୍ତେ ମାଟି ହେଉଛି ମୌଳିକ ଆଧାର । ଏବଂ ଆମେ ସଭିଏଁ ଉତ୍ତମ ରୂପେ ଏକଥା ଜାଣୁ ଯେ ଆମ ଜୀବନର ଜଟିଳ ଜାଲଟି ଏହି ବ୍ୟବସ୍ଥା ସହିତ ଓତଃପ୍ରୋତ ଭାବେ ବିଭିନ୍ନ ଦିଗରୁ ସଂଯୁକ୍ତ ହୋଇ ରହିଛି । ପରିତାପର ବିଷୟ, ଭୂମିର ଅବକ୍ଷୟ ଆଜି ବିଶ୍ୱର ଦୁଇ ତୃତୀୟାଂଶରୁ ଅଧିକ ଭାଗକୁ ଆକ୍ରାନ୍ତ କରୁଛି । ଯଦି ଏହାକୁ ନିୟନ୍ତ୍ରଣବିହୀନ ଭାବେ ଛାଡ଼ି ଦିଆଯାଏ ତେବେ ଏହା ଆମ ସମାଜ, ଅର୍ଥନୀତି, ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଜୀବନର ଗୁଣାତ୍ମକ ମାନ ରକ୍ଷାକୁ ଆକ୍ରାନ୍ତ କରିବ । ତେଣୁ, ଆମକୁ ମାଟି ଉପରେ ପଡ଼ୁଥିବା ବ୍ୟାପକ ଚାପକୁ ଆମକୁ ହ୍ରାସ କରିବାକୁ ପଡ଼ିବ ଏବଂ ଏହାର ପ୍ରାକୃତିକ ଗୁଣବତ୍ତାକୁ ସୁରକ୍ଷିତ ରଖିବାକୁ ହେବ । ତେଣୁ ଆମମାନଙ୍କ ସମ୍ମୁଖରେ ଅନେକ କାର୍ଯ୍ୟ କରିବାର ଅଛି , ତାହା ସ୍ପଷ୍ଟ । କିନ୍ତୁ ଆମେ ତାହା ସାକାର କରିପାରିବା । ଆମେ ସାମୂହିକ ଭାବେ ଏହି ଏହା ହାସଲ କରିପାରିବା ।ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ଦୀକ୍ଷାନ୍ତ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ
June 14th, 07:32 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ମିଳିତ ଜାତିସଂଘର ‘ମରୁଭୂମିକରଣ, ମୃତ୍ତିକା ଅବକ୍ଷୟ ଓ ମରୁଡ଼ି ଉପରେ ଉଚ୍ଚସ୍ତରୀୟ ଆଲୋଚନା’ରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଛନ୍ତି। ମରୁଭୂମିକରଣର ମୁକାବିଲା ପାଇଁ ମିଳିତ ଜାତିସଂଘର ସମ୍ମିଳନୀ (ୟୁଏନସିସିଡି)ର ଦଳଗୁଡ଼ିକର ସମ୍ମିଳନୀ (କନଫରେନ୍ସ ଅଫ ପାର୍ଟିଜ୍)ର 14ତମ ଅଧିବେଶନରେ ଅଧ୍ୟକ୍ଷ ଭାବେ ନିଜର କ୍ଷମତା ବଳରେ ଉଦଘାଟନୀ ଭାଗରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ।One has to keep up with the changing times and embrace global best practices: PM
December 15th, 02:40 pm
PM Modi unveiled various developmental projects in Gujarat. Speaking about the farm laws, PM Modi said, Farmers are being misled about the agriculture reforms. He pointed out that the agriculture reforms that have taken place is exactly what farmer bodies and even opposition parties have been asking over the years.PM unveils key projects in Gujarat
December 15th, 02:30 pm
Prime Minister Shri Narendra Modi today unveiled various developmental projects in Gujarat.These projects include a desalination plant, a hybrid renewable energy park, and a fully mated milk processing and packing plant. The Chief Minister of Gujarat was present on the occasion.ଡିସେମ୍ବର 15 ରେ କଚ୍ଛ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
December 13th, 06:47 pm
ଆସନ୍ତା ଡିସେମ୍ବର 15, 2020ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ କଚ୍ଛ ଜିଲ୍ଲାର ଧୋର୍ଡୋ ଅଞ୍ଚଳ ଗସ୍ତ କରି ସେଠାରେ ରାଜ୍ୟର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରକଳ୍ପଗୁଡିକ ମଧ୍ୟରେ ଏକ ଡିସାଲିନେସନ କାରଖାନା, ଏକ ଉନ୍ନତ ଅକ୍ଷୟ ଶକ୍ତି ପାର୍କ ଏବଂ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ କାରଖାନା ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମରେ ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ରଣ ଗସ୍ତ କରି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ।ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକମାନଙ୍କ ସମ୍ମିଳନୀର ଊଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ;
January 08th, 05:22 pm
ଆଜି ତେକାନପୁରସ୍ଥିତ ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଏବଂ ମହାନିରୀକ୍ଷକ (ଆଇଜିପି)ମାନଙ୍କ ସମ୍ମିଳନୀର ବିଦାୟକାଳୀନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇଥିଲେ ।ତେକାନପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ ଓ ନିରୀକ୍ଷକଙ୍କ ସମ୍ମିଳନୀରେ ଯୋଗଦେଲେ
January 07th, 06:17 pm
ପୁଲିସ ମହାନିର୍ଦ୍ଦେଶକ ଏବଂ ନିରୀକ୍ଷକମାନଙ୍କ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ତେକାନପୁରସ୍ଥିତ ବିଏସଏଫ ଏକାଡେମୀରେ ପହଞ୍ଚିଛନ୍ତି ।ତେକାନପୁର ବିଏସଏଫ ଏକାଡେମୀଠାରେ ପୁଲିସ ମହାନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ
January 06th, 01:09 pm
ରାଜ୍ୟଗୁଡିକର ପୁଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକମାନଙ୍କ ସମ୍ମିଳନୀ ଜାନୁୟାରୀ 7 ଓ 8 ତାରିଖ ଦୁଇଦିନ ଧରି ମଧ୍ୟପ୍ରଦେଶର ତେକାନପୁରର ବିଏସଏଫ ଏକାଡେମୀଠାରେ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ଗୁଜରାଟ ମୋର ଆତ୍ମା ,ଭାରତ ମୋର ପରମାତ୍ମା :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 27th, 12:19 pm
କଚ୍ଛ ,ଜସଦନ ଏବଂ ଆମରେଲିରେ ସାର୍ବଜନିକ ସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଉପେକ୍ଷା ଲାଗି କଂଗ୍ରେସ ଦଳ ଉପରେ ବର୍ଷିଲେ । ସେ କଂଗ୍ରେସକୁ ନିନ୍ଦା କରି କହିଲେ କଂଗ୍ରେସର ଭୁଲ ଶାସନ କଚ୍ଛ ଏବଂ ଗୁଜରାଟର ସମଗ୍ର ବିକାଶ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି ।ସୋସିଆଲ ମିଡିଆ କର୍ଣ୍ଣର ମେ 23 2017
May 23rd, 08:25 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।ପ୍ରଧାନମନ୍ତ୍ରୀଙ୍କ ଆଜି ଗୁଜରାଟ ଗସ୍ତ ; ମଙ୍ଗଳବାର ଦିନ ଗାନ୍ଧିନଗରରେ ଆଫ୍ରିକୀ ବିକାଶ ବ୍ୟାଙ୍କର ବାର୍ଷିକ ବୈଠକରେ ଯୋଗଦେବେ
May 22nd, 12:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ,ଆଜିଠାରୁ ଦୁଇ ଦିବସୀୟ ଗୁଜରାଟ ଗସ୍ତରେ ଯିବେ । ସେଠାରେ ସେ ଅନେକ ବିକାଶମୁଖୀ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ମଙ୍ଗଳବାର 23 ତାରିଖ ଦିନ ଗାନ୍ଧିନଗରରେ ଆଫ୍ରିକୀ ବିକାଶ ବ୍ୟାଙ୍କ ଗ୍ରୁପର ବାର୍ଷିକ ବୈଠକରେ ସାମିଲ ହେବେ ।