From 2017 to 2022, these five years are about ‘Sankalp Se Siddhi’, says PM Modi in Lok Sabha

August 09th, 10:53 am

PM Modi, while addressing the Lok Sabha, said that the recollection of movements such as the Quit India Movement was a source of great inspiration. The PM said that in 1942, the clarion call was ‘Karenge Ya Marenge,’ today the call should be ‘Karenge aur Karke Rahenge.’ He said that the next five years should also be about ‘Sankalp se Siddhi.’

2017 ରୁ 2022,ଏହି ପାଞ୍ଚବର୍ଷ ‘ସଙ୍କଳ୍ପରୁ ସିଦ୍ଧି’ ର ବର୍ଷ ହେବା ଆବଶ୍ୟକ : ଲୋକସଭାରେ ପ୍ରଧାନମନ୍ତ୍ରୀ

August 09th, 10:47 am

ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାକୁ ସମ୍ବୋଧିତ କରିବା ଅବସରରେ କହିଲେ ଯେ ,ଭାରତ ଛାଡ଼ ଭଳି ଆନ୍ଦୋଳନର ସ୍ମୃତି ମହାନ ପ୍ରେରଣାର ଉତ୍ସ ଥିଲା । ପ୍ରଧାନମନ୍ତ୍ରୀ କହିଲେ ଯେ ,1942 ର 'କର ବା ମର' ଆହ୍ୱାନ ଦିଆଯାଇଥିଲା,ଆଜି ତାହା 'କରିବା ଓ କରିଚାଲିବା' ଆହ୍ୱାନ ହେବା ଆବଶ୍ୟକ । ସେ କହିଲେ ,ଆଗାମୀ ପାଞ୍ଚବର୍ଷରେ 'ସଂକଳ୍ପରୁ ସିଦ୍ଧି' ର ବର୍ଷ ହେବା ଆବଶ୍ୟକ ।