ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଅଂଶଗ୍ରହଣ କରିଥିଲେ
June 09th, 11:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗରୀୟ କ୍ଷେତ୍ରର ନେତାମାନେ ଯୋଗ ଦେଇଥିଲେ ।ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ପାଇଁ ବିଭିନ୍ନ ଦେଶର ନେତାଙ୍କ ଭାରତ ଗସ୍ତ
June 08th, 12:24 pm
୨୦୨୪ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ୯ ଜୁନ ୨୦୨୪ରେ ଅନୁଷ୍ଠିତ ହେବ । ଏହି ଅବସରରେ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ନେତାମାନଙ୍କୁ ବିଶିଷ୍ଟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
June 05th, 10:11 pm
ଶ୍ରୀଲଙ୍କାର ରାଷ୍ଟ୍ରପତି ଏଚ.ଇ. ରଣିଲ ବିକ୍ରମାସିଘେଂ ଫୋନ୍ ଯୋଗେ ପ୍ରଧାନେମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।ଶ୍ରୀଲଙ୍କା ଏବଂ ମରିସସ୍ରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 12th, 01:30 pm
ଭାରତ ମହାସାଗର କ୍ଷେତ୍ରର ତିନୋଟି ବନ୍ଧୁ ରାଷ୍ଟ୍ର ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଆମର ଦୀର୍ଘଦିନର ଐତିହାସିକ ସମ୍ପର୍କକୁ ବୃଦ୍ଧି କରିବା ପାଇଁ ଆମେ ଆଧୁନିକ ଡିଜିଟାଲ୍ ସଂଯୋଗ ସ୍ଥାପନ କରୁଛୁ । ଏହି ପଦକ୍ଷେପ ଜନସାଧାରଣଙ୍କ ପ୍ରଗତି ପ୍ରତି ଆମର ଅତୁଟ ସମର୍ପଣକୁ ଦର୍ଶାଉଛି । ଫିନଟେକ୍ ଯୋଗାଯୋଗ ମାଧ୍ୟମରେ ଆମେ କେବଳ ସୀମାପାର କାରବାରକୁ ବୃଦ୍ଧି କରିବାକୁ ନୁହେଁ , ବରଂ ସୀମାରେ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ । ୟୁପିଆଇ ନାମରେ ପରିଚିତ ଭାରତର ୟୁନିଫାଇଡ୍ ପେମେଣ୍ଟ୍ ଇଣ୍ଟରଫେସ୍ ଏବେ ଏକ ନୂଆ ଭୂମିକା ନିର୍ବାହ କରୁଛି , ଅର୍ଥାତ୍ ୟୁନିଟିଂ ପାର୍ଟନର୍ସ ୱିଥ ଇଣ୍ଡିଆ (ଭାରତ ସହିତ ଭାଗୀଦାରୀକୁ ଏକାଠି କରିବା ) ଆରମ୍ଭ କରୁଛି ।ମରିସସ୍ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ଭାବେ ୟୁପିଆଇ ସେବା ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 12th, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥଙ୍କ ସହ ମିଳିତ ଭାବେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ମରିସସରେ ରୁପେ କାର୍ଡ ସେବାର ଶୁଭାରମ୍ଭ କରିଛନ୍ତି ।ଶ୍ରୀଲଙ୍କା ଏବଂ ମରିସସରେ ୟୁପିଆଇ ସେବାର ଶୁଭାରମ୍ଭ ଅବସରରେ
February 11th, 03:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେ ଏବଂ ମରିସସର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ ଜୁଗନାଥ ୧୨ ଫେବୃଆରୀ, ୨୦୨୪ ଅପରାହ୍ନ ୧ ଟାରେ ଶ୍ରୀଲଙ୍କା ଏବଂ ମରିସସରେ ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ସେବା ଏବଂ ରୁପେ କାର୍ଡ ସେବାର ଶୁଭାରମ୍ଭ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବେ।ଶ୍ରୀଲଙ୍କାର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସନ୍ତ୍ରାସବାଦୀ ଆକ୍ରମଣରେ ପ୍ରାଣହାନି ନେଇ ଶୋକ ପ୍ରକାଶ କଲେ
April 21st, 04:51 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ସାଧାରଣତନ୍ତ୍ରର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ବାର୍ତାଳାପ କରିଛନ୍ତି ଏବଂ ଆଜି ଶ୍ରୀଲଙ୍କାରେ ସନ୍ତ୍ରାସବାଦ ଆକ୍ରମଣରେ ପ୍ରାଣ ହରାଇଥିବା ୧୫୦ ନିରୀହ ବ୍ୟକ୍ତିଙ୍କ ପାଇଁ ନିଜ ତରଫରୁ ତଥା ସମସ୍ତ ଭାରତୀୟମାନଙ୍କ ତରଫରୁ ଶୋକବାର୍ତା ଜଣାଇଛନ୍ତି ।PM Modi holds talks with PM Ranil Wickremesinghe of Sri Lanka
October 20th, 09:17 pm
PM Narendra Modi held fruitful talks with PM Ranil Wickremesinghe of Sri Lanka. The leaders deliberated on various aspects of India-Sri Lanka cooperation.PM Ranil Wickremesinghe of Sri Lanka meets Prime Minister Modi
November 23rd, 05:18 pm
Prime Minister of Sri Lanka, HE Ranil Wickremesinghe held talks with Prime Minister Narendra Modi today in New Delhi. The leaders deliberated on several aspects of India-Sri Lanka ties.ବିଶ୍ୱ ସାଇବର ସ୍ପେସ ସମ୍ମିଳନୀ-2017ରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
November 23rd, 10:10 am
ନୂଆଦିଲ୍ଲୀରେ ବିଶ୍ୱ ସାଇବର ସ୍ପେସ ସମ୍ମିଳନୀକୁ ଆପଣମାନଙ୍କୁ ସ୍ୱାଗତ । ମୁଁ ସେମାନଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଇଣ୍ଟରନେଟ ଜରିଆରେ ଏଥିରେ ଯୋଗ ଦେଇଛନ୍ତି ।କଲୋମ୍ବୋ ଠାରେ ଅନ୍ତର୍ଜାତୀୟ ବୈଶାଖ ଦିବସ ସମାରୋହ (12 ମେ 2017) ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 12th, 10:20 am
ଏହି ଦିନ ସାରା ମାନବ ଜଗତ ପାଇଁ ଭଗବାନ ବୁଦ୍ଧଙ୍କ ଜନ୍ମ, ଜ୍ଞାନପ୍ରାପ୍ତି ଏବଂ ପରିନିର୍ବାଣକୁ ପାଳନ କରିବାର ଅବସର ଆଣିଛି । ଏହି ଦିବସ ପରମ ସତ୍ୟ, ଚିରସ୍ଥାୟୀ ଧମ୍ମ ଏବଂ ୪ଟି ମହାନ ସତ୍ୟକୁ ହୃଦୟଙ୍ଗମ କରିବାର ଦିନ । ଦଶଟି ସିଦ୍ଧାନ୍ତ ଦାନ, ଶୀଳ, ତ୍ୟାଗ, ବୁଦ୍ଧିମତା, ଶକ୍ତି, ସହିଷ୍ଣୁତା, ସତ୍ୟ, ଦୃଢ଼ସଂକଳ୍ପ, କରୁଣା, ସମଭାବ ସ୍ମରଣ କରିବାର ଦିନ ।କଲୋମ୍ବୋରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପରିଦର୍ଶନ କଲେ ସୀମା ମାଲକା ମନ୍ଦିର
May 11th, 07:11 pm
ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲୋମ୍ବୋରେ ପହଞ୍ଚିଛନ୍ତି । ବିମାନ ବନ୍ଦରଠାରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମିଷ୍ଟର ରାନିଲ ୱିକ୍ରମସିଂଘେ ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀବୃନ୍ଦ ତାଙ୍କୁ ସ୍ଵାଗତ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଆଗାମୀ ଶ୍ରୀଲଙ୍କା ଗସ୍ତ
May 11th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 11 ଓ 12 ମେ, 2017ରେ 2 ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ଏହି ଗସ୍ତ ସମ୍ପର୍କରେ ତାଙ୍କ ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଛନ୍ତି :“ମୁଁ ଆଜି, 11ମେ ଠାରୁ ଦୁଇଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବି । ଆମର ସୁଦୃଢ଼ ସମ୍ପର୍କର ପ୍ରତୀକ ସ୍ୱରୂପ ଗତ ଦୁଇ ବର୍ଷ ମଧ୍ୟରେ ଏହା ମୋର ଦ୍ୱିତୀୟ ଦ୍ୱିପାକ୍ଷିକ ଗସ୍ତ”ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ
April 26th, 02:41 pm
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଏଚ.ଇ. ରାନିଲ ୱିକ୍ରିମେଶିଙ୍ଘେଇ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଚ.ଇ. ରାନିଲ ୱିକ୍ରିମେଶିଙ୍ଘେଇ ଭାରତ-ଶ୍ରୀଲଙ୍କା ମଧ୍ୟରେ ସମ୍ପର୍କକୁ ଆଗକୁ ବଢାଇବା ଉପରେ ବ୍ୟାପକ ଆଲୋଚନା କରିଥିଲେ ।Prime Minister of Sri Lanka meets PM Modi
October 05th, 07:36 pm
Prime Minister of Sri Lanka, Mr. Ranil Wickremesinghe met Prime Minister Narendra Modi in New Delhi today. Both leaders held talks to further cooperation between India and Sri Lanka on several fronts.This is a relationship that touches the hearts of ordinary Indians and Sri Lankans: PM at joint press meet with SL PM Mr. Wickremesinghe
September 15th, 01:03 pm
PM congratulates Mr. Ranil Wickremesinghe on being sworn-in as Sri Lanka's PM
August 21st, 12:09 pm
PM congratulates Mr. Ranil Wickremesinghe, on the wonderful performance of his alliance in the elections in Sri Lanka
August 18th, 07:30 pm