ସଶକ୍ତ ନାରୀ-ବିକଶିତ ଭାରତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 11th, 10:30 am
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ଶ୍ରୀ ଗିରିରାଜ ସିଂହ ଜୀ, ଶ୍ରୀ ଅର୍ଜୁନ ମୁଣ୍ଡାଜୀ, ଶ୍ରୀ ମନସୁଖ ମାଣ୍ଡଭିୟ ଜୀ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଏଠାକୁ ଆସିଥିବା ଲକ୍ଷ ଲକ୍ଷ ଦିଦି ଯେଉଁମାନେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଏବଂ ଆପଣମାନଙ୍କ ସହିତ ଭିଡିଓ ମାଧ୍ୟମରେ ମଧ୍ୟ ଦେଶର ଲକ୍ଷ ଲକ୍ଷ ଦିଦି ଆମ ସହିତ ଯୋଡ଼ି ହୋଇଛନ୍ତି । ମୁଁ ଆପଣସମସ୍ତଙ୍କୁ ସ୍ୱାଗତ କରୁଛି, ଶୁଭେଚ୍ଛା ଜଣାଉଛି । ଏବଂ ମୁଁ ଏହି ହଲରେ ଦେଖିପାରୁଛି ଯେ ବୋଧହୁଏ ଏହା ଏକ ମିନି ଇଣ୍ଡିଆ । ଏଠାରେ ଭାରତର ପ୍ରତ୍ୟେକ ଭାଷା ଓ କୋଣ ଅନୁକୋଣରୁ ଲୋକ ଦେଖିବାକୁ ମିଳିଥାନ୍ତି । ତେଣୁ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।ସଶକ୍ତ ନାରୀ – ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ
March 11th, 10:10 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଶକ୍ତ ନାରୀ - ବିକଶିତ ଭାରତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ନୂଆଦିଲ୍ଲୀର ପୁସାସ୍ଥିତ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରେ ନମୋ ଡ୍ରୋନ୍ ଦିଦିମାନଙ୍କ ଦ୍ୱାରା କରାଯାଇଥିବା କୃଷି ଡ୍ରୋନ୍ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ । ଦେଶର ୧୦ଟି ଭିନ୍ନ ଭିନ୍ନ ସ୍ଥାନରୁ ନମୋ ଡ୍ରୋନ୍ ଦିଦିମାନେ ମଧ୍ୟ ଏକାସାଙ୍ଗରେ ଡ୍ରୋନ୍ ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦୦୦ ନମୋ ଡ୍ରୋନ ଦିଦିଙ୍କୁ ଡ୍ରୋନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ବ୍ୟାଙ୍କମାନଙ୍କ ଦ୍ୱାରା ସ୍ଥାପିତ ବ୍ୟାଙ୍କ ଲିଙ୍କେଜ୍ କ୍ୟାମ୍ପ ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ମାନଙ୍କୁ ରିହାତି ସୁଧ ହାରରେ ପ୍ରାୟ ୮,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ପାଖାପାଖି ୨,୦୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପାଣ୍ଠି ମଧ୍ୟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।ରାଜସ୍ଥାନର ନାଥଦ୍ୱାରାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 10th, 12:01 pm
ରାଜସ୍ଥାନର ରାଜ୍ୟପାଳ ଶ୍ରୀ କଲରାଜ ମିଶ୍ର ମହୋଦୟ, ମୁଖ୍ୟମନ୍ତ୍ରୀ ମୋର ବନ୍ଧୁ ଶ୍ରୀମାନ ଅଶୋକ ଗେହଲୋଟ ମହାଶୟ, ବିଧାନସଭାର ବାଚସ୍ପତି ଶ୍ରୀମାନ ସି.ପି ଯୋଶୀ ମହାଶୟ, ରାଜ୍ୟ ସରକାରଙ୍କର ମନ୍ତ୍ରୀ ଶ୍ରୀ ଭଜନ ଲାଲା ଜାଟବ ମହାଶୟ, ସଂସଦରେ ମୋର ସାଥୀ ଏବଂ ରାଜସ୍ଥାନ ଭାଜପା ଅଧ୍ୟକ୍ଷ ଶ୍ରୀ ଚନ୍ଦ୍ର ପ୍ରକାଶ ଯୋଶୀ ମହାଶୟ, ସଂସଦରେ ମୋର ସାଥୀ ଭଉଣୀ ଦୀୟାକୁମାରୀ ମହାଶୟା, ସଂସଦରେ ମୋର ସାଥୀ ଶ୍ରୀମାନ କନକମଲ କଟାରା ମହାଶୟ, ସାଂସଦ ଶ୍ରୀ ଅର୍ଜୁନଲାଲ ମୀନା ମହାଶୟ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ।ରାଜସ୍ଥାନର ନାଥଦ୍ୱାରରେ ଦେଶକୁ 5500 ଟଙ୍କାରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ
May 10th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନର ନାଥଦ୍ୱାରରେ 5500 କୋଟି ରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିଛନ୍ତି। ବିକାଶ ପ୍ରକଳ୍ପଗୁଡ଼ିକ ସେହି ଅଞ୍ଚଳରେ ଭିତ୍ତିଭୂମି ଏବଂ ସଂଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଥାଏ ଯେଉଁଠାରେ ରେଳ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକ ସାମଗ୍ରୀ ଏବଂ ସେବାଗୁଡିକର ଗତିପଥକୁ ସୁବିଧାଜନକ କରିବ, ଯାହାଦ୍ୱାରା ବାଣିଜ୍ୟ ଏବଂ କାରବାର ବୃଦ୍ଧି ହେବ ଏବଂ ଏହି ଅଞ୍ଚଳର ଲୋକମାନଙ୍କର ସାମାଜିକ-ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆସିବ।ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
November 15th, 10:06 am
ଭଗବାନ ବିର୍ସା ମୁଣ୍ଡା କେବଳ ଆମର ରାଜନୈତିକ ସ୍ବାଧୀନତାର ମହାନାୟକ ନଥିଲେ। ସେ ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଶକ୍ତିର ବାହକ ମଧ୍ୟ ଥିଲେ। ଆଜି ସ୍ବାଧୀନତାର ‘ପଞ୍ଚ ପ୍ରାଣ’ ର ଶକ୍ତି ସହିତ ଦେଶ ଭଗବାନ ବିର୍ସା ମୁଣ୍ଡାଙ୍କ ସମେତ କୋଟି କୋଟି ଆଦିବାସୀ ବୀରମାନଙ୍କ ସ୍ବପ୍ନକୁ ପୂରଣ କରିବା ଦିଗରେ ଆଗକୁ ବଢ଼ୁଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ଜନଜାତିର ଐତିହ୍ୟ ଉପରେ ଗର୍ବ ଏବଂ ଆଦିବାସୀ ସମାଜର ବିକାଶର ସଙ୍କଳ୍ପ ଏହି ଉତ୍ସାହର ଅଂଶ ଅଟେ।ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ‘ପଞ୍ଚ ପ୍ରାଣ’ ଊର୍ଜାର ଅଂଶବିଶେଷ ଭାବେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି : ପ୍ରଧାନମନ୍ତ୍ରୀ
November 15th, 10:02 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ଜନଜାତୀୟ ଗୌରବ ଦିବସର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭଗବାନ ବିର୍ସା ମୁଣ୍ଡା ଏବଂ କୋଟି କୋଟି ଜନଜାତୀୟ ମହାନାୟକଙ୍କ ସ୍ବପ୍ନକୁ ସାକାର କରିବା ଲାଗି ଦେଶ ‘‘ପଞ୍ଚ ପ୍ରାଣ’’ର ଶକ୍ତିକୁ ନେଇ ଆଗକୁ ବଢ଼ୁଅଛି। ଜନଜାତୀୟ ଗୌରବ ଦିବସ ଜରିଆରେ ଦେଶ ନିଜ ଆଦିବାସୀ ପରମ୍ପରାକୁ ନେଇ ଗର୍ବ କରୁଛି ଏବଂ ଏହି ପଞ୍ଚ ପ୍ରାଣର ଊର୍ଜା ବଳରେ ଆଦିବାସୀ ସମୁଦାୟର ବିକାଶ ପାଇଁ ସଂକଳ୍ପ ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ମହାରାଷ୍ଟ୍ର ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାର ମୂଳପାଠ
November 03rd, 11:37 am
ଦେଶର ଯୁବଗୋଷ୍ଠୀଙ୍କୁ ସରକାରୀ ବିଭାଗରେ ସାମୁହିକ ଭାବରେ ନିଯୁକ୍ତିପତ୍ର ଦେବା ଅଭିଯାନରେ ଆଜି ମହାରାଷ୍ଟ୍ରର ନାମ ମଧ୍ୟ ଯୋଡ଼ି ହୋଇଛି । ଧନତେରସ ଦିନ କେନ୍ଦ୍ର ସରକାର ୧ଠ ଲକ୍ଷ ରୋଜଗାର ଦେବାର ଅଭିଯାନର ଶୁଭାରମ୍ଭ କରିଥିଲେ । ସେତେବେଳେ ମୁଁ କହିଥିଲି ଯେ ଆଗାମୀ ଦିନରେ ବିଭିନ୍ନ ରାଜ୍ୟ ସରକାରମାନେ ମଧ୍ୟ ଏହିଭଳି ଭାବରେ ରୋଜଗାର ମେଳା କରିବେ । ଏହି ଶୃଙ୍ଖଳାରେ ଆଜି ମହାରାଷ୍ଟ୍ରରେ ଶହ ଶହ ଯୁବଗୋଷ୍ଠୀଙ୍କୁ ଏକା ସାଥୀରେ ନିଯୁକ୍ତିପତ୍ର ପ୍ରଦାନ କରାଯାଉଛି । ଆଜି ଯେଉଁ ଯୁବକ-ଯୁବତୀମାନଙ୍କୁ ନିଯୁକ୍ତିପତ୍ର ମିଳୁଛି, ମୁଁ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।ମହାରାଷ୍ଟ୍ର ରୋଜଗାର ମେଳାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
November 03rd, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ର ସରକାରଙ୍କ ରୋଜଗାର ମେଳାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଧନତେରାସରେ ଜାତୀୟ ସ୍ତରରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ । କେନ୍ଦ୍ର ସରକାରଙ୍କ ସ୍ତରରେ ୧୦ ଲକ୍ଷ ଚାକିରି ଯୋଗାଇବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରଧାନମନ୍ତ୍ରୀ ଗୁଜୁରାଟ ଏବଂ ଜାମ୍ମୁ ଓ କାଶ୍ମୀର ସରକାରଙ୍କ ରୋଜଗାର ମେଳାକୁ ସମ୍ବୋଧିତ କରିଛନ୍ତି । ରୋଜଗାର ମେଳାର ଆୟୋଜନ ଏତେ କମ୍ ସମୟ ମଧ୍ୟରେ ହୋଇଥିବାରୁ ଏହା ସ୍ପଷ୍ଟ ଯେ ମହାରାଷ୍ଟ୍ର ସରକାର ଯୁବକମାନଙ୍କୁ ରୋଜଗାର ଯୋଗାଇବା ଦିଗରେ ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ଖୁସି ଯେ ଆଗାମୀ ସମୟରେ ମହାରାଷ୍ଟ୍ରରେ ଏଭଳି ନିଯୁକ୍ତି ମେଳା ଆହୁରି ବ୍ୟାପକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ମହାରାଷ୍ଟ୍ରର ଗୃହ ବିଭାଗ ଏବଂ ରାଜ୍ୟର ଗ୍ରାମୀଣ ବିକାଶ ବିଭାଗରେ ହଜାର ହଜାର ନିଯୁକ୍ତି ହେବ ।ଗୁଜରାଟର ଗାନ୍ଧିନଗରରେ ଡିଜିଟାଲ ଭାରତ ସପ୍ତାହ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
July 04th, 10:57 pm
ନମସ୍ତେ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ମହାଶୟ, କେନ୍ଦ୍ର ମନ୍ତ୍ରୀ ପରିଷଦରେ ମୋର ସହଯୋଗୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ମହାଶୟ, ଶ୍ରୀ ରାଜୀବ ଚନ୍ଦ୍ରଶେଖର ମହାଶୟ, ଭିନ୍ନ -ଭିନ୍ନ ରାଜ୍ୟମାନଙ୍କରୁ ସାମିଲ ହୋଇଥିବା ହୋଇଥିବା ସମସ୍ତ ପ୍ରତିନିଧି, ଡିଜିଟାଲ ଇଣ୍ଡିଆର ସମସ୍ତ ହିତାଧିକାରୀ, ଷ୍ଟାର୍ଟ ଅପ୍ସ ଏବଂ ଉଦ୍ୟୋଗ ସହିତ ଜଡିତ ସମସ୍ତ ସାଥୀ, ବିଶେଷଜ୍ଞଗଣ, ଶିକ୍ଷାଦାତା, ଗବେଷକଗଣ ଭଦ୍ର ମହିଳା ଏବଂ ଭଦ୍ରବ୍ୟକ୍ତିଗଣ !ଗାନ୍ଧୀନଗରରେ ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
July 04th, 04:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀନଗର ଠାରେ ଡିଜିଟାଲ୍ ଇଣ୍ଡିଆ ସପ୍ତାହ ୨୦୨୨ର ଉଦ୍ଘାଟନ କରିଛନ୍ତି, ଯାହାର ବିଷୟ ହେଉଛି ନୂତନ ଭାରତରେ ପ୍ରଯୁକ୍ତିର ତ୍ୱରିତ ବିକାଶ । ଏହି କାର୍ଯ୍ୟକ୍ରମ ଅବସରରେ, ସେ ପ୍ରଯୁକ୍ତିର ବ୍ୟାପକତାକୁ ବୃଦ୍ଧି କରିବା, ଜୀବନକୁ ସହଜ ଏବଂ ସୁଗମ କରିବା ନିମନ୍ତେ ଡିଜିଟାଲ୍ ସେବା ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅନେକ ଡିଜିଟାଲ୍ ପଦକ୍ଷେପ ଆରମ୍ଭ କରିଥିଲେ ।‘ଆତ୍ମନିର୍ଭର ନାରୀଶକ୍ତି ସେ ସମ୍ବାଦ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
August 12th, 12:32 pm
ଏବେ ଯେତେବେଳେ ମୁଁ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ ଭଉଣୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ସେମାନଙ୍କ ଆତ୍ମବିଶ୍ୱାସ ମୁଁ ଅନୁଭବ କରୁଥିଲି, ଆପଣମାନେ ମଧ୍ୟ ଦେଖିଥିବେ, ସେମାନଙ୍କ ମଧ୍ୟରେ ଆଗକୁ ବଢ଼଼ିବା ପାଇଁ କିପରି ଲାଳସା ରହିଛି, କିଛି କରିବା ପାଇଁ କିପରି ଉତ୍ସାହ ରହିଛି, ଏହା ବାସ୍ତବରେ ଆମ ସମସ୍ତଙ୍କ ପାଇଁ ହେଉଛି ପ୍ରେରଣାଦାୟୀ। ଏହାଦ୍ୱାରା ଆମେ ସାରା ଦେଶରେ ଚାଲୁ ରହିଥିବା ନାରୀଶକ୍ତିଙ୍କ ସଶକ୍ତ ଆନ୍ଦୋଳନର ଦର୍ଶନ ହୋଇଥାଏ।ପ୍ରଧାନମନ୍ତ୍ରୀ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ'ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ କଥାବାର୍ତ୍ତା କରିଛନ୍ତି
August 12th, 12:30 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଆତ୍ମର୍ନିଭର ନାରୀଶକ୍ତି ସେ ସମ୍ବାଦ' ରେ ଅଂଶଗ୍ରହଣ କରିଛନ୍ତି ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଡିଏୱାଇ-ଏନ୍ଆରଏଲ୍ଏମ୍) ସହ ଜଡିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି।ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଜୀବିକାର ସର୍ବଭାରତୀୟକରଣ ଉପରେ ଏକ ପୁସ୍ତିକା ସହିତ ଦେଶର ବିଭିନ୍ନ ସ୍ଥାନରୁ ମହିଳା ଏସଏଚଜି ସଦସ୍ୟଙ୍କ ସଫଳତାର କାହାଣୀର ଏକ ସଂକଳନ ଉନ୍ମୋଚନ କରିଛନ୍ତି ।Beware of Congress-AIUDF 'Mahajoth' as it's 'Mahajhoot': PM Modi in Assam
March 24th, 03:04 pm
PM Modi today addressed public meetings in Bihpuria and Sipajhar in Assam ahead of assembly elections. Addressing a mega election rally in Bihpuria, PM Modi raised the issue of illegal immigrants and blamed the previous Congress for the influx. He said, “The incumbent BJP government has tackled the issue of illegal immigrants. The Satras and Namghars of Assam which were captured by illegal immigrants during Congress rule are now free from encroachments.”PM Modi campaigns in Assam’s Bihpuria and Sipajhar
March 24th, 03:00 pm
PM Modi today addressed public meetings in Bihpuria and Sipajhar in Assam ahead of assembly elections. Addressing a mega election rally in Bihpuria, PM Modi raised the issue of illegal immigrants and blamed the previous Congress for the influx. He said, “The incumbent BJP government has tackled the issue of illegal immigrants. The Satras and Namghars of Assam which were captured by illegal immigrants during Congress rule are now free from encroachments.”Sant Kabir represents the essence of India's soul: PM Modi in Maghar
June 28th, 12:35 pm
The Prime Minister, Shri Narendra Modi, visited Maghar in SantKabir Nagar district of Uttar Pradesh today. He offered floral tributes at SantKabir Samadhi, on the occasion of the 500th death anniversary of the great saint and poet, Kabir. He also offered Chadar at SantKabirMazaar. He visited the SantKabir Cave, and unveiled a plaque to mark the laying of Foundation Stone of SantKabir Academy, which will highlight the great saint’s teachings and thought.ସନ୍ଥ କବୀର ନଗରରେ ମହାନ କବି ଓ ସନ୍ଥ କବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧା ସୁମନ ଅର୍ପଣ
June 28th, 12:35 pm
ମହାନ ସାଧୁ ଏବଂ କବି ସନ୍ଥ କବୀରଙ୍କ 500ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେ ସନ୍ଥ କବୀର ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେ ମଧ୍ୟ ସନ୍ଥ କବୀର ମଜରରେ ଚାଦର ଅର୍ପଣ କରିଛନ୍ତି । ସେ ସନ୍ଥ କବୀର ଗୁମ୍ଫା ପରିଦର୍ଶନ କରିଥିଲେ ଏବଂ ଫଳକ ଉନ୍ମୋଚନ ପୂର୍ବକ ସନ୍ଥ କବୀର ଏକାଡେମୀର ଆଧାରଶିଳା ରଖିଥିଲେ । ଏହି ଏକାଡେମୀ ମହାନ ସନ୍ଥଙ୍କର ଶିକ୍ଷା ଓ ଚିନ୍ତାଧାରାକୁ ଗୁରୁତ୍ୱ ପ୍ରଦାନ କରିବ ।ଡିଜିଟାଲ ଇଣ୍ଡିଆର ହିତାଧିକାରୀମାନଙ୍କ ସହ ମତବିନିମୟ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 15th, 10:56 am
ବିଗତ କିଛି ଦିନ ହେବ ମୋତେ ସରକାରଙ୍କର ବିଭିନ୍ନ ଯୋଜନା ଅଧୀନରେ ସମଗ୍ର ଦେଶରେ ଯେଉଁ ହିତାଧିକାରୀ ଅଛନ୍ତି ସେମାନଙ୍କ ସହିତ ସାକ୍ଷାତ କରିବା, କଥାବାର୍ତ୍ତା ହେବା, ସେମାନଙ୍କୁ ଶୁଣିବାର ସୁଯୋଗ ମିଳିଲା, ଆଉ ମୁଁ କହିପାରୁଛି କି ଏହା ମୋ ପାଇଁ ହେଉଛି ଏକ ଅଦ୍ଭୁତ ଅନୁଭବ । ଆଉ ମୁଁ ସବୁବେଳେ ଏହିଭଳି ସାହସ ପାଇଁ ଆଗ୍ରହୀ । କାରଣ ଫାଇଲର ବାହାରେ ମଧ୍ୟ ଜୀବନ ରହିଛି । ଆଉ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି । ଯେତେବେଳେ ତାହାକୁ ସିଧାସଳଖ ଲୋକମାନଙ୍କଠାରୁ ଶୁଣିଲି । ସେମାନଙ୍କର ଅନୁଭବକୁ ଜାଣିଲି ତ ମନକୁ ଏକ ବହୁତ ଆତ୍ମସନ୍ତୋଷ ମିଳୁଛି । ଆଉ କାମ କରିବାର ଏକ ନୂତନ ଉର୍ଜ୍ଜା ମଧ୍ୟ ମୋତେ ଆପଣମାନଙ୍କଠାରୁ ମିଳିଛି । ଆଜି ଡିଜିଟାଲ ଇଣ୍ଡିଆର କିଛି ଯୋଜନାର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ମୋତେ ମିଳିଛି ।ଦେଶବ୍ୟାପୀ ବିଭିନ୍ନ ଡିଜିଟାଲ ଇଣ୍ଡିଆ ଯୋଜନାର ହିତାଧିକାରୀଙ୍କ ସହିତ ଭିଡ଼ିଓ ବ୍ରିଜ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
June 15th, 10:56 am
ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ ଜରିଆରେ ସାରା ଦେଶରେ ଥିବା ବିଭିନ୍ନ ଡିଜିଟାଲ ଇଣ୍ଡିଆ ଅଭିଯାନ ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ଭିଡିଓ ବ୍ରିଜ ଜରିଆରେ ଜନସେବା କେନ୍ଦ୍ର, ଏନଆଇସି କେନ୍ଦ୍ର, ଜାତୀୟ ନଲେଜ ନେଟୱାର୍କ, ବିପିଓ, ମୋବାଇଲ ଉତ୍ପାଦକ ୟୁନିଟ ଏବଂ ମାଇଗଭ ସ୍ୱେଚ୍ଛାସେବୀ ଆଦିର 50 ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହୋଇଥିଲେ । ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ ବ୍ରିଜ ଜରିଆରେ ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ବାର୍ତ୍ତାଳାପ ।ପୁଡୁଚେରୀରେ କଂଗ୍ରେସ ସରକାର ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ ନକରି ସେଠାକାର ଲୋକମାନଙ୍କ ସହିତ ଅନ୍ୟାୟ କରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
February 25th, 02:56 pm
ପ୍ରଧାନମନ୍ତ୍ରୀ ମୋଦୀ ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ କହିଲେ ,''ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପାଖାପାଖି 17 ବର୍ଷ ଧରି ଦେଶର ଶାସନ ଭାର ସମ୍ଭାଳିଥିଲେ । ତା'ପରେ ତାଙ୍କ ଝିଅ ପାଖାପାଖି 14 ବର୍ଷ ପର୍ଯ୍ୟନ୍ତ ସମ୍ଭାଳିଥିଲେ । ତାଙ୍କ ପୁତ୍ର ମଧ୍ୟ 5 ବର୍ଷ ପ୍ରଧାନମନ୍ତ୍ରୀ ଥିଲେ । ସେହି ପରିବାର ପାଖେ ଦୀର୍ଘ ସମୟଧରି ଦେଶ ଶାସନର ରିମୋର୍ଟ କଣ୍ଟ୍ରୋଲ ଥିଲା । ଏପରି ଭାବେ ଦେଖାଯାଏ ତ ଗୋଟିଏ ପରିବାର ପାଖେ ପାଖାପାଖି 48 ବର୍ଷ ପର୍ଯ୍ୟନ୍ତ ଏହି ଦେଶକୁ ଶାସନ କରିଛନ୍ତି ।''ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 02:53 pm
ପୁଡୁଚେରୀରେ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ଦଳ ଉପରେ ଇଙ୍ଗିତ କରି କହିଲେ ଯେ ,'' ଆମର ପ୍ରଥମ ପ୍ରଧାନମନ୍ତ୍ରୀ ପାଖାପାଖି 17 ବର୍ଷ ଶାସନରେ ଥିଲେ ,ପାଖାପାଖି 14 ବର୍ଷ ପାଇଁ ତୃତୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପୁତ୍ର ମଧ୍ୟ ପାଞ୍ଚ ବର୍ଷ ପ୍ରଧାନମନ୍ତ୍ରୀ ହୋଇଥିଲେ । ଗୋଟିଏ ହିଁ ପରିବାର ହାତରେ ଦୀର୍ଘ ସମୟ ଧରି ଶାସନର ରିମୋଟ କଣ୍ଟ୍ରୋଲ ଥିଲା । ଯଦି ମୋଟ ଭାବେ ଗଣନା କରାଯାଏ ତ ଏହି ପରିବାର ପାଖାପାଖି 48 ବର୍ଷ ଧରି ଏହି ଦେଶକୁ ଶାସନ କରିଛନ୍ତି !''