ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର
August 19th, 05:51 pm
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ କେ.କୈଳାଶନାଥନ୍ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।ବାତ୍ୟା ମିଗ୍ଜୋମ ଯୋଗୁ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡ଼ୁଚେରୀରେ ଜୀବନହାନି ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଶୋକ
December 06th, 12:37 pm
ବାତ୍ୟା ମିଗ୍ଜୋମ ଯୋଗୁ ବିଶେଷକରି ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଏବଂ ପୁଡ଼ୁଚେରୀରେ ଜୀବନହାନି ଯୋଗୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ମୀରାବାଈ ଆମ ଦେଶର ମହିଳାଙ୍କ ପାଇଁ ପ୍ରେରଣା: ମନ୍ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
October 29th, 11:00 am
ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍’ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ । ଏହି ଅଧ୍ୟାୟ ଏଭଳି ସମୟରେ ହେଉଛି, ଯେତେବେଳେ ସାରା ଦେଶରେ ଉତ୍ସବର ବାତାବରଣ ରହିଛି । ଆପଣ ସମସ୍ତଙ୍କୁ ଆଗାମୀ ପର୍ବପର୍ବାଣୀ ପାଇଁ ଅନେକ ଅନେକ ଅଭିନନ୍ଦନ ।ଆମର ଯୁବକମାନେ ପ୍ରତ୍ୟେକ କ୍ଷେତ୍ରରେ ଦେଶକୁ ଗର୍ବିତ କରୁଛନ୍ତି: ମନ୍ କି ବାତ୍ ସମୟରେ ପିଏମ ମୋଦୀ
July 31st, 11:30 am
ବନ୍ଧୁଗଣ, ଜୁଲାଇ ୩୧ ତାରିଖ, ଅର୍ଥାତ୍ ଆଜିର ହିଁ ଦିନରେ ଆମେ ସମସ୍ତ ଦେଶବାସୀ ଶହୀଦ ଉଧମ୍ ସିଂହଙ୍କ ବଳିଦାନକୁ ପ୍ରଣାମ କରିଥାଉଁ । ମୁଁ ଏଭଳି ଅନ୍ୟ ସମସ୍ତ ମହାନ ବିପ୍ଳବୀମାନଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯେଉଁମାନେ ଦେଶ ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଦେଲେ ।ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରକୁ ଦମନ କରିବା ପାଇଁ ଉଦ୍ୟମ କରାଯାଇଥିଲା : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
June 26th, 11:30 am
ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଦିନକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଅତ୍ୟାଚାର ସତ୍ତ୍ୱେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଆଦୌ ଦୋହଲି ପାରିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ବୃଦ୍ଧି, କ୍ରୀଡା, ଭାରତର ପରମ୍ପରା ଏବଂ ସଂସ୍କୃତି ଭଳି ଅନ୍ୟାନ୍ୟ ବିଷୟ ଉପରେ କହିଥିଲେ । ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଦିଗରେ ନାଗରିକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।ପୁଡୁଚେରୀ ଠାରେ ୨୫ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
January 12th, 03:02 pm
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲ- ସାଇ ଜୀ, ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀ ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶ୍ରୀ ନାରାୟଣ ରାଣେ ଜୀ, ଶ୍ରୀ ଅନୁରାଗ ଠାକୁର ଜୀ, ଶ୍ରୀ ନିଶୀତ ପ୍ରମାଣିକ ଜୀ, ଶ୍ରୀ ଭାନୁ ପ୍ରତାପ ସିଂହ ବର୍ମା ଜୀ, ପୁଡୁଚେରୀ ସରକାରଙ୍କ ବରିଷ୍ଠ ମନ୍ତ୍ରିଗଣ, ସାଂସଦ ଗଣ, ବିଧୟାକ ଗଣ, ଦେଶର ଅନ୍ୟ ରାଜ୍ୟର ମନ୍ତ୍ରିଗଣ ଏବଂ ମୋର ଯୁବ ବନ୍ଧୁମାନେ! ନମସ୍କାର! ଆପଣ ସମସ୍ତଙ୍କୁ ଜାତୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା!ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୫ତମ ଜାତୀୟ ଯୁବ ଉତ୍ସବ ପୁଡୁଚେରୀଠାରେ ଉଦଘାଟିତ
January 12th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ପୁଡୁଚେରୀଠାରେ ୨୫ତମ ଜାତୀୟ ଯୁବ ଦିବସ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଯନ କରିଛନ୍ତି । ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ ଯୁବ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ପ୍ରଧାନମନ୍ତ୍ରୀ “ମେରେ ସପନୋ କା ଭାରତ” ଏବଂ “ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ବୀର” ମାନଙ୍କ ଉପରେ ଏକ ବଛା ବଛା ପ୍ରବନ୍ଧକୁ ମଧ୍ୟ ଉଦଘାଟନ କରିଛନ୍ତି ।ଶ୍ରୀ ଏସ୍ ସେଲଭାଗଣବଥି ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି
September 28th, 11:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀରୁ ରାଜ୍ୟସଭାକୁ ର୍ନିବାଚିତ ହୋଇଥିବାରୁ ଶ୍ରୀ ଏସ୍ ସେଲଭାଗଣବଥିଙ୍କ ପାଇଁ ଖୁସି ବ୍ୟକ୍ତ କରିଛନ୍ତି ।ପୁଡୁଚେରୀରେ ନୂତନ ଭାବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
June 27th, 06:48 pm
ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ଏନ ରଙ୍ଗାସ୍ଵାମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
May 07th, 03:17 pm
ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ଏନ ରଙ୍ଗାସ୍ଵାମୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।PM Modi addresses public meeting at Puducherry
March 30th, 04:31 pm
Addressing a public meeting in Puducherry today, Prime Minister Narendra Modi said, “There is something special about Puducherry that keeps bringing me back here again and again.” He accused Congress government for its negligence and said, “In the long list of non-performing Congress governments over the years, the previous Puducherry Government has a special place. The ‘High Command’ Government of Puducherry failed on all fronts.”PM Modi addresses public meeting in Puducherry
February 25th, 12:31 pm
Addressing a huge gathering in Puducherry today, Prime Minister Narendra Modi said, “Moments ago, a large number of development works were inaugurated. These development works cover roads, healthcare, education, culture, sport and marine economy. The impact of these works is going to be huge.”ପଡୁଚେରୀରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ
February 25th, 10:28 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀଠାରେ NH45-Aର ଚାରିଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏହା କରାଇକାଲ ଜିଲ୍ଲା ଏବଂ କରାଇକାଲଠାରେ ମେଡିକାଲ କଲେଜର ନୂତନ କ୍ୟାମ୍ପସ ତଥା କରାଇକାଲ ଜିପମର ପ୍ରଥମ ଖଣ୍ଡକୁ ସଂଯୋଗ କରିବ । ଏହାଛଡା ଶ୍ରୀ ମୋଦୀ ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ କ୍ଷୁଦ୍ରବନ୍ଦର ବିକାଶ ଓ ପୁଡୁଚେରୀ ଇନ୍ଦିରା ଗାନ୍ଧୀ କ୍ରୀଡା ପରିସରର ସିନ୍ଥେଟିକ ଟ୍ରାକର ମଧ୍ୟ ଶିଳାନ୍ୟାସ କରିଛନ୍ତି ।ପୁଡୁଚେରୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
February 25th, 10:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀଠାରେ NH45-Aର ଚାରିଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏହା କରାଇକାଲ ଜିଲ୍ଲା ଏବଂ କରାଇକାଲଠାରେ ମେଡିକାଲ କଲେଜର ନୂତନ କ୍ୟାମ୍ପସ ତଥା କରାଇକାଲ ଜିପମର ପ୍ରଥମ ଖଣ୍ଡକୁ ସଂଯୋଗ କରିବ । ଏହାଛଡା ଶ୍ରୀ ମୋଦୀ ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ କ୍ଷୁଦ୍ରବନ୍ଦର ବିକାଶ ଓ ପୁଡୁଚେରୀ ଇନ୍ଦିରା ଗାନ୍ଧୀ କ୍ରୀଡା ପରିସରର ସିନ୍ଥେଟିକ ଟ୍ରାକର ମଧ୍ୟ ଶିଳାନ୍ୟାସ କରିଛନ୍ତି ।ଫେବୃୟାରୀ ୨୫ରେ ପ୍ରଧାନମନ୍ତ୍ରୀଙ୍କ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ
February 23rd, 07:40 pm
ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଫେବୃୟାରୀ୨୫, ୨୦୨୧ରେ ତାମିଲନାଡୁ ଓ ପଣ୍ଡିଚେରୀ ଗସ୍ତ କରିବେ। ଦିନ ପ୍ରାୟ୧୧.୩୦ରେ ପ୍ରଧାନମନ୍ତ୍ରୀ ପଣ୍ଡିଚେରୀରେ ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଦିନ ୪ଟାରେ ପ୍ରଧାନମନ୍ତ୍ରୀ କୋଏମ୍ବାଟୁରଠାରେ ୧୨୪୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ବହୁ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିବେ।ଫେବୃଆରୀ 17ରେ ପ୍ରଧାନମନ୍ତ୍ରୀ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
February 15th, 08:42 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 17 ଫେବୃଆରୀ 2021 ଅପରାହ୍ନ 4.30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ପ୍ରମୁଖ ତୈଳ ଓ ଗ୍ୟାସ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମନାଲିସ୍ଥିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡର ରାମାନାଥପୁରମ୍ – ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ନାଗାପଟ୍ଟିନମରେ ଥିବା କୌଭେରୀ ବେସିନ ରିଫାଇନାରୀର ଭିତ୍ତିପ୍ରସ୍ତର ମଧ୍ୟ ସେ ରଖିବେ । ଏହି ପ୍ରକଳ୍ପଗୁଡିକ ସାମାଜିକ-ଆର୍ଥିକ ଲାଭରେ ପରିଣତ ହେବ ଏବଂ ଉର୍ଜା ଆତ୍ମନିର୍ଭରଭାରତ ଆଡକୁ ଦେଶକୁ ଆଗେଇ ନେବ । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।PM speaks to TN CM and Puducherry CM regarding the situation in the wake of Cyclone Nivar
November 24th, 11:32 am
The Prime Minister Shri Narendra Modi has spoken to Tamil Nadu Chief Minister Shri Edappadi K. Palaniswami and Puducherry Chief Minister Shri V Narayanasami regarding the situation in the wake of Cyclone Nivar.Social Media Corner 25 February 2018
February 25th, 07:27 pm
Your daily dose of governance updates from Social Media. Your tweets on governance get featured here daily. Keep reading and sharing!ପୁଡୁଚେରୀରେ କଂଗ୍ରେସ ସରକାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ ନକରି ସେଠାକାର ଲୋକମାନଙ୍କ ସହିତ ଅନ୍ୟାୟ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 25th, 02:56 pm
ପ୍ରଧାନମନ୍ତ୍ରୀ ମୋଦୀ ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଲେ ,''ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପାଖାପାଖି 17 ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳିଥିଲେ । ତା'ପରେ ତାଙ୍କ ଝିଅ ପାଖାପାଖି 14 ବର୍ଷ ପର୍ଯ୍ୟନ୍ତ ସମ୍ଭାଳିଥିଲେ । ତାଙ୍କ ପୁତ୍ର ମଧ୍ୟ 5 ବର୍ଷ ପ୍ରଧାନମନ୍ତ୍ରୀ ଥିଲେ । ସେହି ପରିବାର ପାଖେ ଦୀର୍ଘ ସମୟଧରି ଦେଶ ଶାସନର ରିମୋର୍ଟ କଣ୍ଟ୍ରୋଲ ଥିଲା । ଏପରି ଭାବେ ଦେଖାଯାଏ ତ ଗୋଟିଏ ପରିବାର ପାଖେ ପାଖାପାଖି 48 ବର୍ଷ ପର୍ଯ୍ୟନ୍ତ ଏହି ଦେଶକୁ ଶାସନ କରିଛନ୍ତି ।''ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 02:53 pm
ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳ ଉପରେ ଇଙ୍ଗିତ କରି କହିଲେ ଯେ ,'' ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପାଖାପାଖି 17 ବର୍ଷ ଶାସନରେ ଥିଲେ ,ପାଖାପାଖି 14 ବର୍ଷ ପାଇଁ ତୃତୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପୁତ୍ର ମଧ୍ୟ ପାଞ୍ଚ ବର୍ଷ ପ୍ରଧାନମନ୍ତ୍ରୀ ହୋଇଥିଲେ । ଗୋଟିଏ ହିଁ ପରିବାର ହାତରେ ଦୀର୍ଘ ସମୟ ଧରି ଶାସନର ରିମୋଟ କଣ୍ଟ୍ରୋଲ ଥିଲା । ଯଦି ମୋଟ ଭାବେ ଗଣନା କରାଯାଏ ତ ଏହି ପରିବାର ପାଖାପାଖି 48 ବର୍ଷ ଧରି ଏହି ଦେଶକୁ ଶାସନ କରିଛନ୍ତି !''