ଉତ୍ତରପ୍ରଦେଶର ବୁଲନ୍ଦସହରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 02:00 pm
ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଜୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଭିକେ ସିଂଜୀ, ଉତ୍ତର ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧକ୍ଷ ସଭାପତି ଶ୍ରୀ ଭୂପେନ୍ଦ୍ର ଚୌଧୁରୀ ଜୀ, ଅନ୍ୟ ପ୍ରତିନିଧିମାନେ ଏବଂ ବୁଲନ୍ଦସହରର ମୋର ପ୍ରିୟ ଭାଇ ଭଉଣୀମାନେ।ଉତ୍ତରପ୍ରଦେଶର ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
January 25th, 01:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବୁଲନ୍ଦସହରରେ ୧୯,୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାରେ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ରେଳ, ସଡ଼କ, ତୈଳ ଏବଂ ଗ୍ୟାସ୍, ସହରୀ ବିକାଶ ଏବଂ ଆବାସ ସମ୍ବନ୍ଧିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ରହିଛି ।ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 22nd, 05:12 pm
ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 22nd, 01:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।ପିଏମ-ଜନମନ ଅଧୀନରେ ପିଏମଏୱାଇ (ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଜାରି କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 15th, 12:15 pm
ଶୁଭେଚ୍ଛା! ଉତ୍ତରାୟଣ, ମକର ସଂକ୍ରାନ୍ତି, ପୋଙ୍ଗଲ ଓ ବିହୁ ଭଳି ଉତ୍ସବ କୁ ନେଇ ଏବେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି। ଅନେକ ପର୍ବପର୍ବାଣୀର ଉତ୍ସାହ ଆମକୁ ଚତୁଃପାର୍ଶ୍ବରେ ଭରି ରହିଛି। ଆଜିର ଏହି କାର୍ଯ୍ୟକ୍ରମ ଉତ୍ସାହରେ ପରିପୂର୍ଣ୍ଣ ବହୁତ ଉଚ୍ଚକୋଟିର ଏବଂ ଜୀବନ୍ତ କରିଦେଇଛି। ଏହି ଅବସରରେ ଆପଣମାନଙ୍କ ସହ କଥାବାର୍ତ୍ତା କରିବା ମୋ ପାଇଁ ଏକ ଉତ୍ସବ ପରି ମନେ ହେଉଛି। ବର୍ତ୍ତମାନ ଅଯୋଧ୍ୟାରେ ପ୍ରତିଷ୍ଠା ଉତ୍ସବ ପାଳନ ହେଉଥିବା ବେଳେ ମୋ ପରିବାରର ଅଂଶ ଭାବରେ ବିବେଚିତ ଏକ ଲକ୍ଷ ଅତ୍ୟନ୍ତ ପଛୁଆ ଆଦିବାସୀ ଭାଇ ଭଉଣୀ ନିଜ ନିଜ ଘରେ ଖୁସିରେ ଉତ୍ସବ ପାଳନ କରୁଛନ୍ତି । ଏହା ମୋତେ ଅତ୍ୟନ୍ତ ଆନନ୍ଦ ଦେଉଛି। ଆଜି ସେମାନଙ୍କ ପକ୍କା ଘର ନିର୍ମାଣ ହେବା ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି। ମୁଁ ଏହି ସମସ୍ତ ପରିବାରକୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ସେମାନଙ୍କୁ ମକର ସଂକ୍ରାନ୍ତିର ଶୁଭକାମନା ଜଣାଉଛି। ଏହି ମହାନ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ମୋ ଜୀବନକୁ ବହୁତ ଆନନ୍ଦ ଆଣି ଦେଇଥାଏ।ପିଏମ୍ - ଜନମନ ଯୋଜନା ଅଧୀନରେ ୧ ଲକ୍ଷ ପିଏମଏୱାଇ (ଜି) ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
January 15th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ଜନମନ) ଅଧୀନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣ (ପିଏମଏୱାଇ - ଜି)ର ୧ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ - ଜନମନର ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ଶ୍ରୀ ରାମଲଲାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱାତୀ ମିଶ୍ରଙ୍କ ଭକ୍ତି ଭଜନ ବେଶ୍ ମନ୍ତ୍ରମୁଗ୍ଧକର: ପ୍ରଧାନମନ୍ତ୍ରୀ
January 03rd, 08:07 am
ଶ୍ରୀ ରାମ ଲଲାଙ୍କ ସ୍ୱାଗତ ପାଇଁ ସ୍ୱାତୀ ମିଶ୍ର କଣ୍ଠଦାନ କରିଥିବା ଭକ୍ତି ଭଜନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି । ଏହି ଭଜନ ବେଶ୍ ମନ୍ତ୍ରମୁଗ୍ଧକର ବୋଲି ଶ୍ରୀ ମୋଦୀ କହିଛନ୍ତି ।ଅଯୋଧ୍ୟାରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ସମର୍ପଣ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 30th, 02:15 pm
ଅଯୋଧ୍ୟାରେ ସମସ୍ତ ଲୋକମାନଙ୍କୁ ମୋର ପ୍ରଣାମ ! ଜାନୁଆରୀ ୨୨ତାରିଖରେ ହେବାକୁ ଥିବା ଏହି ଐତିହାସିକ ମୁହୂର୍ତ୍ତକୁ ଆଜି ସମଗ୍ର ବିଶ୍ୱ ଉତ୍ସୁକତାର ସହ ଅପେକ୍ଷା କରିଛି। ତେଣୁ ଅଯୋଧ୍ୟା ବାସୀଙ୍କ ମଧ୍ୟରେ ଉତ୍ସାହ ଓ ବହୁତ ଆନନ୍ଦ ହେବା ସ୍ୱାଭାବିକ। ମୁଁ ଭାରତ ମାଟିର କୋଣ ଅନୁକୋଣ ଏବଂ ଭାରତର ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଁ ଉପାସକ ଅଟେ, ଏବଂ ମୁଁ ମଧ୍ୟ ଆପଣଙ୍କ ପରି ସେତିକି ଉତ୍ସାହିତ ଅଛି| ଆମ ସମସ୍ତଙ୍କ ଏହି ଉତ୍ସାହ, ଏହି ଆନନ୍ଦ କିଛି ସମୟ ପୂର୍ବରୁ ଅଯୋଧ୍ୟାର ରାସ୍ତାରେ ଦେଖିବାକୁ ମିଳିଥିଲା। ଏମିତି ଲାଗୁଥିଲା ଯେମିତି ପୂରା ଅଯୋଧ୍ୟା ସହର ରାସ୍ତାକୁ ଓହ୍ଲାଇଆସିଛି। ଏହି ଭଲପାଇବା ଏବଂ ଆଶୀର୍ବାଦ ପାଇଁ ମୁଁ ଆପଣସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ମୋ ସହିତ ଯୋଗ ଦିଅନ୍ତୁ -୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ
December 30th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟା ଧାମରେ ୧୫,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିରେ ଅଯୋଧ୍ୟା ଏବଂ ଏହାର ଆଖପାଖ ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଏବଂ ଉତ୍ତରପ୍ରଦେଶର ଅନ୍ୟାନ୍ୟ ପ୍ରକଳ୍ପ ସହିତ ଜଡିତ ପ୍ରାୟ ୪୬୦୦ କୋଟି ଟଙ୍କାର ପ୍ରକଳ୍ପ ଅନ୍ତର୍ଭୁକ୍ତ ।140 କୋଟି ଲୋକ ଅନେକ ପରିବର୍ତ୍ତନ କରୁଛନ୍ତି : ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
November 26th, 11:30 am
ମୋର ପରିବାରଜନ, ନଭେମ୍ବର ୨୬ ତାରିଖର ଆଜିର ଦିନଟି ଅନ୍ୟ ଏକ କାରଣରୁ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ । ୧୯୪୯ ମସିହାରେ ଆଜିର ଦିନରେ ହିଁ ସମ୍ବିଧାନ ସଭା ଭାରତର ସମ୍ବିଧାନ ପ୍ରଣୟନ କରିଥିଲେ । ମୋର ମନେଅଛି, ୨୦୧୫ରେ ଯେତେବେଳେ ଆମେ ବାବା ସାହେବ ଆମ୍ବେଦକରଙ୍କ ୧୨୫ତମ ଜୟନ୍ତୀ ପାଳନ କରୁଥିଲୁ, ସେତେବେଳେ ମନକୁ ଗୋଟିଏ କଥା ଆସିଥିଲା ଯେ, ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯିବା ଉଚିତ । ସେହିଦିନ ଠାରୁ ଆଜିର ଦିନଟିକୁ ପ୍ରତିବର୍ଷ ସମ୍ବିଧାନ ଦିବସ ରୂପେ ଆମେ ପାଳନ କରିଆସୁଛୁ । ମୁଁ ସମସ୍ତ ଦେଶବାସୀଙ୍କୁ ସମ୍ବିଧାନ ଦିବସ ଉପଲକ୍ଷେ ଶୁଭକାମନା ଜଣାଉଛି । ଆଉ ଆମେ ସବୁ ମିଶି ନାଗରିକର କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ, ବିକଶିତ ଭାରତର ସଂକଳ୍ପକୁ ନିଶ୍ଚିତ ଭାବେ ପୂରଣ କରିବା ।