To become self-reliant and self-sufficient is the biggest lesson learnt from Corona pandemic: PM

April 24th, 11:05 am

PM Modi interacted with village sarpanchs across the country via video conferencing on the occasion of the National Panchayati Raj Divas. He said the biggest lesson learnt from Coronavirus pandemic is that we have to become self-reliant. He added that the villages have given the mantra of - 'Do gaj doori' to define social distancing in simpler terms amid the battle against COVID-19 virus.

PM Modi interacts with Sarpanchs from across India via video conferencing on Panchayati Raj Divas

April 24th, 11:04 am

PM Modi interacted with village sarpanchs across the country via video conferencing on the occasion of the National Panchayati Raj Divas. He said the biggest lesson learnt from Coronavirus pandemic is that we have to become self-reliant. He added that the villages have given the mantra of - 'Do gaj doori' to define social distancing in simpler terms amid the battle against COVID-19 virus.

କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଭାରତ କେଉଁ ସବୁ ପ୍ରୟାସ କରୁଛି? ଜାଣିବା ପାଇଁ ପଢ଼ନ୍ତୁ !

March 16th, 02:44 pm

ସାର୍କ ନେତା ତଥା ପ୍ରତିନିଧୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ଭାରତର ପ୍ରୟାସଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,ପ୍ରସ୍ତୁତ ହେବା, ହେଲେ ଆତଙ୍କିତ ହେବା ନାହିଁ ଆମର ମାର୍ଗଦର୍ଶୀ ମନ୍ତ୍ର ସାଜିଛି । ଏହି ସମସ୍ୟାକୁ ଛୋଟ ନଭାବିବା ପାଇଁ ସତର୍କ ଥିଲୁ ଓ ଏହାର ମୁକାବିଲା ପାଇଁ ଆଖିବୁଜା ପଦକ୍ଷେପ ନେଇ ନଥିଲୁ । ଶ୍ରେଣୀବଦ୍ଧ ପ୍ରତିକ୍ରିୟା ତନ୍ତ୍ର ସହ ସକ୍ରିୟ ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲୁ ।''

ସାର୍କ ଦେଶଗୁଡିକ ପାଇଁ ଏକ କୋଭିଡ-19 ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରିବାକୁ ଭାରତ ପ୍ରସ୍ତାବ ଦେଇଛି I ଏଠାରେ ସମସ୍ତ ବିଷୟରେ ଜାଣନ୍ତୁ ...

March 16th, 02:42 pm

ସାର୍କ ନେତା ତଥା ପ୍ରତିନିଧୀଙ୍କ ସହ ତାଙ୍କ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କୋଭିଡ-19 ଜରୁରୀକାଳୀନ ପାଣ୍ଠି ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହି ପାଣ୍ଠି ସମସ୍ତ ସାର୍କ ଦେଶଗୁଡିକର ସ୍ବେଚ୍ଛାକୃତ ଅବଦାନ ଉପରେ ଆଧାରିତ ହୋଇପାରିବ | ଏହି ଫଣ୍ଡ ପାଇଁ ପ୍ରାରମ୍ଭିକ ଭାବେ ଭାରତର 10 ମିଲିୟନ ଡଲାରର ଯୋଗଦାନ ରହିବ ।

କୋଭିଡ-19 ମୁକାବିଲା ପାଇଁ ସାର୍କ ନେତାଙ୍କ ସହ ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ବକ୍ତବ୍ୟ

March 15th, 08:18 pm

ଆପଣମାନେ ଦେଇଥିବା ସମୟ ଓ ବ୍ୟକ୍ତ କରିଥିବା ଚିନ୍ତାଧାରା ପାଇଁ ଧନ୍ୟବାଦ । ଆଜିର ଆଲୋଚନା ବେଶ ଫଳପ୍ରଦ ଓ ସୃଜନାତ୍ମକ ହୋଇପାରିଛି । ନିଜ ଅଭିଜ୍ଞତା ବାଣ୍ଟିବା, ସର୍ବୋତ୍ତମ କାର୍ଯ୍ୟପନ୍ଥା ଆପଣାଇବା, ଦକ୍ଷତା ଓ ଆବଶ୍ୟକ ସ୍ଥଳେ ସମ୍ବଳ ବିନିଯୋଗ କରି ଆମେ ସମସ୍ତେ ମିଳିତ ଭାବେ ସମାଧାନ ଖୋଜିବାକୁ ରାଜି ହୋଇଛେ । କିଛି ଅଂଶୀଦାର ଔଷଧ ଓ ଉପକରଣ ଭଳି ସ୍ୱତନ୍ତ୍ର ଅନୁରୋଧ କରିଛନ୍ତି । ମୋ ଦଳ ସେଗୁଡିକୁ ସାବଧାନତା ସହ ନୋଟ କରିଛନ୍ତି । ଆପଣମାନେ ଆଶ୍ୱସ୍ତ ରହନ୍ତୁ ଯେ, ପଡୋଶୀମାନଙ୍କ ପାଇଁ ଯାହା ହୋଇପାରିବ ତାହା ନିଶ୍ଚିତ କରିବୁ ।

କୋଭିଡ-19ର ପ୍ରତିହତ ପାଇଁ ସାର୍କ ନେତାମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

March 15th, 07:00 pm

ଏହା ସ୍ପଷ୍ଟ ଯେ ଆମ ସମସ୍ତଙ୍କୁ ଏକସଙ୍ଗେ ମିଳିମିଶି କାମ କରିବାକୁ ହେବ । ଆମେ ଅଲଗା ନହୋଇ ଏକସଙ୍ଗେ, ଭୟ ନକରି ସହଯୋଗ ଦ୍ୱାରା ଏହାକୁ ପ୍ରତିହତ କରିପାରିବା । ସହଯୋଗର ଏଭଳି ମିଳିତ ପ୍ରଚେଷ୍ଟାରେ ଭାରତର ଭୂମିକା ଓ ସହଯୋଗ କିଭଳି ଭାବେ ହେବ ସେ ବିଷୟରେ ମୁଁ କିଛି ପ୍ରସ୍ତାବ ରଖିବି ।

କୋଭିଡ-19 ମୁକାବିଲା ପାଇଁ ସାର୍କ ନେତାଙ୍କ ସହ ଭିଡିଓ କନଫରେନ୍ସରେ ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ବକ୍ତବ୍ୟ

March 15th, 06:54 pm

ବିଶେଷ କରି ନିଜ ସର୍ଜରୀ ପରେ ଆମ ସହ ସାମିଲ ହୋଇଥିବାରୁ ଆମ ବନ୍ଧୁ ପ୍ରଧାନମନ୍ତ୍ରୀ ଓଲିଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ରାଷ୍ଟ୍ରପତି ଅସରଫ ଘନିଙ୍କୁ ସଦ୍ୟ ସମାପ୍ତ ହୋଇଥିବା ପୁନଃ-ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଉଛି ।

କୋଭିଡ଼- 19ର ମୁକାବିଲା ପାଇଁ ସାର୍କ ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

March 15th, 06:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନଫରେନ୍ସିଂ ଜରିଆରେ କୋଭିଡ଼-19ର ମିଳିତ ମୁକାବିଲା ସଂପର୍କରେ ଦକ୍ଷିଣ ଏସୀୟ କ୍ଷେତ୍ରୀୟ ସହଯୋଗ ସଂଗଠନ (ସାର୍କ) ସଦସ୍ୟଭୁକ୍ତ ରାଷ୍ଟ୍ରର ନେତୃବର୍ଗଙ୍କ ସହ ଆଲୋଚନା କରିଛନ୍ତି । ଏଥିପାଇଁ ଏକ ମିଳିତ ସମାନ କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।