ଇଣ୍ଡୋନେସିଆରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

May 30th, 02:25 pm

ମୁଁ ଇଣ୍ଡୋନେସିଆର ଜନସାଧାରଣ, ଆପଣମାନଙ୍କୁ ସମସ୍ତଙ୍କୁ ଏବଂ ବିଶେଷ କରି ରାଷ୍ଟ୍ରପତି ୱିଡ଼ୋଡ଼ୋଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି ଯେଉଁମାନେ ଏହି ପବିତ୍ର ରମଜାନ ମାସରେ ମୋତେ ସ୍ୱାଗତ କରିଛନ୍ତି । ଆଜି ସକାଳେ ମୋତେ ଇଣ୍ଡୋନେସିଆର ବିବିଧତାର ଝଲକ ବି ଦେଖିବାର ସୁଯୋଗ ମୁଁ ପାଇଛି । ବିଭିନ୍ନ ରକମର ପୋଷାକ ପରିଧାନ କରି ନାଗରିକମାନେ, ଶିଶୁମାନେ ମୋତେ ସ୍ୱାଗତ କରିଥିଲେ । ସେହି ଭବ୍ୟ ଅଭ୍ୟର୍ଥନା ମୋର ହୃଦୟକୁ ଛୁଇଁଛି ।

ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

May 30th, 02:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାକର୍ତ୍ତାଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଛନ୍ତି ।

ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସହଯୋଗ ଲାଗି ଭାରତ-ଇଣ୍ଡୋନେସିଆର ମିଳିତ ସଂକଳ୍ପ

May 30th, 02:20 pm

ଭାରତର ପ୍ରଧାନମନ୍ତ୍ରୀଙ୍କର 29-30 ମେ’ 2018ରେ ଇଣ୍ଡୋନେସିଆ ସାଧାରଣତନ୍ତ୍ରକୁ ଗସ୍ତ ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ମହାମହିମ ମିଃ. ଜୋକୋ ୱିଡୋଡୋ ଏବଂ ମହାମହିମ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଦୁଇ ଦେଶ ସାମୁଦ୍ରିକ ସହଯୋଗ ଲାଗି ମିଳିତ ସଂକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ।

ଇଣ୍ଡୋନେସିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

May 30th, 10:50 am

ଏହି ମହାନ ଏବଂ ସୁନ୍ଦର ଦେଶକୁ ଏହା ମୋର ପ୍ରଥମ ଯାତ୍ରା । ମୁଁ ସର୍ବପ୍ରଥମେ ଏହି ଯାତ୍ରାର ଚମତ୍କାର ବ୍ୟବସ୍ଥା କରିବା ଏବଂ ଉଦାରତାର ସହିତ ମୋର ଆତିଥ୍ୟ ସତ୍କାର କରିବା ଲାଗି ରାଷ୍ଟ୍ରପତି ୱିଡୋଡୋଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରୁଛି । ଇଣ୍ଡୋନେସିଆର ବିବିଧତାକୁ ପ୍ରଦର୍ଶନ କରି, ନାଗରିକ ଏବଂ ଛୋଟ ଛୋଟ ଶିଶୁମାନେ ଯେପରି ଜାତୀୟ ପୋଷାକରେ ମୋର ସ୍ୱାଗତ କଲେ, ତାହା ବିଶେଷ କରି ମୋର ମନକୁ ଛୁଇଁଗଲା, ରାଷ୍ଟ୍ରପତି ମହୋଦୟଙ୍କ ଦୂରଦର୍ଶିତା ଲାଗି ତାଙ୍କର ଦୂରଦର୍ଶୀ ନେତୃତ୍ୱ ଲାଗି ଏବଂ ଆମ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଲାଗି ସେମାନଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ପ୍ରତି ମୋ ମନରେ ଗଭୀର ଆଦର ରହିଛି ।

“ମନ୍ କି ବାତ୍”ର 44ତମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, 27.05.2018

May 27th, 11:30 am

ନମସ୍କାର । “ମନ କି ବାତ୍” ମାଧ୍ୟମରେ ପୁଣିଥରେ ଆପଣମାନଙ୍କ ସହିତ ଭାବ ବିନିମୟ କରିବାର ସୁଯୋଗ ମିଳିଛି । ଆପଣମାନଙ୍କର ଭଲଭାବେ ମନେଥିବ ନୌବାହିନୀର ଛଅଜଣ ମହିଳା କମାଣ୍ଡରଙ୍କୁ ନେଇ ଗୋଟିଏ ଦଳ ବିଗତ ଅନେକ ମାସ ଧରି ସମୁଦ୍ର ଯାତ୍ରାରେ ଯାଇଥିଲେ । “ନାବିକ ସାଗର ପରିକ୍ରମା” – ମୁଁ ତାଙ୍କରି ବିଷୟରେ କିଛି କହିବାକୁ ଚାହୁଁଛି ।

ପବିତ୍ର ରମଜାନ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

May 17th, 04:10 pm

ପବିତ୍ର ରମଜାନ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

Prime Minister speaks to South Asian leaders ahead of the holy month of Ramadan

June 16th, 08:12 pm