ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
October 28th, 12:47 pm
ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ନୂଆଦିଲ୍ଲୀର ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (ଏଆଇଆଇଏ)ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦ କୋଟି ଟଙ୍କାର ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।ବାରଣାସୀରେ ଆର ଜେ ଶଙ୍କରା ନେତ୍ର ଚିକିତ୍ସାଳୟର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 20th, 02:21 pm
ଶ୍ରୀ କାଞ୍ଚି କାମକୋଟି ପୀଠରେ ଶଙ୍କରାଚାର୍ଯ୍ୟ ଜୀ, ପୂଜ୍ୟ ଜଗତଗୁରୁ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସରସ୍ୱତୀ ଜୀ, ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦି ବେନ ପଟେଲ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜୀ, ଉପ ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଜୀ, ଶଙ୍କରା ନେତ୍ର ଫାଉଣ୍ଡେସନର ଆର ବି ରମଣି ଜୀ, ଡାକ୍ତର ଏସ.ବି. ବାଲସୁଭ୍ରମଣ୍ୟମ୍ ଜୀ, ଶ୍ରୀ ମୂରଲୀ କୃଷ୍ଣମୂର୍ତ୍ତୀ ଜୀ, ରେଖା ଝୁନଝୁନୱାଲା ଜୀ ସଂସ୍ଥା ସହ ଜଡିତ ଅନ୍ୟ ସମସ୍ତ ସଦସ୍ୟଗଣ, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 20th, 02:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରଣାସୀରେ ଆରଜେ ସଙ୍କର ଚକ୍ଷୁ ଚିକିତ୍ସାଳୟର ଉଦଘାଟନ କରିଛନ୍ତି। ବିଭିନ୍ନ ଚକ୍ଷୁ ଅବସ୍ଥା ପାଇଁ ଡାକ୍ତରଖାନା ବିସ୍ତୃତ ପରାମର୍ଶ ଏବଂ ଚିକିତ୍ସା ପ୍ରଦାନ କରିଥାଏ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀରେ ଶ୍ରୀ ମୋଦୀ ମଧ୍ୟ ପରିଦର୍ଶନ କରିଥିଲେ।ଗରିବଙ୍କ ପୁଅଙ୍କ ନେତୃତ୍ବାଧୀନ ଏହି ସରକାର ଗରିବଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି: କଲ୍ୟାଣରେ ପ୍ରଧାନମନ୍ତ୍ରୀ ମୋଦୀ
May 15th, 04:45 pm
ମହାରାଷ୍ଟ୍ରର କଲ୍ୟାଣରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି, ମୁଁ ଗର୍ବର ସହ କହିପାରିବି ଯେ ଆଜିର ରାଜନୈତିକ ପରିବେଶରେ ଦେଶର କଲ୍ୟାଣ ଏବଂ ଗରିବଙ୍କ କଲ୍ୟାଣ ମୁଖ୍ୟ ଫୋକସ୍ ପାଲଟିଛି। ବିରୋଧୀ ମେଣ୍ଟକୁ ସମାଲୋଚନା କରି ସେ କହିଛନ୍ତି ଯେ ଏନଡିଏ ନେତୃତ୍ୱାଧୀନ ସରକାରରେ ଆତଙ୍କବାଦୀ ୟାକୁବ ମେମନଙ୍କ କବର ସଜ୍ଜିତ ହୋଇଛି ଏବଂ ରାମ ମନ୍ଦିର ନିର୍ମାଣ ପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରାଯାଇଛି।ଧର୍ମ ଆଧାରରେ ଆମେ କେବେ ବି ଭେଦଭାବ କରିନାହୁଁ; ଆମର ଯୋଜନା ସମସ୍ତଙ୍କ ପାଇଁ ଲାଭଦାୟକ: ଡିଣ୍ଡୋରୀରେ ପ୍ରଧାନମନ୍ତ୍ରୀ ମୋଦୀ
May 15th, 03:45 pm
ମହାରାଷ୍ଟ୍ରର ଡିଣ୍ଡୋରିରେ ଆୟୋଜିତ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ ।ମହାରାଷ୍ଟ୍ରର ଡିଣ୍ଡୋରି ଓ କଲ୍ୟାଣରେ ବିଶାଳ ରାଲିରେ ପ୍ରେରଣାଦାୟୀ ଭାଷଣ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
May 15th, 03:30 pm
ମହାରାଷ୍ଟ୍ରର ଡିଣ୍ଡୋରି ଓ କଲ୍ୟାଣଠାରେ ଆୟୋଜିତ ଏକ ବଡ଼ ଧରଣର କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ କୃଷକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ ଏକ ବିକଶିତ ଭାରତ ପାଇଁ ତାଙ୍କର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରିଥିଲେ । ସରକାର ଗଠନ ପରେ ପ୍ରଥମ ୧୦୦ ଦିନ ମଧ୍ୟରେ କ'ଣ କାମ କରିବାକୁ ପଡ଼ିବ ଏବଂ କ'ଣ ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି ସେ ନେଇ ଆମେ ନିରନ୍ତର କାର୍ଯ୍ୟ କରିଛୁ।After many decades the country has seen a stable and strong government of BJP: PM Modi in Bastar
April 08th, 01:31 pm
In his ongoing election campaigning spree, PM Modi today addressed a public meeting in Bastar, Chhattisgarh. Kickstarting his poll campaign in the state ahead of Lok Sabha election, the PM stated, “Today, I am here not only to give an account of my 10 years of work but also to express my gratitude to all of you. You have not only formed a BJP government here but also strengthened the foundation of a ’Viksit Bharat’. You have placed your trust in Modi's guarantee. Today, the entire country is saying with that same confidence – ‘Phir Ek Baar, Modi Sarkar’!”PM Modi campaigns in Chhattisgarh’s Bastar
April 08th, 01:30 pm
In his ongoing election campaigning spree, PM Modi today addressed a public meeting in Bastar, Chhattisgarh. Kickstarting his poll campaign in the state ahead of Lok Sabha election, the PM stated, “Today, I am here not only to give an account of my 10 years of work but also to express my gratitude to all of you. You have not only formed a BJP government here but also strengthened the foundation of a ’Viksit Bharat’. You have placed your trust in Modi's guarantee. Today, the entire country is saying with that same confidence – ‘Phir Ek Baar, Modi Sarkar’!”ଗୁଜରାଟର ଅହମ୍ମଦାବାଦରେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 12th, 10:00 am
ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଶ୍ରୀ ଦେବବ୍ରତ ଜୀ, ଗୁଜୁରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଜୀ, କ୍ୟାବିନେଟରେ ମୋର ସହକର୍ମୀ, ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ସଂସଦରେ ମୋର ସହଯୋଗୀ ଏବଂ ଗୁଜରାଟ ପ୍ରଦେଶ ଭାରତୀୟ ଜନତା ପାର୍ଟିର ଅଧକ୍ଷ ଶ୍ରୀ ସିଆର ପାଟିଲ ଏବଂ ଦେଶର କୋଣ ଅନୁକୋଣରେ ଯୋଡି ହୋଇଥିବା ସମସ୍ତ ସମସ୍ତ ସମ୍ମାନିତ ରାଜ୍ୟପାଳ, ଆଦରଣୀୟ, ବିଧାୟକ ଗଣ, ମୁଖ୍ୟମନ୍ତ୍ରୀ ଗଣ, ସାଂସଦଗଣ, ବିଧାନସଭାର ସଦସ୍ୟ ଓ ମନ୍ତ୍ରୀଗଣ। ଦେଶର ୭୦୦ରୁ ଅଧିକ ସ୍ଥାନରେ ଲକ୍ଷ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ମୁଁ ସ୍କ୍ରିନରେ ଦେଖୁଛି । ବୋଧହୁଏ ଭାରତର କୋଣ ଅନୁକୋଣରେ ଏତେ ବଡ଼ ଘଟଣା ରେଳଇତିହାସରେ ପୂର୍ବରୁ କେବେ ଘଟିନଥିଲା। ଗତ ୧୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟୁଛି। ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ମୁଁ ରେଳବାଇକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।ଗୁଜରାଟର ଅହମ୍ମଦାବାଦରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ
March 12th, 09:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଅହମ୍ମଦାବାଦଠାରେ ଡେଡିକେଟେଡ୍ ଫ୍ରେଟ୍ କରିଡରର ଅପରେସନ୍ କଣ୍ଟ୍ରୋଲ ସେଣ୍ଟରରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜିର ବିକାଶ ପ୍ରକଳ୍ପଗୁଡିକରେ ରେଳ ଭିତ୍ତିଭୂମି, ଯୋଗାଯୋଗ ଏବଂ ପେଟ୍ରୋକେମିକାଲ ସମେତ ଏକାଧିକ କ୍ଷେତ୍ର ଅନ୍ତର୍ଭୁକ୍ତ । ଏଥିସହ ସେ ୧୦ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।When it comes to disruption, development & diversification everybody can agree that this is India's time: PM Modi
February 09th, 08:30 pm
Prime Minister Narendra Modi addressed the ET Now Global Business Summit 2024 at Hotel Taj Palace in New Delhi. The Prime Minister highlighted the significance of the theme of ‘Disruption, Development and Diversification chosen by the Global Business Summit 2024. “When it comes to disruption, development and persification, everybody can agree that this is India’s time”, the PM remarked noting the growing trust towards India in the world.ଇଟି ନାଓ ବିଶ୍ୱସ୍ତରୀୟ ବ୍ୟାବସାୟିକ ଶିଖର ସମ୍ମିଳନୀ ୨୦୨୪ କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 09th, 08:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ହୋଟେଲ ତାଜ ପ୍ୟାଲେସ ଠାରେ ଇଟି ନାଓ ବିଶ୍ୱସ୍ତରୀୟ ବ୍ୟାବସାୟିକ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ।ଜାମ୍ମୁର ସୀମାନ୍ତ ଅଞ୍ଚଳର ମହିଳା ସରପଞ୍ଚଙ୍କୁ ତାଙ୍କର ସମର୍ପିତ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
November 30th, 01:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍ଫରେନ୍ସି ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଜି ଜାମ୍ମୁର ସୀମାନ୍ତ ଅଞ୍ଚଳ ରଙ୍ଗପୁରର ଜଣେ ମହିଳା ସରପଞ୍ଚ ବଲବୀର କୌର ଓ ଜଣେ ଚାଷୀଙ୍କ ସହିତ କଥାବାର୍ତ୍ତା ଅବସରରେ ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ । ତାଙ୍କର ଜନସେବା ଓ ସମର୍ପିତ କାର୍ଯ୍ୟ ବିଷୟରେ ଶୁଣିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।PM Modi campaigns in Madhya Pradesh’s Betul, Shajapur and Jhabua
November 14th, 11:30 am
Amidst the ongoing election campaigning in Madhya Pradesh, Prime Minister Modi’s rally spree continued as he addressed multiple public meetings in Betul, Shajapur and Jhabua today. PM Modi said, “In the past few days, I have traveled to every corner of the state. The affection and trust towards the BJP are unprecedented. Your enthusiasm and this spirit have decided in Madhya Pradesh – ‘Phir Ek Baar, Bhajpa Sarkar’. The people of Madhya Pradesh will come out of their homes on 17th November to create history.”Congress Party only believes in Nepotism, Political Favoritism,.Family Rule: PM Modi in Madhya Pradesh
November 05th, 12:00 pm
Ahead of the Assembly Election in the state of Madhya Pradesh, PM Modi addressed a public rally in Seoni, Madhya Pradesh. PM Modi said, “BJP Government in MP symbolizes continuity in good governance & development”.PM Modi addresses a public rally in Seoni & Khandwa, Madhya Pradesh
November 05th, 11:12 am
Ahead of the Assembly Election in the state of Madhya Pradesh, PM Modi addressed two public meetings in Seoni and Khandwa. PM Modi said, “BJP Government in MP symbolizes continuity in good governance & development”.ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ
October 10th, 07:50 pm
ପ୍ରଧାନମନ୍ତ୍ରୀ ୨ କୋଟି ଲକ୍ଷପତି ଦିଦି ତିଆରି କରିବା ବିଷୟରେ କହିଥିଲେ, ଅର୍ଥାତ୍ ୨ କୋଟି ଏସଏଚଜି କିମ୍ବା ଅଙ୍ଗନବାଡି ଦିଦିଙ୍କୁ ଲକ୍ଷପତି କରିବା । ଏହି ଲକ୍ଷ୍ୟ ହାସଲ ପାଇଁ ଯୋଜନା କରାଯାଇଥିବା ବିଭିନ୍ନ ଜୀବିକା ପ୍ରକଳ୍ପର କାର୍ଯ୍ୟକାରୀ ଉପରେ ସେ ସମୀକ୍ଷା କରିଥିଲେ।ଦକ୍ଷିଣ ବେଙ୍ଗଲୁରୁରେ ୧୦୦ତମ ଜନୌଷଧି କେନ୍ଦ୍ର, ନମୋ ନିଃଶୁଳ୍କ ଡାଏଲିସିସ କେନ୍ଦ୍ର ଓ ୪ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କ୍ଲିନିକ ଶୁଭାରମ୍ଭକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
March 08th, 08:45 am
ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;Modhera will always figure in discussions about solar power anywhere in the world: PM Modi
October 09th, 04:47 pm
The Prime Minister, Shri Narendra Modi laid the foundation stone and dedicated various projects worth over Rs 3900 crore to the nation in Modhera, Mehsana, today. The Prime Minister also declared the village of Modhera as India’s first 24x7 solar-powered village.PM lays foundation stone and dedicates to the nation various projects worth over Rs 3900 crore in Modhera, Mehsana, Gujarat
October 09th, 04:46 pm
PM Modi laid the foundation stone and dedicated various projects worth over Rs 3900 crore to the nation in Modhera. The Prime Minister said earlier Modhera was known for Surya Mandir but now Surya Mandir has inspired Saur Gram and that has made a place on the environment and energy map of the world.