Embrace challenges over comforts: PM Modi at IIT, Kanpur
December 28th, 11:02 am
Prime Minister Narendra Modi attended the 54th Convocation Ceremony of IIT Kanpur. The PM urged the students to become impatient for a self-reliant India. He said, Self-reliant India is the basic form of complete freedom, where we will not depend on anyone.ଆଇଆଇଟି କାନପୁରର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗେଦେଲେ ପ୍ରଧାନମନ୍ତ୍ରୀ
December 28th, 11:01 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୨୮-୧୨-୨୦୨୧) ଆଇଆଇଟି କାନପୁର ୫୪ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ସାମୁହିକ ଭାବେ ଡିଜିଟାଲ ସ୍ନାତକ ଉପାଧି ପ୍ରଦାନ କରିଛନ୍ତି ।106ତମ ବିଜ୍ଞାନ କଂଗ୍ରେସର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 03rd, 11:29 am
ମଞ୍ଚ ଉପରେ ବିରାଜମାନ ପଞ୍ଜାବର ରାଜ୍ୟପାଳ ଶ୍ରୀ ବି ପି ସି, ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଡକ୍ଟର ହର୍ଷବର୍ଦ୍ଧନ, ଅନ୍ୟ ଗଣ୍ୟମାନ୍ୟ ଅତିଥିଗଣ, ଏଠାରେ ଉପସ୍ଥିତ ଛାତ୍ରଛାତ୍ରୀଗଣ ଏବଂ ପ୍ରତିନିଧିବୃନ୍ଦ, ଆପଣମାନଙ୍କୁ ସମସ୍ତଙ୍କୁ ମୋର ନୂତନ ବର୍ଷର ଶୁଭକାମନା ।106ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 03rd, 11:27 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 106ତମ ଭାରତୀୟ ବିଜ୍ଞାନ କଂଗ୍ରେସର ପ୍ରାରମ୍ଭିକ ଅଧୀବେଶନ ଓ ସମାରୋହକୁ ଉଦଘାଟନ କରିଛନ୍ତି ।"ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ "
August 11th, 12:10 pm
ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ଆଇଆଇଟି ବମ୍ବେର ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇଆଇଟି ହେଉଛି 'ଭାରତର ଇନଷ୍ଟ୍ରୁମେଣ୍ଟ ଅଫ ଟ୍ରାନ୍ସଫୋର୍ମେଶନ ' । ପ୍ରଧାନମନ୍ତ୍ରୀ ମୋଦୀ ବିଦ୍ୟାର୍ଥୀମାନଙ୍କୁ ଭାରତରେ ନବାଚାର କରିବା ଏବଂ ମାନବତା କଲ୍ୟାଣ ପାଇଁ ନବୀନତାର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ,'' ଉନ୍ନତ କୃଷି ଉତ୍ପାଦକତା ସୁନିଶ୍ଚିତ କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ କମ କରିବାରେ ସ୍ୱଚ୍ଛ ଉର୍ଜାରୁ ଜଳ ସଂରକ୍ଷଣ ପର୍ଯ୍ୟନ୍ତ ,କୁପୋଷଣକୁ ପ୍ରଭାବୀ ଢଙ୍ଗରେ କମ କରିବାଠୁ ନେଇ ଅପବ୍ୟୟ ସଂଚାଳନ ପର୍ଯ୍ୟନ୍ତ ,ଆମେ ଏହା ସୁନିଶ୍ଚିତ କରିବାକୁ ଅଛି ଯେ ଭାରତୀୟ ପ୍ରୟୋଗଶାଳା ଏବଂ ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବାଚାର ସୁନିଶ୍ଚିତ ହେଉ ।ଆଇଆଇଟି ବମ୍ବେର 56ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
August 11th, 12:10 pm
ଆଜି ହେଉଛି 11 ଅଗଷ୍ଟ, 110 ବର୍ଷ ପୂର୍ବେ ଦେଶର ସ୍ୱାଧୀନତା ପାଇଁ ଆଜିର ଦିନରେ ହିଁ, ଖୁଦୀରାମ ବୋଷ ମାତୃଭୂମି ପାଇଁ ନିଜର ସର୍ବସ୍ୱ ତ୍ୟାଗ କରି ଦେଇଥିଲେ । ମୁଁ ସେହି ବୀର ବିପ୍ଳବୀଙ୍କୁ ପ୍ରଣାମ କରୁଛି, ଦେଶ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।ସ୍ମାର୍ଟ ଇଣ୍ଡିଆ ହାକାଥନ-2018ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
March 30th, 09:27 pm
ଦେଶର ଭିନ୍ନ ଭିନ୍ନ କୋଣରେ ରାତି ଆଠଟା ସାଢେ ଆଠଟାରେ ଦେଶର ଉନ୍ନତି ପାଇଁ ମୋ ଦେଶର ଯୁବକମାନେ ଦେଶପାଇଁ ଏତେ ବଡ଼ ଯଜ୍ଞରେ ଯୋଡି ହୋଇଛନ୍ତି – ମୋ ଦେଶ ବଦଳୁଛି, ଆଗକୁ ବଢୁଛି ।ସ୍ମାର୍ଟ ଇଣ୍ଡିଆ ହାକାଥନ- 2018ର ଉଦ୍ଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ; ଭିଡିଓ କନଫେରେନ୍ସିଂ ମାଧ୍ୟମରେ ବିଭିନ୍ନ କେନ୍ଦ୍ରର ଅଂଶଗ୍ରହଣକାରୀଙ୍କ ସହ କଲେ ମତବିନିମୟ; ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଇପିପିପି-ଉଦ୍ଭାବନ, ପେଟେଣ୍ଟ, ଉତ୍ପାଦନ ଏବଂ ସମୃଦ୍ଧି’ ର ମନ୍ତ୍ର ପ୍ରଦାନ
March 30th, 09:20 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫେରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ ଚୁଡାନ୍ତ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇଛନ୍ତି ।ମଣିପୁରରେ ଆୟୋଜିତ 105ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 16th, 11:32 am
ନିକଟ ଅତୀତରେ ପରଲୋକ ଗମନ କରିଥିବା ତିନି ଜଣ ଅତ୍ୟନ୍ତ ସମ୍ମାନାସ୍ପଦ ଭାରତୀୟ ବୈଜ୍ଞାନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି । ସେମାନେ ହେଲେ ପଦ୍ମବିଭୂଷଣ ପ୍ରଫେସର ଯଶପାଲ, ପଦ୍ମ ବିଭୂଷଣ ପ୍ରଫେସର ୟୁଆର ରାଓ ଏବଂ ପଦ୍ମଶ୍ରୀ ଡ. ବଳଦେବ ରାଜ । ଏମାନେ ସମସ୍ତେ ଭାରତୀୟ ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।କର୍ଣ୍ଣାଟକର ଟୁମକୁରୁ ଠାରେ ଆୟୋଜିତ ଯୁବ ସମାବେଶକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ (ଭିଡିଓ କନଫରେନ୍ସ ଜରିଆରେ)
March 04th, 04:24 pm
ପରମ ଶ୍ରଦ୍ଧେୟ ସ୍ୱାମୀ ଗୌତମାନନ୍ଦ ମହାରାଜ, ସ୍ୱାମୀ ଜୀତକାମାନନ୍ଦ ମହାରାଜ, ସ୍ୱାମୀ ନିର୍ଭୟାନନ୍ଦ ସରସ୍ୱତୀ, ସ୍ୱାମୀ ବୀରେଶାନନ୍ଦ ସରସ୍ୱତୀ ମହାରାଜ, ସ୍ୱାମୀ ପରମାନନ୍ଦନ ମହାରାଜ, ଦେଶର କୋଣ ଅନୁକୋଣରୁ ଉପସ୍ଥିତ ଋଷି-ମୁନୀ-ସନ୍ଥଗଣ ଏବଂ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ମୋର ଯୁବ ବନ୍ଧୁଗଣ ।ರಾಮಕೃಷ್ಣ-ವಿವೇಕಾನಂದ ಆಶ್ರಮ, ರಾಮಕೃಷ್ಣ ನಗರ, ತುಮಕೂರು ಇಲ್ಲಿನ ಯುವ ಸಮ್ಮೇಳನ ಹಾಗೂ ಸಾಧು-ಭಕ್ತ ಸಮ್ಮೇಳನದಲ್ಲಿ ಗೌರವಾನ್ವಿತ ಪ್ರಧಾನ ಮಂತ್ರಿ ಇವರ ಭಾಷಣ
March 04th, 03:23 pm
ರಾಮಕೃಷ್ಣ-ವಿವೇಕಾನಂದ ಆಶ್ರಮ, ರಾಮಕೃಷ್ಣ ನಗರ, ತುಮಕೂರು ಇಲ್ಲಿನ ಯುವ ಸಮ್ಮೇಳನ ಹಾಗೂ ಸಾಧು-ಭಕ್ತ ಸಮ್ಮೆಳನದಲ್ಲಿ ಗೌರವಾನ್ವಿತ ಪ್ರಧಾನ ಮಂತ್ರಿ ಇವರ ಭಾಷಣକର୍ଣ୍ଣାଟକର ଟୁମକୁରୁଠାରେ ଯୁବ ସମ୍ମେଳନକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ
March 04th, 12:04 pm
କର୍ଣ୍ଣାଟକର ଟୁମକୁରୁଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୁବ ସମ୍ମେଳନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି । ଏହି ସମ୍ମେଳନ ଯୁବଶକ୍ତି-ନୂତନ ଭାରତର ସଂକଳ୍ପ ବିଷୟବସ୍ତୁ ଉପରେ ଆୟୋଜନ କରାଯାଇଥିଲା ।ପରୀକ୍ଷା ପେ ଚର୍ଚ୍ଚା – ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
February 16th, 02:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ସମ୍ପର୍କିତ ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଟାଉନ ହଲ ଅଧିବେଶନରେ ମତବିନିମୟ କରିଥିଲେ । ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ତାଙ୍କୁ ବିଭିନ୍ନ ଟିଭି ନ୍ୟୁଜ ଚାନେଲ, ନରେନ୍ଦ୍ର ମୋଦୀ ମୋବାଇଲ ଆପ ଏବଂ ମାଇଁଗଭ ପ୍ଲାଟଫର୍ମରେ ପ୍ରଶ୍ନ ପଚାରିଥିଲେ ।