ସହଜ ବ୍ୟବସାୟ ପଦ୍ଧତି ସଂକ୍ରାନ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (04.11.2017)

November 04th, 10:26 am

ବିଶ୍ୱ ବ୍ୟାଙ୍କ ସିଇଓ ସୁଶ୍ରୀ କ୍ରିଷ୍ଟାଲିନା ଜର୍ଜିଏଭା, ମନ୍ତ୍ରିପରିଷଦରେ ମୋର ସହଯୋଗୀ, ବରିଷ୍ଠ ଅଧିକାରୀ, ବ୍ୟବସାୟିକ ନେତୃମଣ୍ଡଳୀ, ମହିଳା ଓ ଭଦ୍ରବ୍ୟକ୍ତିମାନେ ।

ପ୍ରତ୍ୟୋକ ନାଗରିକଙ୍କୁ ଏହା ଅନୁଭବ ହେବା ଆବଶ୍ୟକ ଯେ ,ଏଇଟା ମୋର ଦେଶ ଏବଂ ଦେଶ ପାଇଁ କାମ କରିବାକୁ ପଡିବ :ପ୍ରଧାନମନ୍ତ୍ରୀ ମୋଦୀ

August 22nd, 05:42 pm

ନୀତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ “ପରିବର୍ତ୍ତନର ଚାମ୍ପିୟନ- ଜି-2-ବି ଭାଗିଦାରୀତା ମାଧ୍ୟମରେ ଭାରତର ସଂସ୍କାରମୂଳକ ପରିବର୍ତ୍ତନ” ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଗତ ସପ୍ତାହରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କରିଥିବା ବେଳେ ଆଜି ଦ୍ୱିତୀୟ ବାର ଯୁବ ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି ।

ନୀତି ଆୟୋଗଙ୍କ ଦ୍ୱାରା “ପରିବର୍ତ୍ତନର ଚାମ୍ପିୟନ” କାର୍ଯ୍ୟକ୍ରମ ଯୁବ ସିଇଓମାନଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

August 22nd, 05:41 pm

ନୀତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପ୍ରବାସୀ ଭାରତୀୟ କେନ୍ଦ୍ରଠାରେ “ପରିବର୍ତ୍ତନର ଚାମ୍ପିୟନ- ଜି-2-ବି ଭାଗିଦାରୀତା ମାଧ୍ୟମରେ ଭାରତର ସଂସ୍କାରମୂଳକ ପରିବର୍ତ୍ତନ” ଶୀର୍ଷକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଗତ ସପ୍ତାହରେ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କରିଥିବା ବେଳେ ଆଜି ଦ୍ୱିତୀୟ ବାର ଯୁବ ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି ।

ଅଭିନବୀକରଣ ହିଁ ଜୀବନ । ଯଦି ଅଭିନବ ନାହିଁ ତ ସ୍ଥିରତା ରହିଛି । ଅଭିନବରୁ ପରିବର୍ତନ ଆସିଥାଏ :ପ୍ରଧାନମନ୍ତ୍ରୀ ମୋଦୀ

August 17th, 05:44 pm

ଆଜି ଯୁବ ଉଦ୍ୟୋଗୀମାନଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ ,''ଅଭିନବୀକରଣ ହିଁ ଜୀବନ । ଯେଉଁଠି ଅଭିନବ ନାହିଁ ସେଇଠି ସ୍ଥିରତା ରହିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର କୋଟି କୋଟି ସାଧାରଣ ନାଗରିକମାନଙ୍କ ସାମୂହିକ ଉଦ୍ୟମ ବଳରେ ହିଁ ନିଉ ଇଣ୍ଡିଆ ବା ନୂଆ ଭାରତ ଗଠନ କରାଯାଇପାରିବ । ଏହି ଜାତୀୟ ପ୍ରୟାସରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ନୀତି ଆୟୋଗଙ୍କ ଦ୍ୱାରା “ପରିବର୍ତ୍ତନର ଚାମ୍ପିୟନ” କାର୍ଯ୍ୟକ୍ରମ

August 17th, 05:43 pm

ପ୍ରଶାସନରେ ପରିବର୍ତ୍ତନ ଓ ସଂସ୍କାର ଆଣିବା ଦିଗରେ ନବସୃଜନ ଓ ପ୍ରଯୁକ୍ତି କୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସମାଜରେ ଏସବୁ କୌଶଳକୁ ଆପଣେଇଲେ ହିଁ ଲୋକଙ୍କୁ ପ୍ରଶାସନର ଉତ୍ତମ ସୁଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ନିତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଗୁରୁବାର (17.8.2017) ଆୟୋଜିତ ଯୁବ ଉଦ୍ୟୋଗୀମାନଙ୍କ କାର୍ଯ୍ୟକ୍ରମ- “ପରିବର୍ତ୍ତନର ଚାମ୍ପିୟନ”ରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।

Through technology driven governance we are creating a modern India: PM Modi

June 25th, 11:43 pm

PM Narendra Modi while interacting with the Indian community in Washington DC said that the diaspora rejoiced whenever there was good news from India, and wanted India to scale newer heights. He appreciated the role played by the diaspora in contributing towards the American economy. The PM also spoke about terrorism, and said the world now understood the threat it posed.

ୱାଂଶିଟନ ଡିସିଠାରେ ଭାରତୀୟ ସମୁଦାୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

June 25th, 11:42 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଂଶିଟନ ଡିସିଠାରେ ଭାରତୀୟ ସମୁଦାୟର ଲୋକଙ୍କ ସହ ମତବିନିମୟ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର କୌଣସି ଏକ ସୁଖବର ଓ ସଫଳତାରେ ଦରିଆପାରି ଭାରତୀୟ ବଂଶୋଦ୍ଭବମାନେ ଖୁସିରେ ଉତଫୁଲ୍ଲିତ ହୋଇଥାନ୍ତି । ଭାରତ ସଫଳତାର ସିଢ଼ିରେ ଆଗକୁ ବଢ଼ିବା ଲାଗି ସେମାନେ ସଦାସର୍ବଦା କାମନା କରିଥାନ୍ତି । ଆମେରିକୀୟ ଅର୍ଥନୀତିକୁ ସମୃଦ୍ଧି କରିବା ଦିଗରେ ସେମାନଙ୍କ ଭୂମିକାକୁ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ ।

Let us view our diaspora not only in terms of 'Sankhya' but let us see it as 'Shakti': PM Modi

October 02nd, 09:00 pm

PM Narendra Modi inaugurated the Pravasi Bharatiya Kendra in New Delhi. He said the Indian diaspora should be looked at, not just in terms of its numbers, but also in terms of its strength. He said that for years the term “brain drain” has been in vogue. But if we look at the diaspora as our strength we can convert it this to “brain gain.”

ପ୍ରବାସୀ ଭାରତୀୟ କେନ୍ଦ୍ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

October 02nd, 08:59 pm

PM Narendra Modi today inaugurated Pravasi Bharatiya Kendra. Speaking at the event, PM said that we must not view our diaspora in terms of 'Sankhya' but should see them as 'Shakti'. The Prime Minister emphasized the role that our diaspora could play in furthering India's engagement with the world. PM Modi also felicitated the winners of 'Bharat Ko Janiye' quiz competition.