PM Modi expresses happiness over the increased number of Ramsar Sites in India

August 14th, 09:47 pm

The Prime Minister, Shri Narendra Modi has expressed his happiness over the increase in number of Ramsar Sites in India. He has further complimented the people of Tamil Nadu and Madhya Pradesh on the addition of the three sites from these two states under the Ramsar Convention.

ଭାରତ ଗଣତନ୍ତ୍ରର ଜନନୀ: ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ

January 29th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଏହା ୨୦୨୩ର ପ୍ରଥମ ‘ମନ୍ କି ବାତ୍’ ହୋଇଥିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ୯୭ତମ ଅଧ୍ୟାୟ । ଆପଣ ସମସ୍ତଙ୍କ ସହିତ ପୁଣିଥରେ କଥା ହୋଇ ମୋତେ ବହୁତ ଖୁସି ଲାଗୁଛି । ପ୍ରତିବର୍ଷ ଜାନୁଆରୀ ମାସଟି ବହୁତ ଘଟଣାବହୁଳ ହୋଇଥାଏ । ଏହି ମାସରେ ୧୪ ଜାନୁଆରୀ ପାଖାପାଖି ଉତ୍ତରରୁ ଦକ୍ଷିଣ ଯାଏଁ ଓ ପୂର୍ବରୁ ପଶ୍ଚିମ ଯାଏଁ ସାରା ଦେଶରେ ଉତ୍ସବର ଯାକଯମକ ଥାଏ। ଏହାପରେ ଦେଶ ନିଜର ଗଣତନ୍ତ୍ର ଉତ୍ସବ ମଧ୍ୟ ପାଳନ କରିଥାଏ। ଏଥର ମଧ୍ୟ ଗଣତନ୍ତ୍ର ଦିବସର ଅନେକ ଉଚ୍ଚପ୍ରଶଂସା ହେଉଛି। ଜୈସଲମେରରୁ ପୁଲକିତ ମୋତେ ଲେଖିଛନ୍ତି ଯେ, ଜାନୁଆରୀ ୨୬ର ପରେଡ୍ ସମୟରେ କର୍ତ୍ତବ୍ୟ ପଥର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ଦେଖି ବହୁତ ଭଲ ଲାଗିଲା । କାନପୁରରୁ ଜୟା ଲେଖିଛନ୍ତି ଯେ, ପରେଡରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ଗୁଡ଼ିକରେ ଭାରତୀୟ ସଂସ୍କୃତିର ବିଭିନ୍ନ ରୂପକୁ ଦେଖି ଆନନ୍ଦ ଅନୁଭବ ହେଲା । ଏହି ପରେଡରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ମହିଳା ଓଟ ସବାର୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମହିଳା ଦଳର ମଧ୍ୟ ଉଚ୍ଚ ପ୍ରଶଂସା ହେଉଛି ।

ଦେଶର ୧୦ଟିରୁ ଅଧିକ ଆର୍ଦ୍ରଭୂମି ରାମସର ସାଇଟ ମାନ୍ୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

August 03rd, 10:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାମସର ସ୍ଥାନ ଭାବରେ ଦେଶର ଆଉ ୧୦ ଟି ଆର୍ଦ୍ରଭୂମି ସ୍ଥାନ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଦକ୍ଷିଣ ଏସିଆରେ ଭାରତର ରାମସର ସାଇଟ ସର୍ବ ବୃହତ ନେଟୱାର୍କ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି

February 03rd, 10:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଉ ଦୁଇଟି ଆଦ୍ରଭୂମି, ଗୁଜୁରାଟର ଖିଜାଦିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ଉତ୍ତରପ୍ରଦେଶରେ ଥିବା ବଖିରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ ରାମସର ସାଇଟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଭାରତର ଚାରିଟି ସ୍ଥାନକୁ ରାମସାର ମାନ୍ୟତା ମିଳିବା ଆମ ପାଇଁ ଗର୍ବର କଥା: ପ୍ରଧାନମନ୍ତ୍ରୀ

August 14th, 07:03 pm

ଭାରତର ଚାରିଟି ସ୍ଥାନ ରାମସାର ମାନ୍ୟତା ପାଇବା ଆମ ପାଇଁ ଗର୍ବର କଥା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।