ପାଲି ସାଂସଦ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
February 03rd, 12:00 pm
ପାଲିରେ ନିଜର କ୍ରୀଡ଼ା ପ୍ରତିଭାର ଉତ୍ତମ ପ୍ରଦର୍ଶନ କରିଥିବା ସମସ୍ତ ଖେଳାଳିଙ୍କୁ ଅନେକ ଅନେକ ଅଭିନନ୍ଦନ। କ୍ରୀଡ଼ାରେ କେବେ ବି ପରାଜୟ ହୋଇନଥାଏ। ଖେଳରେ ହୁଏତ ଆପଣ ଜିତିବେ କିମ୍ବା ଆପଣ କିଛି ଶିଖିବେ। ତେଣୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଖେଳାଳିଙ୍କ ସହ ସେମାନଙ୍କ ପ୍ରଶିକ୍ଷକ, ସେଠାରେ ଉପସ୍ଥିତ ଥିବା ପରିବାର ସଦସ୍ୟମାନଙ୍କୁ ମଧ୍ୟ ମୁଁ ଶୁଭେଚ୍ଛା ଜଣାଉଛି।ପାଲି ସାଂସଦ ଖେଳ ମହାକୁମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 03rd, 11:20 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୩.୦୨.୨୦୨୪) ଆଭାସୀ ମାଧ୍ୟମରେ ପାଲି ସାଂସଦ ଖେଳ ମହାକୁମ୍ଭ କୁ ସମ୍ବୋଧିତ କରିଛନ୍ତି । ଉଲ୍ଲେଖନୀୟ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ ନିମନ୍ତେ ଅଂଶଗ୍ରହଣକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଖେଳରେ କେବେ ମଧ୍ୟ କୌଣସି ପରାଜୟ ନ ଥାଏ, ଆପଣମାନେ ବିଜୟୀ ହେବେ, ନ ହେଲେ କିଛି ଶିଖିବେ । ସେଥିପାଇଁ ମୁଁ କେବଳ କ୍ରୀଡାବିତ୍ ନୁହେଁ, ସେମାନଙ୍କ ପ୍ରଶିକ୍ଷକ ଓ ଏଠାରେ ଉପସ୍ଥିତ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଉଛି ।”ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ପ୍ରଥମ ପର୍ଯ୍ୟାୟ ଛାତ୍ରାବାସର ଭୂମି ପୂଜନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 15th, 11:07 am
କାର୍ଯ୍ୟକ୍ରମରେ ଉପସ୍ଥିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ସରକାରରେ ମୋର ସହଯୋଗୀ ଶ୍ରୀ ମନସୁଖ ମାଣ୍ଡବ୍ୟ, ଶ୍ରୀ ପୁରୁଷୋତମ ଭାଇ ରୁପାଲା, ଦର୍ଶନା ବେନ୍, ଲୋକସଭାରେ ମୋର ସାଂସଦ ସାଥୀ ଏବଂ ଗୁଜରାଟ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଶ୍ରୀ ସି. ଆର୍. ପାଟିଲ ମହୋଦୟ, ସୌରାଷ୍ଟ୍ର ପଟେଲ ସେବା ସମାଜର ଅଧ୍ୟକ୍ଷ ଶ୍ରୀ କାନ୍ଜୀ ଭାଇ, ସେବା ସମାଜର ସମସ୍ତ ସମ୍ମାନିତ ସଦସ୍ୟଗଣ ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ମୋର ଭାଇ ଓ ଭଉଣୀମାନେ! \'ସୌରାଷ୍ଟ୍ର ପଟେଲ ସେବା ସମାଜ\' ଦ୍ୱାରା ଆଜି ବିଜୟା ଦଶମୀ ଅବସରରେ ଏକ ପବିତ୍ର କାର୍ଯ୍ୟର ଶୁଭାରମ୍ଭ କରାଯାଉଛି । ମୁଁ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ଦେଶକୁ ବିଜୟା ଦଶମୀର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରୁଛି ।ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
October 15th, 11:06 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରତରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ନିର୍ମିତ ହଷ୍ଟେଲ ଫେଜ-୧ର ଭୂମିପୂଜନ ସମାରୋହରେ ଭାଗ ନେଇଥିଲେ ।ବାଙ୍ଗାଲୁରୁଠାରେ ଚତୁର୍ଦ୍ଦଶ ପ୍ରବାସୀ ଭାରତୀୟ ଦିବସ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ଅଭିଭାଷଣ (ଜାନୁୟାରୀ 08, 2017)
January 08th, 11:45 am
PM Narendra Modi while addressing the Pravasi Bharatiya Divas in Bengaluru, hailed the contributions made by Indian diaspora to the nations across the world. “Indian diaspora represents the best of Indian culture, ethos and values,” PM said. The Prime Minister addressed concerns of Indian diaspora and spoke about development of NRIs across the world. “The security of Indian nationals abroad is of utmost importance to us”, the PM added.Prime Minister to lay foundation of first ever Indian Institute of Skills in India at Kanpur Tomorrow
December 18th, 06:07 pm
Prime Minister Shri Narendra Modi will lay the foundation stone of the first “Indian Institute of Skills” in the country at Kanpur, Uttar Pradesh. The Institute has been conceptualized by Shri Narendra Modi during his visit to Singapore’s Institute of Technical Education.Social Media Corner - 2nd July 2016
July 02nd, 07:10 pm