ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ “ପରୀକ୍ଷା ପେ ଚର୍ଚ୍ଚା”ରେ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
January 29th, 10:17 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମଠାରେ “ପରୀକ୍ଷା ପେ ଚର୍ଚ୍ଚା”ର ଦ୍ଵିତୀୟ ସଂସ୍କରଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ଆଲୋଚନା କରିଥିଲେ । ଏହି ବାର୍ତ୍ତାଳାପ 90 ମିନିଟରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିଲା । ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ସହଜ ଭାବେ, ହସିହସି ଏବଂ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣୀକୁ ଲଗାତାର ଭାବେ ପ୍ରଶଂସା କରୁଥିଲେ, ଯେଉଁଥିରେ ବ୍ୟଙ୍ଗ ଏବଂ ବାକପଟୁତାର ଛିଟା ରହିଥିଲା ।ପରୀକ୍ଷା ପେ ଚର୍ଚ୍ଚାର ଦ୍ଵିତୀୟ ସଂସ୍କରଣରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
January 29th, 10:17 am
ଗତ ବର୍ଷ ମଧ୍ୟ ମୋତେ ସେହି ଛାତ୍ରଛାତ୍ରୀମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଥିଲା ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ଏଥର ମଧ୍ୟ ମୋତେ ସୁଯୋଗ ମିଳିଛି, ମୁଁ ଶିକ୍ଷା ବିଭାଗ ନିକଟରେ କୃତଜ୍ଞ ଯେ ମୋତେ ଆପଣମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ଦେଲେ ।ପରୀକ୍ଷା ପେ ଚର୍ଚ୍ଚା – ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ
February 16th, 02:14 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପରୀକ୍ଷା ସମ୍ପର୍କିତ ବିଷୟ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଟାଉନ ହଲ ଅଧିବେଶନରେ ମତବିନିମୟ କରିଥିଲେ । ନୂଆଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଥିଲେ । ଏଥିସହିତ ଛାତ୍ରଛାତ୍ରୀ ତାଙ୍କୁ ବିଭିନ୍ନ ଟିଭି ନ୍ୟୁଜ ଚାନେଲ, ନରେନ୍ଦ୍ର ମୋଦୀ ମୋବାଇଲ ଆପ ଏବଂ ମାଇଁଗଭ ପ୍ଲାଟଫର୍ମରେ ପ୍ରଶ୍ନ ପଚାରିଥିଲେ ।ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 6, 2017
August 06th, 06:46 pm
ସୋସିଆଲ ମିଡିଆରୁ ଗଭରନାନ୍ସ ଅପଡେଟର ପ୍ରତିଦିନ ଡୋଜ । ଗଭରନାନ୍ସରେ ଆପଣଙ୍କ ଟ୍ୱିଟ ଏଠାରେ ପ୍ରତିଦିନ ପାଇପାରିବେ । ପଢନ୍ତୁ ଏବଂ ସେର କରନ୍ତୁ ।Shri Modi's book 'Aankh Aa Dhanya Che' released in Sanskrit
November 20th, 10:06 pm
Shri Narendra Modi's book 'Aankh Aa Dhanya Che' has been translated into Sanskrit by eminent scholar Dr. Rajalakshmi Srinivasan. Shri Modi originally wrote the book in Gujarati. The book contains poems penned by Shri Narendra Modi on nature.