Ghamandiya Alliance is only interested in destabilizing the future of the youth of Bihar: PM Modi in Jamui
April 04th, 12:01 pm
Ahead of the Lok Sabha elections 2024, PM Modi addressed a public rally in Jamui, Bihar. He said, Jamui's mood is reflective of 'Ab ki Baar 400 Paar' with all the 40 seats in N.D.A.'s favour in Bihar. He expressed his tribute to the contributions of the Late Ramvilas Paswan Ji, who was dedicated to the welfare of Bihar and its development.Jamui's grand welcome for PM Modi as he addresses a public rally
April 04th, 12:00 pm
Ahead of the Lok Sabha elections 2024, PM Modi addressed a public rally in Jamui, Bihar. He said, Jamui's mood is reflective of 'Ab ki Baar 400 Paar' with all the 40 seats in N.D.A.'s favour in Bihar. He expressed his tribute to the contributions of the Late Ramvilas Paswan Ji, who was dedicated to the welfare of Bihar and its development.Only BJP can guarantee social justice to people of Telangana and take the state on golden path of development: PM Modi
November 11th, 05:30 pm
Election fervour intensified in Telangana as Prime Minister Narendra Modi addressed the huge crowd in Secunderabad today ahead of the state assembly election. At the event, PM Modi said, “After independence, you have seen many governments in the country. Our government is such that its top priority is the welfare of the poor and the underprivileged have to be given priority. The mantra on which BJP works is ‘Sabka Saath, Sabka Vikas, Sabka Vishwas aur Sabka Prayas’. We are committed to ensuring social justice.”PM Modi’s election campaign electrifies Telangana’s Secunderabad
November 11th, 05:00 pm
Election fervour intensified in Telangana as Prime Minister Narendra Modi addressed the huge crowd in Secunderabad today ahead of the state assembly election. At the event, PM Modi said, “After independence, you have seen many governments in the country. Our government is such that its top priority is the welfare of the poor and the underprivileged have to be given priority. The mantra on which BJP works is ‘Sabka Saath, Sabka Vikas, Sabka Vishwas aur Sabka Prayas’. We are committed to ensuring social justice.”ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 01st, 09:58 am
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛାଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
September 17th, 10:26 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜନ୍ମଦିନ ଶୁଭେଚ୍ଛା ନିମନ୍ତେ ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି ଓ ବିଶ୍ୱର ଅନ୍ୟ ନେତାମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।ରାଜ୍ୟସଭାରେ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ଙ୍କୁ ସ୍ୱାଗତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 07th, 03:32 pm
ସର୍ବ ପ୍ରଥମେ ମୁଁ ଆଦରଣୀୟ ସଭାପତି ମହାଶୟ, ଆପଣଙ୍କୁ ଏହି ସଦନ ତରଫରୁ ସମ୍ପୂର୍ଣ୍ଣ ଦେଶ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି। ଆପଣ ଏକ ସାଧାରଣ ପରିବାରରୁ ଆସି ସଂଘର୍ଷ ମଧ୍ୟରେ ଜୀବନ ଯାତ୍ରାକୁ ଆଗକୁ ବଢ଼ାଇ ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି, ତାହା ଦେଶର ଅନେକ ଲୋକଙ୍କ ପାଇଁ ବାସ୍ତବରେ ଏକ ପ୍ରେରଣାର କାରଣ ଅଟେ। ଏହି ଉଚ୍ଚ ସଦନରେ ଏହି ଗରିମାମୟ ଆସନକୁ ଆପଣ ସୁଶୋଭିତ କରୁଛନ୍ତି ଓ ମୁଁ କହିବି ଯେ କିଠାନାର ଲାଲ୍, ତାଙ୍କର ଉପଲବ୍ଧି ଦେଶ ଦେଖୁଛି ଓ ଦେଶର ଖୁସିର କୌଣସି ତୁଳନା ନାହିଁ।PM addresses Rajya Sabha at the start of Winter Session of Parliament
December 07th, 03:12 pm
PM Modi addressed the Rajya Sabha at the start of the Winter Session of the Parliament. He highlighted that the esteemed upper house of the Parliament is welcoming the Vice President at a time when India has witnessed two monumental events. He pointed out that India has entered into the Azadi Ka Amrit Kaal and also got the prestigious opportunity to host and preside over the G-20 Summit.ଦୀପାବଳି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଶ୍ରୀ ରାମନାଥ କୋବିନ୍ଦ ଓ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 24th, 09:17 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ, ଶ୍ରୀ ରାମନାଥ କୋବିନ୍ଦ ଓ ଶ୍ରୀ ଭେଙ୍କୟା ନାଇଡୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି ।PM meets former President Shri Ram Nath Kovind
August 18th, 08:42 pm
The Prime Minister, Shri Narendra Modi today met the former President Shri Ram Nath Kovind and his family.ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
July 23rd, 10:16 pm
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ପାଇଁ ଆଜି ସଂସଦରେ ଆୟୋଜିତ ବିଦାୟକାଳୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି ।ରାଷ୍ଟ୍ରପତି କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ
July 22nd, 11:22 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ସମ୍ମାନାର୍ଥେ ରାତ୍ରୀ ଭୋଜନର ଆୟୋଜନ କରିଥିଲେ ।Paraunkh is a fine example of Ek Bharat Shreshtha Bharat: PM Modi
June 03rd, 04:00 pm
The Prime Minister Shri Narendra Modi accompanied Hon’ble President Shri Ram Nath Kovind to Pathri Mata Mandir in Paraunkh village, Kanpur. Thereafter they visited Dr. B R Ambedkar Bhawan, followed by a visit to Milan Kendra. The Kendra is the ancestral house of Hon’ble President, that was donated for public use and converted to a community centre (Milan Kendra). Both the dignitaries attended a public function at Paraunkh village. First Lady Smt Savita Kovind, Governor of Uttar Pradesh Smt Anandiben Patel, Chief Minister of Uttar Pradesh, Shri Yogi Adityanath, Union Ministers, State Ministers, people’s representatives were among those present on the occasion.PM addresses public function at Paraunkh village, Kanpur
June 03rd, 03:59 pm
The Prime Minister Shri Narendra Modi accompanied Hon’ble President Shri Ram Nath Kovind to Pathri Mata Mandir in Paraunkh village, Kanpur. Thereafter they visited Dr. B R Ambedkar Bhawan, followed by a visit to Milan Kendra. The Kendra is the ancestral house of Hon’ble President, that was donated for public use and converted to a community centre (Milan Kendra). Both the dignitaries attended a public function at Paraunkh village. First Lady Smt Savita Kovind, Governor of Uttar Pradesh Smt Anandiben Patel, Chief Minister of Uttar Pradesh, Shri Yogi Adityanath, Union Ministers, State Ministers, people’s representatives were among those present on the occasion.ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ପଦକ ପ୍ରଦାନ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ
May 31st, 11:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ପ୍ରତିରକ୍ଷା ପଦକ ପ୍ରଦାନ ସମାରୋହରେ ଯୋଗ ଦେଇଥିଲେ । ସମାରୋହରେ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
October 01st, 10:34 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ନିଜ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା । ନିଜ ବିନମ୍ର ବ୍ୟକ୍ତିତ୍ୱ କାରଣରୁ ସାରା ଦେଶରେ ସେ ସମସ୍ତଙ୍କର ପ୍ରିୟପାତ୍ର । ତାଙ୍କର ସାରା ଧ୍ୟାନ ଦରିଦ୍ର ଓ ସମାଜର ପଛୁଆବର୍ଗର ଲୋକମାନଙ୍କୁ ସଶକ୍ତ କରିବା ଉପରେ ନିହିତ ରହିଥାଏ ଯାହା ଅନୁକରଣୀୟ । ତାଙ୍କ ଦୀର୍ଘ ଏବଂ ନିରାମୟ ଜୀବନର କାମନା କରୁଛି ।’ରାଷ୍ଟ୍ରପତିଙ୍କ ପୁତ୍ରଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ; ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
March 26th, 02:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଜୀଙ୍କ ପୁତ୍ରଙ୍କ ସହିତ କଥା ହୋଇଛନ୍ତି । ସେ ତାଙ୍କୁ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ତାଙ୍କର ଆରୋଗ୍ୟ କାମନା କରିଛନ୍ତି ।ଏନଇପି 2020 ଉପରେ ରାଜ୍ୟପାଳଙ୍କ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 07th, 11:20 am
ଆଦରଣୀୟ ରାଷ୍ଟ୍ରପତି ମହୋଦୟ, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ରମେଶ ପୋଖରୀୟାଲ ନିଶଙ୍କ ମହାଶୟ, ସଞ୍ଜୟ ଧୋତ୍ରେ ମହାଶୟ, ଏହି ସମ୍ମେଳନରେ ଭାଗ ନେଇଥିବା ସମସ୍ତ ମାନନୀୟ ରାଜ୍ୟପାଳ, ଉପ-ରାଜ୍ୟପାଳ, ରାଜ୍ୟଗୁଡ଼ିକର ଶିକ୍ଷାମନ୍ତ୍ରୀ, ରାଷ୍ଟ୍ରୀୟ ଶିକ୍ଷାନୀତିକୁ ସ୍ୱରୁପ ଦେବାରେ ମୁଖ୍ୟ ଭୂମିକା ତୁଲାଇଥିବା ଡକ୍ଟର କସ୍ତୁରୀରଙ୍ଗନ ମହାଶୟ ଏବଂ ତାଙ୍କର ଟିମ୍, ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷାବିତ୍ତ, ଭଦ୍ରବ୍ୟକ୍ତି ଓ ଭଦ୍ର ମହିଳାଗଣ ।ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 07th, 11:19 am
ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କ ସମେତ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଉପରାଜ୍ୟପାଳ ଓ ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ନୂତନ ଶିକ୍ଷାନୀତି ଦେଶର ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି କହିଛନ୍ତି ।ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୂଆ ଶିକ୍ଷାନୀତି 2020 ସଂକ୍ରାନ୍ତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଦେବେ ଉଦ୍ବୋଧନ
September 06th, 10:27 am
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (7 ସେପ୍ଟେମ୍ବର, 2020) ନୂଆ ଶିକ୍ଷାନୀତି 2020 ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେବେ । ପୂର୍ବାହ୍ନ 10.30 ସମୟରେ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି ।