ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
March 23rd, 09:46 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନ ଭାଗ ନେଇଥିବା ବ୍ୟକ୍ତିମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ
August 09th, 09:35 am
ବାପୁଙ୍କ ନେତୃତ୍ୱରେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ଆମ ସ୍ୱାଧୀନତା ସଂଗ୍ରାମକୁ ମଜବୁତ କରିଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।ଡକ୍ଟର ରାମ ମନୋହର ଲୋହିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
March 23rd, 09:20 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ରାମ ମନୋହର ଲୋହିଆଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ, ସେ ଇତିହାସର ପୃଷ୍ଠାଗୁଡ଼ିକରୁ ଡକ୍ଟର ଲୋହିଆଙ୍କ ଠାରୁ ଲର୍ଡ ଲିନଲିଥଗୋଙ୍କ ନିକଟକୁ ଏକ ଚିଠି ଏବଂ ଡକ୍ଟର ଲୋହିଆଙ୍କ ପିତା ଏବଂ ତାଙ୍କ ମଧ୍ୟରେ ଲେଖାଯାଇଥିବା ଚିଠିର କିଛି ଆକର୍ଷଣୀୟ ଅଂଶକୁ ସେୟାର କରିଛନ୍ତି ।ଡଃ ରାମ ମନୋହର ଲୋହିଆଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
March 23rd, 09:12 am
ଡଃ ରାମ ମନୋହର ଲୋହିଆଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।PM pays tributes to Dr. Ram Manohar Lohia on his punyatithi
October 12th, 06:03 pm
The Prime Minister, Shri Narendra Modi paid tributes to Dr. Ram Manohar Lohia on his punyatithi.Prime Minister pays tributes to Dr Ram Manohar Lohia on his birth anniversary
March 23rd, 10:52 am
Prime Minister Shri Narendra Modi paid tributes to Dr Ram Manohar Lohia on his birth anniversary.ଔରଙ୍ଗାବାଦଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହିତ ମତବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 07th, 03:31 pm
ମଞ୍ଚରେ ଉପସ୍ଥିତ ସମସ୍ତ ମହାନୁଭବ ଏବଂ ଦୂର-ଦୂରାନ୍ତରରୁ ଏଠାକୁ ଆସିଥିବା ମାଆମାନେ, ଭଉଣୀମାନେ ଏବଂ ସାଥୀଗଣ । ମୁଁ ସେଠାରେ ଦେଖୁଛି, ଅନେକ ଦୂର ପର୍ଯ୍ୟନ୍ତ ଭଉଣୀମାନେ ଠିଆ ହୋଇଛନ୍ତି, ବୋଧହୁଏ ସେମାନଙ୍କୁ କିଛି ଦେଖା ଯାଉ ନଥିବ ମଧ୍ୟ । କିନ୍ତୁ ଏହା ପରେ ମଧ୍ୟ ଏତେ ଅଧିକ ସଂଖ୍ୟାରେ ଆପଣମାନଙ୍କର ଆସି ପହଞ୍ଚିବା, ଆମ ସମସ୍ତଙ୍କୁ ଆଶୀର୍ବାଦ ପ୍ରଦାନ କରିବା, ମୁଁ ହୃଦୟ ସହିତ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।ନିର୍ଦ୍ଧାରିତ ତାରିଖର 7 ମାସ ପୂର୍ବରୁ 8 କୋଟି ଏଲପିଜି ସଂଯୋଗ ଲକ୍ଷ୍ୟ ହାସଲ କଲା ଉଜ୍ଜ୍ୱଳା ଯୋଜନା
September 07th, 03:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଔରଙ୍ଗାବାଦରେ ମହାରାଷ୍ଟ୍ର ପ୍ରଦେଶ ଗ୍ରାମୀଣ ଜୀବିକା ମିଶନ (UMED) ଦ୍ୱାରା ଆୟୋଜିତ ଏକ ରାଜ୍ୟସ୍ତରୀୟ ମହିଳା ସକ୍ଷମ ମେଳାକୁ ସମ୍ବୋଧିତ କରିଛନ୍ତି ।"ପ୍ରଧାନମନ୍ତ୍ରୀ ମୋଦୀ ସେଣ୍ଟ୍ରାଲ ଏବଂ ଉତ୍ତର ଚେନ୍ନାଇ ,ମଦୁରାଇ ,ତିରୁଚିରାପଲ୍ଲୀ ଏବଂ ତିରୁଭଲ୍ଲୁରର ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି "
December 23rd, 12:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ ସେଣ୍ଟ୍ରାଲ ଏବଂ ଉତ୍ତର ଚେନ୍ନାଇ ,ମଦୁରାଇ ,ତିରୁଚିରାପଲ୍ଲୀ ଏବଂ ତିରୁଭଲ୍ଲୁରର ବିଜେପିର ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ଭାବେ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବିଜେପି ପ୍ରଚାର ଅଭିଯାନର ଅଂଶ ଭାବେ ଏଭଳି ମତ ବିନିମୟ କରୁଛନ୍ତି ।For us, 125 crore Indians are our family, for us it is always nation first: PM Narendra Modi
September 25th, 03:20 pm
PM Shri Narendra Modi today addressed the ‘Karyakarta Mahakumbh’ in Bhopal, Madhya Pradesh. While addressing the gathering of more than 5 lakh party workers, the Prime Minister began his speech by remembering Pandit Shri Deen Dayal Upadhyaya on his birth anniversary and the late PM Shri Atal Bihari Vajapyee. He added, “We are proud to be born to serve as workers of the Bhartiya Janata Party.”ଦେଶ ହେଉଛି ଆମ ପାଇଁ ସର୍ବଦା ପ୍ରଥମ :ଭୋପାଳରେ ପ୍ରଧାନମନ୍ତ୍ରୀ ମୋଦୀ
September 25th, 03:15 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମଧ୍ୟପ୍ରଦେଶର ଭୋପାଳରେ 'କାର୍ଯ୍ୟକର୍ତ୍ତା ମହାକୁମ୍ଭ' କୁ ସମ୍ବୋଧିତ କରିଛନ୍ତି । 5 ଲକ୍ଷରୁ ଅଧିକ ଦଳୀୟ କର୍ମକର୍ତ୍ତାଙ୍କ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପଣ୍ଡିତ ଶ୍ରୀ ଦିନ ଦୟାଲ ଉପାଧ୍ୟାୟଜୀଙ୍କୁ ତାଙ୍କ ଜୟନ୍ତୀରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସ୍ମରଣ କରି ନିଜ ଭାଷଣ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ,''ଆମକୁ ଭାରତୀୟ ଜନତା ଦଳର କାର୍ଯ୍ୟକର୍ତ୍ତା ଭାବେ ସେବା କରିବାର ସୁଯୋଗ ମିଳିଛି ,ଏହି ଗର୍ବର ବିଷୟ ।''ଜନ୍ମ ବାର୍ଷିକୀରେ ଡଃ ରାମ ମନୋହର ଲୋହିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
March 23rd, 09:50 am
ଡଃ ରାମ ମନୋହର ଲୋହିଆଙ୍କୁ ତାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଆକାଶବାଣୀରେ ପ୍ରଧାନମନ୍ତ୍ରୀଙ୍କ “ମନ୍ କି ବାତ୍”କାର୍ଯ୍ୟକ୍ରମ
July 30th, 11:01 am
ମନୁଷ୍ୟର ମନ ଏପରି ଗଢ଼ା ଯେ ବର୍ଷାକାଳ ତାକୁ ବଡ଼ ଆକର୍ଷଣୀୟ ଲାଗେ । ପଶୁପକ୍ଷୀ, ବୃକ୍ଷଲତା, ପ୍ରକୃତି ସମସ୍ତେ ବର୍ଷାକାଳର ଆଗମନରେ ପ୍ରଫୁଲ୍ଲିତ ହୋଇଉଠନ୍ତି । କିନ୍ତୁ ବେଳେବେଳେ ବର୍ଷା ଯେତେବେଳେ ବିକଟାଳ ରୂପ ଧାରଣ କରେ, ସେତେବେଳେ ତା'ର ବିନାଶକାରୀ ଶକ୍ତିର ପରିଚୟ ମିଳେ । ପ୍ରକୃତି ଆମକୁ ଜୀବନ ଦିଏ, ଆମର ପ୍ରତିପୋଷଣ କରେ କିନ୍ତୁ ବେଳେବେଳେ ବନ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପଦଗୁଡ଼ିକର କରାଳ ରୂପ ବହୁତ ବିନାଶର କାରଣ ହୋଇଥାଏ । ପରିବର୍ତ୍ତିତ ଋତୁଚକ୍ର ଆଉ ପରିବେଶର ଯେଉଁ ପରିବର୍ତ୍ତନ ହେଉଛି ତା'ର ବହୁତ ନକାରାତ୍ମକ ପ୍ରଭାବ ପଡ଼ୁଛି ।PM pays tribute to Dr. Ram Manohar Lohia on his birth anniversary
March 23rd, 10:58 am
PM Narendra Modi today paid tribute to Dr. Ram Manohar Lohia. The PM said, “Tributes to Dr. Ram Manohar Lohia on his birth anniversary. His thoughts on social empowerment & service continue to inspire us.”Our Govt is devoted to serve the poor, marginalized & farmers: PM Modi
February 11th, 01:31 pm
Prime Minister Narendra Modi today addressed a huge rally in Badaun, Uttar Pradesh. Shri Modi hit out at the state government for not being able to ensure development of Uttar Pradesh. PM Modi thanked the people of Uttar Pradesh for their support for making BJP win in 3 MLC seats in Uttar Pradesh.ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ବଦାଉଁରେ ଏକ ଜନସଭାକୁ ସମ୍ବୋଧନ କଲେ
February 11th, 01:30 pm
Prime Minister Narendra Modi addressed a huge rally in Badaun, Uttar Pradesh. PM Modi said that welfare of was most important for NDA Government. He added, “Our Govt is devoted to serve the poor, marginalized & farmers. We are initiating several steps to uplift them.” PM Modi also thanked the people of Uttar Pradesh for their support for making BJP win in 3 MLC seats in UP.Pandit Deendayal Upadhyaya’s biggest contribution was organisation-based political parties: PM Modi
October 09th, 08:59 pm
PM Narendra Modi released full volumes of works of Pt. Deendayal Upadhyaya in New Delhi. Addressing the event, the Prime Minister said that first thing we remember about Deendayal ji was his simplicity. “In a short span of time, one party completed the journey from 'Vipaksh' to 'Vikalp' and this was due to foundations laid by Deendayal Ji. Organisation based political parties, this is a contribution of Deendayal Ji. This was the identity of the Jan Sangh and the BJP”, the PM remarked.PM Modi releases full volumes of Pandit Deendayal Upadhyaya’s works
October 09th, 08:58 pm
Prime Minister Shri Narendra Modi released full volumes of works of Pandit Deendayal Upadhyaya in New Delhi today. Shri Bhaiyyaji Joshi, BJP President Shri Amit Shah, several contributors for the volumes of works unveiled, party leaders and ministers were present at the occasion.