ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ.ପି.କେ.ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ସାମିଲ ହେଲେ

September 17th, 02:17 pm

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ପ୍ରମୁଖ ସଚିବ ଡ.ପି.କେ ମିଶ୍ରଙ୍କ ନେତୃତ୍ୱରେ ‘ମାଆଙ୍କ ନାମରେ ଗୋଟିଏ ଗଛ’ ଆନ୍ଦୋଳନରେ ଆଜି ସାମିଲ ହୋଇଛନ୍ତି ।

ସାରା ଦେଶରେ ଅକ୍ସିଜେନ ଯୋଗାଣକୁ ତ୍ୱରାନ୍ୱିତ କରିବାର ସ୍ଥିତି ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

July 09th, 01:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାରା ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି ଓ ଉପଲବ୍ଧତାରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସ୍ଥିତି ସମୀକ୍ଷା କରିଥିଲେ।

ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

June 04th, 08:41 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ ବୈଠକରେ ଭାରତର ଟିକାକରଣ ଅଭିଯାନର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଅବସରରେ ଅଧିକାରୀମାନେ ଟିକାକରଣ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ ।

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତି

June 01st, 07:25 pm

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ହୋଇଥିବା ବ୍ୟାପକ ବିଚାରବିମର୍ଶ ସଂକ୍ରାନ୍ତରେ ଏକ ବିସ୍ତୃତ ଉପସ୍ଥାପନା ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ଠାରୁ ମିଳିଥିବା ମତାମତ ସମ୍ପର୍କରେ ଅବଗତ କରାଇଥିଲେ।

ଆଇଆଇଟି ରୁର୍କି ପକ୍ଷରୁ ଆୟୋଜିତ ପ୍ରଥମ ଜୟ କୃଷ୍ଣ ସ୍ମାରକୀ ବକ୍ତୃତାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଉଦବୋଧନ

November 06th, 08:41 pm

ଆଇଆଇଟି ରୁର୍କି ପକ୍ଷରୁ ଆୟୋଜିତ ପ୍ରଥମ ଜୟ କୃଷ୍ଣ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପିକେ ମିଶ୍ର ଉଦବୋଧନ ଦେଇଛନ୍ତି। ଏହି ବକ୍ତୃତା କାର୍ଯ୍ୟକ୍ରମରେ କୋଭିଡ-19 ଏବଂ ଭାରତରେ ବିପର୍ଯ୍ୟୟ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କରୋନା ମହାମାରୀର ସ୍ଥିତି ଏବଂ ଟିକା ପ୍ରଦାନ, ବଣ୍ଟନ ଓ ପରିଚାଳନା ସଂକ୍ରାନ୍ତ ବୈଠକ

October 17th, 04:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ୍‌-19 ମହାମାରୀ ସଂକ୍ରାନ୍ତ ସର୍ବଶେଷ ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ଅବସରରେ କୋଭିଡ୍‌ ଟିକା ପ୍ରସ୍ତୁତିର ସଦ୍ୟତମ ସ୍ଥିତି, ଏହାର ଯୋଗାଣ ଏବଂ ପରିଚାଳନା ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଷୟ ପଚାରି ବୁଝିଛନ୍ତି । ଏହି ସମୀକ୍ଷା ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା, ବରିଷ୍ଠ ବୈଜ୍ଞାନିକଗଣ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀଗଣ ଏବଂ ଭାରତ ସରକାରଙ୍କ ବିଭିନ୍ନ ବିଭାଗର ତୁଙ୍ଗ ଅଧିକାରୀମାନେ ଯୋଗ ଦେଇଥିଲେ ।

ଏନସିଆର କ୍ଷେତ୍ରରେ ବାୟୁ ପ୍ରଦୂଷଣର ପରିଚାଳନା ନିମନ୍ତେ ପିଏମଓ ନେତୃତ୍ୱାଧୀନ କମିଟି ଦ୍ୱାରା ଅତ୍ୟାଧୁନିକ କାର୍ଯ୍ୟାନୁଷ୍ଠାନ ଗ୍ରହ

September 19th, 06:57 pm

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁର ଗୁଣବତ୍ତାରେ ସୁଧାର ଆଣିବା ସକାଶେ ଗଠିତ ଉଚ୍ଚସ୍ତରୀୟ କାର୍ଯ୍ୟଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଲ୍ଳୀ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ/ ମନ୍ତ୍ରଣାଳୟର ସଚିବମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହିସବୁ ବିଭାଗ/ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ, କୃଷି, ସଡ଼କ ଏବଂ ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ବ୍ୟତୀତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟମାନେ ମଧ୍ୟ ସାମିଲ ଥିଲେ ।

Prime Minister reviews India’s fight against Covid-19

June 13th, 06:26 pm

PM Modi held a meeting with senior ministers and officials to review India’s response to Covid-19 pandemic. The national level status and preparation in the context of the pandemic were discussed. The meeting also took stock of situation in different states and union territories including Delhi.

PMO reviews efforts of eleven Empowered Groups towards tackling COVID-19

April 10th, 02:50 pm

A meeting of the Empowered Groups of Officers, to tackle the challenges emerging as a result of spread of COVID-19, was held today under the Chairmanship of Principal Secretary to Prime Minister.

PM at the helm of India’s Fight against COVID-19

March 29th, 10:00 am

Prime Minister Shri Narendra Modi is continuing his interactions with various stakeholders in India’s fight against COVID-19.

PM interacts with medical fraternity - doctors, nurses and lab technicians

March 24th, 10:00 pm

Prime Minister Shri Narendra Modi today interacted with the medical fraternity including doctors, nurses and lab technicians from all over the country via video conference.

ଶିଳ୍ପ ଜଗତର ଅଂଶୀଦାରମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

March 23rd, 07:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର 18ଟି ସହରରୁ ଆସୋଚାମ, ଫିକ୍କି, ସିଆଇଆଇ ଏବଂ ବିଭିନ୍ନ ସ୍ଥାନୀୟ ଚାମ୍ବରର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

Cabinet Secretary reviews COVID-19 status with Chief Secretaries of States; important decisions taken to check the disease

March 22nd, 03:48 pm

A high level meeting was held today morning with Chief Secretaries of all the States by the Cabinet Secretary and the Principal Secretary to the Prime Minister. All the Chief Secretaries informed that there is overwhelming and spontaneous response to the call for Janta Curfew given by the Hon’ble Prime Minister.

Prime Minister Narendra Modi interacts with leaders of Pharma Industry

March 21st, 07:26 pm

PM Modi interacted with the leaders of Pharma industry via video conferencing. The Prime Minister requested the industry leaders to work on manufacturing of RNA Diagnostic Kits for COVID-19 on war footing.

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୋରୋନା ଭୂତାଣୁ ମୁକାବିଲା ଓ ପ୍ରସ୍ତୁତି ସମୀକ୍ଷା

March 04th, 05:49 pm

କୋରୋନା ଭୂତାଣୁ ମୁକାବିଲା ପ୍ରସ୍ତୁତି ଏବଂ ପଦକ୍ଷେପର ସମୀକ୍ଷା ଲାଗି ଆଜି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରୋନା ଭୂତାଣୁ ସ୍ଥିତି ସମୀକ୍ଷା ଲାଗି 25 ଜାନୁଆରୀରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସେହି ଶୃଙ୍ଖଳାରେ ଏହା ହେଉଛି ସଦ୍ୟତମ ବୈଠକ । ଆଜିର ବୈଠକରେ କ୍ୟାବିନେଟ ସଚିବ, ବୈଦେଶିକ ସଚିବ, ସ୍ୱାସ୍ଥ୍ୟ, ବେସାମରିକ ବିମାନ ଚଳାଚଳ, ସୂଚନା ଓ ପ୍ରସାରଣ, ଜାହାଜ ଚଳାଚଳ, ପର୍ଯ୍ୟଟନ ମନ୍ତ୍ରଣାଳୟର ସଚିବଙ୍କ ସମେତ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ, ଗୃହ ମନ୍ତ୍ରଣାଳୟ ଅଧୀନ ସୀମା ପରିଚାଳନା ବିଭାଗ ସଚିବ ଏବଂ ପ୍ରତିରକ୍ଷା ବାହିନୀ, ଏନଡିଏମଏ, ନୀତି ଆୟୋଗ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉଚ୍ଚସ୍ତରୀୟ ବୈଠକରେ କରୋନା ଭାଇରସ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

January 25th, 07:46 pm

ଚୀନରେ କରୋନା ଭାଇରସ ବ୍ୟାପିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।

ଏନଡିଏମଏର 15ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କ ସମ୍ବୋଧନ

September 27th, 07:33 pm

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡଃ ପିକେ ମିଶ୍ର ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ର 15ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଥିଲେ ।