
India is driving not only its own growth but also the world's growth: PM Modi at India Energy Week
February 11th, 11:37 am
At India Energy Week, PM Modi highlighted India's energy ambitions based on resources, innovation, economic strength, strategic geography and sustainability. He emphasised India's rapid progress in renewables, biofuels and green energy, policy reforms and investment opportunities, reaffirming the country's commitment to driving global growth and energy transformation.
ଭାରତ ଶକ୍ତି ସପ୍ତାହ ୨୦୨୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ
February 11th, 09:55 am
ଏକବିଂଶ ଶତାବ୍ଦୀ ଭାରତର ବୋଲି ବିଶ୍ୱବ୍ୟାପୀ ବିଶେଷଜ୍ଞମାନେ କହୁଥିବା ଦର୍ଶାଇ ଶ୍ରୀ ମୋଦୀ କହିଥିଲେ, ଭାରତ କେବଳ ଏହାର ଅଭିବୃଦ୍ଧି ନୁହେଁ ବରଂ ବିଶ୍ୱର ଅଭିବୃଦ୍ଧିକୁ ମଧ୍ୟ ତ୍ୱରାନ୍ୱିତ କରୁଛି ଏବଂ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ଶକ୍ତି ଆକାଂକ୍ଷା ପାଞ୍ଚଟି ସ୍ତମ୍ଭ ଉପରେ ନିର୍ମିତ: ସମ୍ବଳର ଉପଯୋଗ, ମେଧାବୀ ମାନସିକତା ମଧ୍ୟରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଅର୍ଥନୈତିକ ଶକ୍ତି ଏବଂ ରାଜନୈତିକ ସ୍ଥିରତା, ରଣନୈତିକ ଭୌଗୋଳିକ ଶକ୍ତି ବାଣିଜ୍ୟକୁ ଆକର୍ଷଣୀୟ ଏବଂ ସହଜ କରିବା ତଥା ବିଶ୍ୱସ୍ଥାୟୀତ୍ବ ପ୍ରତି ପ୍ରତିବଦ୍ଧତା । ଏହି କାରଣଗୁଡ଼ିକ ଭାରତର ଶକ୍ତି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ଭିଡିଓ କନଫରେନ୍ସିଂ ଜରିଆରେ ନ୍ୟୁଜ୍ ୯ ଗ୍ଲୋବାଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
November 22nd, 10:50 pm
ମନ୍ତ୍ରୀ ୱିନଫ୍ରିଡ, କ୍ୟାବିନେଟରେ ମୋର ସହଯୋଗୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏହି ଶିଖର ସମ୍ମିଳନୀରେ ସାମିଲ ହେଉଥିବା ମହିଳା ଏବଂ ଭଦ୍ରବ୍ୟକ୍ତିମାନେ!ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆୟୋଜିତ ନ୍ୟୁଜ୍ ୯ ଗ୍ଲୋବାଲ୍ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି।
November 22nd, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜର୍ମାନୀର ଷ୍ଟୁଟଗାର୍ଟଠାରେ ଆୟୋଜିତ ନ୍ୟୁଜ୯ ଗ୍ଲୋବାଲ ଶିଖର ସମ୍ମିଳନୀକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ଭାରତ-ଜର୍ମାନୀ ଭାଗିଦାରୀରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ । ଆଜିର ସୂଚନା ଯୁଗରେ ଭାରତର ଏକ ଗଣମାଧ୍ୟମ ସଂସ୍ଥା ଜର୍ମାନୀ ଓ ଜର୍ମାନୀ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିବାରୁ ମୁଁ ଖୁସି ବୋଲି ସେ କହିଛନ୍ତି। ଏହା ଜର୍ମାନୀ ଏବଂ ଜର୍ମାନୀବାସୀଙ୍କୁ ବୁଝିବା ପାଇଁ ଭାରତବାସୀଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ଉଦ୍ୟୋଗ ମୁଖ୍ୟଙ୍କ ପ୍ରଶଂସା
October 15th, 02:23 pm
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଆଜି ଅନୁଷ୍ଠିତ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ - ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ (ITU-WTSA) ୨୦୨୪ରେ ଇଣ୍ଡିଆ ମୋବାଇଲ କଂଗ୍ରେସର ଅଷ୍ଟମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ଜାତିସଂଘର ଏକ ସଂସ୍ଥା ଏବଂ ଏହାର ମାନକୀକରଣ କାର୍ଯ୍ୟ ପାଇଁ ଡବ୍ଲୁଟିଏସଏ ପ୍ରଶାସନିକ ସଭା ଭାବେ କାର୍ଯ୍ୟ କରେ । ଏହା ପ୍ରତି ୪ ବର୍ଷରେ ଥରେ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଥର ପାଇଁ ଭାରତ ଏବଂ ଏସିଆ-ପ୍ରଶାନ୍ତ ମହାସାଗରରେ ITU-WTSA ଅନୁଷ୍ଠିତ ହେଉଛି । ଟେଲିକମ୍, ଡିଜିଟାଲ ଏବଂ ଆଇସିଟି କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ୧୯୦ରୁ ଅଧିକ ଦେଶର ୩୦୦୦ ରୁ ଅଧିକ ଉଦ୍ୟୋଗ ମୁଖ୍ୟ, ନୀତି ନିର୍ମାତା ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ଏକାଠି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ।ଭିଡିଓ କନଫରେନ୍ସିଂ ଜରିଆରେ 'ଇଣ୍ଡିଆଜ୍ ଟେକେଡ ଚିପ୍ସ ଫର୍ ବିକଶିତ ଭାରତ'ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 13th, 11:30 am
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର କ୍ୟାବିନେଟ୍ ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ରାଜୀବ ଚନ୍ଦ୍ରଶେଖରଜୀ, ଆସାମ ଓ ଗୁଜରାଟର ମୁଖ୍ୟମନ୍ତ୍ରୀ, ଟାଟା ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ, ସିଜି ପାୱାରର ଅଧ୍ୟକ୍ଷ ଭେଲାୟାନ ସୁବିୟା ଏବଂ କେନ୍ଦ୍ର, ରାଜ୍ୟ ଏବଂ ଶିଳ୍ପ ସହିତ ଜଡିତ ଅନ୍ୟ ସମସ୍ତ ବିଶିଷ୍ଟ ବ୍ୟକ୍ତି । ମହିଳା ଏବଂ ଭଦ୍ର ବ୍ୟକ୍ତି ମାନେ!'ଇଣ୍ଡିଆଜ୍ ଟେକ୍ଏଡ୍: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 13th, 11:12 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ 'ଇଣ୍ଡିଆଜ୍ ଟେକ୍ଏଡ୍: ଚିପ୍ସ ଫର୍ ବିକଶିତ ଭାରତ' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସହ ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କାର ତିନୋଟି ସେମିକଣ୍ଡକ୍ଟର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜି ଉଦ୍ଘାଟିତ ହୋଇଥିବା ସୁବିଧାଗୁଡ଼ିକ ହେଲା- ଗୁଜରାଟର ଧୋଲେରା ସ୍ୱତନ୍ତ୍ର ପୁଞ୍ଜି ନିବେଶ କ୍ଷେତ୍ର (ଡିଏସ୍ଆଇଆର)ରେ ସେମିକଣ୍ଡକ୍ଟର ଫେବ୍ରିକେସନ୍ ସୁବିଧା, ଆସାମର ମୋରିଗାଓଁରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସ୍ଏଟି) ସୁବିଧା ଏବଂ ଗୁଜରାଟର ସାନନ୍ଦ ଠାରେ ଆଉଟସୋର୍ସଡ୍ ସେମିକଣ୍ଡକ୍ଟର ଆସେମ୍ବଲିଂ ଆଣ୍ଡ ଟେଷ୍ଟ (ଓଏସ୍ଏଟି) ସୁବିଧା ।The egoistic Congress-led Alliance intends to destroy the composite culture of Santana Dharma in both Rajasthan & India: PM Modi
September 25th, 04:03 pm
PM Modi addressed the Parivartan Sankalp Mahasabha in Jaipur, Rajasthan. While addressing the event PM Modi recalled Pt. Deendayal Upadhyaya on his birth anniversary. He said, “It is his thoughts and principles that have served as an inspiration to put an end to the Congress-led misrule in Rajasthan.PM Modi addresses the Parivartan Sankalp Mahasabha in Jaipur, Rajasthan
September 25th, 04:02 pm
PM Modi addressed the Parivartan Sankalp Mahasabha in Jaipur, Rajasthan. While addressing the event PM Modi recalled Pt. Deendayal Upadhyaya on his birth anniversary. He said, “It is his thoughts and principles that have served as an inspiration to put an end to the Congress-led misrule in Rajasthan.ବ୍ରିକ୍ସ ବିଜନେସ ଫୋରମ୍ ନେତୃବୃନ୍ଦଙ୍କ ଡାଏଲଗରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
August 22nd, 10:42 pm
ଦକ୍ଷିଣ ଆଫ୍ରିକା ମାଟିରେ ମୁଁ ଯେତେ ଶୀଘ୍ର ପାଦ ଦେଉଛି ସେତେ ଖୁସି ଅନୁଭବ କରୁଛି, ଆମ କାର୍ଯ୍ୟକ୍ରମ ବ୍ରିକ୍ସ ବିଜନେସ ଫୋରମ ମାଧ୍ୟମରେ ଶୁଭାରମ୍ଭ ହେଉଛି ।ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଏଲଗରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
August 22nd, 07:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ଅଗଷ୍ଟ ୨୦୨୩ ରେ ଜୋହାନ୍ସବର୍ଗ ଠାରେ ବ୍ରିକ୍ସ ବିଜନେସ ଫୋରମ ଲିଡର୍ସ ଡାଇଲଗ (ବ୍ରିକ୍ସ ବ୍ୟବସାୟ ମଂଚ ନେତୃ ମଣ୍ଡଳୀଙ୍କ ଆଲୋଚନା) ରେ ଅଂଶଗ୍ରହଣ କରିଛନ୍ତି ।ନୂଆଦିଲ୍ଲୀରେ ବୈଶ୍ୱିକ ମିଲେଟସ୍ (ଶ୍ରୀଅନ୍ନ) ସମ୍ମିଳନୀ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 18th, 02:43 pm
ଆଜିର ଏହି ସମ୍ମିଳନୀରେ ଉପସ୍ଥିତ ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶ୍ରୀ ନରେନ୍ଦ୍ର ସିଂ ତୋମର ମହୋଦୟ, ମନସୁଖ ମାଣ୍ଡବ୍ୟ ମହୋଦୟ, ପିୟୁଷ ଗୋୟଲ ମହୋଦୟ, ଶ୍ରୀ କୈଳାଶ ଚୌଧୁରୀ ମହୋଦୟ! ବିଦେଶରୁ ଆସିଥିବା କେତେକ ମନ୍ତ୍ରୀଗଣ, ଗୁୟାନା, ମାଳଦ୍ୱୀପ, ମରିସସ୍, ଶ୍ରୀଲଙ୍କା, ସୁଦାନ, ସୁରିନାମ ଏବଂ ଗାମ୍ବିୟାର ସମସ୍ତ ମାନନୀୟ ମନ୍ତ୍ରୀଗଣ, ବିଶ୍ୱର ବିଭିନ୍ନ ଭାଗରୁ କୃଷି, ପୋଷଣ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଓ ବିଶେଷଜ୍ଞ, ବିିଭିନ୍ନ ଏଫପିଓ ଏବଂ ଷ୍ଟାର୍ଟ ଅପଗୁଡିକର ଯୁବା ସାଥୀ, ଦେଶର କୋଣ ଅନୁକୋଣରୁ ଯୋଡି ହୋଇଥିବା ଲକ୍ଷ ଲକ୍ଷ କୃଷକ, ଅନ୍ୟ ମହାନ ବ୍ୟକ୍ତିବିଶେଷ , ଭାଇ ଓ ଭଉଣୀମାନେ,ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀ ଅନ୍ନ) ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
March 18th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ପୁସା ସ୍ଥିତ ଆଇଏଆରଆଇ କ୍ୟାମ୍ପସର ଏନଏଏସସି କମ୍ପ୍ଲେକ୍ସ ସୁବ୍ରମଣ୍ୟମ ହଲଠାରେ ଅନ୍ତର୍ଜାତୀୟ ମିଲେଟ୍ସ (ଶ୍ରୀଅନ୍ନ) ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଦୁଇ ଦିନିଆ ବିଶ୍ୱସ୍ତରୀୟ ସମ୍ମିଳନୀରେ ମିଲେଟ୍ସ (ଶ୍ରୀଅନ୍ନ) ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାଧିକ ଅଧିବେଶନମାନ ଆୟୋଜନ କରାଯିବ । ଚାଷୀ, ଗ୍ରାହକ ଓ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ମିଲେଟ୍ସକୁ ନେଇ ସଚେତନତା ସୃଷ୍ଟି କରିବା ଓ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଦେବା; ଶ୍ରୀ ଅନ୍ନ ମୂଲ୍ୟଶୃଙ୍ଖଳର ବିକାଶ; ଶ୍ରୀ ଅନ୍ନର ସ୍ୱାସ୍ଥ୍ୟ ଓ ପୋଷଣ ଦିଗ; ବଜାର ସୁବିଧା; ଗବେଷଣା ଓ ବିକାଶ ଆଦି ବିଷୟବସ୍ତୁ ଉପରେ ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।ପିଏଲ୍ଆଇ ଯୋଜନା ଇସ୍ପାତ କ୍ଷେତ୍ରକୁ ସ୍ପଷ୍ଟ ଭାବରେ ସକ୍ରିୟତା ପ୍ରଦାନ କରିଛି ଏବଂ ଆମର ଯୁବକ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ : ପ୍ରଧାନମନ୍ତ୍ରୀ
March 17th, 09:41 pm
ଆତ୍ମନିର୍ଭରତା ହାସଲ କରିବା ପାଇଁ ଇସ୍ପାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପିଏଲଆଇ ଯୋଜନା ଏହି କ୍ଷେତ୍ରକୁ ସ୍ପଷ୍ଟ ଭାବରେ ଶକ୍ତି ପ୍ରଦାନ କରିଛି ଏବଂ ଆମର ଯୁବକ ଏବଂ ଉଦ୍ୟୋଗୀ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ।ମଧ୍ୟପ୍ରଦେଶର ଇଂଦୋର ଠାରେ ମଧ୍ୟପ୍ରଦେଶ ବିଶ୍ୱ ନିବେଶକ ସମ୍ମିଳନୀ ୨ଠ୨୩ରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
January 11th, 05:00 pm
ମଧ୍ୟପ୍ରଦେଶ ନିବେଶକ ସମ୍ମିଳନୀ ପାଇଁ ଆପଣ ସମସ୍ତ ନିବେଶକ, ଉଦ୍ୟୋଗୀଙ୍କୁ ବହୁତ ବହୁତ ସ୍ୱାଗତ । ଏକ ବିକଶିତ ଭାରତର ନିର୍ମାଣରେ ମଧ୍ୟପ୍ରଦେଶର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶ୍ୱାସ, ଆଧ୍ୟାତ୍ମିକତା ଠାରୁ ନେଇ ପର୍ଯ୍ୟଟନ ପର୍ଯ୍ୟନ୍ତ, କୃଷି ଠାରୁ ନେଇ ଶିକ୍ଷା ଏବଂ ଦକ୍ଷତା ବିକାଶ ପର୍ଯ୍ୟନ୍ତ, ମଧ୍ୟପ୍ରଦେଶ ଅଦ୍ଭୁତ, ଚମକ୍ରାର ଏବଂ ସତର୍କ ମଧ୍ୟ ଅଟେ ।ବୈଶ୍ୱିକ ନିବେଶକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆରମ୍ଭ ହୋଇଥିବା ବୈଶ୍ୱିକ ନିବେଶକ ଶିଖର ସମ୍ମିଳନୀ-୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ଅଭିଭାଷଣ
January 11th, 11:10 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋରଠାରେ ବୈଶ୍ୱିକ ନିବେଶକାରୀ ଶିଖର ସମ୍ମିଳନୀକୁ ଭିଡିଓ ବାର୍ତ୍ତା ଜରିଆର ସମ୍ବୋଧିତ କରିଛନ୍ତି । ଏହି ବୈଠକ ମଧ୍ୟପ୍ରଦେଶରେ ବିବିଧ ପୁଞ୍ଜିବିନିଯୋଗ ସୁଯୋଗ ସୃଷ୍ଟି କରିବ ।ରୋଜଗାର ମେଳାରେ ପ୍ରାୟ ୭୧,ଠଠଠ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 22nd, 10:31 am
ରୋଜଗାର ମେଳାରେ ଯୋଡ଼ି ହୋଇଥିବା ମୋର ଯୁବ ସାଥୀମାନେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ଆଜି ଦେଶର ୪୫ଟି ସହରରେ ୭୧ ହଜାରରୁ ଅଧିକ ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଉଛି । ଅର୍ଥାତ, ଆଜି ଏକା ସହିତ ହଜାର ହଜାର ଘରେ ଖୁସିର ଏକ ନୂଆ ମାହୋଲ ଆରମ୍ଭ ହୋଇଯାଇଛି । ଗତ ମାସରେ ଆଜିର ଦିନରେ ଧନତେରସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିଲା । ବର୍ତ୍ତମାନ ଆଜିର ଏହି ବିଶାଳ ରୋଜଗାର ମେଳା ଦର୍ଶାଉଛି ଯେ ସରକାର କେଉଁଭଳି ଭାବରେ ସରକାରୀ ନିଯୁକ୍ତି ଦେବା ପାଇଁ ମିଶନ ମୋଡରେ କାର୍ଯ୍ୟ କରୁଛି ।ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର
November 22nd, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୨.୧୧.୨୦୨୨ ) ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍ପ୍ରେରକ ଭାବେ କର୍ମନିଯୁକ୍ତି ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ ।‘ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲର ଜାତୀୟ କାର୍ଯ୍ୟକ୍ରମ’ ଲାଗି ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ ମଞ୍ଜୁରି
September 21st, 03:45 pm
ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପାଇଁ ଜାତୀୟ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭାରତରେ ଉଚ୍ଚ ଦକ୍ଷତା ବିଶିଷ୍ଟ ସୌର ପିଭି ମଡ୍ୟୁଲ ପ୍ରସ୍ତୁତି ପାଇଁ ଏକ ଇକୋସିଷ୍ଟମ ନିର୍ମାଣ କରିବା। ଏହା ମାଧ୍ୟମରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ କମ କରାଯାଇ ପାରିବ । ଏହି ପଦକ୍ଷେପ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜବୁତ କରିବା ସହିତ ରୋଜଗାର ମଧ୍ୟ ବୃଦ୍ଧି କରିବ।ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଲଜିଷ୍ଟିକ୍ ନୀତିର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
September 17th, 05:38 pm
ଆଜି ସ୍ୱାଧୀନତାର ଅମୃତକାଳରେ ଦେଶ ଏକ ବିକଶିତ ଭାରତ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଭାରତରେ ଶେଷ ସୀମାରେ ବିତରଣ ଶୀଘ୍ର ହେବା ଉଚିତ, ପରିବହନ ସହ ଜଡିତ ଆହ୍ୱାନଗୁଡିକ ଦୂର ହୋଇଯିବ, ଆମର ଉତ୍ପାଦକ ଏବଂ ଶିଳ୍ପ ଗୁଡିକର ସମୟ ଏବଂ ଅର୍ଥ ସଞ୍ଚୟ ହେବା ଉଚିତ, ସେହିଭଳି ଆମର କୃଷି ଉତ୍ପାଦ ମଧ୍ୟ । ବିଳମ୍ବ ଯୋଗୁଁ ସେମାନଙ୍କର ଯେଉଁ କ୍ଷତି ହେଉଛି । ଏଥିରୁ ଆମେ କିପରି ମୁକ୍ତି ପାଇବୁ? ଏହି ସବୁ ସମସ୍ୟାର ସମାଧାନ ଖୋଜିବା ପାଇଁ ନିରନ୍ତର ଉଦ୍ୟମ ଚାଲିଛି ଏବଂ ଆଜି ଏହାର ଏକ ରୂପ ହେଉଛି ଜାତୀୟ ଲଜିଷ୍ଟିକ୍ ନୀତି, ଏବଂ ମୁଁ ନିଶ୍ଚିତ ଯେ ଆମର ଏହି ସମସ୍ତ ବ୍ୟବସ୍ଥାର ଉନ୍ନତି ପାଇଁ ଏବଂ ଏଥିରେ କାର୍ଯ୍ୟ କରୁଥିବା ସରକାରଙ୍କ ବିଭିନ୍ନ ୟୁନିଟ୍ ଗୁଡିକ ମଧ୍ୟରେ ଏକ ସମନ୍ୱୟ ମଧ୍ୟ ରହିବ ।