ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡାଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନରେ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
August 03rd, 10:52 pm
ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ୍ ଡି ଦେବେଗୌଡା ଆଜି ରାଷ୍ଟ୍ରୀୟ ରାଜଧାନୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି।ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶନ କରିଥିବାରୁ ଖୁସି ଅନୁଭବ କରୁଛି : ପ୍ରଧାନମନ୍ତ୍ରୀ ମୋଦୀ
January 15th, 06:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଗସ୍ତକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
April 18th, 09:52 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ଦିଲ୍ଲୀ ସ୍ଥିତ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବାକୁ ଅନୁରୋଧ କରିଛନ୍ତି ।ନେହେରୁ ସ୍ମାରକୀ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ
January 02nd, 09:57 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏମଏମଏଲ ସୋସାଇଟିର ବାର୍ଷିକ ସାଧାରଣ ସଭାରେ ଅଧ୍ୟକ୍ଷତା କରିଛନ୍ତି ଯେଉଁଠାରେ ଯୁବକମାନଙ୍କ ମଧ୍ୟରେ ଗବେଷଣା, ଛାତ୍ରବୃତ୍ତି ଏବଂ ଇତିହାସକୁ ଅଧିକ ଆକର୍ଷିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ-ସଂଗ୍ରହାଳୟକୁ ଅଧିକ ଲୋକପ୍ରିୟ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲେ ।ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
December 12th, 11:42 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବୁଲି ଦେଖିବା ପାଇଁ ନାଗରିକମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।ପିଏମ୍ ସଂଗ୍ରହାଳୟ, ୫ଜି ଶୁଭାରମ୍ଭ, ଅହମ୍ମଦାବାଦ ମେଟ୍ରୋ ଏବଂ ଅମ୍ବାଜୀ ପୁନଃନିର୍ମାଣ ଉପରେ ନାଗରିକମାନଙ୍କ ମତାମତର ଉତର ରଖିଛନ୍ତି ପ୍ରଧାନମନ୍ତ୍ରୀ
October 02nd, 08:46 pm
ପ୍ରଧାନମନ୍ତ୍ରି ଶ୍ରୀ ନରେନ୍ଦ୍ର ମୋଦୀ ୫ଜି ଶୁଭାରମ୍ଭ, ଅହମ୍ମଦାବାଦ ମେଟ୍ରୋ ଏବଂ ଅମ୍ବାଜୀ ପୁନଃନିର୍ମାଣ ଉପରେ ନାଗରିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିଛନ୍ତି ।ଲୋକକଲ୍ୟାଣ ମାର୍ଗ ସ୍ଥିତ ନିଜ ବାସଭବନରେ ନାଗାଲାଣ୍ଡ ଛାତ୍ରୀମାନଙ୍କ ପ୍ରତିନିଧି ଦଳକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ଏକ ଭାରତ ଶ୍ରେଷ୍ଠ ଭାରତ ଉପକ୍ରମ ଅନ୍ତର୍ଗତ ଏହି ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି
June 09th, 09:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ନିଜ ଲୋକକଲ୍ୟାଣ ମାର୍ଗ ବାସଭବନ ଠାରେ ନାଗାଲାଣ୍ଡରୁ ଆସିଥିବା ଏକ ମହିଳା ପ୍ରତିନିଧି ଦଳକୁ ସ୍ୱାଗତ କରିଥିଲେ । ଏକ ଭାରତ ଶ୍ରେଷ୍ଠ ଭାରତ ଉପକ୍ରମ ଅନ୍ତର୍ଗତ ଏହି ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛନ୍ତି ।Eight years of BJP dedicated to welfare of poor, social security: PM Modi
May 21st, 02:29 pm
Prime Minister Narendra Modi today addressed the BJP National Office Bearers in Jaipur through video conferencing. PM Modi started his address by recognising the contribution of all members of the BJP, from Founders to Pathfinders and to the Karyakartas in strengthening the party.ପ୍ରଧାନମନ୍ତ୍ରୀ ମୋଦୀ ଜୟପୁରରେ ବିଜେପି ଜାତୀୟ ପଦାଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି
May 20th, 10:00 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରଠାରେ ଭିଡିଓ କନଫରେନ୍ସିଂ ଜରିଆରେ ବିଜେପି ରାଷ୍ଟ୍ରୀୟ ପଦାଧିକାରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ବିଜେପିକୁ ମଜଭୁତ କରିବା ପାଇଁ ଦଳର ପ୍ରତିଷ୍ଠାତାଙ୍କ ଠାରୁ ଆରମ୍ଭ କରି ପାଥ୍ ଫାଇଣ୍ଡର ଏବଂ କାର୍ଯ୍ୟକର୍ତ୍ତାଙ୍କ ପର୍ଯ୍ୟନ୍ତ ସମସ୍ତ ସଦସ୍ୟଙ୍କ ଅବଦାନକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।ଛୋଟ ଅନଲାଇନ୍ ପେମେଣ୍ଟ ବଡ଼ ଡିଜିଟାଲ୍ ଅର୍ଥନୀତି ନିର୍ମାଣ କରୁଛି: ମନ କୀ ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦୀ
April 24th, 11:30 am
ନୂଆ ବିଷୟ ସହ, ନୂଆ ପ୍ରେରଣାଦାୟକ ଉଦାହରଣ ସହ, ନୂଆ ନୂଆ ସନ୍ଦେଶକୁ ଏକାଠି କରି ପୁଣିଥରେ ମୁଁ ଆପଣଙ୍କ ସଂଗେ ‘ମନ୍ କୀ ବାତ୍’ କରିବାକୁ ଆସିଛି । ଜାଣିଛନ୍ତି, ଏଥର ମୋତେ ସବୁଠୁ ବେଶୀ ଚିଠି ଓ ବାର୍ତ୍ତା କେଉଁ ବିଷୟକୁ ନେଇ ମିଳିଛି ? ଏହି ବିଷୟ ଏପରି ଯେ ତାହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ତିନୋଟି ସହ ସଂପୃକ୍ତ । ମୁଁ କହୁଛି ଦେଶକୁ ମିଳିଥିବା ନୂଆ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା । ଏଇ ୧୪ ଏପ୍ରିଲରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଲୋକାର୍ପଣ ହୋଇଛି ।ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ
April 14th, 05:29 pm
ଆଜି ଦେଶର ଭିନ୍ନ ଭିନ୍ନ ସ୍ଥାନରେ ପର୍ବ-ପର୍ବାଣି ଏବଂ ଉତ୍ସବ ପାଳନ କରାଯାଉଛି । ଆଜି ବୈଶାଖୀ, ବୋହାଗ, ବିହୁ, ଆଜି ଠାରୁ ଓଡ଼ିଆ ନବବର୍ଷ ମଧ୍ୟ ଆରମ୍ଭ ହେଉଛି, ଆମର ତାମିଲନାଡୁର ଭାଇ-ଭଉଣୀମାନେ ମଧ୍ୟ ନୂଆବର୍ଷର ସ୍ୱାଗତ କରୁଛନ୍ତି । ମୁଁ ସେମାନଙ୍କୁ ‘ପୁତାଣ୍ଡ’ଅବସରରେ ଶୁଭେଚ୍ଛା ଜଣାଉଛି । ଏହାବ୍ୟତୀତ ମଧ୍ୟ କେତେକ ସ୍ଥାନରେ ନବବର୍ଷ ଆରମ୍ଭ ହେଉଛି, ଅନେକ ପର୍ବ ମଧ୍ୟ ପାଳନ କରାଯାଉଛି । ମୁଁ ସମସ୍ତ ଦେଶବାସୀମାନଙ୍କୁ ସମସ୍ତ ପର୍ବ ଉପଲକ୍ଷେ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତଙ୍କୁ ଭଗବାନ ମହାବୀର ଜୟନ୍ତୀର ମଧ୍ୟ ବହୁତ ବହୁତ ଶୁଭକାମନା!PM Modi inaugurates Pradhanmantri Sanghralaya in New Delhi
April 14th, 11:00 am
PM Modi inaugurated Pradhanmantri Sanghralaya in New Delhi. Addressing a gathering on the occasion, the PM said, “Every Prime Minister of the country has contributed immensely towards achieving of the goals of constitutional democracy. To remember them is to know the journey of independent India.”ଏପ୍ରିଲ ୧୪ ତାରିଖରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
April 12th, 07:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୪ ଏପ୍ରିଲ, ୨୦୨୨ ଦିନ ପୂର୍ବାହ୍ନ ପ୍ରାୟ ୧୧ ଟା ସମୟରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରିବେ । ଆଜାଦୀ କା ଅମୃତ ମହୋତ୍ସବ ଉତ୍ସବ ଅବସରରେ ଉଦଘାଟିତ ହେବାକୁ ଯାଉଥିବା ସଂଗ୍ରହାଳୟ ଏହାର ପ୍ରଧାନମନ୍ତ୍ରୀଙ୍କ ଜୀବନ ଏବଂ ଅବଦାନ ମାଧ୍ୟମରେ ସ୍ୱାଧୀନତା ପରେ ଭାରତର କାହାଣୀ ବର୍ଣ୍ଣନା କରେ ।