ଗଣତନ୍ତ୍ର ଦିବସର ଶୁଭେଚ୍ଛା ପାଇଁ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

January 26th, 11:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଜଣାଇଥିବା ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଧନ୍ୟବାଦ ଦେଇଛନ୍ତି ।

ନେପାଳ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଶ୍ରୀମତୀ ସୀତା ଦହଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

July 12th, 01:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ପତ୍ନୀ ଶ୍ରୀମତୀ ସୀତା ଦହଲଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ନେପାଳ ପ୍ରଧାନମନ୍ତ୍ରୀଙ୍କୁ ଆନ୍ତରିକ ସମବେଦନା ଜଣାଇଛନ୍ତି ।

ଘନିଷ୍ଠ ସମ୍ପର୍କକୁ ମହାକାଶ ବାହାରକୁ ସମ୍ପ୍ରସାରିତ କରିଛି !

May 05th, 11:00 pm

ମେ 5,2017, ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ଦକ୍ଷିଣ ଏସିଆରେ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି ।

ଦକ୍ଷିଣ ଏସୀୟ ନେତାଗଣ ଭାରତ ଦ୍ୱାରା ଦକ୍ଷିଣ ଏସୀୟ ସେଟଲାଇଟ ପ୍ରକ୍ଷେପଣକୁ ସ୍ୱାଗତ କରିଛନ୍ତି

May 05th, 06:59 pm

ଦକ୍ଷିଣ ଏସୀୟ ନେତାଗଣ ଭାରତ ଦ୍ୱାରା ଦକ୍ଷିଣ ଏସୀୟ ସେଟଲାଇଟ ପ୍ରକ୍ଷେପଣକୁ ପ୍ରଶଂସା କରି କହିଲେ ଏହି ପଦକ୍ଷେପ 'ସବକା ସାଥ ,ସବକା ବିକାଶ ' ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ।

ଦକ୍ଷିଣ ଏସୀୟ ଉପଗ୍ରହ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଅଭିଭାଷଣ

May 05th, 06:38 pm

ଦକ୍ଷିଣ ଏସୀୟ ଉପଗ୍ରହ ଆମକୁ ଏହି ବାର୍ତ୍ତା ଦେଉଛି ଯେ ସମଭାବାପନ୍ନ ରାଷ୍ଟ୍ରଗୁଡିକ ମଧ୍ୟରେ ଆଞ୍ଚଳିକ ସହଯୋଗ ଆକାଶ ଭଳି ଅସିମୀତ ହେବା ଉଚିତ । ସବକା ସାଥ ସବକା ବିକାଶ, ଦକ୍ଷିଣ ଏସିଆରେ କାର୍ଯ୍ୟ ଏବଂ ସହଯୋଗ ବୃଦ୍ଧି କରିବାରେ ମାର୍ଗଦର୍ଶନ କରିବ । ଏବଂ ଆମ ଲୋକମାନଙ୍କ ଅର୍ଥନୈତିକ ସମୃଦ୍ଧି ହାସଲ କରିବା ଲାଗି ଆମର ପ୍ରମୁଖ ଲକ୍ଷ୍ୟ ସାଧିତ ହୋଇପାରିବ । ଏବଂ ଏହା ଭିତରେ ଆପଣମାନେ ଏକ ସୁଦୃଢ ତଥା ସମର୍ପିତ୍ତ ସହଯୋଗୀ ଭାବେ ଭାରତକୁ ପାଇପାରିବେ ଯାହା ବାସ୍ତବରେ ସେହି ସଂକଳ୍ପ ଓ ସିଦ୍ଧାନ୍ତରେ ବିଶ୍ଵାସ କରିଥାଏ ।

ଦକ୍ଷିଣ ଏସିଆ ସାଟେଲାଇଟ ପ୍ରକ୍ଷେପଣ ଅବସରରେ ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ମନ୍ତବ୍ୟ

May 05th, 04:02 pm

ଆଜି ହେଉଛି ଦକ୍ଷିଣ ଏସିଆ ପାଇଁ ଐତିହାସିକ ଦିନ । ଦୁଇ ବର୍ଷ ପୂର୍ବରୁ ଭାରତ ପ୍ରତିଶ୍ରୁତି ଦେଇଥିଲା । ଦକ୍ଷିଣ ଏସିଆରେ ଆମର ଭାଇ ଓ ଭଉଣୀମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଉନ୍ନତ ମହାକାଶ ଜ୍ଞାନକୌଶଳ ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ଦକ୍ଷିଣ ଏସିଆ ସାଟେଲାଇଟର ସଫଳ ପ୍ରକ୍ଷେପଣ ଏହାକୁ ପ୍ରମାଣିତ କରୁଛି । ଏହି ପ୍ରକ୍ଷେପଣ ସହ ସବୁଠୁ ଉନ୍ନତ ମାନର ଭାଗିଦାରୀତାର ଯାତ୍ରା ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହେଲେ ନେପାଳ ପ୍ରଧାନମନ୍ତ୍ରୀ

April 25th, 06:24 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଫୋନ୍ ଯୋଗେ କଥା ହୋଇଛନ୍ତି ।

PM Modi meets Prime Minister of Nepal in Goa

October 16th, 11:13 pm

PM Narendra Modi met Prime Minister Pushpa Kamal Dahal 'Prachanda' of Nepal. The ledaers deliberated upon several issues and discussed ways to strengthen ties between both countries.

ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଦେଇଥିବା ବିବୃତି

September 16th, 08:18 pm

PM Modi held a joint press briefing with the Prime Minister of Nepal, Mr. Pushpa Kamal Dahal. During the press Statement, PM Modi mentioned about the extensive discussions held between the two leaders to enhance the partnership between the two nations.

Mr. Bimalendra Nidhi, Deputy Prime Minister and Minister of Home Affairs of Nepal calls on PM

August 20th, 02:01 pm

Mr. Bimalendra Nidhi, Deputy Prime Minister and Minister of Home Affairs of Nepal, met PM Narendra Modi today. During the meeting, PM Modi reiterated that India was committed to strengthen the traditional bonds of friendship and kinship with the people of Nepal.

PM Modi speaks to PM-elect of Nepal, Shri Pushpa Kamal Dahal 'Prachanda'

August 03rd, 07:27 pm

PM Narendra Modi held a telephonic conversation with PM-elect of Nepal, Shri Pushpa Kamal Dahal 'Prachanda'. “Spoke to Nepal's PM-elect Pushpa Kamal Dahal 'Prachanda' ji & congratulated him. Assured him of our full support & invited him to India”, said the PM in a tweet.

Former Prime Minister of Nepal, Shri Pushpa Kamal Dahal ‘Prachanda’ calls on PM

July 17th, 08:27 pm