ଆମେ ଭାରତୀୟ ଅର୍ଥବ୍ୟବସ୍ଥାର ଔପଚାରିକରଣ ଏବଂ ଆଧୁନିକୀକରଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛନ୍ତି : ପ୍ରଧାନମନ୍ତ୍ରୀ ମୋଦୀ

December 20th, 11:01 am

ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି

December 20th, 11:00 am

ପ୍ରଧାନମନ୍ତ୍ରୀ ମୋଦୀ ଆସୋଚାମର 100ତମ ବାର୍ଷିକ ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ 'ଇଜ ଅଫ ଡୁଇଙ୍ଗ ବିଜନେସ ' କହିବାରେ ଚାରୋଟି ଶବ୍ଦ ବ୍ୟବହାର ହେଉଛି ,କିନ୍ତୁ ଯେତେବେଳେ ସରକାର ଏବଂ ପୁରା ବ୍ୟବସ୍ଥା ପ୍ରାଥମିକ ସ୍ତରକୁ ଯାଇ କାର୍ଯ୍ୟ କରନ୍ତି ତ ରେଂକିଙ୍ଗରେ ସୁଧାର ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ସବୁଠୁ ଅଧିକ ବ୍ୟାପାର ଅନୁକୂଳ ଦେଶମାନଙ୍କ ମଧ୍ୟରୁ ଗୋଟିଏ ଭାବେ ଉଲ୍ଲେଖ କରି କହିଛନ୍ତି ଯେ ,ଦେଶ 'ଇଜ ଅଫ ଡୁଇଙ୍ଗ ବିଜନେସ ' ରେଂକିଙ୍ଗରେ 63ତମ ସ୍ଥାନରେ ରହିଛି ।

ଜାତୀୟ ଆଇନ ଦିବସ-2017ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

November 26th, 05:57 pm

ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଶ୍ରୀମାନ ଦୀପକ ମିଶ୍ର, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀମାନ ରବିଶଙ୍କର ପ୍ରସାଦ, ଆଇନ ଆୟୋଗର ଅଧ୍ୟକ୍ଷ ଡଃ ଜଷ୍ଟିସ ବି.ଏସ.ଚୌହାନ, ନୀତି ଆୟୋଗର ଉପାଧ୍ୟକ୍ଷ ଡଃ ରାଜୀବ କୁମାର, ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀମାନ ପି.ପି.ଚୌଧୁରୀ, ଏହି ସଭାଗୃହରେ ଉପସ୍ଥିତ ଅନ୍ୟ ମହାନୁଭବ, ଭାଇ ଓ ଭଉଣୀମାନେ ।

ଜାତୀୟ ଆଇନ ଦିବସ-2017ର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

November 26th, 05:56 pm

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଜାତୀୟ ଆଇନ ଦିବସ-2017 ସମାରୋହର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ ।

We have to now move from ‘Swarajya’ to ‘Surajya’: PM Modi

August 15th, 02:48 pm

PM Narendra Modi today addressed the nation from the ramparts of the Red Fort on the occasion of 70th Independence Day. PM Modi said that the country must now turn towards ‘Surajya’ from ‘Swarajya’. PM urged the nation to come forward with common goals and work towards fulfilling ‘Ek Bharat Shreshtha Bharat’. PM Modi talked upon several issues relating to governance, taxation, financial inclusion and combating terrorism.

Brief Highlights of Prime Minister’s Address on Independence Day

August 15th, 01:29 pm

PM Narendra Modi addressed the nation from the ramparts of the Red Fort today. PM Modi said his Govt’s focus was to create an identity for India. PM Modi said Govt was focussing on last-man delivery by taking decisions that would bring about a positive and qualitative change in the country. PM Modi added that it was now time that 125 crore countrymen come forward to make Sardar Patel’s ‘Ek Bharat’ a ‘Sreshtha Bharat’. PM Modi spoke on improving quality of governance, taxation, infrastructure development, rural development measures & terrorism.

PM Modi at 70th Independence Day Celebrations at Red Fort, Delhi

August 15th, 09:58 am

PM Narendra Modi today addressed the nation from the ramparts of the Red Fort. PM urged the countrymen to move from Swarajya to Surajya. The Prime Minister shed light on several Govt schemes that were transforming lives of people across the country. He added that unity in persity was India's strength.

PM inaugurates 46th Indian Labour Conference

July 20th, 06:00 pm



Text of the PM’s address at the inauguration ceremony of 46th session of Indian Labour Conference

July 20th, 05:41 pm