ରାଜମାତା ବିଜୟ। ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12th, 09:46 am

ରାଜମାତା ବିଜୟ ରାଜେ ସିନ୍ଧିଆଙ୍କୁ ତାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ରାଜମାତା ବିଜୟ। ରାଜେ ସିନ୍ଧିଆ ତାଙ୍କ ସାରା ଜୀବନକୁ ଜନ କଲ୍ୟାଣ ଏବଂ ଜାତିର ସେବା ପାଇଁ ଉତ୍ସର୍ଗ କରିଛନ୍ତି । ଗରିବ ଓ ବଞ୍ଚିତଙ୍କ ପାଇଁ ତାଙ୍କ ଉଦ୍ୟମ ସମସ୍ତଙ୍କୁ ଏକ ସଶକ୍ତ ଭାରତ ଗଠନ ଲାଗି ପ୍ରେରଣା ଯୋଗାଉଛି ବୋଲି ଶ୍ରୀ ମୋଦୀ କହିଛନ୍ତି ।

ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ହେଉଛନ୍ତି ଦେଶର ସ୍ୱପ୍ନ ଓ ସଂକଳ୍ପର ପ୍ରତିନିଧି: ପ୍ରଧାନମନ୍ତ୍ରୀ ମୋଦୀ

April 06th, 04:44 pm

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ନବରାତ୍ରୀର ପଞ୍ଚମ ଦିନ। ଆଜି ଆମେ ମା' ସ୍କନ୍ଦମାତାଙ୍କୁ ପୂଜା କରିବା। ଆମେ ଦେଖିଛୁ ଯେ, ସେ ପଦ୍ମ ସିଂହାସନରେ ବସି ଦୁଇ ହାତରେ ପଦ୍ମଫୁଲ ଧରିଥାନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ଦେଶର ପ୍ରତ୍ୟେକ ନାଗରିକ ଏବଂ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ ଜାରି ରଖନ୍ତୁ।

ପ୍ରଧାନମନ୍ତ୍ରୀ ମୋଦୀ ଦଳର ସ୍ଥାପନା ଦିବସ ରେ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧିତ କରିଛନ୍ତି

April 06th, 10:16 am

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ନବରାତ୍ରୀର ପଞ୍ଚମ ଦିନ। ଆଜି ଆମେ ମା' ସ୍କନ୍ଦମାତାଙ୍କୁ ପୂଜା କରିବା। ଆମେ ଦେଖିଛୁ ଯେ, ସେ ପଦ୍ମ ସିଂହାସନରେ ବସି ଦୁଇ ହାତରେ ପଦ୍ମଫୁଲ ଧରିଥାନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ଦେଶର ପ୍ରତ୍ୟେକ ନାଗରିକ ଏବଂ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ ଜାରି ରଖନ୍ତୁ।

ଜୟନ୍ତୀ ଅବସରରେ ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

October 12th, 09:21 am

ଜୟନ୍ତୀ ଅବସରରେ ରାଜମାତା ବିଜୟା ରାଜେ ସିନ୍ଧିଆ ଜୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ରାଜମାତା ବିଜୟା ରାଜେ ସିନ୍ଧିଆଙ୍କର ଜନ୍ମ ଶତବାର୍ଷିକୀ ପୂରଣ ଅବସରରେ ସ୍ୱତନ୍ତ୍ର 100 ଟଙ୍କିଆ ମୁଦ୍ରା ଉନ୍ମୋଚନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 12th, 11:01 am

କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ମୋର ସମସ୍ତ ସହଯୋଗୀଗଣ, ଭିନ୍ନ-ଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଗଣ, ଦେଶ-ବିଦେଶରୁ ରାଜମାତା ବିଜୟାରାଜେ ସିନ୍ଧିଆ ମହାଶୟାଙ୍କ ସହିତ ଜଡିତ ପ୍ରଶଂସକ ଏବଂ ପରିବାରର ସଦସ୍ୟଗଣ, ସେମାନଙ୍କର ସ୍ନେହୀ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ଅବସରରେ 100 ଟଙ୍କିଆ ସ୍ଵତନ୍ତ୍ର ସ୍ମାରକୀ ମୁଦ୍ରା ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

October 12th, 11:00 am

ରାଜମାତା ବିଜୟାରାଜେ ସିନ୍ଧିଆଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 100 ଟଙ୍କିଆ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି । ରାଜମାତାଙ୍କୁ ଏହି ଅବସରରେ ଶ୍ରୀ ମୋଦୀ ଗଭୀର ଶ୍ରଦ୍ଧାଞ୍ଜଳି ମଧ୍ୟ ଅର୍ପଣ କରିଛନ୍ତି । ରାଜମାତାଙ୍କ ସମ୍ମାନାର୍ଥେ ସ୍ଵତନ୍ତ୍ର 100 ଟଙ୍କିଆ ସ୍ମାରକୀ ଉନ୍ମୋଚନ କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

PM Modi remembers Rajmata Vijaya Raje Scindia on her Jayanti

October 12th, 07:22 am

Remembering Rajmata Vijaya Raje Scindia on her Jayanti, PM Narendra Modi said that she devoted her entire life to public service. “Formidable, compassionate, always accessible to people and blessed with a futuristic vision for the nation, Rajmata Vijaya Raje Scindia is a source of inspiration for several people”, said Shri Modi.