Efficiency of government departments has increased due to the efforts of our Karmayogis: PM
October 22nd, 11:10 am
PM Modi launched Rozgar Mela – the recruitment drive for 10 lakh personnel. During the event, appointment letters were handed over to 75,000 newly inducted appointees. He said that completion of the process of selection for lakhs of vacancies in a few months and issuing appointment letters were an indication of the change the government system has undergone in the last 7-8 years.PM launches Rozgar Mela – recruitment drive for 10 lakh personnel
October 22nd, 11:01 am
PM Modi launched Rozgar Mela – the recruitment drive for 10 lakh personnel. During the event, appointment letters were handed over to 75,000 newly inducted appointees. He said that completion of the process of selection for lakhs of vacancies in a few months and issuing appointment letters were an indication of the change the government system has undergone in the last 7-8 years.ଉତ୍ତରପ୍ରଦେଶର ବାଗପତଠାରେ ‘ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେ’ ରାଷ୍ଟ୍ରକୁ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 27th, 06:50 pm
ଚାରି ବର୍ଷ ପୂର୍ବେ ଆପଣମାନେ ଅପାର ସମର୍ଥନ ସହିତ ମୋତେ ସମଗ୍ର ଦେଶର ସେବା କରିବାର ସୁଯୋଗ ଦେଇଥିଲେ । ମଇ ମାସର ଏହି ଗରମରେ ଆଉ ଦ୍ୱିପ୍ରହରରେ ଯେତେବେଳେ ସୂର୍ଯ୍ୟ ଏତେ ପରିମାଣରେ ତାତି ଉଠୁଛି ।ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ ଏବଂ ଦିଲ୍ଲୀ-ମିରଟ ଏକ୍ସପ୍ରେସ-ୱେ ଫେଜ-1 ରାଷ୍ଟ୍ରକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ
May 27th, 01:50 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଏନସିଆର କ୍ଷେତ୍ରଠାରେ ଦୁଇଟି ନବନିର୍ମିତ ଏକପ୍ରେସ-ୱେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ଏଥି ମଧ୍ୟରେ ଦିଲ୍ଲୀ-ମିରଟ ଏକ୍ସପ୍ରେସୱେ ଫେଜ-1, ନିଜାମୁଦ୍ଦିନ ସେତୁ ଠାରୁ ଦିଲ୍ଲୀ-ଉତ୍ତରପ୍ରଦେଶ ସୀମା ପର୍ଯ୍ୟନ୍ତ 14 ଲେନ ବିଶିଷ୍ଟ ସଡକ ବିସ୍ତୃତ । ସେହିପରି ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ଦ୍ୱିତୀୟ ପ୍ରକଳ୍ପ 135 କି.ମି ଦୈଘ୍ୟର ଇଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ-ୱେ (ଇପିଇ) ରାଷ୍ଟ୍ରୀୟ ରାଜମାର୍ଗ 1 ର କୁନ୍ଦଲି ଠାରୁ ରାଷ୍ଟ୍ରୀୟ ରାଜମାର୍ଗ 2 ର ପଲୱାଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ।‘କୃଷି 2022 : କୃଷକଙ୍କ ଦ୍ୱିଗୁଣ ଉପାର୍ଜନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (20.02.2018)
February 21st, 01:04 pm
ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 21st, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ଉଦ୍ଘାଟନ ପୂର୍ବକ ସମ୍ବୋଧିତ କରିଥିଲେ ।