ବିହାରର ଦରଭଙ୍ଗାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଓ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

November 13th, 11:00 am

ରାଜ ଜନକ, ମାତା ସୀତା, କବିରାଜ ବିଦ୍ୟାପତିଙ୍କର ଏହି ପବିତ୍ର ମିଥିଲା ଭୂମିକୁ ପ୍ରଣାମ କରୁଛି । ଜ୍ଞାନ-ଧ୍ୟାନ-ପାନ୍‌-ମାଖନ...ଏହି ସମୃଦ୍ଧ ଗୌରବମୟ ଭୂମିରେ ଆପଣମାନେ ସମସ୍ତଙ୍କୁ ଅଭିନନ୍ଦନ ଦିଅନ୍ତୁ ।

ପ୍ରଧାନମନ୍ତ୍ରୀ ବିହାରରେ ୧୨,୧୦୦ କୋଟି ଟଙ୍କାର ବହୁମୁଖୀ ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କଲେ

November 13th, 10:45 am

ବିହାରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୨,୧୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି । ବିକାଶମୂଳକ ପ୍ରକଳ୍ପ ଗୁଡ଼ିକ ସ୍ୱାସ୍ଥ୍ୟ, ରେଳ, ସଡ଼କ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ସମ୍ବନ୍ଧିତ ।

India will live as one, work as one, grow as one, fight as one, win as one: PM Modi

February 28th, 12:31 pm

Prime Minister Narendra Modi interacted with millions of booth level workers and volunteers across the country through video conferencing today. The interaction called the ‘Mahasamvad’ is part of the BJP’s public outreach campaign ‘Mera Booth, Sabse Mazboot.’

PM Modi interacts with millions of BJP booth karyakartas across the country

February 28th, 12:30 pm

Prime Minister Narendra Modi interacted with millions of booth level workers and volunteers across the country through video conferencing today. The interaction called the ‘Mahasamvad’ is part of the BJP’s public outreach campaign ‘Mera Booth, Sabse Mazboot.’

"ପ୍ରଧାନମନ୍ତ୍ରୀ ମୋଦୀ ସେଣ୍ଟ୍ରାଲ ଏବଂ ଉତ୍ତର ଚେନ୍ନାଇ ,ମଦୁରାଇ ,ତିରୁଚିରାପଲ୍ଲୀ ଏବଂ ତିରୁଭଲ୍ଲୁରର ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି "

December 23rd, 12:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ ସେଣ୍ଟ୍ରାଲ ଏବଂ ଉତ୍ତର ଚେନ୍ନାଇ ,ମଦୁରାଇ ,ତିରୁଚିରାପଲ୍ଲୀ ଏବଂ ତିରୁଭଲ୍ଲୁରର ବିଜେପିର ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମତ ବିନିମୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ଭାବେ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବିଜେପି ପ୍ରଚାର ଅଭିଯାନର ଅଂଶ ଭାବେ ଏଭଳି ମତ ବିନିମୟ କରୁଛନ୍ତି ।

Prime Minister Modi interacts with BJP Karyakartas from Five Lok Sabha Seats

October 17th, 06:00 pm

Prime Minister Narendra Modi interacted with Bhartiya Janta Party Booth Karyakartas from five Lok Sabha seats, Hoshangabad, Chatra, Pali, Ghazipur and Mumbai (North). He appreciated the hardworking and devoted Karyakartas of the BJP for the party's reach and presence across the country.

‘Statue of Unity’ is a tribute to the great Sardar Patel, who devoted his energy for India's unity: PM Modi

October 17th, 06:00 pm

Prime Minister Narendra Modi interacted with Bhartiya Janta Party Booth Karyakartas from five Lok Sabha seats, Hoshangabad, Chatra, Pali, Ghazipur and Mumbai (North). He appreciated the hardworking and devoted Karyakartas of the BJP for the party's reach and presence across the country.

Congress divides, BJP unites: PM Modi

October 10th, 05:44 pm

Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.

PM Modi interacts with BJP Karyakartas from Five Lok Sabha Seats via NaMo App.

October 10th, 05:40 pm

Prime Minister Narendra Modi today interacted with BJP booth Karyakartas from five Lok Sabha seats - Raipur, Mysore, Damoh, Karauli-Dholpur and Agra. During the interaction, PM Modi said that BJP was a 'party with a difference'. He said that the BJP was a cadre-driven party whose identity was not limited to a single family or clan.

ନରେନ୍ଦ୍ର ମୋଦୀ ଆପ୍ ମାଧ୍ୟମରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସହ ମତବିନିମୟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 27th, 10:30 am

ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ବେଳ ଥାଉ ଥାଉ ବୁଦ୍ଧିମାନର ପଦକ୍ଷେପ ଉଠାଇଛନ୍ତି ଆଉ ଜୀବନର ପ୍ରତ୍ୟେକ ଆହ୍ୱାନ ପାଇଁ ନିଜକୁ ନିଜେ ପ୍ରସ୍ତୁତ କରିଛନ୍ତି । ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ଆଜି ଯେଉଁ କଥା କହିବେ ତାହା ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବ । ଆମେ ସମସ୍ତେ ଜାଣିଛେ, କି ଜୀବନରେ ଗୋଟିଏ କଥା ହେଉଛି ବହୁତ ନିଶ୍ଚିତ ଆଉ ତାହା ହେଉଛି ଜୀବନର ଅନିଶ୍ଚିତତା । ଆମ ଭିତରୁ କେହି ଜାଣି ନାହାଁନ୍ତି କି ଆସନ୍ତାକାଲି, ଭବିଷ୍ୟତର ସମୟ ଆମ ଜୀବନରେ କ’ଣ ନେଇ କରି ଆସିବ ।

ଦେଶବ୍ୟାପୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

June 27th, 10:30 am

ଆଜି ଦେଶବ୍ୟାପୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମତ ବିନିମୟ କରିଛନ୍ତି । ଏହି ଭାବ ବିନିମୟ କାର୍ଯ୍ୟକ୍ରମ 4ଟି ପ୍ରମୁଖ ସାମାଜିକ ସୁରକ୍ଷା ଯୋଜନା ହେଲା – ଅଟଳ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଭୟ ବନ୍ଦନା ଯୋଜନା । ଏହା ହେଉଛି ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କର ଅଷ୍ଟମ ଭାବ ବିନିମୟ କାର୍ଯ୍ୟକ୍ରମ ।

ବିଜେପିର 38ପ୍ରତିଷ୍ଠା ଦିବସରେ ଦେଶବ୍ୟାପୀ କର୍ମକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ମତ ବିନିମୟ କଲେ

April 06th, 05:33 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ନିଜର ମୋବାଇଲ ଆପ ମାଧ୍ୟମରେ ଦେଶବ୍ୟାପୀ ବିଜେପି କର୍ମକର୍ତ୍ତାମାନଙ୍କ ସହ ମତ ବିନିମୟ କଲେ । ଦଳୀୟ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ମନ୍ତ୍ର 'ସବକା ସାଥ ,ସବକା ବିକାଶ' ଉପରେ ଗୁରୁତ୍ୱ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ବିଜେପି ଗଣତାନ୍ତ୍ରିକ ଆଦର୍ଶ ଉପରେ ବିଶ୍ୱାସ ରଖୁଥିବା ଦଳ । ବିଜେପି କେବେ ବି ବଂଶବାଦ ଏବଂ ଜାତି ଆଧାରିତ ରାଜନୀତିରେ ବିଶ୍ୱାସ କରିନାହିଁ । ପ୍ରଧାନମନ୍ତ୍ରୀ ଦଳୀୟ କର୍ମକର୍ତ୍ତାଙ୍କୁ ଅନୁରୋଧ କଲେ ଯେ ସେମାନେ ଦେଶବ୍ୟାପୀ ଲୋକମାନଙ୍କ ମଧ୍ୟରେ ସରକାରଙ୍କ ଦ୍ଵାରା କରାଯାଉଥିବା କାର୍ଯ୍ୟମାନଙ୍କର ପ୍ରଚାର ଏବଂ ପ୍ରସାର କରନ୍ତୁ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶବ୍ୟାପୀ ବିଜେପିର ଜିଲ୍ଲା ସଭାପତି ଏବଂ 5ଟି ଲୋକସଭା ଆସନର ଦଳୀୟ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କଲେ

April 06th, 05:32 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ମୋବାଇଲ ଆପ ଜରିଆରେ ଦେଶବ୍ୟାପୀ ବିଜେପି କର୍ମକର୍ତ୍ତା ସହ ମତ ବିନିମୟ କଲେ । ଦଳୀୟ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିବା ଅବସରରେ ବିଜେପିର ମନ୍ତ୍ର 'ସବକା ସାଥ ,ସବକା ବିକାଶ' ଉପରେ ଗୁରୁତ୍ୱ ଦେଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ବିଜେପି ଗଣତାନ୍ତ୍ରିକ ଆଦର୍ଶ ଉପରେ ବିଶ୍ୱାସ ରଖୁଥିବା ଦଳ । ବିଜେପି କୌଣସି ବଂଶବାଦ ଏବଂ ଜାତିବାଦ ଆଧାରିତ ରାଜନୀତିରେ ବିଶ୍ୱାସ କରେନାହିଁ । ପ୍ରଧାନମନ୍ତ୍ରୀ ଦଳର କର୍ମକର୍ତ୍ତାଙ୍କୁ ଅନୁରୋଧ କଲେ ଯେ ସେମାନେ ଦେଶବ୍ୟାପୀ ଲୋକମାନଙ୍କ ମଧ୍ୟରେ ସରକାରଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟର ପ୍ରଚାର ଏବଂ ପ୍ରସାର କରନ୍ତୁ ।

2018-19 କେନ୍ଦ୍ର ବଜେଟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ବିବୃତି;125 କୋଟି ଲୋକଙ୍କର ଆଶା ଆକାଂକ୍ଷା ପୁରଣ କରିବା ଭଳି ବଜେଟ

February 01st, 02:00 pm

“ମୁଁ ଅର୍ଥମନ୍ତ୍ରୀ ମାନନୀୟ ଅରୁଣ ଜେଟଲୀ ମହାଶୟଙ୍କୁ ଏହି ବଜେଟ ପାଇଁ ଅଭିନନ୍ଦନ ଜଣାଉଛି । ଏହି ବଜେଟ ନିଉ ଇଣ୍ଡିଆର ମୂଳଦୁଆକୁ ସୁଦୃଢ କରିଲା ଭଳି ବଜେଟ । ଏହି ବଜେଟରେ ଦେଶର କୃଷିଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ବଜେଟରେ ଗରିବ ଏବଂ ମଧ୍ୟମ ବର୍ଗଙ୍କ ଚିନ୍ତା ଦୂର କରୁଥିବା ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକ ଅଛି ତ, ଦେଶର ଛୋଟ ଉଦ୍ୟୋଗୀଙ୍କ ସମ୍ପତ୍ତି ବୃଦ୍ଧି କରିବା ପାଇଁ ଯୋଜନାଗୁଡ଼ିକ ମଧ୍ୟ ରହିଛି । ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଫାଇବର ଅପ୍ଟିକସ୍ ପର୍ଯ୍ୟନ୍ତ, ସଡ଼କ ଠାରୁ ବନ୍ଦର ପର୍ଯ୍ୟନ୍ତ, ଯୁବକଙ୍କ ଠାରୁ ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ, ଗ୍ରାମୀଣ ଭାରତରୁ ଆୟୁଷ୍ମାନ ଭାରତ ପର୍ଯ୍ୟନ୍ତ, ଡିଜିଟାଲ ଇଣ୍ଡିଆରୁ ଷ୍ଟାର୍ଟ ଅପ୍ ଇଣ୍ଡିଆ ପର୍ଯ୍ୟନ୍ତ ସବୁକିଛି ସାମିଲ ହୋଇଛି ।