The relationship between India and Kuwait is one of civilizations, seas and commerce: PM Modi
December 21st, 06:34 pm
PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.Prime Minister Shri Narendra Modi addresses Indian Community at ‘Hala Modi’ event in Kuwait
December 21st, 06:30 pm
PM Modi addressed a large gathering of the Indian community in Kuwait. Indian nationals representing a cross-section of the community in Kuwait attended the event. The PM appreciated the hard work, achievement and contribution of the community to the development of Kuwait, which he said was widely recognised by the local government and society.ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
January 09th, 09:15 am
ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେ ବିଶ୍ୱବ୍ୟାପୀ ପ୍ରବାସୀ ଭାରତୀୟଙ୍କ ଅବଦାନ ଏବଂ ଉପଲବ୍ଧିକୁ ମଧ୍ୟ ସ୍ୱୀକାର କରିଛନ୍ତି ।୧୭ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ସୁରିନାମ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
January 09th, 05:39 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ ସୁରିନାମ ରାଷ୍ଟ୍ରପତି ମହାମହିମ ଚନ୍ଦ୍ରିକାପେରସାଦ ସନ୍ତୋଖିଙଅକୁ ଭେଟିଛନ୍ତି । । ଜାନୁୟାରୀ ୭ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ସନ୍ତୋଖି ୧୭ତମ ପିବିଡିର ସ୍ୱତନ୍ତ୍ର ଅତିଥି ହୋଇଛନ୍ତି ।୧୭ତମ ପ୍ରବାସୀ ଭାରତୀୟ ଦିବସ ଅବସରରେ ଗୁଏନା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
January 09th, 05:31 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ (ପିବିଡି) ଅବସରରେ କୋଅପରେଟିଭ ରିପବ୍ଲିକ ଅଫ ଗୁଏନାର ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଇରଫାନ ଅଲ୍ଲୀଙ୍କୁ ଭେଟିଛନ୍ତି । ଜାନୁୟାରୀ ୮ରୁ ୧୪, ୨୦୨୩ ପର୍ଯ୍ୟନ୍ତ ଔପଚାରିକ ଭାରତ ଗସ୍ତରେ ଥିବା ରାଷ୍ଟ୍ରପତି ଇରଫାନ ଅଲ୍ଲୀ ୧୭ତମ ପିବିଡିର ମୁଖ୍ୟ ଅତିଥି ।ମଧ୍ୟପ୍ରଦେଶର ଇଂଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
January 09th, 12:00 pm
ଗୁୟାନର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ ଅଲି ଜୀ, ସୁରୀନାମର ରାଷ୍ଟ୍ରପତି ଶ୍ରୀ ଚନ୍ଦ୍ରିକା ପ୍ରସାଦ ସନ୍ତୋଷ ଜୀ, ମଧ୍ୟ ପ୍ରଦେଶର ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜୀ, ମନ୍ତ୍ରିମଣ୍ଡଳ ଅନ୍ୟ ସହଯୋଗୀଗଣ ଏବଂ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ସମଗ୍ର ବିଶ୍ୱରୁ ଆସିଥିବା ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ!ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୧୭ ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି
January 09th, 11:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ୧୭ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ ସ୍ମାରକ ଡାକ ଟିକଟ ‘ସୁରକ୍ଷିତ୍ ଜୟେନ, ପ୍ରଶିକ୍ଷିତ ଜୟେନ’ ଜାରି କରିଥିଲେ ଏବଂ ‘ଆଜାଦୀର ଅମୃତ ମହୋତ୍ସବ - ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରବାସୀ ଭାରତୀୟ ମାନଙ୍କର ଯୋଗଦାନ’ ବିଷୟବସ୍ତୁ ଉପରେ ପ୍ରଥମ ଡିଜିଟାଲ୍ ପିବିଡି ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିଥିଲେ ।ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଇନ୍ଦୋର ଠାରେ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ
January 08th, 05:54 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବା ପାଇଁ ଆସନ୍ତାକାଲି ଇନ୍ଦୋର ଗସ୍ତ କରିବେ ।ଷୋଡଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 09th, 10:31 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 09th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ ଦେଶଗୁଡ଼ିକରେ କରୋନା ମହାମାରୀ ବେଳେ ସେମାନଙ୍କ ଭୂମିକା ପାଇଁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ବିଭିନ୍ନ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କ ସହ କଥା ହେବାବେଳେ ସେମାନେ ପ୍ରବାସୀ ଭାରତୀୟଙ୍କୁ ପ୍ରଶଂସା କରିଥାନ୍ତି । ଏହି ସମୟରେ ସେ ବହୁତ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କ ରାଷ୍ଟ୍ରରେ ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ସାଧାରଣ ନାଗରିକ ଭାବେ ଭାରତୀୟଙ୍କ ଯୋଗଦାନକୁ ନେତାମାନେ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ ବିରୋଧରେ ଭାରତର ଲଢ଼େଇରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ମୋଦୀ ପ୍ରଶଂସା କରିଛନ୍ତି ।ଜାନୁଆରୀ 9ତାରିଖରେ ପ୍ରବାସୀ ଭାରତୀୟ ଦିବସ – 2021 ସମ୍ମିଳନୀକୁ ଉଦଘାଟନ କରିକରିବେ ପ୍ରଧାନମନ୍ତ୍ରୀ
January 07th, 07:29 pm
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ପ୍ରମୁଖ ସମାରୋହ ପ୍ରବାସୀ ଭାରତୀୟ ଦିବସ (ପିବିଡି) ସମ୍ମିଳନୀ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ପରସ୍ପର ସହିତ ଯୋଡିହେବାର ଗୁରୁତ୍ବପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥାଏ। ପ୍ରବାସୀମାନଙ୍କ ମାନସିକତାକୁ ଦୃଷ୍ଟିରେ ରଖି କୋଭିଡ ମହାମାରୀ ସମୟରେ ମଧ୍ୟ ଜାନୁଆରୀ 9 ତାରିଖରେ 16ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆୟୋଜନ କରାଯିବ । ଏହି ସମ୍ମିଳନୀ ଭର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେବ। ପୂର୍ବରୁ ଏଥିପାଇଁ ବିଭିନ୍ନ ପ୍ରସ୍ତୁତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରବାସୀ ଭାରତୀୟ ଦିବସର ବିଷୟବସ୍ତୁ ରହିଛି ‘ଆତ୍ମ ନିର୍ଭର ଭାରତ ପାଇଁ ଯୋଗଦାନ’ ।ମରିସସରେ ମେଟ୍ରୋ ଏକ୍ସପ୍ରେସ ଓ ଇଏନଟି ହସପିଟାଲର ମିଳିତ ଭିଡିଓ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 03rd, 04:00 pm
ମରିସସ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ପ୍ରବିନ୍ଦ ଜଗନ୍ନାଥଜୀ, ମରିସସର ବରିଷ୍ଠ ମନ୍ତ୍ରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି, ସମ୍ମାନନୀୟ ଅତିଥି, ବନ୍ଧୁଗଣ, ନମସ୍କାର! ବୋଞ୍ଜୋର! ଶୁଭ ସନ୍ଧ୍ୟା! ମରିସସରେ ଥିବା ଆମର ସମସ୍ତ ବନ୍ଧୁମାନଙ୍କୁ ମୁଁ ଅତି ଉଦାର ପୂର୍ବକ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ।ମରିସସରେ ମେଟ୍ରୋ ଏକ୍ସପ୍ରେସ ଓ ଇଏନଟି ହସପିଟାଲର ମିଳିତ ଉଦଘାଟନ
October 03rd, 03:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମରିସସ ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବିନ୍ଦ ଜଗନ୍ନାଥ ମିଳିତ ଭାବେ ଆଜି ଭିଡିଓ ଲିଙ୍କ ଜରିଆରେ ମରିସସରେ ନୂଆ ଇଏନଟି ହସପିଟାଲ ଓ ମେଟ୍ରୋ ଏକ୍ସପ୍ରେସର ଉଦଘାଟନ କରିଛନ୍ତି ।We will break the backbone of terrorism in Jammu and Kashmir and fight it with all our might: PM Modi
February 03rd, 03:57 pm
PM Modi today launched multiple development projects in Srinagar. Speaking to a gathering, PM Modi highlighted how in the last five years India has become a startup and innovation hub. He also spoke about the Centre's focus on healthcare and highlighted how the Ayushman Bharat Yojana is benefiting lakhs of people across the nation.ସନ୍ତ୍ରାସବାଦକୁ କଡା ଜବାବ ଦେବେ ସରକାର: ପ୍ରଧାନମନ୍ତ୍ରୀ
February 03rd, 03:57 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେଉଁମାନେ ଜାମ୍ମୁ ଏବଂ କାଶ୍ମୀରରେ ସନ୍ତ୍ରାସବାଦ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଡା ଜବାବ ଦିଆଯିବ । ଶ୍ରୀନଗରରେ ଆଜି ଏକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଲେ, “ଆମେ ପ୍ରତ୍ୟେକ ସନ୍ତ୍ରାସବାଦୀ ସହ କଡା ମୁକାବିଲା କରିବୁ । ଆମେ ଜାମ୍ମୁ କାଶ୍ମୀରରେ ସନ୍ତ୍ରାସବାଦର ମେରୁଦଣ୍ଡ ଭାଙ୍ଗିଦେବୁ ଏବଂ ସମସ୍ତ ଶକ୍ତିର ସହ ଏହା ବିରୋଧରେ ଲଢ଼େଇ କରିବୁ ।”ବାରଣାସୀର ଦୀନ ଦୟାଲ ହସ୍ତକଳା ସଙ୍କୁଳଠାରେ ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 22nd, 05:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଦୀନ ଦୟାଲ ହସ୍ତକଳା ସଙ୍କୁଳଠାରେ ଉତ୍କର୍ଷ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ।ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳନୀର ପଞ୍ଚଦଶ ସଂସ୍କରଣକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 22nd, 11:02 am
ଆଜି ବାରଣାସୀର ଦିନଦୟାଲ ହସ୍ତକଳା ସଂକୁଳଠାରେ ପ୍ରବାସୀ ଭାରତୀୟ ଦିବସ ସମାରୋହର ପଞ୍ଚଦଶ ସଂସ୍କରଣର ପୂର୍ଣ୍ଣାଙ୍ଗ ଅଧିବେଶନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।ଉତ୍ତର ପ୍ରଦେଶର ବାରଣାସୀଠାରେ 15ତମ ପ୍ରବାସୀ ଭାରତୀୟ ଦିବସ 2019 ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 22nd, 11:02 am
ମରିସସର ପ୍ରଧାନମନ୍ତ୍ରୀ ମହାମହିମ, ପ୍ରବୀନ୍ଦ ଜଗନ୍ନାଥ ମହୋଦୟ, ତାଙ୍କ ପତ୍ନୀ ଶ୍ରୀମତୀ କବିତା ଜଗନ୍ନାଥ ମହୋଦୟା, ଉତ୍ତରପ୍ରଦେଶର ରାଜ୍ୟପାଳ ଶ୍ରୀମାନ ରାମ ନାଏକ ମହୋଦୟ, କେନ୍ଦ୍ରୀୟ ମନ୍ତ୍ରୀପରିଷଦରେ ମୋର ସହଯୋଗୀ ସୁଷମା ସ୍ୱରାଜ ମହାଶୟା, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମହାଶୟ, ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ମହୋଦୟ, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ମହାଶୟ, ମନ୍ତ୍ରୀପରିଷଦରେ ମୋର ସହଯୋଗୀ ଆଉ ସାରା ବିଶ୍ୱରୁ ଆସିଥିବା ଏବଂ କାଶୀ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22 ଜାନୁଆରୀ, 2019ରେ ବାରଣାସୀଠାରେ ଉଦ୍ଘାଟନ କରିବେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ;
January 21st, 02:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22 ଜାନୁଆରୀ, 2019ରେ ଉତ୍ତରପ୍ରଦେଶର ବାରାଣାସୀଠାରେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦ୍ଘାଟନ କରିବେ ।As a citizen of India, we have the right and duty to ensure that our name is on the voters' list: PM Modi
August 29th, 09:16 am
Prime Minister Shri Narendra Modi today interacted with BJP karyakartas and volunteers of Varanasi through Narendra Modi App.