ଚତୁର୍ଥ ଶିଳ୍ପ ବିପ୍ଳବ କେନ୍ଦ୍ରର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
October 11th, 05:15 pm
ବିଶ୍ୱ ଅର୍ଥନୈତିକ ଫୋରମର ସଭାପତି ଶ୍ରୀଯୁକ୍ତ ବୋର୍ଗେ ବ୍ରେଣ୍ଡେ, ଶିଳ୍ପ ଜଗତର ସମ୍ମାନିତ ସଦସ୍ୟ, ଦେଶବିଦେଶରୁ ଆସିଥିବା ଅନ୍ୟ ଅତିଥିଗଣ, ଆଉ ମୋର ସାଥୀଗଣ,ଚତୁର୍ଥ ଶିଳ୍ପ ବିପ୍ଲବ କେନ୍ଦ୍ରର ଉଦ୍ଘାଟନ ସମାରୋହକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
October 11th, 05:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ଗୁରୁବାର) ଚତୁର୍ଥ ଶିଳ୍ପ ବିପ୍ଲବ କେନ୍ଦ୍ରର ଉଦ୍ଘାଟନ ସମାରୋହରେ ଯୋଗଦେଇ ସମ୍ବୋଧିତ କରିଛନ୍ତି ।ଭିଡିଓ କନଫରେନ୍ସ ଜରିଆରେ ବାଂଲାଦେଶରେ ତିନୋଟି ପ୍ରକଳ୍ପ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
September 10th, 06:19 pm
କିଛିଦିନ ପୂର୍ବରୁ କାଠମାଣ୍ଡୁରେ ବିମସ୍ଟେକ ଶିଖର ସମ୍ମିଳନୀ କାଳରେ ଶେଖ ହସିନା ମହୋଦୟାଙ୍କ ସହ ସାକ୍ଷାତ ହୋଇଥିଲା । ଏଥିପୂର୍ବରୁ ଆମେ ମଇ ମାସରେ ଶାନ୍ତି ନିକେତନରେ, ଏବଂ ଏପ୍ରିଲରେ ରାଜ୍ୟଗୋଷ୍ଠୀ ଶିଖର ସମ୍ମିଳନୀ ଉପଲକ୍ଷେ ଲଣ୍ଡନରେ ଭେଟିଥିଲୁ ।ପ୍ରଧାନମନ୍ତ୍ରୀ ମୋଦୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ପଶ୍ଚିମବଙ୍ଗ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମିଳିତ ଭାବେ ଉତ୍ସର୍ଗ କଲେ ବାଂଲାଦେଶର ତିନି ପ୍ରକଳ୍ପ
September 10th, 05:30 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଏବଂ ତ୍ରିପୁରା ମୁଖ୍ୟମନ୍ତ୍ରୀ ଶ୍ରୀ ବିପ୍ଳବ କୁମାର ଦେବ ଆଜି ବାଂଲାଦେଶରେ ତିନୋଟି ପ୍ରକଳ୍ପକୁ ମିଳିତ ଭାବେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିଲେ । ଏହି ଅବସରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀମତି ସୁଷମା ସ୍ୱରାଜ ଏବଂ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଯଥାକ୍ରମେ ନୂଆଦିଲ୍ଲୀ ଏବଂ ଢାକାରୁ ଯୋଗ ଦେଇଥିଲେ ।ଧାନବାଦ ଓ ପତ୍ରାତୁଠାରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
May 25th, 05:30 pm
ମଞ୍ଚ ଉପରେ ଉପସ୍ଥିତ ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାଶୟା, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ରଘୁବର ଦାସ ମହାଶୟ, କେନ୍ଦ୍ର ମନ୍ତ୍ରିପରିଷଦରେ ମୋର ସାଥୀ ଶ୍ରୀଯୁକ୍ତ ଆର. କେ. ସିଂହ ମହାଶୟ, ଅଶ୍ୱିନୀ ମହାଶୟ, ସୁଦର୍ଶନ ଭଗତ ମହାଶୟ, ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଶ୍ରୀ ଅମର କୁମାର ସିଂହ ମହାଶୟ, ରାମଚନ୍ଦ୍ର ମହାଶୟ, ଆମର ସାଂସଦ ଶ୍ରୀମାନ ପ୍ରେମ ସିଂହ ମହାଶୟ, ବିଧାୟକ ଭାଇ ଫୁଲଚନ୍ଦ ମହାଶୟ, ଆଉ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 25th, 05:12 pm
ମଞ୍ଚ ଉପରେ ବିରାଜମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ କେଶରୀ ନାଥ ତ୍ରିପାଠୀ ମହାଶୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମହାଶୟା, ବିଶ୍ୱଭାରତୀର ଉପାଚାର୍ଯ୍ୟ ତଥା ଉପକୁଳପତି ପ୍ରଫେସର ସବୁଜ କଲୀ ସେନ ଏବଂ ରାମକୃଷ୍ଣ ମିଶନ ବିବେକାନନ୍ଦ ପ୍ରତିଷ୍ଠାନର ଉପାଚାର୍ଯ୍ୟ ଓ ଉପକୁଳପତି ପୂଜ୍ୟ ସ୍ୱାମୀ ଆତ୍ମପ୍ରିୟାନନ୍ଦ ଜୀ ଏବଂ ଏଠାରେ ଉପସ୍ଥିତ ବିଶ୍ୱଭାରତୀର ଅଧ୍ୟାପକଗଣ ଆଉ ମୋର ପ୍ରିୟ ଯୁବ ସାଥୀଗଣ ।ପ୍ରଧାନମନ୍ତ୍ରୀଙ୍କ ସିନ୍ଦ୍ରି ଗସ୍ତ, ଝାଡ଼ଖଣ୍ଡରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ
May 25th, 05:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିନ୍ଦ୍ରିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ଝାଡ଼ଖଣ୍ଡ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ ।ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବାଂଲାଦେଶ ଭବନ ଉଦ୍ଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
May 25th, 02:41 pm
ମିତ୍ର ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା, ସମ୍ମାନନୀୟ ଅତିଥିଗଣ, ମୁଖ୍ୟମନ୍ତ୍ରୀ ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ମହାଶୟ, ସାଥୀଗଣ ।ପ୍ରଧାନମନ୍ତ୍ରୀଙ୍କ ଶାନ୍ତିନିକେତନ ଗସ୍ତ, ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ, ବାଂଲାଦେଶ ଭବନ ଉଦ୍ଘାଟନ
May 25th, 01:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ କରିଥିଲେ ।ସତର୍କ ରହିବା ଏବଂ ନିୟମର ପାଳନ କରିବା ଗୁରୁତ୍ୱପୂର୍ଣ୍ଣ :'ମନ କି ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
February 25th, 11:00 am
ପ୍ରଧାନମନ୍ତ୍ରୀ ମୋଦୀ 'ମନ କି ବାତ' ଅବସରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦେଶବାସୀଙ୍କ ସହ କଥାବାର୍ତ୍ତା କରିଥିଲେ । ନିଜ କାର୍ଯ୍ୟକ୍ରମରେ ସେ ଔଦ୍ୟୋଗିକଠାରୁ ନେଇ ଆପଦ ପ୍ରବନ୍ଧନ ପର୍ଯ୍ୟନ୍ତ ,'ସ୍ୱଚ୍ଛ ଭାରତ' ରୁ ନେଇ ' ଗୋବର-ଧନ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ନିଜ ବିଚାର ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମହିଳା ନେତୃତ୍ୱରେ ବିକାଶକୁ ପ୍ରୋତ୍ସାହନ ଦେବା ବିଷୟରେ କହିଥିଲେ ଏବଂ କିପରି ମହିଳା ବିଭିନ୍ନ କ୍ଷେତ୍ରରେ 'ନ୍ୟୁ ଇଣ୍ଡିଆ' ର ଫାଉଣ୍ଡେସନକୁ ମଜବୁତ କରିବାର କାମ କରୁଛନ୍ତି ସେ ଉପରେ କହୁଥିଲେ ।ମେଘାଳୟରେ ନିର୍ବାଚନ କଂଗ୍ରେସର ଘୋଟାଲାରୁ ରାଜ୍ୟକୁ ମୁକ୍ତ କରିବାର ନିର୍ବାଚନ :ପ୍ରଧାନମନ୍ତ୍ରୀ ମୋଦୀ
February 22nd, 04:34 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଜନତାଙ୍କୁ ଧନ୍ୟବାଦ ଜଣାଇଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ତାଙ୍କୁ ବିଜେପି ପ୍ରତି ମେଘାଳୟର ଲୋକମାନଙ୍କ ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଅନୁଭବ ହେଉଛି ।ପ୍ରଧାନମନ୍ତ୍ରୀ ମୋଦୀ ମେଘାଳୟର ଫୁଲବାଡ଼ିରେ ଏକ ଜନସଭାକୁ ସମ୍ବୋଧିତ କଲେ
February 22nd, 04:33 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି ମେଘାଳୟର ଫୁଲବାଡ଼ିରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଜନସଭାରେ ବିଶାଳ ସଂଖ୍ୟାରେ ଆସିଥିବା ରାଜ୍ୟର ଲୋକମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କୁ ମେଘାଳୟର ଜନତାଙ୍କ ବିଜେପି ପ୍ରତି ଉତ୍ସାହ ଏବଂ ସମର୍ଥନ ଦେଖି ଅଧିକ ଖୁସି ଲାଗୁଛି ।‘କୃଷି 2022 : କୃଷକଙ୍କ ଦ୍ୱିଗୁଣ ଉପାର୍ଜନ’ ସଂକ୍ରାନ୍ତ ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ (20.02.2018)
February 21st, 01:04 pm
ସମଗ୍ର ଦେଶରୁ ଆସିଥିବା ବୈଜ୍ଞାନିକଗଣ, ଚାଷୀ ଭାଇ ଓ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ । ଆମେ ସମସ୍ତେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଅତି ଗମ୍ଭୀର ଓ ବହୁତ ଜରୁରୀ ପ୍ରସଙ୍ଗରେ ମନ୍ଥନ କରିବା ପାଇଁ ଏଠି ଏକଜୁଟ ହୋଇଛେ ।ଉତ୍ତରପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ
February 21st, 01:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲକ୍ଷ୍ନୌଠାରେ ଉତ୍ତର ପ୍ରଦେଶ ନିବେଶକ ଶିଖର ସମ୍ମିଳନୀ-2018 କୁ ଉଦ୍ଘାଟନ ପୂର୍ବକ ସମ୍ବୋଧିତ କରିଥିଲେ ।ମେଗ୍ନେଟିକ ମହାରାଷ୍ଟ୍ର : ସମ୍ମେଳନ 2018 ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 18th, 08:12 pm
ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ୍ ସି.ବିଦ୍ୟାସାଗର ରାଓ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବିସ, ଦେଶ-ବିଦେଶରୁ ଆସିଥିବା ଉଦ୍ୟୋଗୀଗଣ ଓ ଅନ୍ୟ ମହାନୁଭବ । ମେଗ୍ନେଟିକ ମହାରାଷ୍ଟ୍ରରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ।ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀ(ଡବ୍ଲ୍ୟୁଏସଡିଏସ-2018) ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 16th, 11:30 am
ମୁଁ ବିଶ୍ୱ ନିରନ୍ତର ବିକାଶ ଶିଖର ସମ୍ମିଳନୀର ଉଦ୍ଘାଟନ କରି ଅତ୍ୟନ୍ତ ଖୁସି । ଆମ ସହ ସାମିଲ ହେବାକୁ ବିଦେଶରୁ ଆସିଥିବା ବ୍ୟକ୍ତିମାନଙ୍କୁ ସ୍ୱାଗତ କରୁଛି । ଦିଲ୍ଲୀରେ ଆପଣମାନଙ୍କୁ ସ୍ୱାଗତ ।ଓମାନର ମାସ୍କଟଠାରେ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
February 11th, 09:47 pm
ଏତେ ବିଶାଳ ସଂଖ୍ୟାରେ ଆସିଥିବା, ଏଠାକୁ ଆସିଥିବା ମୋର ପ୍ରିୟ ଦେଶବାସୀଗଣ ଆପଣ ସମସ୍ତଙ୍କୁ ବହୁତ-ବହୁତ ନମସ୍କାର ।ଓମାନ ମସ୍କଟରେ ଭାରତୀୟ ସମୁଦାୟଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
February 11th, 09:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କଟର ସୁଲତାନ କାବୁସ ଷ୍ଟାଡିୟମରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କଲେ ।କର୍ଣ୍ଣାଟକରେ ଏବେ କଂଗ୍ରେସର ଓଲଟା ଗଣତି ଆରମ୍ଭ ହୋଇଯାଇଛି :ବେଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀ
February 04th, 05:02 pm
ପ୍ରଧାନମନ୍ତ୍ରୀ ମୋଦୀ ରବିବାରକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଭାରତୀୟ ଜନତା ଦଳର 'ପରିବର୍ତ୍ତନ ଯାତ୍ରା' ରାଲିକୁ ସମ୍ବୋଧିତ କରି କହିଲେ ଯେ କର୍ଣ୍ଣାଟକରେ କଂଗ୍ରେସ ସରକାରଙ୍କ ବିଦାୟର ଓଲଟା ଗଣତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ,ବିଜେପି ସରକାର ମାନେ କେବଳ ବିକାଶ ଏବଂ କଂଗ୍ରେସ ସରକାର ମାନେ ଭ୍ରଷ୍ଟାଚାର ,ତୁଷ୍ଟିକରଣ ,ଜାତିବାଦ ଏବଂ ବଂଶବାଦ ।PM Modi addresses public meeting in Bengaluru, Karnataka
February 04th, 04:58 pm
Addressing a ‘Parivartane Yatre’ rally in Bengaluru, PM Narendra Modi remarked that countdown for Congress to exit the state had begun and they were now standing at the exit gate. He added that BJP was devoted to development while the Congress only stood for corruption, politics of appeasement and pision.