India and Thailand share deep cultural ties that span over two thousand years: PM Modi at SAMVAD programme
February 14th, 08:30 am
PM Modi, during the SAMVAD programme in Thailand, expressed his honor in joining the event and highlighted the deep cultural ties between India and Thailand. He recalled the origin of SAMVAD in 2015 with Shinzo Abe and emphasized the importance of the Asian Century. PM Modi advocated for conflict avoidance, environmental harmony, and the teachings of Bhagwan Buddha in creating a peaceful, progressive future.PM Modi's remarks during SAMVAD programme in Thailand
February 14th, 08:10 am
PM Modi, during the SAMVAD programme in Thailand, expressed his honor in joining the event and highlighted the deep cultural ties between India and Thailand. He recalled the origin of SAMVAD in 2015 with Shinzo Abe and emphasized the importance of the Asian Century. PM Modi advocated for conflict avoidance, environmental harmony, and the teachings of Bhagwan Buddha in creating a peaceful, progressive future.The relationship between India and Indonesia is rooted in thousands of years of shared culture and history: PM
February 02nd, 02:45 pm
PM Modi delivered his remarks during Maha Kumbabhishegam of Shri Sanathana Dharma Aalayam in Jakarta, Indonesia. Noting that the Murugan Temple in Jakarta houses not only Lord Murugan but also various other deities, Shri Modi emphasized that this persity and plurality form the foundation of our culture. In Indonesia, this tradition of persity is called Bhinneka Tunggal Ika, while in India, it is known as Unity in Diversity, he said.PM Modi's remarks during Maha Kumbabhishegam of Shri Sanathana Dharma Aalayam in Jakarta, Indonesia
February 02nd, 02:30 pm
PM Modi delivered his remarks during Maha Kumbabhishegam of Shri Sanathana Dharma Aalayam in Jakarta, Indonesia. Noting that the Murugan Temple in Jakarta houses not only Lord Murugan but also various other deities, Shri Modi emphasized that this persity and plurality form the foundation of our culture. In Indonesia, this tradition of persity is called Bhinneka Tunggal Ika, while in India, it is known as Unity in Diversity, he said.ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 25th, 01:00 pm
ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସରେ ଇଣ୍ଡୋନେସିଆ ମୁଖ୍ୟ ଅତିଥି ଥିଲା ଏବଂ ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ଆମେ ଆମର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ, ପୁଣି ଥରେ ଇଣ୍ଡୋନେସିଆ ଏହି ଗୁରୁତ୍ୱପୂର୍ଣ୍ଣ ଅବସରର ଏକ ଅଂଶ ଭାବରେ ରହିଛି । ଏହି ଅବସରରେ ମୁଁ ରାଷ୍ଟ୍ରପତି ପ୍ରବୋଓଙ୍କୁ ଭାରତରେ ସ୍ୱାଗତ କରୁଛି ।ଫଳାଫଳ ତାଲିକା: ଭିଏଣ୍ଟିଆନେ, ଲାଓ ପିଡିଆରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ (ଅକ୍ଟୋବର ୧୦ -୧୧, ୨୦୨୪)
October 11th, 12:39 pm
ପ୍ରତିରକ୍ଷା ସହଯୋଗ ସମ୍ପର୍କରେ ଭାରତୀୟ ଗଣତନ୍ତ୍ରର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଲାଓ ପିପୁଲ୍ସ ଡେମୋକ୍ରାଟିକ୍ ରିପବ୍ଲିକର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ରଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 22nd, 05:12 pm
ଶ୍ରଦ୍ଧେୟ ମଞ୍ଚ, ସମସ୍ତ ସାଧୁ ସନ୍ଥ, ଏଠାରେ ଉପସ୍ଥିତ ଥିବା ଏବଂ ପୃଥିବୀର କୋଣ ଅନୁକୋଣରେ ଆମ ସମସ୍ତଙ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ରାମ ଭକ୍ତ, ଆପଣ ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ରାମ-ରାମ ।ଅଯୋଧ୍ୟାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
January 22nd, 01:34 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଅଯୋଧ୍ୟା ଠାରେ ନବନିର୍ମିତ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ ଯୋଗଦାନ କରିଥିବା ଶ୍ରମଜୀବୀ ମାନଙ୍କ ସହ ଶ୍ରୀ ମୋଦୀ ବାର୍ତ୍ତାଳାପ କରିଥିଲେ ।ଶ୍ରୀରାମ ମନ୍ଦିର ଉପରେ ସ୍ବତନ୍ତ୍ର ଡାକଟିକଟ ଏବଂ ଏକ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
January 18th, 02:10 pm
ଆଜି ଶ୍ରୀରାମ ମନ୍ଦିର ପ୍ରାଣ-ପ୍ରତିଷ୍ଠା ସମାରୋହ ସହ ଜଡ଼ିତ ଆଉ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମରେ ଯୋଡ଼ି ହେବାର ସୌଭାଗ୍ୟ ମିଳିଛି। ଆଜି ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ସମର୍ପିତ ୬ଟି ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଉନ୍ମୋଚନ କରାଯିବା ସହ ବିଶ୍ୱର ଭଗବାନ ଶ୍ରୀରାମଙ୍କୁ ସମର୍ପିତ ଡାକ ଟିକଟର ଏକ ଆଲବମ୍ ଉନ୍ମୋଚନ କରାଯାଇଛି । ମୁଁ ଦେଶ ବିଦେଶରେ ଥିବା ଭଗବାନ ଶ୍ରୀରାମଙ୍କ ସମସ୍ତ ଭକ୍ତତଥା ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ।ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଛଅଟି ଡାକଟିକଟ ଉନ୍ମୋଚିତ
January 18th, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୮.୦୧.୨୦୨୪) ଶ୍ରୀରାମ ଜନ୍ମଭୂମି ମନ୍ଦିରକୁ ଉତ୍ସର୍ଗ କରାଯାଇଥିବା ଛଅଟି ସ୍ୱତନ୍ତ୍ର ସ୍ମାରକୀ ଡାକଟିକଟର ଉନ୍ମୋଚନ କରିଛନ୍ତି । ଏଥିସହ ଶ୍ରୀ ମୋଦୀ ପ୍ରଭୁ ରାମଙ୍କ ଉପରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ପୂର୍ବରୁ ଉନ୍ମୋଚିତ ଡାକିଟକଟ ଉପରେ ଆଧାରିତ ଏକ ଆଲବମ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭାରତ ଓ ଭାରତ ବାହାରେ ରହୁଥିବା ସମସ୍ତ ରାମଭକ୍ତଙ୍କୁ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀ NACINର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 16th, 04:00 pm
ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଶ୍ରୀମାନ ଏସ ଅବଦୁଲ ନଜିର ଜୀ, ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ନିର୍ମଳା ସୀତାରମଣ ଜୀ, ପଙ୍କଜ ଚୌଧୁରୀ ଜୀ, ଭାଗବତ କିଶନରାଓ କରଡ ଜୀ, ଅନ୍ୟ ଜନପ୍ରତିନିଧିଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ।ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟ ସାଇ ଜିଲ୍ଲାର ପଲାସାମୁଦ୍ରମ ଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 16th, 03:30 pm
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ପାଲାସମୁଦ୍ରମଠାରେ ଜାତୀୟ ସୀମା ଶୁଳ୍କ, ପରୋକ୍ଷ ଟିକସ ଏବଂ ନାର୍କୋଟିକ୍ସ ଏକାଡେମୀର ଉଦଘାଟନ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପାଲାସମୁଦ୍ରମ ଅଞ୍ଚଳର ବିଶେଷତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆଧ୍ୟାତ୍ମିକତା, ରାଷ୍ଟ୍ର ନିର୍ମାଣ ଏବଂ ସୁଶାସନ ସହିତ ଜଡ଼ିତ ଏବଂ ଭାରତର ଐତିହ୍ୟକୁ ପ୍ରତିନିଧିତ୍ୱ କରେ । ପୁଟ୍ଟପର୍ଥିରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମସ୍ଥାନ, ମହାନ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ କଲ୍ଲୁର ସୁବା ରାଓ, ପ୍ରସିଦ୍ଧ କଣ୍ଢେଇ ଶିଳ୍ପୀ ଦଲାବାଇ ଚଲାପତି ରାଓ ଏବଂ ଗୌରବମୟ ବିଜୟନଗର ସାମ୍ରାଜ୍ୟର ସୁଶାସନକୁ ସେ ଏହି ଅଞ୍ଚଳର ପ୍ରେରଣାର ଉତ୍ସ ଭାବରେ ଉଲ୍ଲେଖ କରିଥିଲେ । ଏନଏସିଆଇଏନର ନୂତନ କ୍ୟାମ୍ପସ ସୁଶାସନର ନୂତନ ଦିଗ ସୃଷ୍ଟି କରିବ ଏବଂ ଦେଶରେ ବାଣିଜ୍ୟ ଏବଂ ଶିଳ୍ପକୁ ପ୍ରୋତ୍ସାହନ ଦେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।କ୍ୟାବିନେଟ୍ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେ ଅନୁମୋଦନ କରିବା ସହ ଏହାକୁ 'ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ' ନାମରେ ନାମିତ କରିଛି
January 05th, 08:28 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରକ୍ୟାବିନେଟ ବୈଠକରେ ଅଯୋଧ୍ୟା ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବେଘୋଷଣା କରିବା ଏବଂ ଏହାକୁ ମହର୍ଷି ବାଲ୍ମିକି ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ ନାମରେ ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ "ମନ୍ କି ବାତ୍'
June 18th, 11:30 am
ନମସ୍କାର । ‘ମନ୍ କି ବାତ୍’ ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ‘ମନ୍ କି ବାତ୍’ ପ୍ରାୟତଃ ପ୍ରତି ମାସର ଶେଷ ରବିବାର ଦିନ ହୋଇଥାଏ, କିନ୍ତୁ ଏଥର ଗୋଟିଏ ସପ୍ତାହ ପୂର୍ବରୁ ହେଉଛି । ଆପଣମାନେ ତ ଜାଣିଛନ୍ତି, ଆସନ୍ତା ସପ୍ତାହରେ ମୁଁ ଆମେରିକାରେ ଥିବି ଆଉ ସେଠାରେ ଅନେକ କାର୍ଯ୍ୟବ୍ୟସ୍ତତା ମଧ୍ୟ ରହିବ । ତେଣୁ, ମୁଁ ଭାବିଲି ଯେ ସେଠାକୁ ଯିବା ଆଗରୁ ହିଁ ଆପଣମାନଙ୍କ ସହିତ କଥା ହେବି, ତା’ଠୁ ଭଲ ଆଉ କ’ଣ ହୋଇପାରେ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ, ଆପଣଙ୍କ ପ୍ରେରଣା ଯୋଗୁଁ ମୋ’ର ଶକ୍ତି ମଧ୍ୟ ବୃଦ୍ଧି ପାଇଚାଲିବ।ପୁଣେର ଦେହୁରେ ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ଶିଳା ମନ୍ଦିର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
June 14th, 01:46 pm
ନମୋ ସଦଗୁରୁ, ତୁକୟା ଜ୍ଞାନଦୀପା । ନମୋ ସଦଗୁରୁ, ସଚ୍ଚିଦାନନ୍ଦ ରୁପା । । ନମୋ ସଦଗୁରୁ, ଭକ୍ତ-କଲ୍ୟାଣ ମୂର୍ତ୍ତି । ନମୋ ସଦଗୁରୁ ଭାସ୍କରା ପୂର୍ଣ୍ଣ କୀର୍ତ୍ତି । । ମସ୍ତକ ହେ ପାୟାୱାରୀ । ୟା ୱାର୍କରୀ ସନ୍ତାଚ୍ୟା । । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଜୀ, ବିରୋଧୀ ଦଳ ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ ଜୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ ଜୀ, ୱାର୍କରୀ ସନ୍ଥ ଶ୍ରୀ ମୁରଲୀ ବାବା କୁରେକର ଜୀ, ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ସଂସ୍ଥାନର ଅଧ୍ୟକ୍ଷ ନୀତିନ ମୋରେ ଜୀ, ଆଧ୍ୟାତ୍ମିକ ଅଘାଡ଼ିର ଅଧ୍ୟକ୍ଷ ଆଚାର୍ଯ୍ୟ ଶ୍ରୀ ତୁଷାର ଭୋସଲେ ଜୀ, ଏଠାରେ ଉପସ୍ଥିତ ସନ୍ଥ ଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।PM Modi inaugurates Jagatguru Shrisant Tukaram Maharaj Temple in Dehu, Pune
June 14th, 12:45 pm
PM Modi inaugurated Jagatguru Shrisant Tukaram Maharaj Temple in Dehu, Pune. The Prime Minister remarked that India is eternal because India is the land of saints. In every era, some great soul has been descending to give direction to our country and society.Start-ups are reflecting the spirit of New India: PM Modi during Mann Ki Baat
May 29th, 11:30 am
During Mann Ki Baat, Prime Minister Narendra Modi expressed his joy over India creating 100 unicorns. PM Modi said that start-ups were reflecting the spirit of New India and he applauded the mentors who had dedicated themselves to promote start-ups. PM Modi also shared thoughts on Yoga Day, his recent Japan visit and cleanliness.ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଯୁଗ୍ମ ପ୍ରେସ ମିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟର ମର୍ମାନୁବାଦ
April 02nd, 01:39 pm
ପ୍ରଧାନମନ୍ତ୍ରୀ ଦେଓବା ଜୀଙ୍କୁ ଭାରତ ସ୍ୱାଗତ ଜଣାଇ ମୁଁ ଖୁବ୍ ଖୁସୀ ଅନୁଭବ କରୁଛି । ଭାରତୀୟ ନବବର୍ଷ ଓ ନବରାତ୍ରୀର ପବିତ୍ର ଅବସରରେ ଆଜି ଦେଓବା ଜୀ ପହଞ୍ôଚଛନ୍ତି । ମୁଁ ଭାରତ ଓ ନେପାଳର ସମସ୍ତ ନାଗରିକଙ୍କୁ ଶୁଭ ନବରାତ୍ରୀ ଜଣାଉଛି ।କେଦାରନାଥଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ବିଭିନ ଉନ୍ନୟନ ମୂଳକ ପ୍ରକଳ୍ପକୁ ସମର୍ପଣ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
November 05th, 07:50 pm
ଆଜି ସମସ୍ତ ମଠ, ସମସ୍ତ 12 ଜ୍ୟୋର୍ତିଲିଙ୍ଗ, ଅନେକ ଶିବାଳୟ, ଅନେକ ଶକ୍ତିଧାମ ଅନେକ ତୀର୍ଥକ୍ଷେତ୍ରରେ ଦେଶର ଗଣମାନ୍ୟ ପୁରୁଷ, ପୂଜ୍ୟ ସନ୍ଥଗଣ, ପୂଜ୍ୟ ଶଙ୍କରାଚାର୍ଯ୍ୟ ପରମ୍ପରା ସହିତ ଜଡ଼ିତ ସମସ୍ତ ବରିଷ୍ଠ ଋଷି- ମୁନିଋଷି ଏବଂ ଅନେକ ଶ୍ରଦ୍ଧାଳୁ ମଧ୍ୟ । ଦେଶର ପ୍ରତ୍ୟେକ କୋଣ- ଅନୁକୋଣରେ ଆଜି କେଦାରନାଥଙ୍କ ଏହି ପବିତ୍ର ଭୂମି ସହିତ, ପବିତ୍ର ପରିବେଶ ସହିତ କେବଳ ଶରୀର ହିଁ ନୁହେଁ କିନ୍ତୁ ଆଧ୍ୟାତ୍ମିକ ରୂପରେ ଭର୍ଚୁଆଲ ମାଧ୍ୟମରେ ଟେକ୍ନୋଲୋଜିର ସହାୟତାରେ ସେ ଆମକୁ ଆଶୀର୍ବାଦ ଦେଉଛନ୍ତି । ଆପଣ ସମସ୍ତେ ଆଦି ଶଙ୍କରାଚାର୍ଯ୍ୟ ଜୀଙ୍କ ସମାଧିର ପୁନଃସ୍ଥାପନାର ସାକ୍ଷୀ ହୋଇଛନ୍ତି ।କେଦାରନାଥରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
November 05th, 10:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଅନେକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ଉଦଘାଟନ କରିବା ସହିତ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ । ଜାରି ରହିଥିବା ଭିତ୍ତିଭୂମି କାର୍ଯ୍ୟଗୁଡ଼ିକର ସମୀକ୍ଷା ଏବଂ ଯାଞ୍ଚ ମଧ୍ୟ ସେ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ କେଦାରନାଥ ମନ୍ଦିରରେ ପ୍ରାର୍ଥନା କରିଥିଲେ । କେଦାରନାଥ ଧାମ ସହିତ ୧୨ ଜ୍ୟୋର୍ତିଲିଙ୍ଗ ଏବଂ ୪ ଧାମ ଓ ସମଗ୍ର ବିଶ୍ୱର ଅନେକ ସ୍ଥାନରେ ଏକକାଳୀନ ପ୍ରାର୍ଥନା କରାଯାଇଥିଲା ଏବଂ ସମସ୍ତ କାର୍ଯ୍ୟକ୍ରମ କେଦାରନାଥ ଧାମର ମୁଖ୍ୟ କାର୍ଯ୍ୟକ୍ରମ ସହିତ ଯୋଡି ହୋଇଥିଲା ।