ଅହମ୍ମଦାବାଦର ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଅହମ୍ମଦାବାଦର ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

December 09th, 01:30 pm

ଗୁଜରାଟର ଜଣେ ପୁତ୍ର ହିସାବରେ ମୁଁ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଛି, ଅଭିନନଦନ ଜଣାଉଛି । ମୁଁ ମା ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଜୀଙ୍କୁ, ସେମାନଙ୍କ ଚରଣରେ ପ୍ରଣାମ କରୁଛି । ଶ୍ରୀମତ୍ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମୁଁ ତାଙ୍କ ଚରଣରେ ପ୍ରଣାମ ମଧ୍ୟ କରୁଛି।

ଗୁଜରାଟରେ ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ଗୁଜରାଟରେ ରାମକୃଷ୍ଣ ମଠ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

December 09th, 01:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ରାମକୃଷ୍ଣ ମଠରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ଦେଶ ବିଦେଶର ରାମକୃଷ୍ଣ ମଠ ଓ ମିଶନର ସମ୍ମାନଜନକ ସନ୍ଥ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀ ମୋଦୀ ଦେବୀ ଶାରଦା, ଗୁରୁଦେବ ରାମକୃଷ୍ଣ ପରମହଂସ ଏବଂ ସ୍ୱାମୀ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀମତ ସ୍ୱାମୀ ପ୍ରେମାନନ୍ଦ ମହାରାଜଙ୍କ ଜୟନ୍ତୀ ଅବସରରେ ଆଜିର କାର୍ଯ୍ୟକ୍ରମ ଆୟୋଜନ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

March 04th, 06:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ସଭାପତି ଶ୍ରୀମତ ସ୍ୱାମୀ ସ୍ମାରଣାନନ୍ଦ ଜୀ ମହାରାଜଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ଏପ୍ରିଲ ୮ ଓ ୯ରେ ପ୍ରଧାନମନ୍ତ୍ରୀଙ୍କ ତେଲେଙ୍ଗାନା, ତାମିଲନାଡୁ ଓ କର୍ଣ୍ଣାଟକ ଗସ୍ତ

April 05th, 07:19 pm

ପ୍ରଧାନମନ୍ତ୍ରୀ ୮ ଏପ୍ରିଲ ୨୦୨୩ ଦିନ ସିକନ୍ଦରାବାଦ ରେଳ ଷ୍ଟେସନରେ ପାଖାପାଖି ପୂର୍ବାହ୍ନ ୧୧ଟା ୪୫ ମିନିଟରେ ପହଂଚି ସିକନ୍ଦରାବାଦ-ତିରୁପତି ବଂଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିବେ । ପ୍ରାୟ ପୂର୍ବାହ୍ନ ୧୨ଟା ୧୫ରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ପରେଡ ପଡ଼ିଆରେ ଏକ ସାଧାରଣ ସଭାରେ ଯୋଗ ଦେବା ସହ ହାଇଦ୍ରାବାଦ ସ୍ଥିତ ବିବିନଗର ଏମ୍ସର ଶିଳାନ୍ୟାସ କରିବେ । ସେ ମଧ୍ୟ ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ । ସେ ମଧ୍ୟ ସିକନ୍ଦରାବାଦ ରେଳ ଷ୍ଟେସନର ପୁନର୍ବିନ୍ୟାସ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ରେଳବାଇ ସଂକ୍ରାନ୍ତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ।

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

June 12th, 03:51 pm

ରାମକୃଷ୍ଣ ମଠର ସ୍ଵାମୀ ଶିବମୟାନନ୍ଦଜୀ ମହାରାଜଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।