ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:01 pm
ଆଦରଣୀୟ ସଭାପତି ମହାଶୟ, ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ବିସ୍ତୃତ ଆଲୋଚନା ଏହି ସଦନ କରିଛି । ପାଖାପାଖି 38 ଜଣ ମାନ୍ୟବର ସଦସ୍ୟ ନିଜ ନିଜର ବକ୍ତବ୍ୟ ରଖିଛନ୍ତି ।ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଶେଷରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର
February 07th, 05:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ସମ୍ବୋଧିତ କରି ଆଜି କହିଲେ ଯେ ,ବିଭିନ୍ନ ରାଜ୍ୟମାନଙ୍କରେ ଲୋକସଭା ଏବଂ ବିଧାନସଭା ନିର୍ବାଚନର ରଚନାତ୍ମକ ଆଲୋଚନା ହେବା ଉଚିତ । ମହାତ୍ମାଗାନ୍ଧୀଙ୍କୁ ସ୍ମରଣ କରି ,ସେ ପ୍ରାଥମିକ ସ୍ତରରେ ଅନେକ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଥିଲେ ।ଗୌହାଟୀରେ ଏଡଭାଣ୍ଟେଜ ଆସାମ – ବିଶ୍ୱ ନିବେଶକ ସମ୍ମେଳନ-2018ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ
February 03rd, 02:10 pm
ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।ଏଡଭାଣ୍ଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀ 2018ର ଉଦ୍ଘାଟନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ;
February 03rd, 02:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୌହାଟୀ ଠାରେ ଏଡଭାଂଟେଜ ଆସାମ-ବିଶ୍ୱ ନିବେଶକ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଛନ୍ତି ।