ପ୍ରଧାନମନ୍ତ୍ରୀ 'ରାଜସ୍ୱ ଜ୍ଞାନ ସଙ୍ଗମ' ଉଦ୍ଘାଟନ ଅବସରରେ କର ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି

September 01st, 04:12 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ନୂଆଦିଲ୍ଲୀଠାରେ ରାଜସ୍ୱ ଜ୍ଞାନ ସଙ୍ଗମର ଉଦ୍ଘାଟନ କରିଛନ୍ତି ଏବଂ କେନ୍ଦ୍ର ଓ ରାଜ୍ୟର କର ଅଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି । ଜିଏସଟିରୁ ହେଉଥିବା ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଲେ ଯେ ,ଜିଏସଟିରୁ ଦେଶରେ ଆର୍ଥିକ ଏକୀକରଣ ହୋଇଛି ଏବଂ ପ୍ରଣାଳୀରେ ପାରଦର୍ଶିତା ଆସିଛି । ଏହା ସହିତ ଜିଏସଟି ଲାଗୁ ହେବାର ଦୁଇ ମାସ ଭିତରେ 17 ଲକ୍ଷରୁ ଅଧିକ ନୂଆ ବ୍ୟବସାୟୀ ଅପ୍ରତ୍ୟକ୍ଷ କର ପ୍ରଣାଳୀରେ ସାମିଲ ହୋଇଛନ୍ତି ।

PM addresses tax administrators at Rajasva Gyan Sangam

June 16th, 01:48 pm