ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 12th, 11:09 am
ଆପଣ ସମସ୍ତଙ୍କୁ ନବରାତ୍ରୀ ପବିତ୍ର ପର୍ବର ବହୁତ-ବହୁତ ଶୁଭକାମନା ! କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶ୍ରୀ ଅରୁଣ କୁମାର ମିଶ୍ରା ମହାଶୟ, କେନ୍ଦ୍ରୀ ଗୃହ ରାଜ୍ୟମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରଏ ମହାଶୟ, ମାନବାଧିକାର ଆୟୋଗର ଅନ୍ୟ ସମ୍ମାନିତ ସଦସ୍ୟଗଣ, ରାଜ୍ୟ ମାନବାଧିକାର ଆୟୋଗର ସମସ୍ତ ଅଧ୍ୟକ୍ଷଗଣ, ଉପସ୍ଥିତ ସୁପ୍ରିମ କୋର୍ଟର ସମସ୍ତ ମାନ୍ୟ ଆଦରଣୀୟ ଜଜ୍ ମହୋଦୟ, ସଦସ୍ୟଗଣ, ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାର ସମସ୍ତ ପ୍ରତିନିଧି, ନାଗରିକ ସମାଜ ସହିତ ଜଡ଼ିତ ସାଥୀଗଣ, ଅନ୍ୟ ସମସ୍ତ ମହାନୁଭବ, ଭାଇ ଓ ଭଉଣୀମାନେ!ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 12th, 11:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି ।ମଧ୍ୟପ୍ରଦେଶରେ ସ୍ୱାମୀତ୍ୱ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 06th, 12:31 pm
ସ୍ୱାମୀତ୍ୱ ଯୋଜନା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ, ଯେଉଁ ଭରସା ଗାଁଗୁଡିକରେ ଆସିଛି, ତାହା ହିତାଧିକାରୀମାନଙ୍କ ସହ କଥାବାର୍ତାରେ ସ୍ପଷ୍ଟ ଭାବେ ଝଲସୁଛି ଏବଂ ମୁଁ ଆଜି ଏଠାରେ ମଧ୍ୟ ଦେଖୁଛି ଯେ ଆପଣମାନେ ମତେ ଆପଣମାନଙ୍କର ବାଉଁଶରେ ତିଆରି ଚୌକି ତ ଦେଖାଇଲେ କିନ୍ତୁ ମୋ ନଜର ତ ଅନେକ ଦୂର ପର୍ଯ୍ୟନ୍ତ ଏହି ଯେଉଁ ଜନତା ଜନାର୍ଦ୍ଦନ, ସେମାନଙ୍କର ଯେଉଁ ଉତ୍ସାହ, ଉମଙ୍ଗ ରହିଛି, ତାରି ଉପରେ ଲାଖି ରହିଛି । ଜନତା ଜନାର୍ଦ୍ଦନଙ୍କର ଏତେ ଭଲ ପାଇବା, ଏତେ ଆଶୀର୍ବାଦ ମିଳୁଛି, ସେମାନଙ୍କୁ କେତେ ସୁଫଳ ମିଳୁଥିବ, ମୁଁ ସେସବୁ ସଂପୂର୍ଣ୍ଣ ଭାବରେ ଅନୁମାନ କରିପାରୁଛି । ଏହି ଯୋଜନା କେତେ ବଡ ଶକ୍ତି ଭାବେ ଉଭା ହେଉଛି, ଏହି ଅନୁଭବ ଏବେ ଯେଉଁ ସାଥୀମାନଙ୍କ ସହ କଥା ହେବାର ମାତେ ସୁଯୋଗ ମିଳିଲା, ସେମାନେ ମତେ ଏସବୁ ବିସ୍ତୃତ ଭାବରେ ଜଣାଇଛନ୍ତି । ସ୍ୱାମୀତ୍ୱ ଯୋଜନା ପରେ ଲୋକମାନଙ୍କୁ ବ୍ୟାଙ୍କରୁ ଋଣ ମିଳିବା ଆହୁରି ଅଧିକ ସହଜ ହୋଇଛି ।ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲେ ଭାବ ବିନିମୟ
October 06th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏହି ଯୋଜନା ଅଧୀନରେ ଉପକୃତ ହୋଇଥିବା ପ୍ରାୟ ୧,୭୧,୦୦୦ ଲାଭାର୍ଥମାନଙ୍କୁ ସେ ଇ- ପ୍ରପର୍ଟି କାର୍ଡ଼ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଭିନ୍ନ ଲାଭାର୍ଥୀ, ଗାଁ, ଜିଲ୍ଲା ଏବଂ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଜାତୀୟ ପଞ୍ଚାୟତ ପୁରସ୍କାର 2021 ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 24th, 11:55 am
ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ମହାଶୟ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ଅରୁଣାଚଳ ପ୍ରଦେଶ, ଉତର ପ୍ରଦେଶ, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଏବଂ ଉତରାଖଣ୍ଡର ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀଗଣ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ମହାଶୟ, ରାଜ୍ୟଗୁଡ଼ିକର ପଞ୍ଚାୟତିରାଜ ମନ୍ତ୍ରୀ, ଗ୍ରାମୀଣ ବିକାଶ ମନ୍ତ୍ରୀ, ସାରା ଦେଶର ଗ୍ରାମପଞ୍ଚାୟତ ସହିତ ଜଡ଼ିତ ସମସ୍ତ ଜନ-ପ୍ରତିନିଧିଗଣ, ଆଉ ଏବେ ଯେପରି ନରେନ୍ଦ୍ର ସିଂହ ମହାଶୟ କହିଲେ ଯେ ପ୍ରାୟ ପାଞ୍ଚ କୋଟି ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପଞ୍ଜିକରଣ କରାଇଛନ୍ତି। ଏତେ ବିପୁଳ ସଂଖ୍ୟାରେ ଗାଁ ଏହି କାର୍ଯ୍ୟକ୍ରମରେ ସହଭାଗୀ ହେବା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଗ୍ରାମ ବିକାଶର ଦିଗରେ ଯେଉଁ ପଦକ୍ଷେପ ରହିଛି ତାହାକୁ ଶକ୍ତି ପ୍ରଦାନ କରୁଛି। ଏହି ସମସ୍ତ ପାଞ୍ଚ କୋଟି ଭାଇ ଭଉଣୀଙ୍କୁ ମୋର ଆଦରପୂର୍ବକ ନମସ୍କାର।ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ପ୍ରପଟି କାର୍ଡ ବିତରଣ ଶୁଭାରମ୍
April 24th, 11:54 am
ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପର୍ଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ କରାଯାଇଥିବା ଏହି ସମାରୋହରେ ୪.୦୯ ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।We are committed to free Tea, Tourism and Timber from the controls of mafia: PM Modi in Siliguri
April 10th, 12:31 pm
Addressing a massive rally ahead of fifth phase of election in West Bengal’s Siliguri, Prime Minister Narendra Modi today said, “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the power of ‘Sonar Bangla’.”PM Modi addresses public meetings at Siliguri and Krishnanagar, West Bengal
April 10th, 12:30 pm
PM Modi addressed two mega rallies ahead of fifth phase of election in West Bengal’s Siliguri and Krishnanagar. “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the strength of ‘Sonar Bangla’,” he said in Siliguri rally.NDA Govt has ensured peace and stability in Assam: PM Modi in Bokakhat
March 21st, 12:11 pm
Continuing his election campaigning spree, PM Modi addressed a public meeting in Bokakhat, Assam. He said, “It is now decided that Assam will get 'double engine ki sarkar', 'doosri baar, BJP sarkar’, ‘doosri baar, NDA sarkar’. “Today I can respectfully say to all our mothers, sisters and daughters sitting here that we have worked hard to fulfill the responsibility and expectations with which you elected the BJP government,” he added.PM Modi addresses public meeting at Bokakhat, Assam
March 21st, 12:10 pm
Continuing his election campaigning spree, PM Modi addressed a public meeting in Bokakhat, Assam. He said, “It is now decided that Assam will get 'double engine ki sarkar', 'doosri baar, BJP sarkar’, ‘doosri baar, NDA sarkar’. “Today I can respectfully say to all our mothers, sisters and daughters sitting here that we have worked hard to fulfill the responsibility and expectations with which you elected the BJP government,” he added.Congress trying to malign India's image associated with tea: PM Modi in Chabua, Assam
March 20th, 03:27 pm
Resuming his election campaign in Assam, Prime Minister Narendra Modi today addressed a public meeting in Chabua. Slamming the Congress party, the PM said, “India's oldest party, who ruled over India for 50-55 years, is supporting people who're trying to remove India's image associated with tea. Can we forgive the Congress for this? Don't they deserve to get punished?”PM Modi campaigns in Chabua, Assam
March 20th, 03:26 pm
Resuming his election campaign in Assam, Prime Minister Narendra Modi today addressed a public meeting in Chabua. Slamming the Congress party, the PM said, “India's oldest party, who ruled over India for 50-55 years, is supporting people who're trying to remove India's image associated with tea. Can we forgive the Congress for this? Don't they deserve to get punished?”ଆସାମର ସୋନିତପୁରରେ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
February 07th, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଆସାମ ସରକାରଙ୍କ ମନ୍ତ୍ରୀ ତଥା ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ ପ୍ରମୁଖ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଆସାମରେ ‘ଆସୋମ ମାଳା'ର ଉଦଘାଟନ ଏବଂ ଦୁଇଟି ନୂତନ ଡାକ୍ତରଖାନାର ଶିଳାନ୍ୟାସ କରିଛନ୍ତି
February 07th, 11:40 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ସୋନିଟପୁରର ଢେକିଆଜୁଲିରେ ଥିବା ଦୁଇଟି ଡାକ୍ତରଖାନାର ଶିଳାନ୍ୟାସ ସହିତ ରାଜ୍ୟ ରାଜପଥ ଏବଂ ପ୍ରମୁଖ ଜିଲ୍ଲା ସଡକ ଯୋଜନା ‘ଆସୋମ ମାଳା' ନାମକ ଏକ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ଏହି ଅବସରରେ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି, ଆସାମ ସରକାରଙ୍କ ମନ୍ତ୍ରୀ ତଥା ବୋଡୋଲ୍ୟାଣ୍ଡ ଆଞ୍ଚଳିକ କ୍ଷେତ୍ରର ମୁଖ୍ୟ ଶ୍ରୀ ପ୍ରମୋଦ ବୋରୋ ପ୍ରମୁଖ ଉପସ୍ଥିତ ଥିଲେ ।ଆସାମର ଶିବସାଗରରେ ଜମି ଆବଣ୍ଟନକାରୀଙ୍କୁ ପ୍ରମାଣପତ୍ର ବଣ୍ଟନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 23rd, 11:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଏବଂ ଆସାମ ସରକାରଙ୍କ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ଅବସରରେ ଉପସ୍ଥିତ ଥିଲେ ।ଆସାମର ଶିବସାଗର ଠାରେ ଆବଣ୍ଟନ ପ୍ରମାଣପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ
January 23rd, 11:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଶିବସାଗର ଠାରେ ଭୂମିହୀନ ଆଦିବାସୀମାନଙ୍କୁ ଜମି ଆବଣ୍ଟନ ପ୍ରମାଣପତ୍ର ବଣ୍ଟନ କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଏବଂ ଆସାମ ସରକାରଙ୍କ ମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମେଶ୍ୱର ତେଲି ଏହି ଅବସରରେ ଉପସ୍ଥିତ ଥିଲେ ।ଜିଏଚଟିସି- ଇଣ୍ଡିଆ ଅଧୀନରେ ଲାଇଟ୍ ହାଉସ୍ ପ୍ରକଳ୍ପ (ଏଲଏଚପି)ର ଆଧାରଶିଳା ସ୍ଥାପନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
January 01st, 10:39 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦୀ ଆଜି ବିଶ୍ୱ ଆବାସିକ ଟେକ୍ନୋଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍ନୋଲଜି ଚାଲେଞ୍ଜ (ଜିଏଚ୍ଟିସି) କାର୍ଯ୍ୟକ୍ରମ ଅଧୀନରେ 6ଟି ରାଜ୍ୟରେ ଲାଇଟ ହାଉସ୍ ପ୍ରକଳ୍ପ ବା ଏଲଏଚପିଏସ୍ର ଶୁଭ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜଭୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ଯ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେ ମଧ୍ୟ ଏହି ଅବସରରେ ଅଭିନବ ନିର୍ମାଣ ଟେକ୍ନୋଲଜି ଉପରେ ଏକ ପ୍ରମାଣନ ପାଠ୍ୟକ୍ରମକୁ ଉନ୍ମୋଚନ କରିଥିଲେ । ଏହି ପାଠ୍ୟକ୍ରମର ନାମ ରଖାଯାଇଛି ନିଉ ଆଫଡେବଲ ଭ୍ୟାଲିଡେଟେଡ ରିସର୍ଚ୍ଚ ଇନୋଭେସନ ଟେକ୍ନୋଲଜି ଫର୍ ଇଣ୍ଡିଆନ୍ ହାଉସିଂ ବା ନବରୀତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶର 6ଟି ରାଜ୍ୟରେ ଲାଇଟ ହାଉସ୍ ପ୍ରକଳ୍ପର ଶିଳାନ୍ୟା
January 01st, 10:38 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ ମୋଦୀ ଆଜି ବିଶ୍ୱ ଆବାସିକ ଟେକ୍ନୋଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍ନୋଲଜି ଚାଲେଞ୍ଜ (ଜିଏଚ୍ଟିସି) କାର୍ଯ୍ୟକ୍ରମ ଅଧୀନରେ 6ଟି ରାଜ୍ୟରେ ଲାଇଟ ହାଉସ୍ ପ୍ରକଳ୍ପ ବା ଏଲଏଚପିଏସ୍ର ଶୁଭ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜଭୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ଯ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସେ ମଧ୍ୟ ଏହି ଅବସରରେ ଅଭିନବ ନିର୍ମାଣ ଟେକ୍ନୋଲଜି ଉପରେ ଏକ ପ୍ରମାଣନ ପାଠ୍ୟକ୍ରମକୁ ଉନ୍ମୋଚନ କରିଥିଲେ । ଏହି ପାଠ୍ୟକ୍ରମର ନାମ ରଖାଯାଇଛି ନିଉ ଆଫଡେବଲ ଭ୍ୟାଲିଡେଟେଡ ରିସର୍ଚ୍ଚ ଇନୋଭେସନ ଟେକ୍ନୋଲଜି ଫର୍ ଇଣ୍ଡିଆନ୍ ହାଉସିଂ ବା ନବରୀତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଉତ୍ତର ପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ତାମିଲନାଡୁ, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀଗଣ ଏହି କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ଥିଲେ ।Access to piped drinking water would improve the health of poor families: PM Modi
November 22nd, 11:31 am
PM Modi laid foundation stone of rural drinking water supply projects in Mirzapur and Sonbhadra districts of Vindhyachal region of Uttar Pradesh. He said under the Jal Jeevan Mission, the life of our mothers and sisters is getting easier due to easy water access at the comfort of their homes. He added a major benefit of this has also been reduction of many diseases.ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
November 22nd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳ ଅନ୍ତର୍ଗତ ସୋନଭଦ୍ର ଜିଲ୍ଲାର ମିର୍ଜାପୁରଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଶିଳାନ୍ୟାସ ସମାରୋହରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଜଳ ଓ ପରିମଳ କମିଟି/ପାଣି କମିଟିର ସଦସ୍ୟମାନଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ । କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ ।