
India is driving global growth today: PM Modi at Republic Plenary Summit
March 06th, 08:05 pm
PM Modi addressed the Republic Plenary Summit in Delhi. Shri Modi highlighted that the world is now recognising this century as India's century and the country's achievements and successes have sparked new hope globally. He stated that India, once perceived as a nation that would sink itself and others, is now driving global growth.
PM Modi addresses Republic Plenary Summit 2025
March 06th, 08:00 pm
PM Modi addressed the Republic Plenary Summit in Delhi. Shri Modi highlighted that the world is now recognising this century as India's century and the country's achievements and successes have sparked new hope globally. He stated that India, once perceived as a nation that would sink itself and others, is now driving global growth.
ଇ. ଟି. ନାଓ ବୈଶ୍ୱିକ ବ୍ୟବସାୟ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 15th, 08:30 pm
ଶେଷ ଥର ଯେତେବେଳେ ମୁଁ ଇ. ଟି. ଶିଖର ସମ୍ମିଳନୀକୁ ଆସିଥିଲି, ସେତେବେଳେ ନିର୍ବାଚନ ହେବାକୁ ଯାଉଥିଲା। ଏବଂ ସେହି ସମୟରେ, ମୁଁ ଆପଣମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ବିନମ୍ରତାର ସହ କହିଥିଲି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ନୂତନ ଗତିରେ କାର୍ଯ୍ୟ କରିବ। ମୁଁ ସନ୍ତୁଷ୍ଟ ଯେ ଏହି ଗତି ଆଜି ଦୃଶ୍ୟମାନ ହେଉଛି ଏବଂ ଦେଶ ମଧ୍ୟ ଏହାକୁ ସମର୍ଥନ କରୁଛି। ନୂଆ ସରକାର ଗଠନ ହେବା ପରେ ବି. ଜେ. ପି.- ଏନ୍. ଡି. ଏ. କୁ ଦେଶର ଅନେକ ରାଜ୍ୟରେ ଲୋକଙ୍କ ଆଶୀର୍ବାଦ ମିଳିବା ଜାରି ରହିଛି। ଜୁନ ମାସରେ ଓଡ଼ିଶାର ଲୋକମାନେ ବିକଶିତ ଭାରତର ସଂକଳ୍ପକୁ ଗତି ଦେଇଥିଲେ, ପୁଣି ହରିୟାଣାର ଲୋକମାନେ ସମର୍ଥନ କରିଥିଲେ ଏବଂ ଏବେ ଦିଲ୍ଲୀର ଲୋକମାନେ ଆମକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ଏକ ବିକଶିତ ଭାରତର ଲକ୍ଷ୍ୟ ପାଇଁ ଦେଶର ଲୋକମାନେ ଆଜି କିପରି କାନ୍ଧରେ କାନ୍ଧ ମିଶାଇ ଚାଲିଛନ୍ତି, ଏହା ତାହାର ଏକ ସ୍ୱୀକୃତି।ଇଟି ନାଓ ଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭାଭାଷଣ
February 15th, 08:00 pm
ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଇଟି ନାଓଗ୍ଲୋବାଲ ବିଜିନେସ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିରେ ଭାରତବର୍ଷଏକ ବିକାଶମ୍ନୁଖୀ ଦିଗରେ ଗତି କରୁଥିବ ବୋଲି ପୂର୍ବ ଇଟିସିମିଟରେ ସେ କହିଥିବା ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ।ବିକଶିତ ଭାରତ ହେବା ଲକ୍ଷ୍ୟରେ ଅନନ୍ୟ ଯୋଗଦାନଦେଇଥିବା ଓଡିଶା, ମହାରାଷ୍ଟ୍ର, ହରିୟାଣା ଓ ନୂଆଦିଲ୍ଲୀଅଧିବାସୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ । ଏକବିକଶିତ ଭାରତ ଲକ୍ଷ୍ୟରେ ଏହି ଦେଶର ନାଗରିକମାନେକାନ୍ଧକୁ କାନ୍ଧ ମିଳାଇ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖକରିଥିଲେ ।We launched the SVAMITVA Yojana to map houses and lands using drones, ensuring property ownership in villages: PM
January 18th, 06:04 pm
PM Modi distributed over 65 lakh property cards under the SVAMITVA Scheme to property owners across more than 50,000 villages in over 230 districts across 10 states and 2 Union Territories. Reflecting on the scheme's inception five years ago, he emphasised its mission to ensure rural residents receive their rightful property documents. He expressed that the government remains committed to realising Gram Swaraj at the grassroots level.ସ୍ୱାମୀତ୍ଵ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 18th, 05:33 pm
ମଧ୍ୟପ୍ରଦେଶର ସିହୋରର ଜଣେ ସ୍ୱାମୀତ୍ଵ ହିତାଧିକାରୀ ଶ୍ରୀ ମନୋହର ମେଓ୍ଵାଡାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାମୀତ୍ଵ ଯୋଜନା ସମ୍ବନ୍ଧୀୟ ତାଙ୍କର ଅଭିଜ୍ଞତା ବାଣ୍ଟିବାକୁ କହିଥିଲେ । ସମ୍ପତ୍ତି କାଗଜପତ୍ର ବ୍ୟବହାର କରି ଧାର କରିଥିବା ଋଣ ତାଙ୍କୁ କିପରି ସାହାଯ୍ୟ କରିଛି ଏବଂ ଏହା ତାଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିଛି ବୋଲି ସେ ଶ୍ରୀ ମନୋହରଙ୍କୁ ପଚାରିଥିଲେ। ଶ୍ରୀ ମନୋହର କହିଛନ୍ତି ଯେ ସେ ତାଙ୍କ ଦୁଗ୍ଧ ଫାର୍ମ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ନେଇଥିଲେ, ଯାହା ତାଙ୍କୁ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥିଲା । ସେ ଉଲ୍ଲେଖ କରିଛନ୍ତି ଯେ ସେ, ତାଙ୍କ ପିଲାମାନେ ଏବଂ ଏପରିକି ତାଙ୍କ ପତ୍ନୀ ମଧ୍ୟ ଦୁଗ୍ଧ ଫାର୍ମରେ କାମ କରନ୍ତି ଏବଂ ଏହା ଅତିରିକ୍ତ ରୋଜଗାର ଆଣିଛି । ଶ୍ରୀ ମନୋହର ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ସମ୍ପତ୍ତି କାଗଜପତ୍ର ରହିବା ଦ୍ୱାରା ତାଙ୍କ ପାଇଁ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇଥାଏ । କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ଜୀବନରେ କଷ୍ଟ ହ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାମୀତ୍ଵ ଯୋଜନା ଲକ୍ଷ ଲକ୍ଷ ପରିବାରର ଆୟ ବୃଦ୍ଧି କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ନାଗରିକ ଯେପରି ନିଜ ଜୀବନରେ ଗର୍ବ ଏବଂ ଅଭିଜ୍ଞତା ସହିତ ମୁଣ୍ଡ ଉଚ୍ଚରେ ରହିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସ୍ଵାମୀତ୍ୱ ଯୋଜନା ଏହି ଦୃଷ୍ଟିକୋଣର ସମ୍ପ୍ରସାରଣ ବୋଲି ସେ ଆଲୋକପାତ କରିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କଲେ
January 18th, 12:30 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଯେପରି ସେମାନଙ୍କର ସମ୍ପତ୍ତି କାର୍ଡ ପାଇପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପୂର୍ବେ ସ୍ଵାମୀତ୍ୱ ଯୋଜନା ଆରମ୍ଭ କରାଯାଇଥିଲା । ସେ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ସଂପତ୍ତି ମାଲିକାନାର ଭିନ୍ନ ଭିନ୍ନ ନାମ ରହିଛି ଯେପରିକି ଘରୋନି, ଅଧିକାର ଅଭିଲେଖ, ପ୍ରପର୍ଟି କାର୍ଡ, ମାଲମଟ୍ଟା ପତ୍ରକ ଓ ଆବାସୀୟ ଭୂମି ପଟ୍ଟା ଇତ୍ୟାଦି । ଶ୍ରୀ ମୋଦୀ କହିଥିଲେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୫ କୋଟିରୁ ଅଧିକ ଲୋକଙ୍କୁ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି ଯେ ୬୫ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ପାଇଛନ୍ତି | ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ଵାମୀତ୍ବ ଯୋଜନା ଅଧୀନରେ ଏବେ ଗାଁର ପ୍ରାୟ ୨.୨୫ କୋଟି ଲୋକ ସେମାନଙ୍କ ଘର ପାଇଁ ଆଇନଗତ କାଗଜପତ୍ର ପାଇଛନ୍ତି । ସେ ସମସ୍ତ ହିତାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଜାନୁଆରୀ ୧୮ ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
January 16th, 08:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ।PM to distribute over 50 lakh property cards to property owners under SVAMITVA Scheme
December 26th, 04:50 pm
Prime Minister Shri Narendra Modi will distribute over 50 lakh property cards under SVAMITVA Scheme to property owners in over 46,000 villages in 200 districts across 10 States and 2 Union territories on 27th December at around 12:30 PM through video conferencing.ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 12th, 11:09 am
ଆପଣ ସମସ୍ତଙ୍କୁ ନବରାତ୍ରୀ ପବିତ୍ର ପର୍ବର ବହୁତ-ବହୁତ ଶୁଭକାମନା ! କାର୍ଯ୍ୟକ୍ରମରେ ମୋ ସହିତ ଉପସ୍ଥିତ ଦେଶର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ମହାଶୟ, ରାଷ୍ଟ୍ରୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶ୍ରୀ ଅରୁଣ କୁମାର ମିଶ୍ରା ମହାଶୟ, କେନ୍ଦ୍ରୀ ଗୃହ ରାଜ୍ୟମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରଏ ମହାଶୟ, ମାନବାଧିକାର ଆୟୋଗର ଅନ୍ୟ ସମ୍ମାନିତ ସଦସ୍ୟଗଣ, ରାଜ୍ୟ ମାନବାଧିକାର ଆୟୋଗର ସମସ୍ତ ଅଧ୍ୟକ୍ଷଗଣ, ଉପସ୍ଥିତ ସୁପ୍ରିମ କୋର୍ଟର ସମସ୍ତ ମାନ୍ୟ ଆଦରଣୀୟ ଜଜ୍ ମହୋଦୟ, ସଦସ୍ୟଗଣ, ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥାର ସମସ୍ତ ପ୍ରତିନିଧି, ନାଗରିକ ସମାଜ ସହିତ ଜଡ଼ିତ ସାଥୀଗଣ, ଅନ୍ୟ ସମସ୍ତ ମହାନୁଭବ, ଭାଇ ଓ ଭଉଣୀମାନେ!ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 12th, 11:08 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ର ୨୮ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅଂଶଗ୍ରହଣ କରିଛନ୍ତି ।ମଧ୍ୟପ୍ରଦେଶରେ ସ୍ୱାମୀତ୍ୱ ଯୋଜନାର ହିତାଧିକାରୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
October 06th, 12:31 pm
ସ୍ୱାମୀତ୍ୱ ଯୋଜନା ଦ୍ୱାରା ଯେଉଁ ଆତ୍ମବିଶ୍ୱାସ, ଯେଉଁ ଭରସା ଗାଁଗୁଡିକରେ ଆସିଛି, ତାହା ହିତାଧିକାରୀମାନଙ୍କ ସହ କଥାବାର୍ତାରେ ସ୍ପଷ୍ଟ ଭାବେ ଝଲସୁଛି ଏବଂ ମୁଁ ଆଜି ଏଠାରେ ମଧ୍ୟ ଦେଖୁଛି ଯେ ଆପଣମାନେ ମତେ ଆପଣମାନଙ୍କର ବାଉଁଶରେ ତିଆରି ଚୌକି ତ ଦେଖାଇଲେ କିନ୍ତୁ ମୋ ନଜର ତ ଅନେକ ଦୂର ପର୍ଯ୍ୟନ୍ତ ଏହି ଯେଉଁ ଜନତା ଜନାର୍ଦ୍ଦନ, ସେମାନଙ୍କର ଯେଉଁ ଉତ୍ସାହ, ଉମଙ୍ଗ ରହିଛି, ତାରି ଉପରେ ଲାଖି ରହିଛି । ଜନତା ଜନାର୍ଦ୍ଦନଙ୍କର ଏତେ ଭଲ ପାଇବା, ଏତେ ଆଶୀର୍ବାଦ ମିଳୁଛି, ସେମାନଙ୍କୁ କେତେ ସୁଫଳ ମିଳୁଥିବ, ମୁଁ ସେସବୁ ସଂପୂର୍ଣ୍ଣ ଭାବରେ ଅନୁମାନ କରିପାରୁଛି । ଏହି ଯୋଜନା କେତେ ବଡ ଶକ୍ତି ଭାବେ ଉଭା ହେଉଛି, ଏହି ଅନୁଭବ ଏବେ ଯେଉଁ ସାଥୀମାନଙ୍କ ସହ କଥା ହେବାର ମାତେ ସୁଯୋଗ ମିଳିଲା, ସେମାନେ ମତେ ଏସବୁ ବିସ୍ତୃତ ଭାବରେ ଜଣାଇଛନ୍ତି । ସ୍ୱାମୀତ୍ୱ ଯୋଜନା ପରେ ଲୋକମାନଙ୍କୁ ବ୍ୟାଙ୍କରୁ ଋଣ ମିଳିବା ଆହୁରି ଅଧିକ ସହଜ ହୋଇଛି ।ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଲେ ଭାବ ବିନିମୟ
October 06th, 12:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟ ପ୍ରଦେଶର “ସ୍ୱାମୀତ୍ୱ” ଯୋଜନାର ଲାଭାର୍ଥୀମାନଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି । ଏହି ଅବସରରେ ଏହି ଯୋଜନା ଅଧୀନରେ ଉପକୃତ ହୋଇଥିବା ପ୍ରାୟ ୧,୭୧,୦୦୦ ଲାଭାର୍ଥମାନଙ୍କୁ ସେ ଇ- ପ୍ରପର୍ଟି କାର୍ଡ଼ ବିତରଣ କରିଥିଲେ । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀୟ ମନ୍ତ୍ରୀ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ, ସାଂସଦ ଏବଂ ବିଧାୟକ, ବିଭିନ୍ନ ଲାଭାର୍ଥୀ, ଗାଁ, ଜିଲ୍ଲା ଏବଂ ରାଜ୍ୟର ଅଧିକାରୀମାନେ ଉପସ୍ଥିତ ଥିଲେ ।ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଜାତୀୟ ପଞ୍ଚାୟତ ପୁରସ୍କାର 2021 ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
April 24th, 11:55 am
ଏହି କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ମହାଶୟ, ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ହରିୟାଣା, ଅରୁଣାଚଳ ପ୍ରଦେଶ, ଉତର ପ୍ରଦେଶ, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଏବଂ ଉତରାଖଣ୍ଡର ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀଗଣ, ହରିୟାଣାର ଉପ-ମୁଖ୍ୟମନ୍ତ୍ରୀ ମହାଶୟ, ରାଜ୍ୟଗୁଡ଼ିକର ପଞ୍ଚାୟତିରାଜ ମନ୍ତ୍ରୀ, ଗ୍ରାମୀଣ ବିକାଶ ମନ୍ତ୍ରୀ, ସାରା ଦେଶର ଗ୍ରାମପଞ୍ଚାୟତ ସହିତ ଜଡ଼ିତ ସମସ୍ତ ଜନ-ପ୍ରତିନିଧିଗଣ, ଆଉ ଏବେ ଯେପରି ନରେନ୍ଦ୍ର ସିଂହ ମହାଶୟ କହିଲେ ଯେ ପ୍ରାୟ ପାଞ୍ଚ କୋଟି ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପଞ୍ଜିକରଣ କରାଇଛନ୍ତି। ଏତେ ବିପୁଳ ସଂଖ୍ୟାରେ ଗାଁ ଏହି କାର୍ଯ୍ୟକ୍ରମରେ ସହଭାଗୀ ହେବା ଏହା ହେଉଛି ନିଜକୁ ନିଜ ମଧ୍ୟରେ ଗ୍ରାମ ବିକାଶର ଦିଗରେ ଯେଉଁ ପଦକ୍ଷେପ ରହିଛି ତାହାକୁ ଶକ୍ତି ପ୍ରଦାନ କରୁଛି। ଏହି ସମସ୍ତ ପାଞ୍ଚ କୋଟି ଭାଇ ଭଉଣୀଙ୍କୁ ମୋର ଆଦରପୂର୍ବକ ନମସ୍କାର।ସ୍ୱାମୀତ୍ୱ ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ପ୍ରପଟି କାର୍ଡ ବିତରଣ ଶୁଭାରମ୍
April 24th, 11:54 am
ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାମୀତ୍ୱ ଯୋଜନା ଅଧୀନରେ ଇ-ପ୍ରପର୍ଟି କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ କରାଯାଇଥିବା ଏହି ସମାରୋହରେ ୪.୦୯ ଲକ୍ଷ ଜମି ମାଲିକଙ୍କୁ ଇ-ପ୍ରପର୍ଟି କାର୍ଡ ପ୍ରଦାନ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।We are committed to free Tea, Tourism and Timber from the controls of mafia: PM Modi in Siliguri
April 10th, 12:31 pm
Addressing a massive rally ahead of fifth phase of election in West Bengal’s Siliguri, Prime Minister Narendra Modi today said, “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the power of ‘Sonar Bangla’.”PM Modi addresses public meetings at Siliguri and Krishnanagar, West Bengal
April 10th, 12:30 pm
PM Modi addressed two mega rallies ahead of fifth phase of election in West Bengal’s Siliguri and Krishnanagar. “The entire North Bengal has announced that TMC government is going and BJP government is coming. Today, the entire nation is proud to see the willpower of the people of Bengal. This willpower is of the ‘Ashol Poriborton’. This willpower is the strength of ‘Sonar Bangla’,” he said in Siliguri rally.NDA Govt has ensured peace and stability in Assam: PM Modi in Bokakhat
March 21st, 12:11 pm
Continuing his election campaigning spree, PM Modi addressed a public meeting in Bokakhat, Assam. He said, “It is now decided that Assam will get 'double engine ki sarkar', 'doosri baar, BJP sarkar’, ‘doosri baar, NDA sarkar’. “Today I can respectfully say to all our mothers, sisters and daughters sitting here that we have worked hard to fulfill the responsibility and expectations with which you elected the BJP government,” he added.PM Modi addresses public meeting at Bokakhat, Assam
March 21st, 12:10 pm
Continuing his election campaigning spree, PM Modi addressed a public meeting in Bokakhat, Assam. He said, “It is now decided that Assam will get 'double engine ki sarkar', 'doosri baar, BJP sarkar’, ‘doosri baar, NDA sarkar’. “Today I can respectfully say to all our mothers, sisters and daughters sitting here that we have worked hard to fulfill the responsibility and expectations with which you elected the BJP government,” he added.Congress trying to malign India's image associated with tea: PM Modi in Chabua, Assam
March 20th, 03:27 pm
Resuming his election campaign in Assam, Prime Minister Narendra Modi today addressed a public meeting in Chabua. Slamming the Congress party, the PM said, “India's oldest party, who ruled over India for 50-55 years, is supporting people who're trying to remove India's image associated with tea. Can we forgive the Congress for this? Don't they deserve to get punished?”