ତଥ୍ୟ ପତ୍ର : ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ କର୍କଟର ଭାର କମାଇବା ପାଇଁ କ୍ୱାଡ ଦେଶମାନେ କର୍କଟ ମୁନ୍‌ଶଟ୍ ପଦକ୍ଷେପ ଆରମ୍ଭ କଲେ

September 22nd, 12:03 pm

ଆଜି ଆମେରିକା, ଅଷ୍ଟ୍ରେଲିଆ, ଭାରତ ଓ ଜାପାନ କର୍କଟ ରୋଗ ବିଲୋପ କରିବାରେ ସାହାଯ୍ୟ କରିବା ପାଇଁ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି, ଯେମିତିକି ଆମେ ଇଣ୍ଡୋ-ପାସିଫିକ୍ (ହିନ୍ଦ-ପ୍ରଶାନ୍ତ କ୍ଷେତ୍ର)ରେ ଜାଣିଛୁ, ଆରମ୍ଭ ଗର୍ଭାଶୟ କର୍କଟରୁ ହୋଇଛି, ଏହା ଏକ ପ୍ରମୁଖ ପ୍ରତିରୋଧକାରୀ ରୋଗ ଯାହା ଏହି କ୍ଷେତ୍ରରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ସଂକଟ ଭାବେ ବଳବତ୍ତର ରହିଛି ଏବଂ ଅନ୍ୟାନ୍ୟ ପ୍ରକାରର କର୍କଟ ରୋଗର ସମାଧାନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା। ଏହି ପଦକ୍ଷେପ କ୍ୱାଡ ଲିଡର୍ ସମ୍ମିଳନୀରେ କରାଯାଇଥିବା ବ୍ୟାପକ ଘୋଷଣାର ଏକ ଅଂଶ।

କ୍ୱାଡ ନେତାମାନଙ୍କର କ୍ୟାନ୍ସର ମୁନ୍‌ଶଟ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି

September 22nd, 06:25 am

ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମୁଁ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି । ଏହି ସୁଲଭ, ସୁଗମ ଏଂବ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆମର ଦୃଢ଼ ସହଭାଗିତାକୁ ପ୍ରତିଫଳିତ କରୁଛି । କୋଭିଡ୍ ମହାମାରୀ ସମୟରେ, ଆମେ ଇଣ୍ଡୋ-ପାସିଫିକ୍ ପାଇଁ “କ୍ୱାଡ ଭ୍ୟାକ୍ସିନ୍ ଇନିସିଏଟିଭ୍‌” (କ୍ୱାଡ୍ ଟିକା ପଦକ୍ଷେପ) ଗ୍ରହଣ କରିଥିଲୁ ଏବଂ ମୁଁ ଖୁସି ଯେ କ୍ୱାଡରେ ଆମେ ଗର୍ଭାଶୟ କର୍କଟ ପରି ଆହ୍ୱାନକୁ ମିଳିତ ଭାବେ ସମ୍ମୁଖୀନ ହେବାକୁ ନିଷ୍ପତ୍ତି ନେଇଛୁ ।

PM Modi attends Quad Cancer Moonshot event

September 22nd, 06:10 am

Prime Minister Narendra Modi participated in the Quad Cancer Moonshot event hosted by President Joseph R Biden Jr., on the sidelines of the Quad Leaders’ Summit in Wilmington, Delaware. Speaking on the occasion, the Prime Minister deeply appreciated this thoughtful initiative of President Biden aimed at preventing, detecting and treating cervical cancer.

ୱିଲିମଙ୍ଗଟନ୍‌, ଡେଲାୱେୟାରଠାରେ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

September 22nd, 05:21 am

୨୧ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱିଲିମଙ୍ଗଟନ୍ , ଡେଲୱେୟାରଠାରେ ଅନୁଷ୍ଠିତ ଷଷ୍ଠ କ୍ୱାଡ୍ ନେତୃବୃନ୍ଦଙ୍କ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଧାନମନ୍ତ୍ରୀ ଶ୍ରୀ ଯୋଶେଫ ଆର. ବାଇଡେନଙ୍କ ଦ୍ୱାରା ଆହୂତ ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିଓ କିସିଦା ଉପସ୍ଥିତ ଥିଲେ ।