ରମଜାନ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 11th, 08:59 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ରମଜାନ୍ ଶୁଭେଚ୍ଛା ଜଣାଇଛନ୍ତି ।ରମଜାନ ଆରମ୍ଭରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
March 24th, 08:26 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରମଜାନ ଆରମ୍ଭରେ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।ପବିତ୍ର ରମଜାନ ମାସ ଆରମ୍ଭରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
April 02nd, 09:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରମଜାନ ମାସ ଆରମ୍ଭରେ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।ସମସ୍ତଙ୍କୁ ଟିକା ନେବାକୁ ପଡିବ ଏବଂ ସମ୍ପୂର୍ଣ୍ଣ ଯତ୍ନ ନେବାକୁ ପଡିବ: ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ
April 25th, 11:30 am
ବନ୍ଧୁଗଣ, ବିଗତ ଦିନରେ ଏହି ସଙ୍କଟର ମୁକାବିଲା ପାଇଁ, ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ମୋର ଦୀର୍ଘ ଆଲୋଚନା ହୋଇଛି । ଆମର ଔଷଧ ପ୍ରସ୍ତୁତି ଶିଳ୍ପ ସହ ଜଡ଼ିତ ଲୋକ ହୁଅନ୍ତୁ, ଟିକା ନିର୍ମାତା ହୁଅନ୍ତୁ, ଅମ୍ଳଜାନ ପ୍ରସ୍ତୁତି ସହ ଜଡ଼ିତ ଲୋକ ହୁଅନ୍ତୁ କିମ୍ବା ଚିକିତ୍ସା କ୍ଷେତ୍ରର ବିଶେଷଜ୍ଞମାନେ ହୁଅନ୍ତୁ, ସେମାନେ ନିଜ ନିଜର ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ସରକାରଙ୍କୁ ଦେଇଛନ୍ତି । ଏବେ ଆମକୁ ଏହି ସଂଗ୍ରାମରେ ବିଜୟ ଲାଭ କରିବାକୁ ହେଲେ ବିଶେଷଜ୍ଞ ଏବଂ ବୈଜ୍ଞାନିକମାନଙ୍କ ପରାମର୍ଶକୁ ଅଗ୍ରାଧିକାର ଦେବାକୁ ହେବ । ରାଜ୍ୟ ସରକାରମାନଙ୍କର ପ୍ରଚେଷ୍ଟାକୁ ଆଗକୁ ବଢ଼ାଇବା ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ଶକ୍ତି ସହ ଲାଗିପଡ଼ିଛନ୍ତି । ରାଜ୍ୟ ସରକାରମାନେ ମଧ୍ୟ ନିଜ ଦାୟିତ୍ୱ ନିର୍ବାହ କରିବାର ପୂର୍ଣ୍ଣ ଚେଷ୍ଟା କରୁଛନ୍ତି ।କୋଭିଡ-୧୯ ସ୍ଥିତି ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
April 20th, 08:49 pm
କରୋନା ବିରୋଧରେ ଦେଶ ଆଜି ପୁଣି ବହୁତ ବଡ ଲଢେଇ ଲଢୁଛି । କିଛି ସପ୍ତାହ ପୂର୍ବରୁ ସ୍ଥିତି ନିୟନ୍ତ୍ରଣାଧିନ ଥିଲା ଆଉ ପୁଣି କରୋନାର ଏହି ଦ୍ୱିତୀୟ ଲହର ଝଡ଼ ଭଳି ଆସିଗଲା। ଯେଉଁ କଷ୍ଟ ଆପଣମାନେ ସହିଛନ୍ତି, ଯେଉଁ କଷ୍ଟ ଆପଣମାନେ ସହୁଛନ୍ତି, ତାହା ମୁଁ ସଂମ୍ପୂର୍ଣ୍ଣ ଭାବେ ଅନୁଭବ କରିପାରୁଛି। ଯେଉଁ ଲୋକମାନେ ବିଗତ ଦିନରେ ନିଜର ସମ୍ପର୍କୀୟଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ଦେଶବାସୀଙ୍କ ତରଫରୁ ମୁଁ ସମବେଦନା ଜଣାଉଛି। ପରିବାରର ଜଣେ ସଦସ୍ୟ ଭାବେ, ମୁଁ ଆପଣଙ୍କ ଦୁଃଖରେ ସାମିଲ ହୋଇଛି। ଆହ୍ୱାନ ହେଉଛି ବହୁତ ବଡ଼, କିନ୍ତୁ ଆମେ ସମସ୍ତେ ମିଳିମିଶି ନିଜର ସଂକଳ୍ପ, ନିଜର ସାହସ ଏବଂ ପ୍ରସ୍ତୁତି ସହିତ ଏହାକୁ ଅତିକ୍ରମ କରି ପାରିବା।କୋଭିଡ-୧୯ ସ୍ଥିତି ପ୍ରସଙ୍ଗରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 20th, 08:46 pm
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ସ୍ଥିତି ପ୍ରସଙ୍ଗରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ନିକଟରେ ମହାମାରୀ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏଭଳି ଦୁଃସମୟରେ ଜଣେ ପରିବାର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ସହ ଅଛି । ଆମ ପାଇଁ ଆହ୍ୱାନ ବେଶ ବଡ଼ ରହିଛି, ଆମକୁ ଦୃଢ଼ ମନୋବଳ ସହ ମିଳିତ ଭାବେ ଏଥିରୁ ମୁକୁଳିବାର ଅଛି ।’ କରୋନା ବିରୋଧୀ ଲଢ଼େଇରେ ଅବଦାନ ପାଇଁ ସେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ, ଆମ୍ବୁଲାନ୍ସ ଚାଳକ, ସୁରକ୍ଷା ବଳ ଏବଂ ପୁଲିସ ବଳକୁ ପ୍ରଶଂସା କରିଛନ୍ତି ।Phone call between Prime Minister Shri Narendra Modi and H.E. Sheikh Hasina, Prime Minister of the People's Republic of Bangladesh
April 29th, 08:12 pm
PM Narendra Modi spoke to Sheikh Hasina, Prime Minister of Bangladesh. The two leaders discussed the regional situation in the wake of the COVID-19 pandemic and briefed each other about the steps being taken to mitigate its effects in the respective country.Fight against Coronavirus has become people-driven: PM Modi during Mann Ki Baat
April 26th, 11:01 am
During Mann Ki Baat, PM Narendra Modi said that the fight against Coronavirus has become people-driven. He spoke in detail about India’s measures to combat Coronavirus and highlighted the role of our ‘Corona Warriors’. PM Modi shed light on India’s efforts to help several nations by ensuring adequate supply of medicines and other medical supplies. He once again advised people to maintain physical distancing to defeat the COVID-19 menace.PM greets people on the beginning of holy month of Ramzan
April 24th, 08:36 pm
The Prime Minister greeted the people on the beginning of holy month of Ramzan.ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 25th, 05:12 pm
ମଞ୍ଚ ଉପରେ ବିରାଜମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ କେଶରୀ ନାଥ ତ୍ରିପାଠୀ ମହାଶୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମହାଶୟା, ବିଶ୍ୱଭାରତୀର ଉପାଚାର୍ଯ୍ୟ ତଥା ଉପକୁଳପତି ପ୍ରଫେସର ସବୁଜ କଲୀ ସେନ ଏବଂ ରାମକୃଷ୍ଣ ମିଶନ ବିବେକାନନ୍ଦ ପ୍ରତିଷ୍ଠାନର ଉପାଚାର୍ଯ୍ୟ ଓ ଉପକୁଳପତି ପୂଜ୍ୟ ସ୍ୱାମୀ ଆତ୍ମପ୍ରିୟାନନ୍ଦ ଜୀ ଏବଂ ଏଠାରେ ଉପସ୍ଥିତ ବିଶ୍ୱଭାରତୀର ଅଧ୍ୟାପକଗଣ ଆଉ ମୋର ପ୍ରିୟ ଯୁବ ସାଥୀଗଣ ।ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବାଂଲାଦେଶ ଭବନ ଉଦ୍ଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 25th, 02:41 pm
ମିତ୍ର ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା, ସମ୍ମାନନୀୟ ଅତିଥିଗଣ, ମୁଖ୍ୟମନ୍ତ୍ରୀ ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ମହାଶୟ, ସାଥୀଗଣ ।ପ୍ରଧାନମନ୍ତ୍ରୀଙ୍କ ଶାନ୍ତିନିକେତନ ଗସ୍ତ, ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ, ବାଂଲାଦେଶ ଭବନ ଉଦ୍ଘାଟନ
May 25th, 01:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ କରିଥିଲେ ।ଶ୍ରୀନଗରଠାରେ କୃଷ୍ଣଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 19th, 03:01 pm
ମଞ୍ଚ ଉପରେ ଉପସ୍ଥିତ ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଶ୍ରୀମାନ ଏନ୍. ଏନ୍. ଭୋରା ମହାଶୟ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ମହାଶୟା, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀମାନ ନିତିନ ଗଡ଼କରୀ ମହାଶୟ, ଡକ୍ଟର ଜିତେନ୍ଦ୍ର ସିଂହ ମହାଶୟ, ଆର୍. କେ. ସିଂହ ମହାଶୟ, ଜାମ୍ମୁ-କାଶ୍ମୀରର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମାନ କବିନ୍ଦ୍ର ଗୁପ୍ତା ମହାଶୟ, ରାଜ୍ୟର ଶକ୍ତି ମନ୍ତ୍ରୀ ଶ୍ରୀମାନ ସୁନୀଲ କୁମାର ଶର୍ମା ମହାଶୟ, ବିଧାନସଭାର ଉପ-ବାଚସ୍ପତି ଶ୍ରୀ ନଜିର ଅହମଦ ଖାନ୍ ମହାଶୟ, ସାଂସଦ ଏବଂ ଦେଶର ବରିଷ୍ଠ ନେତା ଆଦରଣୀୟ ଡକ୍ଟର ଫାରୁକ୍ ଅବଦୁଲ୍ଲା ମହାଶୟ, ସାଂସଦ ଶ୍ରୀମାନ ମୁଜାଫର ହୁସେନ ବେଗ୍ ମହାଶୟ, ଏବଂ ଏଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଓ ଜାମ୍ମୁ-କାଶ୍ମୀରର ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।ଶ୍ରୀନଗରରେ ପ୍ରଧାନମନ୍ତ୍ରୀ: ରାଷ୍ଟ୍ରକୁ ସମର୍ପିଲେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ
May 19th, 03:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗରଠାରେ ଏକ ସମାରୋହରେ କୃଷ୍ଣଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ।ଲେହରେ ପ୍ରଧାନମନ୍ତ୍ରୀ: ଉନବିଂଶ କୁଶୋକ ବକୁଲା ରିନପୋଚେଙ୍କ ଜନ୍ମଶତବାର୍ଷିକୀ ସମାରୋହର ଉଦ୍ଯାପନୀ ଉତ୍ସବରେ ଯୋଗଦାନ; ଜୋଜିଲା ସୁଡ଼ଙ୍ଗ ନିର୍ମାଣ କାମର କଲେ ଶୁଭାରମ୍ଭ
May 19th, 12:21 pm
ଆଜି ଦିନିକିଆ ଜାମ୍ମୁ-କଶ୍ମୀର ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲେହଠାରେ ପହଂଚିଥିଲେ ।ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓମାନ-ଭାରତ ମିଳିତ ବ୍ୟାପାର ପରିଷଦର ସଦସ୍ୟ
May 16th, 05:56 pm
ଓମାନ-ଭାରତ ମିଳିତ ବ୍ୟାପାର ପରିଷଦର ଏକ 30 ଜଣିଆ ଓମାନ ଯୁବ ବାଣିଜ୍ୟ ନେତୃମଣ୍ଡଳୀ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ଆସନ୍ତୁ ,ଆମେ ଆମର ଅନ୍ତର୍ମନର ଶକ୍ତିକୁ ଦେଶର ସାମୁହିକ ଶକ୍ତିରେ ପରିବର୍ତ୍ତନ କରିବା :ପ୍ରଧାନମନ୍ତ୍ରୀ ମୋଦୀ
April 29th, 11:30 am
ନିଜର 'ମନ କି ବାତ' କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ 2018 ରାଜ୍ୟଗୋଷ୍ଟି କ୍ରୀଡ଼ାରେ ଭାରତୀୟ ଖେଳାଳୀମାନଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ,ଜଳ ସଂରକ୍ଷଣ ,ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ,ପୋଖରାନ ପରୀକ୍ଷଣର 20 ବର୍ଷ ଏବଂ ସମାଜର ଦୁର୍ବଳ ଶ୍ରେଣୀଙ୍କ ଉତ୍ଥାନ ଲାଗି ଡକ୍ଟର ବାବାସାହେବ ଆମ୍ୱେଦକରଙ୍କ ପ୍ରତିବଦ୍ଧତା ସମେତ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛ ଭାରତ ଗ୍ରୀଷ୍ମଛୁଟି ଇଣ୍ଟର୍ଣ୍ଣସିପ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମଧ୍ୟ ଆହ୍ୱାନ କରିଛନ୍ତି ।ଆକାଶବାଣୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ୍ କି ବାତ୍” କାର୍ଯ୍ୟକ୍ରମ (28.05.2017)
May 28th, 11:01 am
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏ ବର୍ଷ ଯେଭଳି ଗରମ ପଡ଼ିଛି ହୁଏତ ଆମେ ଭୁଲିପାରିବା ନାହିଁ । କିନ୍ତୁ ବର୍ଷାକୁ ଅପେକ୍ଷା କରାଯାଇଛି । ଆଜି ମୁଁ ଆପଣମାନଙ୍କ ସହ କଥା ହେଲା ବେଳକୁ ପବିତ୍ର ରମଜାନ୍ ମାସ ଆରମ୍ଭ ହୋଇସାରିଛି । ପବିତ୍ର ରମଜାନ୍ ମାସର ଆଗମନ ପାଇଁ ମୁଁ ଭାରତ ଏବଂ ସାରା ବିଶ୍ୱର ଲୋକମାନଙ୍କୁ, ବିଶେଷ କରି ବିଶ୍ୱର ମୁସଲମାନ ସମୁଦାୟକୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି । ରମଜାନରେ ପ୍ରାର୍ଥନା, ଆଧ୍ୟାତ୍ମିକତା ଓ ଦାନକୁ ଯଥେଷ୍ଟ ମହତ୍ୱ ଦିଆଯାଇଥାଏ ।ପବିତ୍ର ରମଜାନ ମାସ ଆରମ୍ଭରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
May 28th, 10:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ରମଜାନ ମାସ ଆରମ୍ଭରେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।‘‘ରମଜାନ ଆରମ୍ଭରେ ସମସ୍ତଙ୍କୁ ଶୁଭେଚ୍ଛା । ଏହି ପବିତ୍ର ମାସ ସାରା ବିଶ୍ୱରେ ଶାନ୍ତି, ସଂପ୍ରିତି, ସୌହାଦ୍ଦ୍ୟ ଓ ଏକତାର ଭାବନାକୁ ପରିପୁଷ୍ଟ କରୁ’’, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।PM greets the Muslim community on Ramzan
June 07th, 10:39 am